• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

PM Modi
ଦୁର୍ନୀତି ଓ ଦାଦନ ନେଇ ବର୍ଷିଲେ ମୋଦି; ଗୁଜରାଟରେ ଅଛନ୍ତି ଓଡ଼ିଶାର ସବୁ ବ୍ଲକ୍‌ର ଲୋକ

ଆପଣଙ୍କ ଉତ୍ସାହ କହୁଛି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ। ଜୁନ୍‌ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ନିଶ୍ଚିତ । ମୋଦି ସରକାର ଦିଲ୍ଲୀରେ ଶପଥ ନେବା ବି ନିଶ୍ଚିତ ବୋଲି କହିଲେ ମୋଦି।

PM Modi in Cuttack
କଟକରେ ମୋଦିଙ୍କ କଡ଼ା ମନ୍ତବ୍ୟ; ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍‌ ଖୋଲିବ। ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ ବୋଲି କହିଛନ୍ତି।

Poltical Voilence
ବୁଥ୍ ଭିତରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଓ ଆତଙ୍କରାଜ

ବୁଥ୍‌ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି ।

PM Modi
ମୋଦିଙ୍କ ଟାର୍ଗେଟ୍‌ରେ ବିଜେଡି; କହିଲେ, ଏ ସରକାର ଯିବା ନିଶ୍ଚିତ..

ଆଜି ବିଜେଡି ସରକାରର ଅଧିକାଂଶ ପ୍ରକଳ୍ପ ଅଧୁରା ପଡ଼ିରହିଛି । ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି। ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ।

Narendra Modi
ଅନୁଗୁଳରେ ବର୍ଷିଲେ ମୋଦି; କହିଲେ, ବିଜେଡି ଶାସନରେ ବି ସୁରକ୍ଷିତ ନୁହେଁ ଜଗନ୍ନାଥ ସଂସ୍କୃତି

ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ବିଜେଡି ଉପରେ ବର୍ଷିଛନ୍ତି ମୋଦି । ସେ କହିଛନ୍ତି, ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ । ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି ।

Sura Routray
ପକାଇଲା ଛେପ ଢ଼ୋକିଲେ ସୁର; ବିଜେଡି ମଞ୍ଚରେ ଚଢ଼ିଲେ, ପାଣ୍ଡିଆନଙ୍କୁ ସ୍ୱାଗତ କଲେ !

ଏବେ ଯେମିତି ସୁରଙ୍କର ସେହି କଥା ପାଇକ ପୁଅର ନୁହେଁ ବରଂ ପାଣିର ଗାର ପରି ଦୃଶ୍ୟମାନ ହୋଇଛି । ବାରମ୍ବାର ନୀତି, ନୈତିକତା ଓ ଜଣେ ଶୃଙ୍ଖଳିତ କର୍ମୀ ବୋଲି କହି ଆସୁଥିବା ସୁର ଆଜି ପୁତ୍ର ମୋହରେ ଯେମିତି ଅନ୍ଧ ହୋଇଯାଇଛନ୍ତି ।

Pm Modi Road Show
ପୁରୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ'..ଜନସମୁଦ୍ର ପାଲଟିଲା ବଡ଼ଦାଣ୍ତ

ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ରୋଡ୍‌ ସୋ ରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ।

Second Phase Election Odisha
ଭୋଟ୍‌ ଦେଉଛି ଓଡ଼ିଶା; ୫ ଲୋକସଭା ସହ ୩୫ ବିଧାନସଭା ଆସନ ପାଇଁ ମତଦାନ

ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଲାଗିଛି ଗହଳି।

PM Modi
ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଶ୍ରୀଜିଉଙ୍କୁ କରିବେ ଦର୍ଶନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପରେ ସକାଳ ୮ଟାରେ ଆରମ୍ଭ ହେବ ମୋଦିଙ୍କ ରୋଡ୍ ସୋ। ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ।

Odisha Second Phase Voting 2024
Odisha Election 2024 Phase 2 Voting Live Updates: ବାଜିରେ ଲାଗିଛି ହେଭିୱେଟ୍‌ ନେତାଙ୍କ ଭାଗ୍ୟ

ଭୋଟ୍ ଦେଉଛି ଓଡ଼ିଶା। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର

Vote
ଭୋଟ୍ ବେଳେ ବିଶୃଙ୍ଖଳା ସୃଷ୍ଟିକାରୀ ସାବଧାନ !

ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଆଗରୁ କିଛି ସ୍ଥାନରେ ପ୍ରାକ୍-ନିର୍ବାଚନୀ ହିଂସା ଓ ଖାସ୍ କରି ଖଲ୍ଲିକୋଟ ହତ୍ୟାକାଣ୍ଡ ପରେ, ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ତୟାର୍ ଓଡ଼ିଶା ପୋଲିସ।

Samir Dash
ସମୀର ବଦଳାଇ ଦେବେ କି ନିମାପଡ଼ା ସମୀରକରଣ ? ବିଜେପି ଖାତାକୁ ଯିବ କି ନିମାପଡ଼ା ଆସନ ?

ହଜାର ହଜାର କର୍ମୀଙ୍କ ନେଇ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାର୍ଥୀ ଦିଲୀପ ନାୟକଙ୍କ ଟିକେଟ ବଦଳାଇବା ପାଇଁ ଚାପ ପ୍ରୟୋଗ କରିଥିଲେ ।

Odia Ashmita
ପରିକ୍ରମା ପ୍ରକଳ୍ପ ଆଳରେ ଓଡ଼ିଆ ଅସ୍ମିତାକୁ ହୋଇଛି ବଜ୍ର ପ୍ରହାର

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ବେଳେ ଏହାର ଅତିଥି ଗୃହ, ମହନ୍ତଙ୍କ ରହଣୀସ୍ଥଳ ଓ ଯାତ୍ରୀ ନିବାସ ସବୁ କିଛି ଧୂଳିସାତ୍ । କେବଳ ବଞ୍ଚିଛି ସ୍ୱଳ୍ପ ଗାଦି ଗୃହ ।

Narendra Modi
ପୁରୀ, ଅନୁଗୁଳ, କଟକ । ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି

ରାଜ୍ୟରେ ସ୍ଥିତି କଣ ଅଛି, ଆଉ କଣ ଷ୍ଟ୍ରାଟେଜି ଦରକାର ସେ ବିଷୟରେ ବିଜେପି ରାଜ୍ୟ ଟିମ୍‌କୁ ଗୁରୁମନ୍ତ୍ର ଦେବେ ମୋଦି। 

Narendra Modi
‘ଚିଟ୍‌ଫଣ୍ଡ ତଦନ୍ତରେ CBI ପୂରା ଆକ୍ଟିଭ୍‌ ଅଛି, ଆମ ମତ ସମସ୍ତେ ଟଙ୍କା ଫେରସ୍ତ ପାଆନ୍ତୁ’

‘ଓଡ଼ିଶା ଭଳି ସାମର୍ଥ୍ୟବାନ ପ୍ରଦେଶ ଆଉ କେଉଁଠି ନାହିଁ । ଆମକୁ ଅଳ୍ପ ସମୟ ଦରକାର, ଓଡ଼ିଶାର ସବୁ ଆଶା ପୂରଣ କରିବୁ ।’

Narendra Modi
ୱାର ରୁମ-ପ୍ରଚାର-ବୁଥ ମ୍ୟାନେଜମେଣ୍ଟର ସମୀକ୍ଷା କଲେ ମୋଦି

ବିଜେପି କାର୍ଯ୍ୟାଳୟରେ ବୈଠକ ସାରି ପ୍ରଧାନମନ୍ତ୍ରୀ ମୋଦି ରାଜଭବନ ଯାଇଛନ୍ତି। ସେଠାରେ ରାତ୍ରିଯାପନ ପରେ ମୋଦି ଆସନ୍ତାକାଲି ସକାଳୁ ପୁରୀ ଯିବେ।

Narendra Modi
ବଡ଼ଦାଣ୍ଡରେ ମୋଦିଙ୍କ ରୋଡ୍ ସୋ’, ଅନୁଗୁଳ-କଟକରେ ବିଶାଳ ସମାବେଶ

ତୃତୀୟ ପର୍ଯ୍ୟାୟ ଓଡ଼ିଶା ଗସ୍ତରେ ମୋଦି କରିବେ ମାରାଥନ ପ୍ରଚାର । ପ୍ରଧାନମନ୍ତ୍ରୀଙ୍କ ଘନଘନ ଗସ୍ତକୁ ନେଇ ଜୋଶରେ ରାଜ୍ୟ ବିଜେପି ।

Vote
ଏଥର ବିଶୃଙ୍ଖଳାକାରୀଙ୍କୁ ସାବାଡ଼ କରିବାକୁ ତୟାର ସଶସ୍ତ୍ର ପୋଲିସ.. ଛକ ଛକରେ ଚେକିଂ

ଅଶାନ୍ତ ଆସ୍କା ଓ ମାଓପ୍ରବଣ କନ୍ଧମାଳ ସହ ବଲାଙ୍ଗିର-ବରଗଡ଼-ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ହେବ ମତଦାନ ।

Odia Asmita
ପରିକ୍ରମା ପ୍ରକଳ୍ପରେ ଓଡ଼ିଆ ଅସ୍ମିତାକୁ ହୋଇଛି ବଜ୍ର ପ୍ରହାର ! ବୁଲଡୋଜର୍ ମାଡ଼ରେ ନିଶ୍ଚିହ୍ନ ବହୁ ପୁରାତନ ଐତିହ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ଜଗନ୍ନାଥ ମନ୍ଦିର ଚାରିପାଖେ ଥିବା ପ୍ରାୟ ୨୦ଟି ପୁରାତନ ମଠର ହଜି ଯାଇଛି ସତ୍ତା ।

Samir Dash
ପଦ୍ମ ଧରିଲେ ସମୀର ଦାଶ, ବଦଳାଇ ଦେବେ ନିମାପଡ଼ା ସମୀକରଣ !

ବିଜେଡିକୁ ଲାଗିଲା ବଡ଼ ଝଟକା । ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଶେଷରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

Election 24
ନିର୍ବାଚନ ଡ୍ୟୁଟି ବେଳେ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ !

ଟିଟିଲାଗଡ଼ ଡିଏଭି କଲେଜ ଡିସପୋଜାଲ୍ ସେଣ୍ଟରରୁ ଭୋଟିଂ ସାମଗ୍ରୀ ସଂଗ୍ରହ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସୁଶୀଲ ଆଚାର୍ଯ୍ୟ । ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ବଲାଙ୍ଗିର ସ୍ଥାନାନ୍ତର ବେଳେ ଆଖି ବୁଜିଥିଲେ ସୁଶୀଲ ଆଚାର୍ଯ୍ୟ ।

Mahanga Politics
ମାହାଙ୍ଗା ରାଜନୀତି; ପ୍ରଚାର ମୈଦାନରେ ମୁହାଁମୁହିଁ ଦେବେନ୍ଦ୍ର-ପ୍ରତାପ

ପ୍ରତାପଙ୍କ ‘ଧୋକାବାଜ ଓ କୁଚକ୍ରୀ’ ମନ୍ତବ୍ୟର ଜବାବ ରଖିଲେ ଦେବେନ୍ଦ୍ର । ‘ମୁସଲିମ୍ ସମ୍ପ୍ରଦାୟଙ୍କୁ ଧୋକା’ ଅଭିଯୋଗର ଜବାବ ରଖିଲେ ଦେବେନ୍ଦ୍ର ।

Narendra Modi
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ, ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ମୋଦି ।

Pitambar acharya
ଖଲ୍ଲିକୋଟ ହତ୍ୟା ଘଟଣାରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପୀତାମ୍ବରଙ୍କ ଟାର୍ଗେଟ୍

ଖଲ୍ଲିକୋଟ ହିଂସା ଓ ହତ୍ୟା ଘଟଣାରେ ପୋଲିସକୁ ଟାର୍ଗେଟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ ।

DGP on Election
ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ୩୩ ହଜାର ପୋଲିସ କର୍ମଚାରୀ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ୫ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ମୋଟ ୩୩ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।