ବିଶ୍ୱର ବିଭିନ୍ନ ଦେଶରେ ନାଗରିକତା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି । ଉଦାହରଣ ସ୍ୱରୂପ, ଭାରତୀୟ ନାଗରିକଙ୍କ ପିଲାମାନଙ୍କୁ ଭାରତୀୟ ନାଗରିକ ବିବେଚନା କରାଯାଏ । ସେହିଭଳି ଆମେରିକୀୟ ନିୟମ ଅନୁସାରେ ଆମେରିକୀୟ ମାଟିରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତି ଆମେରିକାର ନାଗରିକ ଭାବରେ ବିବେଚିତ ହେବେ ।
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ।
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ।
ଏହି ଡ୍ରୋନ୍ରେ ଜିପିଏସ ଓ ନାଭିଗେସନ୍ ବ୍ୟବସ୍ଥା ସହ ଏକ ହାଇ ଡେଫିନେସନ କ୍ୟାମେରା ମଧ୍ୟ ସଂଯୁକ୍ତ ରହିଛି । ଏହା ଶତ୍ରୁ ପକ୍ଷର ଇଲେକଟ୍ରୋମାଗନେଟିକ୍ ସ୍ପେକ୍ଟ୍ରମ୍ ଜାମିଂ ବ୍ୟବସ୍ଥାକୁ ମଧ୍ୟ ଭେଦ କରିବାର କ୍ଷମତା ରଖିଥିବା କୁହାଯାଉଛି ।
ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ବରେ ସବମେରିନ୍ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ବୟର ଅଭୂତପୂର୍ବ ପ୍ରଦର୍ଶନ।
୧୯୭୧ ଯୁଦ୍ଧରେ କେମିତି ଧୂଳି ଚାଟିଥିଲା ପାକିସ୍ତାନ, ଓଟିଭିରେ ଅଙ୍ଗେନିଭା ସ୍ମତି ବଖାଣିଛନ୍ତି ଓଡ଼ିଆ ନୌବୀର ସନାତନ ସାହୁ ।
ଆଜି ବିଶ୍ବ ଦେଖିବ ଭାରତୀୟ ନୌସେନାର ବୀରତ୍ବ ଓ ପରାକ୍ରମ। ଆକର୍ଷଣୀୟ ପରେଡରେ କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍। ଜଳ, ସ୍ଥଳ ଓ ଆକାଶ ପଥରେ ଜଲୱା ଦେଖାଇବେ ନୌସେନାର ଯବାନ।
ପ୍ରତିବର୍ଷ ୪ ଡିସେମ୍ବରରେ ‘ଭାରତୀୟ ନୈସେନା ଦିବସ’ ପାଳନ କରାଯାଏ। ଏହି ଦିନ ଦେଶର ନୌସେନାର ଅଦସ୍ୟ ସାହସ, ସେମାନଙ୍କର ଭୂମିକା ଏବଂ ସଫଳତା ପାଇଁ ଉତ୍ସର୍ଗୀକୃତ। ଏହି ଅବସରରେ ଦେଶର ସୈନିକମାନଙ୍କୁ ସମ୍ମାନ ଦେବା ଜରୁରୀ।
ଭାରତୀୟ ରେଳ ହେଉଛି ବିଶ୍ୱରେ ଏପରି ଏକ ନେଟୱାର୍କ, ଯେଉଁଥିରେ ପ୍ରାୟ ୧୫ ଲକ୍ଷ ଲୋକ କାମ କରନ୍ତି, ଯାହା ବିଶ୍ୱରେ ସର୍ବାଧିକ ରୋଜଗାର ଯୋଗାଇଥାଏ । ଦେଶରେ ପ୍ରାୟ ୬୬ ହଜାର କିଲୋମିଟର ବିଶିଷ୍ଟ ରେଳ ନେଟୱାର୍କ ଅଛି, ଏହା ଦୁନିଆର ତିନୋଟି ବୃହତ୍ତମ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା ।
ଆମ ଦେଶରେ ପ୍ରତିବର୍ଷ ୨୬ ନଭେମ୍ବରରେ ସମ୍ବିଧାନ ଦିବସ ପାଳନ କରାଯାଏ। କିନ୍ତୁ ଆପଣ ଜାଣନ୍ତି କି ପ୍ରଥମ ଥର ପାଇଁ ସମ୍ବିଧାନ ଦିବସ କେବେ ପାଳନ କରାଯାଇଥିଲା? ଏହା ବ୍ୟତୀତ ଭାରତୀୟ ସମ୍ବିଧାନର ଲକ୍ଷ କ’ଣ?
ଲାଭରେ କମ୍ପାନି, ସଙ୍କଟରେ ଆମ୍ ଆଦ୍ମୀ। ଦରଦାମ୍ ବୃଦ୍ଧି ମଧ୍ୟବିତ୍ତଙ୍କୁ ବାଧୁଛି।
ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀର ସାହସିକ ରେସକ୍ୟୁ ଅପରେସନ୍। ପାକିସ୍ତାନ ସାମୁଦ୍ରିକ ବାହିନୀର ଘେରାବନ୍ଦୀରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ କୋଷ୍ଟଗାର୍ଡ।
୪ ହଜାର ୭୦୦ କିଲୋଗ୍ରାମର ଏହି ଭାରତୀୟ ଉପଗ୍ରହ ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଡିଜାଇନ୍ କରାଯାଇଛି । ଦେଶରେ କମ୍ୟୁନିକେଶନ କ୍ଷେତ୍ରରେ ୧୪ ବର୍ଷ ଧରି ଏହା ମହାକାଶରେ ରହି କାମ କରିବ ।
ଯଦି ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିରେ ବି ପରାଜିତ ହେବ, ତା’ହେଲେ ଗୌତମ ଗମ୍ଭୀରଙ୍କ ଠାରୁ ଟେଷ୍ଟ ଟିମ୍ର କୋଚିଂ ଦାୟିତ୍ୱ କାଢ଼ି ନିଆଯାଇପାରେ । ଏହାପରେ ଏନ୍ସିଏ ମୁଖ୍ୟ ତଥା ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ହୋଇପାରନ୍ତି ଟେଷ୍ଟ ଟିମ୍ର ନୂଆ କୋଚ୍ । ଏହାକୁ ନେଇ ଏବେ ଭାରତୀୟ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା ।
ଉତ୍ତର-ପଶ୍ଚିମ ରେଳବାଇ(NWR) ନେଇଆସିଛି ନିଯୁକ୍ତି ସୁଯୋଗ। ଏନେଇ NWR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ସିଭି ରମଣ ଭାରତର ସବୁଠାରୁ ବଡ ବୈଜ୍ଞାନିକ ଥିଲେ। ସେ ଜଣେ ପଦାର୍ଥ ବିଜ୍ଞାନୀ ଯିଏ ଆଧୁନିକ ବିଜ୍ଞାନରେ ଅନେକ ଆବିଷ୍କାର କରିଥିଲେ। ଆସନ୍ତୁ ଏହି ମହାନ ବୈଜ୍ଞାନିକଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିନେବା।
୪ ନଭେମ୍ବରରେ ୩ କୋଟିରୁ ଅଧିକ ଯାତ୍ରୀ ଭାରତୀୟ ରେଳ ଦ୍ୱାରା ଯାତ୍ରା କରିଛନ୍ତି । ଯାହା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ମିଳିତ ଜନସଂଖ୍ୟା ସହିତ ସମାନ । ଏଭଳି ବିରଳ ରେକର୍ଡ ସୃଷ୍ଟି କରି ପାରିଛି ଭାରତୀୟ ରେଳ ବିଭାଗ ।
ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ।
ଉତ୍ତର ପ୍ରଦେଶର ଆଗ୍ରାରେ ଭାରତୀୟ ବାୟୁସେନାର ମିଗ-୨୯ ଯୁଦ୍ଧ ବିମାନ କ୍ରାସ୍ । ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି ।
ଆଜି ସୋମବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିନ ୧୧ଟା ୧୫ ସୁଦ୍ଧା ବିଏସଇ ସୂଚକାଙ୍କରେ ୧୪୩୩ ଦଶମିକ ୬୧ ପଏଣ୍ଟ ହ୍ରାସ ପାଇ ୭୮ ହଜାର ୨୯୦ରେ ପହଞ୍ଚିଥିଲା।
ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ଶବାନା ଆଜ୍ମୀ ତାଙ୍କ ହଲିଉଡ୍ ଫିଲ୍ମ 'ସିଟି ଅଫ୍ ଜୟ'ର ସୁଟିଂ ସମୟକୁ ମନେ ପକାଇଥିଲେ ଏବଂ ସେହି ସମୟରେ ସାଉଥ୍ ତାରକା ରଜନୀକାନ୍ତଙ୍କୁ କିପରି ମନେ ପକେଇଥିଲେ ତାହା କହିଛନ୍ତି।
ଆପଣ ନିଶ୍ଚୟ ଦେଖିଥିବେ ଯେ ଭାରତର କିଛି ଟ୍ରେନ୍ ନୀଳ ରଙ୍ଗର ହୋଇଥିବାବେଳେ ଆଉ କିଛି ଲାଲ ରଙ୍ଗର ହୋଇଥାଏ। ଆପଣ ଜାଣନ୍ତି କି ଏହି ରଙ୍ଗର ସଂକେତ କ’ଣ? ଆସନ୍ତୁ ଜାଣିବା…
ବିଦେଶରୁ ଉଚ୍ଚଶିକ୍ଷାର ସ୍ୱପ୍ନ ଦେଖିବା ଯେତିକି ସହଜ, ଏହାକୁ ସଫଳ କରିବା ମଧ୍ୟ ସେତିକି କଷ୍ଟସାଧ୍ୟ । ତାମିଲନାଡୁର ଝିଅ ଲକ୍ଷ୍ମୀ ବାଲାକ୍ରିଷ୍ଣନଙ୍କ ସହ ଯାହା ଘଟିଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ବର୍ଡର ଗାଊଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଘୋଷଣା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍ ଇଣ୍ଡିଆ ।