ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ ଧମକ ଦେଇଛି ।
ଏହି ୩ ଦିବସୀୟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ।
ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଷ୍ଟାଇଲିସ୍ ଫ୍ୟାଶନ୍ ଷ୍ଟେଟ୍ମେଣ୍ଟ ଯୋଗୁଁ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଇଣ୍ଟରନେଟରେ ତାଙ୍କ ଫଟୋ ଆସିବା ମାତ୍ରେ ତାଙ୍କ ବୋଲ୍ଡ ଲୁକ୍ ଭାଇରାଲ୍ ହେବାକୁ ଲାଗେ। ବର୍ତ୍ତମାନ ସେମିତି କିଛି ଦେଖିବାକୁ ମିଳିଛି।
ଭାରତୀୟ ବାୟୁସେନା ୮ ଅକ୍ଟୋବର ୧୯୩୨ରେ ପ୍ରତିଷ୍ଠା ହୋଇଥିଲା, ସେହି ଦିନଠାରୁ ପ୍ରତିବର୍ଷ ୮ ଅକ୍ଟୋବରରେ ଏହି ଦିନ ପାଳନ କରାଯାଏ। ଏୟାର ମାର୍ଶଲ ସୁବ୍ରତ ମୁଖାର୍ଜୀ ଭାରତୀୟ ବାୟୁସେନାର ପ୍ରତିଷ୍ଠାତା ବୋଲି ବିବେଚନା କରାଯାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି ନିକଟରେ ପାଇ ପ୍ରବାସୀ ଭାରତୀୟମାନେ ପିଏମଙ୍କ ସହ ସେଲଫି ନେବା ସହ ଖୁସି ପ୍ରକାଶ କରିଛନ୍ତି ।
ଭାରତୀୟ ତଟରକ୍ଷୀ ବାହିନୀରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଛନ୍ତି କି? ଯଦି ହଁ, ଏହି ସୁଯୋଗ ଆପଣଙ୍କ ପାଇଁ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ବର୍ଡର-ଗାଭାସ୍କର ସିରିଜର ଢେର୍ ପୂର୍ବରୁ ମାଇଣ୍ଡ ଗେମ୍ ଆରମ୍ଭ କରିସାରିଲେଣି ଅଷ୍ଟ୍ରେଲିଆ ଖେଳାଳି । ଶୋଚନୀୟ ଭାବେ ଭାରତ ଠାରୁ ସିରିଜ ହାରିବା ପରେ ଏବେ ବିଜୟ ପାଇଁ ବ୍ୟାକୁଳ ।
ଦେଶର ବିକାଶ ତଥା ଆମ ଜୀବନରେ ଉନ୍ନତି ଆଣିବାରେ ଇଞ୍ଜିନିୟରମାନଙ୍କର ଏକ ବଡ଼ ଭୂମିକା ରହିଛି। ଏହି ଇଞ୍ଜିନିୟରମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ‘ଜାତୀୟ ଇଞ୍ଜିନିୟର୍ସ ଦିବସ’ ପାଳନ କରାଯାଏ।
ଅନେକ ଯୁବପିଢିଙ୍କ ନୌସେନାରେ ଚାକିରି କରିବାର ଆଗ୍ରହ ଥାଏ। ଆପଣ ଯଦି ଏନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। ଏନେଇ ଭାରତୀୟ ନୌସେନା(Indian Navy) ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ଭାରତର ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପ୍ରତିରକ୍ଷା ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଭାରତୀୟ ନୌସେନା(Indian Navy) ଏହି ସୁଯୋଗ ନେଇ ଆସିଛି।
ଯଦି ଜଣେ ବିଦେଶୀ ଭାରତକୁ ଏକ ବିକଶିତ ଦେଶ ସହିତ ତୁଳନା କରେ ଏବଂ ଏହାକୁ ଉନ୍ନତ ବୋଲି କୁହେ ତେବେ କୋଉ ଭାରତୀୟ ବା ଗର୍ବ ନ କରିବ। ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ୍ ହେଉଛି।
ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ୩ ସଦସ୍ୟ ନିଖୋଜ ।
ଭାରତ ଏବଂ ପାକିସ୍ତାନର ଲୋକଙ୍କ ମଧ୍ୟରେ ବିବାହ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହେ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଯୋଡିଙ୍କ ବିବାହ ଏବଂ ହନିମୁନ୍ ଚର୍ଚ୍ଚାରେ ରହିଛି। ଭିଡିଓ ଖୁବ ଭାଇରାଲ୍ ହେଉଛି।
ସାରା ବିଶ୍ବର ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ପ୍ୟାରିସରେ ଆରମ୍ଭ ହେବ ପାରାଲିମ୍ପିକ୍ସର ସପ୍ତଦଶ ସଂସ୍କରଣ। ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା ହେବ।
ଭୁବନେଶ୍ୱରରେ ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଟିମ୍ ହକି ସଦସ୍ୟ । ବିମାନବନ୍ଦରରୁ ଏକ ବିଶାଳ ରୋଡ୍ ଶୋ’ରେ ହକି ହିରୋ ଯାଇଛନ୍ତି । ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ହକି ଟିମ୍ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ୱର୍ଦ୍ଧିତ କରିଛନ୍ତି।
ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ।
ଆପଣ ଯଦି କମ ପାଠ ପଢି ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏନେଇ ଭାରତୀୟ ବାୟୁସେନା ଏକ ବିଜ୍ଞପ୍ତି ଜାରି କରିଛି।
ସମସ୍ତେ ଜାଣନ୍ତି ଯେ ଏକ ସରକାରୀ ଚାକିରିର ଅନେକ ଲାଭ ଅଛି। ସେହିପରି ରେଳବାଇରେ ମଧ୍ୟ ଉପଭୋଗ କରିବା ପାଇଁ ଅନେକ ସୁବିଧା ରହିଛି। ତେବେ ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ପ୍ରାର୍ଥୀ ଏହିସବୁ ଅତିରିକ୍ତ ଲାଭଗୁଡିକ ଜାଣିବା ଜରୁରୀ।
ଭାରତୀୟ ପୁରାଣରେ ବନ୍ଧୁତ୍ୱର ଅନେକ ଉଦାହରଣ ରହିଛି। ତେବେ ଆଜି ଅନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ, ଆସନ୍ତୁ ଜାଣିବା ପୁରାଣର କେଉଁ ସବୁ ଚରିତ୍ର ବନ୍ଧୁତାର ଉଦାହରଣ ଦିଅନ୍ତି।
ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ଭାରତୀୟ କ୍ରୀଡା ମନ୍ତ୍ରଣାଳୟ । ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବୁଲ ଏସି ପଠାଇଛି କ୍ରୀଡା ମନ୍ତ୍ରଣାଳୟ ।
ବ୍ୟାଡ୍ ମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ଐତିହାସିକ ସଫଳତା । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ବ୍ୟାଡ଼ମିଣ୍ଟନ ସେମିକୁ ଏଣ୍ଟ୍ରି ।
ପରାଜୟ ପରେ ଅଲିମ୍ପିକ୍ସରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଅଶ୍ୱିନୀ ପୋନାପ୍ପା । ପ୍ୟାରିସରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍ ନିରାଶ ହେବାପରେ ଅବସର ଘୋଷଣା ।
ଟେନିସ୍ରେ ଭାରତ ପକ୍ଷରୁ ପ୍ରଥମ ଓ ଏ ଯାବତ ଏକମାତ୍ର ଅଲିମ୍ପିକ୍ ପଦକ ହାସଲ କରିଛନ୍ତି ଲିଜେଣ୍ଡ ଲିଆଣ୍ଡର ପେସ୍। ୧୯୯୬ରେ ଆଟ୍ଲାଣ୍ଟା କ୍ରୀଡ଼ାରେ ତାଙ୍କର କାଂସ୍ୟ ପଦକ ବିଜୟ ଥିଲା ଅପ୍ରତ୍ୟାଶିତ ଓ ଐତିହାସିକ। ଏବେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ୨୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛନ୍ତି ଭାରତୀୟ ଟେନିସ୍ ଖେଳାଳି।
ଅଲିମ୍ପିକ୍ସ ଇତିହାସରେ ଭାରତର ଅନେକ ଦୁର୍ଭାଗ୍ୟପୂର୍ଣ୍ଣ ସ୍ମୃତି ରହିଛି । ଏକ ଫଟୋ ଉଠାଇବାକୁ ଲାଗୁଥିବା ସମୟ ବ୍ୟବଧାନରେ ହାରିଯାଇଛନ୍ତି ଭାରତୀୟ ଆଥଲେଟ୍ ।
ସୁଟିଂରେ ବଢ଼ିଲା ଆଉ ଏକ ପଦକ ଆଶା । ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ସୁଟର ଅର୍ଜୁନ ବବୁତା ।