Advertisment

North Eastern Railway Recruitment: ଭାରତୀୟ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୧୦୦୦ରୁ ଅଧିକ ପଦବୀ

ରେଳବାଇରେ ଚାକିରି କରିବାକୁ ପ୍ରାୟ ଯୁବକଙ୍କ ସ୍ୱପ୍ନ ଥାଏ। ଆପଣ ଯଦି ଏଭଳି ସ୍ୱପ୍ନ ଦେଖୁଛନ୍ତି ତେବେ ଏହାକୁ ପୂରଣ କରିବାର ସୁଯୋଗ ଆସିଯାଇଛି। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
North Eastern Railway Recruitment 2024

North Eastern Railway Recruitment 2024

ରେଳବାଇରେ ଚାକିରି କରିବାକୁ ପ୍ରାୟ ଯୁବକଙ୍କ ସ୍ୱପ୍ନ ଥାଏ। ଆପଣ ଯଦି ଏଭଳି ସ୍ୱପ୍ନ ଦେଖୁଛନ୍ତି ତେବେ ଏହାକୁ ପୂରଣ କରିବାର ସୁଯୋଗ ଆସିଯାଇଛି। ଏହି ସୁଯୋଗ ଆଣିଛି ଭାରତୀୟ ରେଳବାଇ। ଉଉର ପୂର୍ବ ରେଳବାଇ(NER) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଉତ୍ତର ପୂର୍ବାଞ୍ଚଳ ରେଳ ବିଭାଗରେ ଆପ୍ରେଣ୍ଟିସ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୦୦୦ରୁ ଅଧିକ ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଉତ୍ତର ପୂର୍ବାଞ୍ଚଳ ରେଳ ବିଭାଗର ଅଫିସିଆଲ୍ ୱେବ୍‌ସାଇଟ୍‌ ner.indianrailways.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ North Eastern Railway Recruitment Apply for 1,104 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: Bank Of Baroda Recruitment 2024: BOBରେ ପୂରଣ ହେବ ମ୍ୟାନେଜର୍‌ ପଦବୀ; ଗ୍ରାଜୁଏସନ୍ କରିଥିଲେ ସୁଯୋଗ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୨ ଜୁନ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୧ ଜୁଲାଇ ୨୦୨୪

ଖାଲି ପଦବୀ:

  • ମେକାନିକ୍ ୱାର୍କସପ୍ ଗୋରଖପୁର – ୪୧୧
  • ସିଗ୍‌ନାଲ୍ ୱାର୍କସପ୍ ଗୋରଖପୁର କ୍ୟାଣ୍ଟ – ୬୩
  • ବ୍ରିଜ୍ କ ୱାର୍କସପ୍ ଗୋରଖପୁର କ୍ୟାଣ୍ଟ – ୩୫
  • ମେକାନିକ୍ ୱାର୍କସପ୍ ଇଜ୍ଜତନଗର – ୧୫୧
  • ଡିଜେଲ ଶେଡ୍ ଇଜ୍ଜତନଗର – ୬୦
  • କ୍ୟାରିଜ୍ ଆଣ୍ଡ୍ ୱାଗନ୍ ଇଜ୍ଜତନଗର – ୬୪
  • କ୍ୟାରିଜ୍ ଆଣ୍ଡ୍ ୱାଗନ୍ ଲକ୍ଷୌ ଜଙ୍କ୍‌ସନ୍‌ – ୧୫୫
  • ଡିଜେଲ ଶେଡ୍ ଗୋଣ୍ଡା – ୯୦
  • କ୍ୟାରିଜ୍ ଆଣ୍ଡ୍ ୱାଗନ୍ ବାରାଣାସୀ – ୭୫
  • ମୋଟ୍ ପଦବୀ – ୧୧୦୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: HPCL Job Vacancy: HPCLରେ ପୂରଣ ହେବ ଇଞ୍ଜିନିୟର୍ ଓ ଅଫିସର ପଦବୀ; ଦରମା ୨ ଲକ୍ଷ ୪୦ ହଜାର

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ସ୍କୁଲ୍ ବୋର୍ଡରୁ ଅତିକମ୍‌ରେ ଗ୍ରାଜୁଏସନ୍ ୫୦ ପ୍ରତିଶତ ମାର୍କ ସହିତ ଦଶମ ପାଶ୍
  • ସମ୍ବନ୍ଧିତ ଟ୍ରେଡ୍‌ରେ ITI ସାର୍ଟିଫିକେଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • ବୟସ ଗଣନା ୧୨ ଜୁନ୍ ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/ PwBD/ମହିଳା/ଦିବ୍ୟାଙ୍ଗ – ଦେୟମୁକ୍ତ
  • ଅନ୍ୟମାନେ – ୧୦୦ ଟଙ୍କା

ଦରମା:

  • ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଯୋଗ୍ୟତା ଅନୁସାରେ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଶାରିରୀକ ମାପ
  • ଡାକ୍ତରୀ ଯାଞ୍ଚ

ଅଧିକ ପଢ଼ନ୍ତୁ: SEBI Recruitment 2024: SEBI ରେ ଚାକିରି ସୁଯୋଗ; ପୂରଣ ହେବ A ଗ୍ରେଡ୍ ଅଫିସର

Indian Railways Indian Railway Jobs Govt Jobs
Advertisment
Advertisment