Advertisment

ପୁରୀ, ଅନୁଗୁଳ, କଟକ । ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି

ରାଜ୍ୟରେ ସ୍ଥିତି କଣ ଅଛି, ଆଉ କଣ ଷ୍ଟ୍ରାଟେଜି ଦରକାର ସେ ବିଷୟରେ ବିଜେପି ରାଜ୍ୟ ଟିମ୍‌କୁ ଗୁରୁମନ୍ତ୍ର ଦେବେ ମୋଦି।

author-image
Satyendu Shekher Mishra

ପୁରୀ, ଅନୁଗୁଳ, କଟକ । ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଓଡ଼ିଶା ଗସ୍ତ । ଏହି ଗସ୍ତର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ପରିଚାଳନା କମିଟି ବୈଠକ । ରାଜ୍ୟ ବିଜେପିର ତମାମ ନେତୃବୃନ୍ଦଙ୍କ ସହ ପିଏମ ମୋଦି କରିବେ ନିର୍ବାଚନ ସମୀକ୍ଷା । ପୂର୍ବ ଦୁଇ ଗସ୍ତରେ ରାଜ୍ୟ ୬ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରି ସାରିଛନ୍ତି ପ୍ରଧାନମନ୍ତ୍ରୀ। ତେଣୁ ରାଜ୍ୟରେ ସ୍ଥିତି କଣ ଅଛି, ଆଉ କଣ ଷ୍ଟ୍ରାଟେଜି ଦରକାର ସେ ବିଷୟରେ ବିଜେପି ରାଜ୍ୟ ଟିମ୍‌କୁ ଗୁରୁମନ୍ତ୍ର ଦେବେ ମୋଦି। 

Advertisment
BJD BJP Congress Odisha Politics General Election 2024
Advertisment
Advertisment