Advertisment

Odisha Election 2024 Phase 2 Voting Live Updates: ବାଜିରେ ଲାଗିଛି ହେଭିୱେଟ୍‌ ନେତାଙ୍କ ଭାଗ୍ୟ

ଭୋଟ୍ ଦେଉଛି ଓଡ଼ିଶା। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର

author-image
Santosh Kumar Sahoo
ଅଦ୍ୟତନ ହୋଇଛି
New Update
Odisha Election 2024 Second Phase Voting

Odisha Second Phase Voting 2024

ଭୋଟ୍ ଦେଉଛି ଓଡ଼ିଶା। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର (ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗିର, ଆସ୍କା, କନ୍ଧମାଳ) ସହ ୩୫ ବିଧାନସଭା କ୍ଷେତ୍ରରେ ଚାଲିଛି ଭୋଟ । ଏହି ପର୍ଯ୍ୟାୟରେ ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ । ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥୀ ରହିଛନ୍ତି । ସେଥିମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି। ଭୋଟ ଗ୍ରହଣ ପାଇଁ ୯ ହଜାର ୧୬୯ ମତଦାନ କେନ୍ଦ୍ର କରାଯାଇଛି । ତେବେ ଏଥର ବି ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ନିର୍ବାଚନ ସମ୍ବନ୍ଧିତ ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ... ଆଉ ଲଗ୍‌ଇନ୍ କରନ୍ତୁ otvkhabar.in

Advertisment
  • May 23, 2024 17:15 IST

    ପଦ୍ମ ଧରିଲେ ଖୋର୍ଦ୍ଧା ବିଧାୟକ, ବିଜେପି ରାଲି ଚାଲିଥିବା ବେଳେ ମିଶିଗଲେ ଜିତୁ ମିତ୍ର

    ଆଜି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ଚାଲିଥିବା ବେଳେ ହଠାତ୍ ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେପି ସହ ମିଶି ପ୍ରଚାର କରିଥିଲେ। ଅଧିକ ପଢ଼ନ୍ତୁ...



  • May 20, 2024 18:58 IST

    ରାଉରକେଲାରେ ସାରଦାଙ୍କ ପାଇଁ ଉତ୍ତେଜନା, ବୁଥ୍‌ରେ ପଶି ଭୋଟରଙ୍କୁ କରୁଥିଲେ ପ୍ରଭାବିତ !

    ଭୋଟ୍ ଗ୍ରହଣ ଚାଲିଥିବା ବେଳେ ରାଉରକେଲାରେ ଉତ୍ତେଜନା । ରାଉରକେଲା ଗୋପବନ୍ଧୁପାଲି ହାଇସ୍କୁଲରେ ଗଣ୍ଡଗୋଳ ହୋଇଥିବା ଖବର ଆସୁଛି । ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ପାଇଁ ଉତ୍ତେଜନା । ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ତାଙ୍କ କର୍ମୀଙ୍କୁ ନେଇ ବୁଥ୍ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ବୁଥ୍‌ରେ ପଶି ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ କରିଥିଲେ । ଏହାକୁ ବିରୋଧ କରିଥିଲେ ସାଧାରଣ ଲୋକେ । ସାରଦାଙ୍କ ସହ ସମର୍ଥକଙ୍କ ଉପସ୍ଥିତିକୁ ନେଇ ଘଟଣାସ୍ଥଳରେ ନେଇ ପାଟିତୁଣ୍ଡ, ଉତ୍ତେଜନା ହୋଇଥିଲା । ବୁଥ୍‌ରେ ଉତ୍ତେଜନା ପରେ ସାରଦାଙ୍କୁ ଅନ୍ୟତ୍ର ନେଇଗଲେ ବୁଥ୍‌ରେ ମୁତୟନ ଥିବା ପୋଲିସ କର୍ମଚାରୀ । ତେବେ ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କୁ ପୋଲିସ ହେପାଜତକୁ ନେଇନଥିବା କହିଲେ ସିଇଓ । ଉତ୍ତେଜନା ଥିବାରୁ ପୋଲିସ ସାରଦାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଅଧିକ ପଢ଼ନ୍ତୁ...

    Sarada Nayak



  • May 20, 2024 18:56 IST

    ପଶ୍ଚିମବଙ୍ଗଠାରୁ ଓଡ଼ିଶାରେ ଅଧିକ ନିର୍ବାଚନୀ ହିଂସା: ସମୀର ମହାନ୍ତି

    ଓଡ଼ିଶାରେ ନିର୍ବାଚନୀ ହିଂସାକୁ ନେଇ ବିଜେଡିକୁ ବିଜେପିର ଦୋଷାରୋପ । ନିର୍ବାଚନୀ ହିଂସା ବେଙ୍ଗଲକୁ ଟପି ଗଲାଣି ବୋଲି କହିଲେ ସମୀର ମହାନ୍ତି । ବରଗଡ଼ ଜିଲ୍ଲା ସରସରାରେ ବିଜେଡି ନେତା ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି । ବୁଥ ପାଖରେ ବିଜେପି କର୍ମୀ ବିଶ୍ୱନାଥ ମିର୍ଦ୍ଧାଙ୍କୁ ହତ୍ୟା ହୋଇଛି କହିଲେ ସମୀର । ଘାଇଲା ବାଘ ଭଳି ମଣିଷ ଖାଇବାକୁ ପଛାଉ ନାହାନ୍ତି ବିଜେଡି କର୍ମୀ ବୋଲି କହିଛନ୍ତି ସମୀର । ଅଧିକ ପଢ଼ନ୍ତୁ..

    Odisha Election



  • May 20, 2024 18:45 IST

    କଂଗ୍ରେସ ସାଂସଦ ପ୍ରାର୍ଥୀ ଆଣିଲେ ସାଙ୍ଘାତିକ ଅଭିଯୋଗ



  • May 20, 2024 18:26 IST

    ଦାଦନ ଖଟି ଯାଇଥିବା ଲୋକେ ଭୋଟ ଦେବାକୁ ଆସିଲେନି



  • May 20, 2024 18:26 IST

    ମାଓ ଅଞ୍ଚଳରେ ଡରୁଥିଲେ ଲୋକେ, ଏବେ ଉତ୍ସାହର ସହ ଦେଉଛନ୍ତି ଭୋଟ



  • May 20, 2024 18:14 IST

    କଣ୍ଟାମାଳରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଧାରଣା, ଭୋଟିଂ ବନ୍ଦ

    -କଣ୍ଟାମାଳ ମହେଶ୍ବରପିଣ୍ଡା ଗାଁର ୨୮ ନମ୍ବର ବୁଥ୍‌ରେ ମତଦାନ ବନ୍ଦ
    -ବିଜେପି ପ୍ରାର୍ଥୀ କହ୍ନେଇ ଡାଙ୍ଗଙ୍କ ଧାରଣା ଯୋଗୁଁ ବନ୍ଦ ରହିଛି ଭୋଟିଂ
    -ରିଗିଂ ଅଭିଯୋଗରେ ପୋଲିସ କିଛି ସାଥୀ କର୍ମୀଙ୍କୁ ଉଠାଇ ନେବାରୁ ଧାରଣା
    -ଧାରଣା ଦେବା ସହ ଜାତୀୟ ରାଜପଥ ଅବରୋଧ କଲେ ବିଜେପି କର୍ମୀ

    ImageImageImage



  • May 20, 2024 17:59 IST

    ଓଡ଼ିଶାରେ ନିର୍ବାଚନୀ ହିଂସା ବେଙ୍ଗଲକୁ ଟପି ଗଲାଣି କହିଲେ ସମୀର ମହାନ୍ତି

    -ଓଡ଼ିଶାରେ ନିର୍ବାଚନୀ ହିଂସାକୁ ନେଇ ବିଜେଡିକୁ ବିଜେପିର ଦୋଷାରୋପ
    -ବରଗଡ଼ ଜିଲ୍ଲା ସରସରାରେ ବିଜେଡି ନେତା ଟଙ୍କା ବାଣ୍ଟିବା ଅଭିଯୋଗ
    -ବୁଥ ପାଖରେ ବିଜେପି କର୍ମୀ ବିଶ୍ବନାଥ ମିର୍ଦ୍ଧାଙ୍କୁ ହତ୍ୟା ହୋଇଛି- ସମୀର
    -‘ଘାଇଲା ବାଘ ଭଳି ମଣିଷ ଖାଇବାକୁ ପଛାଉ ନାହାନ୍ତି ବିଜେଡି କର୍ମୀ’
    -‘ବ୍ୟକ୍ତିଗତ ଶତ୍ରୁତା କହି ସିଇଓ ଏହାକୁ ଏଡ଼ାଇ ଦେଉଛନ୍ତି’
    -‘ମୁଷ୍ଟିମେୟ ଅଫିସର ବିଜେଡିକୁ ଜିତାଇବା ପାଇଁ କାମ କରୁଛନ୍ତି’
    -‘ଭଞ୍ଜନଗର, କଣ୍ଟାମାଳ, ବିଜେପୁର, ପାଟଣାଗଡ଼ରେ ଟଙ୍କା ବାଣ୍ଟିଛି ବିଜେଡି’

    The newly anointed Odisha BJP president, Samir Mohanty is an amiable and  articulate leader with many friends in the media.



  • May 20, 2024 17:57 IST

    ରାଉରକେଲାରେ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ପାଇଁ ଉତ୍ତେଜନା

    ଗୋପବନ୍ଧୁପାଲି ହାଇସ୍କୁଲରେ ଥିବା ବୁଥ୍‌ରେ ଉତ୍ତେଜନା, ପାଟିତୁଣ୍ଡ
    ସାରଦା କିଛି ସମର୍ଥକଙ୍କୁ ଧରି ବୁଥ୍‌କୁ ଯାଇଥିବା ଅଭିଯୋଗ କଲେ ବିରୋଧୀ
    ବୁଥ୍‌ରେ ପଶି ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ
    ସାରଦାଙ୍କ ସହ ସମର୍ଥକଙ୍କ ଉପସ୍ଥିତିକୁ ନେଇ ପାଟିତୁଣ୍ଡ, ଉତ୍ତେଜନା
    ସାରଦାଙ୍କୁ ଅନ୍ୟତ୍ର ନେଇଗଲେ ବୁଥ୍‌ରେ ମୁତୟନ ଥିବା ପୋଲିସ କର୍ମଚାରୀ
    ସାରଦାଙ୍କୁ ପୋଲିସ ହେପାଜତକୁ ନେଇନଥିବା କହିଲେ ସିଇଓ
    ଉତ୍ତେଜନା ଥିବାରୁ ପୋଲିସ ସାରଦାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିବା କହିଲେ

    Image

    Image



  • May 20, 2024 17:55 IST

    ବଲାଙ୍ଗୀର-ନୂଆପଡା ଜିଲ୍ଲାର ସୀମାନ୍ତ ବଡ଼ଡକଲା ସେବାଶ୍ରମ ବୁଥ ନମ୍ବର ୪୧ରେ ଚାଲିଛି ଭୋଟ



  • May 20, 2024 17:55 IST

    ବିଜେଡି ପ୍ରାର୍ଥିନୀ ରଞ୍ଜିତା ସାହୁ ଆସକା ସଂସଦୀୟ କ୍ଷେତ୍ରର ବୁଥ ଗୁଡିକ ବୁଲି ସ୍ଥିତି ପରଖିଛନ୍ତି



  • May 20, 2024 17:17 IST

    ଆଜି କନ୍ଧମାଳ ଜିଲ୍ଳାବାସୀ ନିଜ ନିଜ ମନ ପସନ୍ଦର ନେତା ବାଛିଛନ୍ତି



  • May 20, 2024 17:16 IST

    ଆସ୍କା ହରିହର ଉଚ୍ଚ ବିଦ୍ୟାଳୟରେ ଚାଲିଛି ଭୋଟଦାନ । ଲାଇନରେ ରହି ଭୋଟ୍ ଦେଉଛନ୍ତି ଲୋକେ



  • May 20, 2024 16:46 IST

    ଗଞ୍ଜାମ ସାନଖେମୁଣ୍ଡିରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ



  • May 20, 2024 16:21 IST

    ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ରାଜ ପରିବାର



  • May 20, 2024 16:03 IST

    ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା । ବୁଥ୍ ଭିତରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଓ ଆତଙ୍କରାଜ



  • May 20, 2024 14:59 IST

    ବଲାଙ୍ଗୀରର କିଛି ବୁଥରେ ସାମାନ୍ୟ ଅବ୍ୟବସ୍ଥା



  • May 20, 2024 14:57 IST

    ମଧ୍ୟାହ୍ନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ



  • May 20, 2024 14:57 IST

    ବିଜେପିର ବିଜେପୁର ବିଧାୟକ ପ୍ରାର୍ଥୀ ସନତ ଗଡତିଆ ଭୋଟ୍ ଦେବା ଅବସରରେ କଣ କହୁଛନ୍ତି ଶୁଣନ୍ତୁ...



  • May 20, 2024 14:54 IST

    ଭୋଟ ଦେଲେ ବରିଷ୍ଠ ନେତା ମଙ୍ଗଳା କିସାନ



  • May 20, 2024 14:53 IST

    ଭୋଟ୍ ଦେବା ସହ ସେଲଫି ପଏଣ୍ଟରେ ସେଲଫି ନେଇ ଖୁସି ମନାଉଛନ୍ତି ଲୋକେ..



  • May 20, 2024 14:43 IST

    ବରଗଡ଼ରେ ନିର୍ବାଚନୀ ହିଂସା, ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

    ବରଗଡ଼ରେ ନିର୍ବାଚନୀ ହିଂସା । ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା । ବରଗଡ଼ ସଦର ଥାନା ସରସରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । କିଛି ଭୋଟରଙ୍କୁ ଧରି ଅଟୋ ଚାଳକ ଯିବାବେଳେ ହତ୍ୟା କରାଯାଇଥିବା ସୂଚନା । ତେବେ କେଉଁମାନେ ହତ୍ୟା କରିଛନ୍ତି ଏବଂ ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଅଧିକ ପଢ଼ନ୍ତୁ..



  • May 20, 2024 13:42 IST

    ବୁଥ୍ ଭିତରେ ଗୁଣ୍ଡାଗର୍ଦ୍ଦି



  • May 20, 2024 13:41 IST

    ମତଦାନ କଲେ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ



  • May 20, 2024 13:23 IST

    ବୁଥ୍ ଭିତରେ ଗୁଣ୍ଡାଗର୍ଦ୍ଦି



  • May 20, 2024 13:17 IST

    ଲମ୍ବା ଧାଡିରେ ଭୋଟର, ଭୋଟ୍ ଦେବା ପାଇଁ ଆଗ୍ରହ



  • May 20, 2024 13:13 IST

    ବରିଷ୍ଠ ନାଗରିକ କରୁଛନ୍ତି ମତଦାନ



  • May 20, 2024 13:13 IST

    ଦିବ୍ୟାଙ୍ଗ ଭୋଟର ଆଜି ଉତ୍ସାହର ସହ ଭୋଟ୍ ଦେବାକୁ ଆସଛନ୍ତି



  • May 20, 2024 13:09 IST

    ଭୋଟ୍ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର



  • May 20, 2024 13:07 IST

    ଖରାରେ ଲମ୍ବା ଧାଡ଼ିରେ ଭୋଟ୍ ଦେବାକୁ ଛିଡ଼ା ହୋଇଛନ୍ତି ଭୋଟର



  • May 20, 2024 13:07 IST

    ଭୋଟ ଦେଲେ ବିଜେଡି ନେତା ନିରଞ୍ଜନ ପୂଜାରୀ



  • May 20, 2024 13:06 IST

    ଭୋଟ ଦେଉଛନ୍ତି ନେତା



  • May 20, 2024 13:04 IST

    EVM ତ୍ରୁଟି ମତଦାନ ବନ୍ଦ



  • May 20, 2024 13:03 IST

    'ବଞ୍ଚିଥିବା ଯାଏ ଭୋଟ୍ ଦେବି'



  • May 20, 2024 12:54 IST

    ‘ମୁଖ୍ୟମନ୍ତ୍ରୀଙ୍କ ସହ ମୁଁ ଲଢ଼ୁଛି’



  • May 20, 2024 12:53 IST

    ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟିଂ



  • May 20, 2024 12:52 IST

    ଆସ୍କାରେ ଏଥର କଡ଼ା ଲଢ଼େଇ



  • May 20, 2024 12:25 IST

    ଭୋଟ ଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର



  • May 20, 2024 11:35 IST

    ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା



  • May 20, 2024 11:34 IST

    ଭୋଟ୍‌ ଦେଲେ ବିଜେଡି ନେତା ବିକ୍ରମ କେଶରୀ ଆରୁଖ



  • May 20, 2024 11:33 IST

    ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ଦୃଷ୍ଟିବାଧିତ ବୃଦ୍ଧା ଓ ସାଧାରଣ ଭୋଟର



  • May 20, 2024 11:33 IST

    ଭୋଟ୍ ଦେଇଛନ୍ତି ରାଉରକେଲା ବିଜେଡି ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ



  • May 20, 2024 11:32 IST

    ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଚାଲିଛି ମତଦାନ



  • May 20, 2024 10:20 IST

    ଗଞ୍ଜାମ ହିଞ୍ଜିଳିର ୧୨୯ ନମ୍ବର ବୁଥରେ ଖୁବ୍ ଉତ୍ସାହର ସହ ଭୋଟ୍ ଦେଉଛନ୍ତି ଭୋଟର..



  • May 20, 2024 10:03 IST

    ୯ଟା ସୁଦ୍ଧା ୬.୯୯% ମତଦାନ



  • May 20, 2024 10:03 IST

    ବୁଥରେ ଅସୁସ୍ଥ ହେଲେ ପ୍ରିଜାଇଡିଂ ଅଫିସର



  • May 20, 2024 09:26 IST

    ବହୁ ସଂଖ୍ୟାରେ ଭୋଟ୍ ଦେଉଛନ୍ତି ଖଲ୍ଲିକୋଟ୍ ବାସୀ



  • May 20, 2024 08:49 IST

    ଆସ୍କା ଓ କନ୍ଧମାଳ ସହ ୫ ଲୋକସଭା ଆସନରେ ଭୋଟ୍



  • May 20, 2024 08:40 IST

    ଭୋଟ ଦେଲେ ସାଂସଦ ପ୍ରମିଳା ବିଷୋୟୀ



  • May 20, 2024 08:08 IST

    ବୁଥରେ ଦୁଇ ଗୋଷ୍ଠୀ ମୁହାଁମୁହିଁ



Odisha Election General Elections 2024
Advertisment
Advertisment