• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1012" result for "ଭାରତୀୟ" in https://otvkhabar.in

Paris Olympics 2024
Paris Olympic 2024: ଜାଣନ୍ତୁ ଭାରତୀୟ ଖେଳାଳିଙ୍କ ଖେଳସୂଚୀ

୨୬ ଜୁଲାଇରୁ ଆରମ୍ଭ ହେଉଛି ବିଶ୍ୱ କ୍ରୀଡାର ମହାକୁମ୍ଭ ୨୦୨୪ ଅଲମ୍ପିକ୍ସ । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଓ ମୋଟ ପଦକ ଅଧିକ ସଂଖ୍ୟାରେ ଜିତିବା ନେଇ ଆଶା ରହିଛି । ଜାଣନ୍ତୁ ପ୍ୟାରିସ ଅଲିମ୍ପିକ୍ସ ଭାରତୀୟ ଖେଳାଳିଙ୍କ ଖେଳସୂଚୀ...

India women's archery teams
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଟିମକୁ ସଫଳତା...

ରାଙ୍କିଙ୍ଗ ରାଉଣ୍ଡରେ ମହିଳା ତୀରନ୍ଦାଜ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୀପିକା କୁମାରୀ, ଅଙ୍କିତା ଭକତ ଏବଂ ଭଜନ କୌରଙ୍କୁ ନେଇ ଗଠିତ ମହିଳା ଟିମ୍କୁ ଏହି ସଫଳତା ମିଳିଛି।

Hockey India
ଅଲମ୍ପିକ୍ସ ଆଗରୁ ଅବସର ଘୋଷଣା କଲେ ଭାରତୀୟ ହକିର 'ଦ ୱାଲ୍'

୩୬ ବର୍ଷୀୟ ଭେଟେରାନ ଗୋଲକିପର ଶ୍ରୀଜେଶ ସ୍ପଷ୍ଟ କରିଛନ୍ତି ଯେ, ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ ହେବ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ।

Bangladesh voilence
ବାଂଲାଦେଶ ହିଂସାକାଣ୍ଡ: ସ୍ୱଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

ବାଂଲାଦେଶରୁ ଫେରିଲେ ୧୦୦୦ ଭାରତୀୟ ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

Indian Army Recruitment  Apply for 381 posts
Indian Army Recruitment: ଭାରତୀୟ ସେନାରେ ଅଫିସର୍ ହେବାକୁ ଚାହୁଁଛନ୍ତି କି… ଦେଖନ୍ତୁ ଏହି ଖବର

ଭାରତୀୟ ସେନାରେ ଅଫିସର ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବରକୁ ବିସ୍ତୃତଭାବେ ପଢନ୍ତୁ।

Indian Navy Recruitment  Apply for 741 posts
Indian Navy Recruitment: ଭାରତୀୟ ନୌସେନାରେ ପୂରଣ ହେବ ୭୦୦ରୁ ଅଧିକ ପଦବୀ; ଦଶମ ପିଲା ବି କରିବେ ଆବେଦନ

ଆପଣ ଯଦି ଭାରତୀୟ ନୌସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖିଛନ୍ତି ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ନୌସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଦଶମ ପାଶ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।

13 Indians missing
ଓମାନରେ ସମୁଦ୍ରରେ ବୁଡି ଯାଇଛି ତେଲ ଟ୍ୟାଙ୍କର, ମିଳୁନି ୧୩ ଭାରତୀୟଙ୍କ ପତ୍ତା

ଓମାନରେ ସମୁଦ୍ରରେ ବୁଡି ଯାଇଛି ଏକ ତେଲ ଟ୍ୟାଙ୍କର । ଟ୍ୟାଙ୍କରରେ ଥିବା ୧୬ ଜଣ କ୍ରିଉ ନିଖୋଜ । ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ ଓ ୩ ଜଣ ଶ୍ରୀଲଙ୍କାର । ସର୍ଚ୍ଚ ଅପରେସନରେ ସାମିଲ ହେଲା ଭାରତୀୟ ନୌବାହିନୀର ଯୁଦ୍ଧ ଜାହାଜ

police complaint against yuvraj
ରିଲ୍‌ କରି ଫସିଲେ ପୂର୍ବତନ ଭାରତୀୟ କ୍ରିକେଟର୍; ଥାନାରେ ରୁଜୁ ହେଲା ମାମଲା...

ମହଙ୍ଗା ପଡ଼ିଲା ଦିବ୍ୟାଙ୍ଗଙ୍କୁ ପରିହାସ ! ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ, ସୁରେଶ ରାଇନା ଓ ହରଭଜନ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

India Post Office GDS Vacancy
India Post Office GDS Vacancy: ଭାରତୀୟ ଡାକ ବିଭାଗରେ ନିଯୁକ୍ତି; ପୂରଣ ହେବ ୪୪ ହଜାରରୁ ଅଧିକ ପଦବୀ

ଅଧିକାଂଶ ଯୁବକ ଭାରତୀୟ ଡାକ ସେବାରେ ଚାକିରି କରିବାର ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

From anant ambani radhika merchant wedding kim kardashian share her photos in red outfit
ଭାରତୀୟ ଲୁକ୍‌ରେ ଆମେରିକାନ୍ କଳାକାର କିମ୍‌ କର୍ଦାଶିଆନ୍; ଦେଖନ୍ତୁ ତାଙ୍କର କିଛି ଆକର୍ଷଣୀୟ ଫଟୋ

ମୁମ୍ବାଇରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମାରୋହରେ ରିଏଲିଟି ଟିଭି ତାରକା ତଥା ବିଲେନିୟର୍ କିମ୍‌ କର୍ଦାଶିଆନ୍ ଏବଂ ତାଙ୍କ ଭଉଣୀ ଖ୍ଲୋଏ କର୍ଦାଶିଆନ୍ ଯୋଗଦେଇ ଖୁବ ଉପଭୋଗ କରିଥିଲେ। ଏହି ସମୟରେ କିମ୍‌ଙ୍କୁ ଭାରତୀୟ ଲୁକ୍‌ରେ ଦେଖିବାକୁ ମିଳିଥିଲା। ସେ ନାକ ନୋଥ ପିନ୍ଧିଥିବା ଏବଂ ମଥାମଣି ଏବଂ ଟିକା ପିନ୍ଧିଥିବାର ନଜର ଆସିଥିଲେ। ବର୍ତ୍ତମାନ କିମ୍ ଅନନ୍ତ ଏବଂ ରାଧିକାଙ୍କ ବିବାହରୁ ତାଙ୍କର କିଛି ସୁନ୍ଦର ଚିତ୍ର ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ICC Player Of Month Awards
ଇତିହାସ ରଚିଲେ ବୁମ୍ରା-ସ୍ମୃତି; ପ୍ରଥମ ଭାରତୀୟ ଯୋଡ଼ି ଭାବେ ଜିତିଲେ ICC ର ଏହି ମାନ୍ୟତା..

ଟିମ୍‌ ଇଣ୍ତିଆର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍ରା ଏବଂ ମହିଳା ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ସ୍ମୃତି ମନ୍ଦାନା ଇତିହାସ ରଚିଛନ୍ତି।

IAF Agniveervayu Recruitment
IAF Agniveervayu Recruitment: ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ; ପୂରଣ ହେବ ଅଗ୍ନିବୀରବାୟୁ ପଦବୀ

ଭାରତୀୟ ବାୟୁସେନାରେ(IAF) ଚାକିରି ନେଇ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ IAF ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Indian Army AFMS Recruitment 2024
Indian Army AFMS Recruitment 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ପୂରଣ ହେବ ଏତେ ମହିଳା ପଦବୀ

ଭାରତୀୟ ସେନାରେ ଚାକିରି କରିବା ଅନେକ ଯୁବକଙ୍କ ସ୍ୱପ୍ନ ଥାଏ। ଏଥିରେ ଅଧିକାରୀ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍ (AFMS) ଅଧୀନରେ ଏହି ପଦବୀ ପୂରଣ ହେବ।

new-criminal-laws
ସାରା ଦେଶରେ ନୂଆ ଆଇନ୍; ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ FIR, ଜାଣନ୍ତୁ କେଉଁଠି..

ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି।

Rajinikanth praises prabhas starrer kalki 2898 ad
'କଲ୍‌କୀ ୨୮୯୮ ଏଡି' ଭାରତୀୟ ସିନେମାକୁ ଏକ ଭିନ୍ନ ସ୍ତରକୁ ନେଇଯିବ; ରଜନୀକାନ୍ତ

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ 'କଲ୍‌କୀ ୨୮୯୮ ଏଡି'କୁ ନେଇ ଚାରିଆଡେ ପ୍ରଶଂସାର ସୁଅ। ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଏହାକୁ ପ୍ରଶଂସା ନ କରି ନିଜକୁ ଅଟକାଇ ପାରି ନାହାଁନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି।

Lakhpati Didi
ରାଷ୍ଟ୍ରପତିଙ୍କ ଅଭିଭାଷଣ, ୭୦ ବର୍ଷରୁ ଅଧିକ ପ୍ରତି ଭାରତୀୟଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ଲାଭ

ମୋ ସରକାର ଆରମ୍ଭରୁ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି । ଫଳରେ ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି ଆୟୁଷ୍ମାନ ଯୋଜନାର ଲାଭ ୭୦ ବର୍ଷର ଊର୍ଦ୍ଧ୍ୱ ଲୋକଙ୍କୁ ବି ମିଳିବ ବୋଲି କହିଛନ୍ତି ରାଷ୍ଟ୍ରପତି।

 Amit Rohi das
ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା; ଓଡ଼ିଆ ଖେଳାଳି ଭାବେ ରୋହିଦାସଙ୍କୁ ମିଳିଲା ସୁଯୋଗ

ଭାରତୀୟ ହକି ଦଳ ଘୋଷିତ ହୋଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଟିମ୍‌ ଘୋଷଣା ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ ।

Indian Navy Recruitment 2024 Apply for MR Musician posts
Indian Navy Recruitment 2024: ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ; ଫାଇଦା ନେବେ ଦଶମ ପିଲା

ନୌସେନାରେ ଚାକିରି ପାଇବାକୁ ପ୍ରାୟ ଯୁବକ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଏମିତି ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ନୌସେନା ବିଜ୍ଞପ୍ତି ପ୍ରକାଶ କରିଛି। ଅଗ୍ନିବୀର ସ୍କିମ୍ ଅଧୀନରେ ଏହି ପଦବୀ ପୂରଣ ହେବ।

North Eastern Railway Recruitment 2024
North Eastern Railway Recruitment: ଭାରତୀୟ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୧୦୦୦ରୁ ଅଧିକ ପଦବୀ

ରେଳବାଇରେ ଚାକିରି କରିବାକୁ ପ୍ରାୟ ଯୁବକଙ୍କ ସ୍ୱପ୍ନ ଥାଏ। ଆପଣ ଯଦି ଏଭଳି ସ୍ୱପ୍ନ ଦେଖୁଛନ୍ତି ତେବେ ଏହାକୁ ପୂରଣ କରିବାର ସୁଯୋଗ ଆସିଯାଇଛି। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।

Bharatiya Nyaya Sanhita
ଜୁଲାଇ ପହିଲାରୁ ହଟିବ ବ୍ରିଟିଶ ନିୟମ; ଲାଗୁହେବ ଭାରତୀୟ ନ୍ୟାୟ ସଂହିତା

ଆସନ୍ତା ଜୁଲାଇ୧ରୁ ସାରା ଦେଶରେ ଲାଗୁ ହେବ ନୂଆ ଭାରତୀୟ ନ୍ୟାୟ ସଂହିତା। ଏଥି ସହିତ ଉଠିଯିବ ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ । ଏ ନେଇ ସମସ୍ତ ରାଜ୍ୟର ପୋଲିସ ଡିଜିଙ୍କ ସହ ଆଲୋଚନା କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ।

kuwait-fire
କୁଏତ ଟ୍ରାଜେଡି; ଭୟାବହ ଅଗ୍ନିକାଣ୍ଡରେ ଚାଲିଗଲା ୪୫ ଭାରତୀୟଙ୍କ ସହ ୨ ଓଡ଼ିଆଙ୍କ ଜୀବନ

କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ। ଆଜି ୨ ଓଡ଼ିଆଙ୍କ ସମେତ ଭାରତୀୟଙ୍କ ମୃତଦେହ ସ୍ବଦେଶରେ ପହଞ୍ଚିବ। ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼।

Kuwait Building Fire
କୁଏତରେ ଭୟାବହ ଅଗ୍ନିକାଣ୍ଡ: ବଢିଲା ମୃତ୍ୟୁ ସଂଖ୍ୟା, ୪୦ ଭାରତୀୟଙ୍କ ସମେତ ୫୦ରୁ ଅଧିକ ଜଳିଗଲେ

କୁଏତରେ ଭୟାବହ ଅଗ୍ନିକାଣ୍ଡରେ ୫୦ରୁ ଅଧିକ ମୃତ । ମୃତକଙ୍କ ମଧ୍ୟରେ ଅଛନ୍ତି ୪୦ ଭାରତୀୟ । ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Kuwait Fire News
କୁଏତରେ ଭୟଙ୍କର ଅଗ୍ନିକାଣ୍ତ; ଭାରତୀୟଙ୍କ ସମେତ ୪୧ କର୍ମଚାରୀ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ତରେ ଜଳିଗଲା କୋଠା । ଦକ୍ଷିଣ କୁଏତର ଏକ କୋଠାରେ ଅଗ୍ନିକାଣ୍ଡରେ ୪ ଜଣ ଭାରତୀୟଙ୍କ ସମେତ ୪୧ ଜଣଙ୍କର ମୃତ୍ୟୁ ଘଟିଛି । 

Sunita Williams
ତୃତୀୟ ଥର ପାଇଁ ମହାକାଶରେ ଭାରତୀୟ ବଂଶୋଦ୍ଭବ, ୫୯ ବର୍ଷରେ ସୁନିତାଙ୍କ ଯାତ୍ରା

ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ ସ ପୁଣି ମହାକାଶକୁ ଯାତ୍ରା କରିଛନ୍ତି । ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା ।

Student Missing
ଅସୁରକ୍ଷିତ ଆମେରିକା ! ସପ୍ତାହେ ହେଲାଣି ଭାରତୀୟ ଛାତ୍ରୀ ନିଖୋଜ, ମିଳୁନି ପତ୍ତା

ନିଖୋଜ ଭାରତୀୟ ଛାତ୍ରୀ ନୀତିଶା କୁଣ୍ଡଲା। ସେ କାର୍ଲିଫର୍ଣ୍ଣିଆ ଷ୍ଟେଟ୍‌ ୟୁନିର୍ଭସିଟିର ସେନ୍‌ ବର୍ଣ୍ଣାର୍ଡିନୋରେ ପଢୁଥିଲେ। ମେ' ୨୮ ତାରିଖରୁ ନିଖୋଜ ଅଛନ୍ତି ନୀତିଶା ।