• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

si
ପ୍ରତାରକ ଏସଆଇଙ୍କୁ ନିଲମ୍ବିତ କଲେ ଏସପି

ଖଲ୍ଲିକୋଟ: ପୁଣି ଖାକିରେ ଦାଗ। ଜଣେ ଏସ୍ଆଇଙ୍କ ବିରୋଧରେ ଆସିଛି ଲଭ-ସେକ୍ସ-ଧୋକ୍କା ଅଭିଯୋଗ। ପ୍ରେମ ପ୍ରତାରଣାର ଅଭିଯୋଗ ପରେ ଗଞ୍ଜାମ ଖଲ୍ଲିକୋଟ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପୀଡିକାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଏସ୍‌ପି। ନିଲମ୍ବନ ପୂର୍ବରୁ ଟୁନାଙ୍କୁ ଗିରଫ କରିଥିଲା ପୋଲିସ। ଅଭିଯୋଗ ଅନୁଯାୟୀ, ଗତ ୨୦୧୭ରେ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ଭୁବନେଶ୍ୱରଠାରେ ଥିବା ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ପ୍ରୋବେଶନାରୀ ଅଫିସର ଭାବେ ତାଲିମ ନେଉଥିଲେ। ଏହି ସମୟରେ ଭୁବନେଶ୍ୱରର ଜଣେ […]

  • Wednesday, 14 July 2021
fas
କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଲେ ଦୁଇ ଯୁବତୀ

କଟକ: ତ୍ରିଶୁଳିଆ ବ୍ରିଜରୁ ଡେଇଁ ପଡ଼ିଲେ ଦୁଇ ଯୁବତୀ। ବ୍ରିଜ୍ ଉପରୁ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଲେ ଉଭୟ। ନଦୀରେ ୫ ଶହ ମିଟର ଭାସିଯିବା ପରେ ଏକ ବୁଦାରେ ଲାଗିଥିଲେ। ସେମାନେ ସମ୍ପର୍କରେ କଣ ତାହା ଜଣାପଡିନାହିଁ। ବୁଧବାର ଅପରାହ୍ନରେ ୨ ଜଣ ୟୁବତୀ ସ୍କୁଟିରେ ଯିବା ସମୟରେ ହତାଠ୍ ତ୍ରିଶୁଳିଆ ବ୍ରିଜ୍ ଉପରେ ଓହ୍ଲାଇ ପଡ଼ିଥିଲେ। ଆଉ ବ୍ରିଜ ଉପରୁ ନଦୀ ତଳକୁ ଡେଇଁ ପଡ଼ିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ଅଗ୍ନଶମ […]

  • Wednesday, 14 July 2021
bbsr
ଭୁବନେଶ୍ୱରେ ଆଉ ୪୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱର ବେକାବୁ କରୋନା। ଆଜି ଚିହ୍ନଟ ହୋଇଛନ୍ତି ଆଉ ୪୬ କରୋନା ଆକ୍ରାନ୍ତ, ଯେଉଁଥିରେ କ୍ୱାରେଣ୍ଟିନ୍ ସେଣ୍ଟରରୁ ୨୨ ଏବଂ ଲୋକାଲ କେସ୍ ୨୪ ଥିବା ବିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେହିପରି ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏବେ ସୁଦ୍ଧା ୫୨୫ ଜଣ ମୋଟ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୫ ଜଣ ସୁସ୍ଥ ହୋଇଛନ୍ତି। କେଉଁଠି କେତେ ଆକ୍ରାନ୍ତ:- ପାତ୍ରପଡ଼ାରୁ ଜଣେ, କଟକ ରୋଡ୍ […]

  • Wednesday, 14 July 2021
main
ହତ୍ୟା ଅଭିଯୁକ୍ତ ହାତରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର: ହତ୍ୟା ଅଭିଯୁକ୍ତଙ୍କଠାରୁ ମିଳିଲା ସାଢ଼େ ୩ କୋଟିର ବ୍ରାଉନସୁଗାର। ଖୋର୍ଦ୍ଧା ପୋଲିସ୍ ହାତରେ ଧରାପଡ଼ିଛି ଦଧିମାଛଗାଡ଼ିଆ ହତ୍ୟାକାଣ୍ଡର ଅଭିଯୁକ୍ତ, ଯାହାଠୁ ମିଳିଛି ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର। ଆଜି ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ DIG ଆଶିଷ ସିଂହ। ଜୁନ ୧୫ ହତ୍ୟାକାଣ୍ଡ ପରଠୁୁ ଅଭିଯୁକ୍ତ ଫେରାର ଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରିଥିଲା। ତେବେ ଅଭିଯୁକ୍ତ ଗିରଫ ହେବା ପରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। […]

  • Wednesday, 14 July 2021
swarha
ବାହାର ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା

ପୁରୀ: କୋଭିଡ ପରିସ୍ଥିତିକୁ ନଜରରେ ରଖି ପୁରୀ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି। ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗିଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି। ଏନେଇ ଜିଳ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ରାଜ୍ୟରେ ଜଟିଳ ସ୍ଥିତି ଆଡକୁ ଗତି କରୁଛି […]

  • Wednesday, 14 July 2021
train
ରାଜ୍ୟରେ ବନ୍ଦ ହେଲା ୩ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ରାଜ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ବନ୍ଦ ହେବ। ପୃଷ୍ଠପୋଷକତା ଅଭାବରୁ ରାଜ୍ୟ ଭିତରେ ଚଳାଚଳ କରୁଥିବା ତିନିଟି ସ୍ୱତନ୍ତ୍ର ଟ୍ରେନକୁ ବନ୍ଦ କରାଗଲା। ଏଭଳି ପଦକ୍ଷେପ ନେଇଛି ପୂର୍ବତଟ ରେଳବାଇ। ପ୍ରକାଶଥାଉକି ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍‌ଡାଉନ ସମୟରେ ଅଟକି ରହିଯାଇଥିବା ଅସହାୟ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ରେଲୱେ ପକ୍ଷରୁ ଜୁନ ୮ ତାରିଖରୁ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା। ପରେ ଏହି ରେଳସେବାକୁ ଜୁଲାଇ ମାସ ୧ […]

  • Wednesday, 14 July 2021
anti
କାହିଁକି ଗୁରୁତ୍ୱପୂର୍ଣ୍ଣ ଆଣ୍ଟିଜେନ୍ ଟେଷ୍ଟ?

ଭୁବନେଶ୍ୱର: ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେଲେ ବଢ଼ିବ ପରୀକ୍ଷା ସଂଖ୍ୟା। ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଲେ ଏହାକୁ କନଫର୍ମ ପଜିଟିଭ ଭାବେ ଧରାଯିବ। ଯଦି କୌଣସି ବ୍ୟକ୍ତିଙ୍କର ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସେ ଓ ତାଙ୍କର କରୋନା ଲକ୍ଷଣ ଥାଏ ତେବେ RTPCR ଟେଷ୍ଟ ପାଇଁ ସ୍ୱାବ ପଠାଯିବ। ଏଭଳି ଟେଷ୍ଟ ଦ୍ୱାରା ଦିନକୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇପାରିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ସଂସ୍ଥାନ ର ନିର୍ଦ୍ଦେଶକ। ଦେଶରେ କରୋନା ଭାଇରସର ଯେଉଁ […]

  • Wednesday, 14 July 2021
city
କଟକରେ ପୁଣି ବଢିଲା ସଟ୍‌ଡାଉନ୍ ଅବଧି

କଟକ: କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ସଟଡାଉନ୍ ଅବଧି। ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ସଟଡାଉନ୍। ବର୍ତ୍ତମାନ କରୋନା ସ୍ଥିତିକୁ ଦେଖି ଆସନ୍ତାକାଲି ଶେଷ ହେବାକୁ ଥିବା କଟକ ସହର ସଟଡାଉନ୍ ଅବଧି ୧୦ ତାରିଖ ଶୁକ୍ରବାର ଯାଏଁ ବୃଦ୍ଧି କରାଯାଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ। After reviewing the current situation, in addition to the order no. 5621 dated […]

  • Wednesday, 14 July 2021
job
୨ ବର୍ଷ ଯାଏ ଚାକିରି ନାହିଁ

ଭୁବନେଶ୍ୱର: କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ। କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଏନେଇ ସବୁ ବିଭାଗକୁ ପ୍ରମୁଖ ସଚିବ ଅଶୋକ ମୀନା ଚିଠି ଲେଖିଛନ୍ତି। କରୋନା ଯୋଗୁଁ ଆର୍ଥିକ ସଂକଟ ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପ: ସବୁ ବିଭାଗକୁ ଚିଠି ଲେଖିଲେ ପ୍ରମୁଖ ସଚିବ ଅଶୋକ ମୀନା; କରୋନା ସଂକଟ ଦୃଷ୍ଟିରୁ ୨ ବର୍ଷ ଯାଏଁ ନୂଆ ଚାକିରି ସୃଷ୍ଟି ହେବ ନାହିଁ, […]

  • Wednesday, 14 July 2021
trick-complain
ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ ମିଛ! ପାଲଟା ଏତଲା ଦେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଅଶ୍ଳୀଳ ଇଙ୍ଗିତ ଏବଂ ମାନସିକ ନିର୍ଯାତନା ନେଇ ମହିଳାଙ୍କ ଅଭିଯୋଗ ଉପରେ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ଆୟୁଷ ଓଡ଼ିଶାର ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ। ତାଙ୍କ ବିରୋଧରେ ଅଭିଯୋଗକୁ ମିଥ୍ୟା ଓ ଷଡ଼ଯନ୍ତ୍ରପୂର୍ଣ୍ଣ ବୋଲି କହିବା ସହ ଭୁବନେଶ୍ୱର ମହିଳା ଥାନାରେ ପାଲଟା ଏତଲା କରିଛନ୍ତି। ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ନିଯୁକ୍ତି ବେଆଇନ ଥିବା ନିକଟରେ ଜଣାପଡ଼ିଥିଲା। ପ୍ରୋଗ୍ରାମ ମ୍ୟାନେଜରଙ୍କ ଜରିଆରେ ଜାଲ୍ କାଗଜାତ ଦେଇ ନିଯୁକ୍ତି କରାଯାଇଥିଲା। ଏନେଇ ସଂପୃକ୍ତ ପ୍ରୋଗ୍ରାମ ମ୍ୟାନେଜର […]

  • Wednesday, 14 July 2021
nagative
କରୋନାରୁ ଆରୋଗ୍ୟ ହେଲେ ଆଉ ୨୧୭

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୨୧୭ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଏଯାବତ୍ ୬,୭୦୩ ଆକ୍ରାନ୍ତ ସୁସ୍ଥ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ ୯୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଦାରୁ ୧୮, ବାଲେଶ୍ୱରରୁ ୧୫, ମୟୁରଭଞ୍ଜରୁ ୧୩, ବରଗଡ଼ରୁ ୧୨, କେନ୍ଦୁଝରରୁ ୮, ଝାରସୁଗୁଡ଼ାରୁ ୭, ମାଲକାନଗିରିରୁ ୭ ଏବଂ ଯାଜପୁରରୁ ୬ ଜଣ ଅଛନ୍ତି। ସେହିପରି ଅନୁଗୁଳ, […]

  • Wednesday, 14 July 2021
tech
ସିଲ୍‌ ହେଲା ଟେକ୍ ମହିନ୍ଦ୍ରା ଅଫିସ୍

ଭୁବନେଶ୍ୱର: ସିଲ ହେଲା ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସ। ତିନି ଦିନ ଭିତରେ ଏହି ଅଫିସ୍‌ର ୭ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ଏହାକୁ ସିଲ୍ କରିଛି। ଆଜିଠାରୁ ପୂରା ବିଲ୍ଡିଂକୁ ସିଲ୍ କରାଯାଇଛି। ଏହାସହ ୨୦ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି ପକ୍ଷରୁ ଟେକ୍ ମହିନ୍ଦ୍ରାର ସମସ୍ତ ୬୭ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରକାଶଥାଉକି, […]

  • Wednesday, 14 July 2021
ganjam
୫ ଦିନ ସଟଡାଉନ୍ ହେବ ଗଂଜାମର ସହରାଞ୍ଚଳ

ଭୁବନେଶ୍ୱର: କଟକ ପରେ ଏବେ ଗଂଜାମର ସଟଡାଉନ ପାଳି। ଜିଲ୍ଲାରେ ସଂକ୍ରମଣ ମାତ୍ରାଧିକ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ରୁ ୧୩ ତାରିଖ ଯାଏ ଗଂଜାମର ସହରାଞ୍ଚଳ  ହେବ ସଟଡାଉନ୍। ଏହି ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହି ସମୟରେ ବ୍ରହ୍ମପୁର ମହାନଗ ନିଗମ ଅଞ୍ଚଳ, ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ, ଜିଲ୍ଲାର ସମସ୍ତ NAC ଓ ବ୍ଲକ ହେଡ୍ କ୍ୱାର୍ଟର ଯଥା ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ ଓ ଜଗନ୍ନାଥ ପ୍ରସାଦ ସଟଡାଉନ୍ […]

  • Wednesday, 14 July 2021
bbsr
ଭୁବନେଶ୍ୱରରେ ଆଉ ୨୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ ମଧ୍ୟରୁ ଲୋକାଲ କଣ୍ଟାକ୍ଟ ୧୪, କ୍ୱାରେଣ୍ଟିନ ୧୪ ଓ ଜଣେ କୋଭିଡ଼ ଯୋଦ୍ଧା ଅଛନ୍ତି। ଏହାକୁ ମିଶାଇ ରାଜଧାନୀରେ ୪୭୯ ଜଣ ସଂକ୍ରମିତ ହେଲେଣି। ୨୭୭ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୯୫ ଆକ୍ଟିଭ କେଶ ରହିଛି। ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେଉଁଠି ବାହାରିଲେ ପଜିଟିଭ:- ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଡୁମୁଡୁମା ସୁବାସନଗର ବସ୍ତିରୁ ଜଣେ, ଖଣ୍ଡଗିରିର ଜଣେ ମହିଳା, […]

  • Wednesday, 14 July 2021
naveeen
'ମୋ ସରକାର'ରେ ସାମିଲ ହେବ କୋଭିଡ୍ ପରିଚାଳନା

ଭୁବନେଶ୍ୱର: ମୋ ସରକାରରେ ସାମିଲ୍ ହେବ କୋଭିଡ୍ ପରିଚାଳନା। ଭିଡିଓ କନ୍ଫରେନ୍ସିଂରେ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋଗୀ ଓ କୋଭିଡ୍ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଫିଡ୍‌ବ୍ୟାକ୍ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ, ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ଫିଡବ୍ୟାକ୍ ସଂଗ୍ରହ କରିବେ। ଫିଡ୍‌ବ୍ୟାକ୍ ଦ୍ୱାରା ବ୍ୟବସ୍ଥାରେ ଉନ୍ନତି ଆସିବ କହିଛନ୍ତି ମୁଖ୍ୟମନ୍ତ୍ରୀ। ସଂକ୍ରମଣରୁ ବର୍ତ୍ତିବା ପାଇଁ […]

  • Wednesday, 14 July 2021
main
କ୍ୱାରେଣ୍ଟିନ୍‌ରେ ରହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ସେଲ୍ଫ କ୍ୱାରେଣ୍ଟିନରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସୁକାନ୍ତ କୋଭିଡ୍ ପଜିଟିଭ୍ ଥିବା ସ୍ପଷ୍ଟ ହେବା ପରେ, ପ୍ରତାପ ନିଜ ଆଡ଼ୁ କ୍ୱାରେଣ୍ଟିନରେ ଥିବା ଟୁଇଟ୍ କରି ଜଣାଇଛନ୍ତି। On being informed that MLA Nilagiri has been tested positive for #COVIDI19 . I self […]

  • Wednesday, 14 July 2021
bishnu
ପରଲୋକରେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ଦେହାନ୍ତ। ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ବିଜେଡିର ଆଉ କିଛି ନେତା ମଧ୍ୟ ବିଷ୍ଣୁ ଦାସଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ […]

  • Wednesday, 14 July 2021
naveen
କରୋନା ଯୁଦ୍ଧ ଜିତିବାକୁ ନବୀନଙ୍କ ୩ ମନ୍ତ୍ର

ଭୁବନେଶ୍ୱର: କରୋନା ଯୁଦ୍ଧ ଜିତିବା ପାଇଁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ। ତ୍ୟାଗ, ସଂଯମ ଓ ଶୃଙ୍ଖଳା ମନ୍ତ୍ର ଦେଲେ ନବୀନ ପଟ୍ଟନାୟକ। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବା ଅବସରରେ କରୋନା ବିରୋଧି ଲଢେଇରେ ଜିତିବା ପାଇଁ ଆହ୍ୱାନ ଦେଇଛନ୍ତି। ନବୀନ କହିଛନ୍ତି ଯେ ରଥଯାତ୍ରା ସାରା ବିଶ୍ୱପାଇଁ ଉଦାହରଣ ସୃଷ୍ଟି କରିଛି। ପୁରୀବାସୀଙ୍କ ସଂଯମ, ତ୍ୟାଗର ତୁଳନା ନାହିଁ। କଟକଣାକୁ ମାନି ପୁରୀବାସୀ ବଡ଼ଦାଣ୍ଡକୁ ଓହ୍ଲାଇ ନାହାନ୍ତି। ପୁରୀ ଆଜି ସାରା ବିଶ୍ୱକୁ […]

  • Wednesday, 14 July 2021
lane-drive
କଟକ-ଭୁବନେଶ୍ୱର ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭ ପ୍ରସ୍ତାବ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ଜାତୀୟ ରାଜପଥ-୧୬ରେ ଲେନ ଡ୍ରାଇଭ ପ୍ରସ୍ତାବ। ଟ୍ରାଫିକ ସୁଗମ କରିବାକୁ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି ସାଗରିକା ନାଥ। ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ପ୍ରସ୍ତାବ ଦେଲେ ଡିସିପି ସାଗରିକା। ଏନେଇ ଡିସିପି ସାଗରିକା କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ। ଲେନ୍ ଡ୍ରାଇଭିଂ ଦ୍ୱାରା ତିନିଟି ଲାଭ ହେବ। ଯାତ୍ରାର ସମୟ କମିବ, ଗାଡ଼ିର ଗତି ବଢ଼ିବ ଓ […]

  • Wednesday, 14 July 2021
coronavirus
“ଆସିପାରେ କରୋନାର ଚତୁର୍ଥ ଲହର”

ତୃତୀୟ ଲହର ଭାରତକୁ ଆସିନି। ସମ୍ଭାବ୍ୟ ତୃତୀୟ ଲହର ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି DMET ସିବିକେ ମହାନ୍ତି। ସବୁ ମହାମାରୀରେ ତୃତୀୟ, ଚତୁର୍ଥ ଲହର ଆସିପାରେ, ଏହା ନୂଆକଥା ନୁହେଁ। ଏବେ ଦେଶରେ କରୋନାର ଡାଉନ୍ ଟ୍ରେଣ୍ଡ୍ ରହିଛି। କେସ୍ ଲୋଡ୍, ସଂକ୍ରମଣକୁ ଦେଖତ୍ ସରକାର ଅନଲକ୍‌ ନିଷ୍ପତ୍ତି ନେବେ। ଜୁନର ଆଭରେଜ ଦେଖି କେନ୍ଦ୍ର ୬.୫% ଥିବା କହିଛି। ଏବେ ଟେଷ୍ଟ ପଜିଟିଭିଟି ହାର ୩ ପ୍ରତିଶତ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

cured
ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୪୮୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୪୯, ଜଗତସିଂହପୁରରୁ ୨୫, ରାୟଗଡ଼ାରୁ ୧୬, କଟକରୁ ୧୫, ବରଗଡ଼ରୁ ୧୪, ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୨ […]

  • Wednesday, 14 July 2021
corona
ହସ୍ପିଟାଲରୁ ଚମ୍ପଟ ମାରିଲା କରୋନା ଆକ୍ରାନ୍ତ

ନବରଙ୍ଗପୁର: କାନ୍ଥ ଡେଇଁ ଛୁ ମାରିଲା କରୋନା ଆକ୍ରାନ୍ତ। ନବରଙ୍ଗପୁର କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚମ୍ପଟ ମାରିଛି। ମେଡିକାଲ କାନ୍ଥ ଡେଇଁ ଖସି ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଥାନାରେ ଏତଲା ଦେଇଛନ୍ତି। ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଗତ କାଲି ସକାଳୁ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର l ଯାହାକୁ ନବରଙ୍ଗପୁର […]

  • Wednesday, 14 July 2021
Bidyabharati Panda
ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣା, ଦୁଇ ଦିନ ପରେ ମୁହଁ ଖୋଲିଲେ ପତ୍ନୀ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ରଙ୍କ କେମିତି ହେଲା ମୃତ୍ୟୁ ? ଅଘଟଣ ନା ଆତ୍ମହତ୍ୟା ନା ହତ୍ୟା ? ଗତ ଦୁଇ ଦିନ ଧରି ଏନେଇ ସନ୍ଦେହ ଘନିଭୂତ ହେଉଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ

Gundicha Temple
ଆଡ଼ପ ମଣ୍ଡପରେ ଶ୍ରୀଜିଉ: ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଗତକାଲି ସଂଧ୍ୟା ଧୂପ ନୀତି ପରେ ଘୋଡା ଫିଟା ଯାଇ ଚାରମାଳ ଲଗାଯିବା ସହ ପୁଷ୍ପାଞ୍ଜଳି କରାଯାଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ କରାଯାଇଥିଲା । ମହାବାହୁଙ୍କ ଏହି ବିଶେଷ ଓ ଅନନ୍ୟ ଆଡପ ମଣ୍ଡପ ବିଜେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା ।

vlcsnap-error809
ହୃଦୟ ବିଦାରକ ଘଟଣା, ଘର ବାରଣ୍ଡାରେ ପଡ଼ି ରହିଛି ମା’ର ମୃତଦେହ ! ପୁଅ ବି ନାଚାର..

ସୁବର୍ଣ୍ଣପୁର: ଅମାନବିକତାର ଆଉ ଏକ ପରିଚୟ । ଘର ବାରଣ୍ଡାରେ ପଡ଼ି ରହିଛି ମହିଳାଙ୍କ ମୃତଦେହ । ହେଲେ ପାଖ ପଡ଼ୋଶୀ କେହି ବି ଆସିଲେନି ଅନ୍ତିମ ସଂସ୍କାର କରିବାକୁ । ପୁଅ କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଛି । ଏଣେ ଘରେ ପଡି ରହିଛି କରୋନା ସଂକ୍ରମିତ ମା’ର ମୃତଦେହ । ଗତକାଲି ରାତିରୁ ମୃତଦେହ ପଡି ରହିଥିଲେ ମଧ୍ୟ ଦିନ ଦ୍ୱିପ୍ରହର ସୁଦ୍ଧା ସତ୍କାର ହୋଇପାରିନାହିଁ । […]

  • Wednesday, 14 July 2021