କେରଳରେ କରୋନା ମହାମାରୀ ଆତଙ୍କ ମଧ୍ୟରେ ବର୍ତ୍ତମାନ ଜିକା ଭାଇରସ୍ ଭୟ ସୃଷ୍ଟି କରୁଛି । ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୪ ଜଣ ଲୋକ ମଶା ଦ୍ୱାରା ଭାଇରସ୍ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂକ୍ରମଣ ଖବର ସ୍ପଷ୍ଟ ହେବା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ ହାଇ ଆଲର୍ଟ ଜାରି କରାଯାଇଛି ।
କୋଝିକୋଡ଼େ: କେରଳର କାରିପୁର ଏୟାରପୋର୍ଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୩ ଜଣ ଆହତ ହୋଇଛନ୍ତି। ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର ଥିବା ସୂଚନା ମିଳିଛି। ମୃତାହତ ହୋଇଥିବା ନେଇ ମାଲାପୁରମ୍ ଜିଲ୍ଲା ଏସ୍ପି ସୂଚନା ଦେଇଛନ୍ତି। ମୃତ ପାଇଲଟ୍ଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଭାରତୀୟ ବାୟୁସେନା (IAF) ଟେଷ୍ଟ ପାଇଲଟ କ୍ୟାପଟେନ ଦୀପକ ବସନ୍ତ ସାଥେ। ବସନ୍ତ ଜଣେ ପୁରସ୍କାର ପ୍ରାପ୍ତ ପାଇଲଟ୍। […]
ଥିରୁଭନନ୍ତପୁରମ୍: କେରଳର କୋଝିକୋଡ୍ରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏଥିରେ ୨ ଜଣ ପାଇଲଟ୍ ଓ ୧୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୧୧୨ରୁ ଅଧିକ ଯାତ୍ରୀଙ୍କୁ କୋଝିକୋଡ୍ର ବିଭିନ୍ନ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ ହେଉଛନ୍ତି ୱିଙ୍ଗ୍ କମାଣ୍ଡର ଦୀପକ ବସନ୍ତ ସାଥେ ଓ କ୍ୟାପଟେନ୍ ଅଖିଲେଶ କୁମାର। ୱିଙ୍ଗ୍ କମାଣ୍ଡର ଦୀପକ ଭାରତୀୟ […]
ଥିରୁଭନନ୍ତପୁରମ୍: କୋଝିିକୋଡ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଗତକାଲି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ IX-1344 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ପପୁଲାର୍ ଗ୍ଲୋବାଲ୍ ଫ୍ଲାଇଟ୍ ଟ୍ରାକର୍ ୱେବ୍ସାଇଟ୍ର ସୂଚନା ଅନୁସାରେ, ଏୟାର ଇଣ୍ଡିଆର ଏହି ବିମାନଟି ଳ୍ୟାଣ୍ଡିଂ ବେଳେ ରନ୍ୱେରେ ଖସି ଯାଇଥିଲା। ଲ୍ୟାଣ୍ଡିଂ କରିବାକୁ ୨ଥର ପ୍ରୟାସ କରିଥିଲା। ହେଲେ ଏହି ପ୍ରୟାସ ବିଫଳ ହୋଇଥିଲା। କ୍ରାଶ୍ ଲ୍ୟାଣ୍ଡିଂ ଯୋଗୁ ବିମାନଟି ୨ ଫାଳ ହୋଇଯାଇଥିଲା। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ, କେରଳର କୋଝିକୋଡ୍ ଏୟାରପୋର୍ଟର ରନ୍ୱେ ହେଉଛି […]
କୋଝିକୋଡ଼େ: କେରଳ କୋଝିକୋଡ଼େର କରିପୁର ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ଘଟଣାରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କଲେ କେରଳ ସରକାର। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି କେରଳର ପିନରାୟୀ ବିଜୟନ ସରକାର। ଅନ୍ୟପଟେ କେରଳ କୋଝିିକୋଡ଼େ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି AAIB, DGCA ଓ ବିମାନ ନିରାପତ୍ତା ଟିମ୍। ସୂଚନାନୁସାରେ, DGCA ଗତବର୍ଷ ଜୁଲାଇ ୧୧ ତାରିଖ ଏୟାରପୋର୍ଟର […]
ଥିରୁଅନନ୍ତପୁରମ୍: କେରଳରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଧ୍ୱଂସାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ପ୍ରତିକୂଳ ପାଗ ସତ୍ତ୍ୱେ ଲଗାତର ସପ୍ତମ ଦିନରେ ଏନଡିଆରଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଓ ମୁଖ୍ୟମନ୍ତ୍ରୀ ପି. ବିଜୟାନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ଶୁକ୍ରବାର ଇଡୁକି ଜିଲ୍ଲା ରାଜମାଲାରେ […]
ଭୁବନେଶ୍ୱର : କେରଳରେ ପ୍ରଳୟର କରୁଣ ଚିତ୍ର ସ୍ପଷ୍ଟ ସୂଚାଇ ଦିଏ ତ୍ରିସୁର ଜିଲ୍ଲାର ଏକ ବୃଦ୍ଧାଶ୍ରମ ‘କରୁଣା’କୁ ଦେଖିଲେ। ଅବିଶ୍ରାନ୍ତ ବର୍ଷା ପରେ ଅଗଷ୍ଟ ୧୬ ତାରିଖ ରାତିରେ ହଠାତ୍ ଚାଲକୁଡ଼ି ନଦୀରୁ ମାଡ଼ି ଅାସିଥିଲା ୧୦ଫୁଟ୍ ଉଚ୍ଚର ପାଣି। ୫ ଦିନ ଧରି ସବୁ ବୁଡ଼ାଇ ରଖିବା ପରେ ଛାଡ଼ିଯାଇଛି ଏମିତି ଦୁର୍ଦ୍ଦଶା। ଘର ଭିତରେ ଏବେ ବି ପାଦେ ଉଚ୍ଚର କାଦୁଅ । ଭସାଇ ନେଇଛି ୩୦ରୁ ଅଧିକ ଅନ୍ତେବାସୀଙ୍କ ବିଛଣାପତ୍ର ଓ […]
ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ । କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆମାନେ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ ସରକାର ଏହି ଓଡିଆଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରିଥିଲେ। ଗତ ୧୦ରୁ ଅଧିକ ଦିନ ଧରି କେରଳରେ ଫଶି ରହିଥିଲେ ଏହି ଓଡ଼ିଆମାନେ । ବନ୍ୟା ଛାଡ଼ିବା ପରେ ନିଜ ନିଜ ଘରକୁ ଫେରୁଛନ୍ତି ସେମାନେ। ନିଜ ଆଖିରେ ଦେଖିଥିବା କେରଳର ବନ୍ୟା ବିଭୀଷିକାକୁ ମିଡିଆ […]
ଥିରୁଅନନ୍ତପୁରମ୍ : ପାଣି ଛାଡ଼ିବା ପରେ କେରଳ ବନ୍ୟାର ଦୁର୍ଦ୍ଦଶାର ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୭୩କୁ ବୃଦ୍ଧି ପାଇଛି।କେରଳରେ ପ୍ରାୟ ୭୭୬ ଗାଁର ସାଢ଼େ ୫ ଲକ୍ଷ ଲୋକ ସିଧାସଖଳ ପ୍ରଭାବିତ ହୋଇଛନ୍ତି। ୩୨ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ରିଲିଫ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯାଉଛି। ବନ୍ୟା ଘେରରୁ ୨ ଲକ୍ଷ ୮୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରାୟ ୫ ହଜାର ଲୋକ ୬୪୫ଟି […]
ଭୁବନେଶ୍ୱର: କେରଳରେ ବନ୍ୟା, ହେଲେ କାନ୍ଦୁଛି କେନ୍ଦ୍ରାପଡ଼ାର କୋଳତିରା ଗାଁ। କାରଣ କାହାର ଏକମାତ୍ର ରୋଜଗାରିଅା ପୁଅ ଫସିରହିଛନ୍ତି ବନ୍ୟାର ବିଭୀଷିକାରେ ତ ଅାଉ କାହାର ସ୍ୱାମୀ ପଡ଼ିରହିଛନ୍ତି ଉପବାସରେ। ରିଲିଫ୍ ପହଞ୍ଚି ପାରୁନଥିବାରୁ କିଏ ବିସ୍କୁଟ ଖାଇ ତ ଅାଉ କିଏ ଅଖିଅା ଅପିଅା ଅବସ୍ଥାରେ ଅଛନ୍ତି ଉଦ୍ଧାର ଅପେକ୍ଷାରେ। ଏହି ଗାଁର ୩୦ରୁ ଅଧିକ ଶ୍ରମିକ ଏବେ ଏଭଳି ବିପନ୍ନ ଅବସ୍ଥାରେ ଜୀବନ ଜୀଉଁଛନ୍ତି କେରଳରେ। କେବଳ ଏହି ଗୋଟିଏ ଗାଁ ନୁହେଁ, ରାଜ୍ୟର […]
ନୂଆଦିଲ୍ଲୀ: କେରଳରେ ଲ୍ୟାଣ୍ଡ କରିଛି ସି ପ୍ଲେନ୍ Twin Otter 300। ମାଲଦୀପରୁ ଉଡ଼ାଣ ନେବା ପରେ ଗତକାଲି କେରଳରେ ଓହ୍ଲାଇଛି । ଏହାପରେ କିଛି ସମୟ ପାଇଁ କେରଳ ଅନ୍ତଃରାଜ୍ୟ ଜଳପଥରେ ଭ୍ରମଣ କରିଥିଲା ସିପ୍ଲେନ୍। ଏହା ଉଡ଼ାଣ ଭରି ଏହା ଗୁଜରାଟ ଅହମ୍ମଦାବାଦରେ ପହଞ୍ଚିଥିଲା। ସାବରମତୀ ନଦୀରେ ଷ୍ଟାଚୁ ଅଫ୍ ୟୁନିଟ୍ ପର୍ଯ୍ୟନ୍ତ ଜଳପଥରେ ଯାଇଥିଲା। ୧୯ ସିଟ୍ ବିଶିଷ୍ଟ ସି ପ୍ଲେନ୍Twin Otter-300 Spicejet ଜ୍ଞାନ କୌଶଳରେ ନିର୍ମାଣ ହୋଇଛି। ମାଲଦୀପରେ ଏହା […]
ଥିରୁଭନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ କରୋନା ପଜିଟିବ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଶନିବାର କେରଳ ରାଜ୍ୟପାଳନଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଟ୍ୱିଟ୍ରରେ ରାଜ୍ୟପାଳ ଲେଖିଛନ୍ତି “ ମୁଁ କରୋନା ପଜିଟିଭି ଚିହ୍ନଟ ହୋଇଛି। ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ତେବେ ଗତ ସପ୍ତାହରେ ଦିଲ୍ଲୀରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିଲେ, ସେମାନେ କରୋନା ଟେଷ୍ଟ କରାଇବା ସହିତ ଅନ୍ୟମାନଙ୍କ ସୁରକ୍ଷା ପାଇଁ ସତର୍କରେ ରହିବାକୁ […]
ଥିରୁଭନନ୍ତପୁରମ୍: କେରଳର ଚର୍ଚ୍ଚିତ ଗୋଲ୍ଡ ସ୍ମଗ୍ଲିଙ୍ଗ କେସ୍ରେ ଏବେ ଜଣେ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଛି। ପୂର୍ବରୁ ଗିରଫ ହୋଇଥିବା ଏହି କେସ୍ର ରାଣୀ ମହୁମାଛି ସ୍ୱପ୍ନା ସୁରେଶ ଏ ନେଇ ଇଡି( ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍)କୁ କହିଥିବା ଜଣାପଡ଼ିଛି। ସୂଚନା ଆନୁସାରେ, ଇଡି ଏହି ଗୋଲ୍ଡ ସ୍ମଗ୍ଲିଙ୍ଗ କେସ୍କୁ ନେଇ କୋର୍ଟରେ ଆଫିଡେଭିଟ୍ ଫାଇଲ୍ କରିଛି। ଯେଉଁଥିରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କର ପୂର୍ବତନ ମୁଖ୍ୟ ସଚିବ ତଥା ବରିଷ୍ଠ ଅଇଏଏସ୍ ଏମ୍ […]
ନୂଆଦିଲ୍ଲୀ: ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମ୍ଡି ସୂଚନା ଦେଇଥିବା ବେଳେ ୧୦-୧୨ ଦିନ ପରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆଇଏମ୍ଡି କହିଛି। ଗୁରୁବାର ସକାଳେ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରଭାବରେ…
ଆଉ ଦୁଇ ଦିନ ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତାପରେ ପରେ ଆସିବ ଓଡ଼ିଶା। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ ଦେଖିବାକୁ ମିଳିଛି
ଜୁନ୍ ୧ ବଦଳରେ ଜୁନ୍ ୩ ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ। ଚଳିତ ବର୍ଷ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁଇ ଦିନ ବିଳମ୍ବରେ କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ
ନୂଆଦିଲ୍ଲୀ: ଚଳିତ ବର୍ଷ ଧାର୍ଯ୍ୟ ତାରିଖର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ୍ ୧ ବଦଳରେ ମେ ୩୧ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।…
ତ୍ରିଭେନ୍ଦ୍ରମ୍ : କେରଳରେ ଲାଗୁ ହେଲା ୮ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ । ମହାମାରୀ କରୋନାର ଦ୍ୱିତୀୟ ଲହରରେ ଅନ୍ୟତମ ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି କେରଳ । ଆଉ ଏଥିପାଇଁ ଏଥିରେ ବ୍ରେକ୍ ଲଗାଇବା ପାଇଁ ବିଜୟନ ସରକାର ଏହି…
ଆସନ୍ତା ମାସ ଅର୍ଥାତ୍ ଜୁନ୍ ୧ ତାରିଖରେ ମୌସୁମୀ କେରଳ ଛୁଇଁବା ଆକଳନ। ୧ରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା। ତେବେ ପୂର୍ବରୁ ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା ବୋଲି ଆକଳନ କରିଥିଲା ଆଇଏମଡ଼ି।