• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

late
'ସାମାଜିକ ଦୂରତା ମାନୁନାହାନ୍ତି, ରାଜଧାନୀ ପାଇଁ ଏବେ ୩ ଚ୍ୟାଲେଞ୍ଜ'

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା କ୍ଷେତ୍ରରେ ଏବେ ତିିନିଟି ଚ୍ୟାଲେଞ୍ଜ। ହଟସ୍ପଟ୍‌, ହସ୍ପିଟାଲ୍ ଏବଂ ସାମାଜିକ ଦୂରତା। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନ୍‌ର ପ୍ରେମଚନ୍ଦ୍ର ଚୌଧୁରୀ। ହଟସ୍ପଟ୍:- ହଟସ୍ପଟ୍ ଜିଲ୍ଲାରୁ ଲୋକେ ରାଜଧାନୀକୁ ଆସୁଛନ୍ତି। ଯାହା ଫଳରେ ଏବେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସ୍ଲମ୍ କମିଟି ଗଠନ ହୋଇଛି। ଏହାସହ ୱାର୍ଡ କମିଟି ସକ୍ରିୟ ରହିଛନ୍ତି। ବାହାର ଅଞ୍ଚଳରୁ ଆସୁଥିବା […]

  • Wednesday, 14 July 2021
cure
ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ। ଗଞ୍ଜାମରୁ ସର୍ବାଧିକ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ୮୩୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଅରୋଗ୍ୟଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୭ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୩୧, ଯାଜପୁରରୁ ୨୭, କଟକରୁ ୨୬, ନୟାଗଡ଼ରୁ […]

  • Wednesday, 14 July 2021
DUTEEE
'ଦୂତୀ କଥାକୁ ମୁଁ ଖୁଲାସା କରିବି'

ଭୁବନେଶ୍ୱର: ପୁଣି ଥରେ ଦୁଇ ଆଥଲେଟ୍‌ ଭଉଣୀଙ୍କ କଳିକୁ ନେଇ ଚର୍ଚ୍ଚା। ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। କାରଣ ଦୂତୀ ଏବେ ବଡ଼ ଭଉଣୀ ସରସ୍ୱତୀଙ୍କୁ ଆକ୍ଷେପ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯେଉଁ ଘଟଣା ପାଇଁ ଦୂତୀଙ୍କୁ ସରସ୍ୱତୀ କଡ଼ା ସମାଲୋଚନା କରିବା ସହ ମାଡ଼ ମାରିଥିଲେ, ଏବେ ତାହା ହିଁ ସେ କରୁଛନ୍ତି। ଏପରିକି ଚାଲୁଣି କହୁଛି ଛୁଞ୍ଚିକି ବୋଲି କହି […]

  • Wednesday, 14 July 2021
viral
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଯୁବତୀଙ୍କ ସହ ସେଲଫି ନେଇ ଅଡୁଆରେ ଦୁଇ ଅଧିକାରୀ

ବାଲିଗୁଡା: କ୍ୱାରେଣ୍ଟିନ ସେଣ୍ଟରରେ ସେଲ୍‌ଫି ନିଶା। ପ୍ରବାସୀ ଯୁବତୀଙ୍କ ସହ ଫଟୋ ଉଠାଇଲେ ଦାୟିତ୍ୱରେ ଥିବା ଦୁଇ ଅଧିକାରୀ। ସେଲଫି ଉଠାଇବା ବେଳର ଫଟୋ ଏବେ କନ୍ଧମାଳ ଜିଲ୍ଲାରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏଭଳି ଘଟଣା ଘଟିଛି ଜିଲ୍ଲାର କ.ନୂଆଗାଁ ଏକ କ୍ୱାରେଣ୍ଟିନ ସେଣ୍ଟରରେ। ରାଜ୍ୟ ବାହାରୁ ଆସିଥିବା ଜଣେ ଯୁବତୀ କ୍ୱାରେଣ୍ଟିନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ସେଲଫି ନେଇଥିଲେ। ଆଉ ଏହି ଫଟୋ ଭାଇରାଲ […]

  • Wednesday, 14 July 2021
check
କରୋନା ହଟ‌ସ୍ପଟ୍‌ ଜିଲ୍ଲାରେ ବିରାଟ ଯଜ୍ଞ କଲେ ଜନପ୍ରତିନିଧି

ଛତ୍ରପୁର: କରୋନା କଟକଣା ଭାଙ୍ଗି ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ। ପୋଲସରା ବ୍ଲକ ଜା.ଡେଙ୍ଗାପଦର ପଞ୍ଚାୟତ ନାଏବ ସରପଞ୍ଚ ଗିରଫ ହୋଇଛନ୍ତି। ମର୍ଦ୍ଦରାଜପୁର ଗାଁରେ ୫ ଶହ ଲୋକଙ୍କୁ ନେଇ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଯଜ୍ଞ କରାଇଥିଲେ ଏହି ଜନପ୍ରତିନିଧି। ଏହାସହ ଗିରଫ ନାଏବ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନାରେ ୩୬ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସତ୍ତ୍ୱେ […]

  • Wednesday, 14 July 2021
take
ମହାନଦୀ ଜଳ ବିବାଦ: ପକ୍ଷ ରଖିଲେ ଓଡ଼ିଶା ସମେତ ୪ ରାଜ୍ୟ

ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି ବେଳେ ଆଜି ହୋଇଛି ISSUE SETTELMENT। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜବାବ ସୁଆଲ ପରେ ଦାଖଲ କରାଯାଇଥିବା ପ୍ରସଙ୍ଗରେ ସହମତି ହୋଇଛି।  ଯଦି କୌଣସି ପକ୍ଷର ଆପତ୍ତି ଥାଏ, ତେବେ ସେ ଟ୍ରିବ୍ୟୁନାଲକୁ ଅବଗତ କରିପାରିବେ। ଉଭୟ ପକ୍ଷ ମଧ୍ୟରେ ୩୫-୪୦ଟି ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର […]

  • Wednesday, 14 July 2021
content
କଟକରୁ ଆଉ ୫୦ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଜିଲ୍ଲାରେ ଆଜି ଆଉ ୫୦ କରୋନା ଆକ୍ରାନ୍ତ ଚିହ୍ନଟ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ଆକ୍ରାନ୍ତ ଚିହ୍ନଟ ସୂଚନା ମିଳିଛି। ୫୦ ଆକ୍ରାନ୍ତଙ୍କ ମଧ୍ୟରୁ SCBରେ ୧୩ ସଂକ୍ରମିତ ସୂଚନା। ବଡ଼ମ୍ବାରୁ ୩୩ ଓ CMCରୁ ଆଉ ୨ ଆକ୍ରାନ୍ତ ଚିହ୍ନଟ। ନିଶ୍ଚିନ୍ତକୋଇଲି ଓ ଅଡ଼ଶପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବଡ଼ମ୍ବାରୁ ଆଉ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮ଟି ପଞ୍ଚାୟତରୁ ଆଉ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]

  • Wednesday, 14 July 2021
daily
ଏଣିକି ଦୈନିକ ୮ ହଜାର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଅଣାୟତ୍ତ ଗଞ୍ଜାମ, ଅସମ୍ଭାଳ ଓଡ଼ିଶା। ରାଜ୍ୟରେ ଦିନକୁ ଦିନ ଅଧିକରୁ ଅଧିକ ବିସ୍ଫୋରକ ରୂପ ଧାରଣ କରୁଥିବା କରୋନା ଗଡ଼ାଇଛି। ଆଉ ୪ ମୁଣ୍ଡ ଫଳରେ ଓଡ଼ିଶାରେ ୬୪ରେ ପହଞ୍ଚିଛି କରୋନା ମୃତ୍ୟୁ। ସେହିଭଳି ଗତ କିଛି ଦିନ ଧରି ଚାଲିଥିବା ୫୦୦ ପ୍ଲସ୍ ସଂକ୍ରମଣର ଟ୍ରେଣ୍ଡ୍ ବି ଭାଙ୍ଗିଛି। ଆଜି ଚିହ୍ନଟ ହୋଇନ୍ତି ରେକର୍ଡ ସଂଖ୍ୟକ ୭୫୫ ଜଣ ଆକ୍ରାନ୍ତ। ଏପଟେ ଭାଇରସର ମୁକାବିଲା ପାଇଁ ବି ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ […]

  • Wednesday, 14 July 2021
record
ରେକର୍ଡ ଭାଙ୍ଗିଲା: ଦିନକରେ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। କରୋନା ସ୍ଥିତି ପରଠାରୁ ଆଜି(ଶୁକ୍ରବାର) ଦିନକରେ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୭୯୭୨କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଟନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ା ୮୫, ବଲାଙ୍ଗିର ୪୫, କଟକରୁ […]

  • Wednesday, 14 July 2021
tax
'ଲୋକଙ୍କ ଟିକସ ଛାଡ଼ କରନ୍ତୁ ସରକାର'

ଭୁବନେଶ୍ୱର: କରୋନା ମହାମାରୀ ପରେ ଲୋକଙ୍କ ଆର୍ଥିକ ମାନଦଣ୍ଡ ଭୁଶୁଡ଼ି ପଡ଼ିଛି। ତେଣୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକଙ୍କ ଟିକସ୍ ଛାଡ଼ କରାଯାଉ। ଯାହାଦ୍ୱାରା ଆର୍ଥିକ ଚାପରୁ କିଛି ମାତ୍ରାରେ ଲୋକେ ଆଶ୍ୱସ୍ତ ହେବେ। ଆଜି ରାଜ୍ୟ ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ମଦ ପାଇଁ ଯଦି ୩୫ ପ୍ରତିଶତ ଟିକସ୍ ଛାଡ଼ କରି ହେଉଛି, ତେବେ ଲୋକଙ୍କ ରାଜସ୍ୱ ପାଇଁ କାହିଁକି ନୁହେଁ ବୋଲି ସେ କହିଛନ୍ତି। ରାଜ୍ୟ ସରକାର […]

  • Wednesday, 14 July 2021
books
୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ନିତ୍ୟାନନ୍ଦ ପଣ୍ଡା ପୁରସ୍କାର ପାଇବେ। ସେପିପରି କ୍ଷୁଦ୍ରଗଳ୍ପ- ପବିତ୍ର ପାଣିଗ୍ରାହୀ, କବିତା- ବୀଣାପାଣି ପଣ୍ଡା ପାଇବେ। ସେହିପରି ନାଟକ ଓ ଏକାଙ୍କିକା- ସଂଜୟ ହାତୀ ଏବଂ ନବୀନ କୁମାର ପରିଡ଼ା, ପ୍ରବନ୍ଧ ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟରେ ଧରଣୀଧର ପାଣିଗ୍ରାହୀ, ଅନୁବାଦରେ ବିଜୟ ମହାନ୍ତି, ଶିଶୁ ସାହିତ୍ୟରେ ରବୀନ୍ଦ୍ର ବିଶ୍ୱାଳ ପାଇବେ। […]

  • Wednesday, 14 July 2021
coronavirus
ଭୁବନେଶ୍ୱରରୁ ଆଉ ୪୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ କ୍ୱାରେଣ୍ଟିନ, ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏହାକୁ ମିଶାଇ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୨କୁ ବୃଦ୍ଧି ପାଇଛି। ୭ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦୮ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏବେବି ୨୮୬ ଆକ୍ଟିଭ କେଶ କହିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। କେଉଁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ: […]

  • Wednesday, 14 July 2021
naxal
ନକ୍ସଲ ମୁକ୍ତ ହେଲା ଓଡ଼ିଶାର ୫ ଜିଲ୍ଲା

ଭୁବନେଶ୍ୱର: ମାଓବାଦୀମାନେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ଏହି ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି ଅଭୟ। ସେ କହିଛନ୍ତି, ମାଓବାଦୀମାନଙ୍କ ଆତ୍ମସମର୍ପଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ୨୦୧୯ରେ ମୋଟ ୧୩ ଜଣ ଆତ୍ମସମର୍ପଣ କରିଥିଲେ। ଚଳିତବର୍ଷ ଜୁଲାଇ ସୁଦ୍ଧା ୧୭ ଜଣ ମାଓବାଦୀ ହିଂସା ଛାଡି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେଲେଣି। ଲାଲବାହୀନୀ ପ୍ରଭାବ କମୁଥିବାରୁ SRE ତାଲିକାରୁ ବାଦ୍ ପଡ଼ିଛି ରାଜ୍ୟର ୫ ଜିଲ୍ଲା  ଅନୁଗୁଳ, ବୌଦ୍ଧ, ସମ୍ବଲପୁର, […]

  • Wednesday, 14 July 2021
pack
ପୂରଣ ହେବ କେନ୍ଦ୍ରାପଡାବାସୀଙ୍କ ସ୍ୱପ୍ନ, ଖୁସି ଖବର ଦେଲେ ବୈଜୟନ୍ତ

କେନ୍ଦ୍ରାପଡା: ପୂରଣ ହେବାକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଲୋକେ ବର୍ଷ ବର୍ଷ ଧରି ଦେଖିଥିବା ସ୍ୱପ୍ନ। ଉପକୂଳ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହରିଦାସପୁର-ପାରାଦୀପ ରେଳପଥରେ ଆଉ ୧୦-୧୫ ଦିନ ଭିତରେ ଟ୍ରେନ୍ ଚାଲିବ। ଏଥିରେ ପ୍ରଥମେ ମାଲ୍ ଗାଡ଼ି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରୀବାହୀ ଟ୍ରେନ୍ ଚାଲିବ ବୋଲି ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ି ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାବାସୀ ବି ଏହି […]

  • Wednesday, 14 July 2021
liquor
କମିଲା ଟିକସ, ଶସ୍ତା ହେଲା ମଦ

ଭୁବନେଶ୍ୱର: କୋଭିଡ୍ ମହାମାରୀ ଭିତରେ ଆସନ୍ତାକାଲିଠୁ ରାଜ୍ୟରେ ଶସ୍ତା ହେବ ମଦ। ଅର୍ଥାତ ମଦର MRP ଉପରେ ସ୍ପେଶାଲ କୋଭିଡ୍ ଫିକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର। ଏଣିକି MRP ଉପରେ ୫୦ ପ୍ରତିଶତ ନୁହେଁ, ବରଂ ୧୫ ପ୍ରତିଶତ ଟିକସ ଲାଗିବ। FMFL/IMFL/ବିଅର/ଓ୍ୱାଇନ୍/RTD ବ୍ରାଣ୍ଡ ଉପରେ ୧୫ ପ୍ରତିଶତ ଟିକସ ଲାଗିବ। ଚଳିତ ବର୍ଷ ସ୍ପେଶାଲ୍ କୋଭିଡ୍ ଫି ସହ ମଦର MRP ଉପରେ ରାଜ୍ୟ ସରକାର ୫୦ ପ୍ରତିଶତ ଟିକସ ନେଉଥିଲେ। ବର୍ତ୍ତମାନ ଏଥିରେ […]

  • Wednesday, 14 July 2021
blushi
ଜମି ହଡପକାରୀଙ୍କୁ ଧରିବ ବ୍ଲୁଇସ ଆପ୍

ଭୁବନେଶ୍ୱର: ଜମି ହଡପକାରୀ ସାବଧାନ। ଆଉ ସରକାରୀ ଜମିରେ ରାତାରାତି ବିଲଡିଂ ନିର୍ମାଣ କରି ହଡପ କରିବା ଚଳିବନି। ଆସିଗଲା ରାଜ୍ୟ ସରକାରଙ୍କର ବ୍ଲୁଇସ ଆପ୍। ସାଟେଲାଇଟ ଜରିଆରେ କିଏ କେତେବେଳେ ସରକାରୀ ଜମିକୁ  ଅକ୍ତିଆର କରୁଛି ତାହା ଆଲର୍ଟ କରିବ। ଏହି ଆପ୍ସକୁ ତିଆରି କରିଛି ଓରସାକ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ଆସନ୍ତୁ ଜାଣିବା, କଣ ରହିଛି ଏହି ଆପ୍‌ର ଗୁରୁତ୍ୱ:-  ରାଜଧାନୀର ସରକାରୀ ଜମିକୁ ହଡପ କରୁଥିଲେ ଏଥର ସାବଧାନ […]

  • Wednesday, 14 July 2021
cure
ଦିନକରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ସୁସ୍ଥ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା। ଆଜି ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଏହାକୁ ମିଶାଇ ରାଜ୍ୟରେ ୭୪୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୬୭, କଟକରୁ ୪୨, ଯାଜପୁରରୁ ୩୨ ଓ ଦେବଗଡ଼ରୁ ୧୯, କୋରାପୁଟରୁ ୧୮, […]

  • Wednesday, 14 July 2021
ayush
ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ମହିଳାଙ୍କୁ କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର। ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ। ଭୁବନେଶ୍ୱର ମହିଳା ଥାନା ପୋଲିସ୍ ତାଙ୍କୁ ଗିରଫ କରିଛି। କିଛି ସମୟ ପୂର୍ବରୁ ତାଙ୍କୁ ମହିଳା ଥାନାରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବିଧିବଦ୍ଧ ଭାବେ ଦର୍ଶାଯାଇଛି। ବିଭୁ ପ୍ରସାଦ ଷଡଙ୍ଗୀଙ୍କ ବିରୋଧରେ କାର୍ଯ୍ୟକ୍ଷେତ୍ରରେ ଅଶ୍ଳୀଳ ଇଙ୍ଗିତ ଏବଂ ମାନସିକ ନିର୍ଯାତନା ଦେବା ଅଭିଯୋଗ ଆଣିଥିଲେ ସେହି ବିଭାଗର କଣେ ମହିଳା […]

  • Wednesday, 14 July 2021
student
ସ୍ମାର୍ଟ ଫୋନ୍‌ରେ ହେବ ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର: ସ୍ମାର୍ଟ ଫୋନ୍‌ରେ ହେବ ଡିପ୍ଲୋମା ପରୀକ୍ଷା। ଆଣ୍ଡ୍ରଏଡ ଫୋନରେ ଏଥର ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରଛାତ୍ରୀ। ଲାପଟପ୍ କି ଡେସ୍କଟପ୍ ନଥିବା ପିଲା ଘରେ ରହି ସ୍ମାର୍ଟ ଫୋନରେ ପରୀକ୍ଷା ଦେବେ ବୋଲି ନିଷ୍ପତ୍ତି ନେଇଛି ବୈଷୟିକ ଶିକ୍ଷା ବିଭାଗ। ଅଗଷ୍ଟ ୧ରୁ ୨୦ ତାରିଖ ଯାଏ ହେବ ପରୀକ୍ଷା ହେବ। ୭ ଦିନରେ ମଧ୍ୟରେ ରେଜଲ୍ଟ ବାହାରିବ। ଚଳିତ ବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଡିପ୍ଲୋମା ପରୀକ୍ଷା ଦେବେ।  

  • Wednesday, 14 July 2021
ias
IAS ଭୀନିଲ କ୍ରିଷ୍ଣାଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର OSD ହେଲେ ବରିଷ୍ଠ IAS ଭୀନିଲ କ୍ରିଷ୍ଣା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଭିଡ଼ ପରିଚାଳନା ପାଇଁ OSD ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ଏବେ କ୍ରୀଡ଼ା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଭୀନିଲ କ୍ରିଷ୍ଣା ଅତିରିକ୍ତ ଭାବେ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଆଉ ୨ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ସିଏମ୍ଓ ଯୁଗ୍ମ ସଚିବ ଭାବେ ଲାଲା ମନୋଜ କୁମାର ରାୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ […]

  • Wednesday, 14 July 2021
puri
ସ୍ୱର୍ଗଦ୍ୱାରରେ କଟକଣାକୁ ନେଇ ତେଜିଲା ରାଜନୀତି

ପୁରୀ: ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତିର ପବିତ୍ର ସ୍ଥଳ ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାର, ଯେଉଁଠି ଅହନ୍ନିଶି ଜଳୁଥାଏ ଅଖଣ୍ଡ ଜୁଇ। କାରଣ ଏଠାରେ  ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ହେଲେ ତାର କୁଆଡ଼େ ଆଉ ପୁନର୍ଜନ୍ମ ନାହିଁ ବୋଲି ହିନ୍ଦୁ ଧର୍ମରେ ରହିଛି ପ୍ରଚଣ୍ଡ ବିଶ୍ୱାସ। ସେଇଥିପାଇଁ ତ ବର୍ଷତମାମ ଏଠାକୁ ଦୂର ଦୂରାନ୍ତରୁ ଶବ ଧରି ଧାଇଁ ଆସନ୍ତି ଆତ୍ମୀୟ ସ୍ୱଜନ ହେଲେ ଆଜି ସକାଳୁ କିନ୍ତୁ ଏ ସ୍ଥାନ ଖାଁ ଖାଁ। କାରଣ କୋଭିଡ୍ ସଂକ୍ରମଣ […]

  • Wednesday, 14 July 2021
adity-dash
ଖୋଲିଲା ମାନବପ୍ରେମୀଙ୍କ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମିଳିଲା ସୁଇସାଇଡ୍ ନୋଟ୍। ୪ ପୃଷ୍ଠାର ସୁଇସାଇଡ୍ ନୋଟ୍‌ରେ ନିଜର ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାନ୍ତି। ବରଂ ତାଙ୍କର ସେହି ଡାଏରୀରେ ଅନେକ ବାର୍ତ୍ତା ଓ ଦାୟିତ୍ୱ ଯୁବପିଢି ଓ ନିଜ ଟ୍ରଷ୍ଟ ସଦସ୍ୟଙ୍କ ପାଇଁ ଛାଡ଼ି ଚାଲିଯାଇଛନ୍ତି। ଚିଠିରେ ସେ ଲେଖିଛନ୍ତି:- ପ୍ରିୟ ପପୁ, ବିକାଶ ଓ ପିପୁଲ୍‌ ଫର୍‌ ସେବାର ସଦସ୍ୟମାନେ। ମୃତ୍ୟୁ କେବେବେଳେ କେଉଁ ବାଟରେ ଆସି କାହାପାଖରେ ପହଞ୍ଚି ଯାଏ, ସେକଥା କେହିବି […]

  • Wednesday, 14 July 2021
biju
୧୫ ବିଜେଡି ନେତାଙ୍କୁ ବରିଷ୍ଠ ସାଧାରଣ ସଂପାଦକ ପଦ

ଭୁବନେଶ୍ୱର: ୧୫ ବିଜେଡି ନେତାଙ୍କୁ ଦଳର ବରିଷ୍ଠ ସାଧାରଣ ସଂପାଦକ ଦାୟିତ୍ୱ। ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଆସୀନ କରାଯିବା ସହ ବିଭିନ୍ନ କ୍ଷେତ୍ର(ୱିଙ୍ଗ)ର ଇନଚାର୍ଜ ମଧ୍ୟ କରାଯାଇଛି। ତେବେ ସର୍ବଭାରତୀୟ ସ୍ତରରେ ବିଜେଡି ପ୍ରଥମ ଦଳ ଭାବେ ନିଜର ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଏଭଳି ୱିଙ୍ଗର ଇନଚାର୍ଜ ଦାୟିତ୍ୱ ଦେଇଛି। ଯେଉଁ ନେତାମାନଙ୍କୁ ଆଜି ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି ସେମାନେ ହେଲେ […]

  • Wednesday, 14 July 2021
antigen
ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ଆଣ୍ଟିଜେନ୍ ଟେଷ୍ଟ କିଟ୍

ଭୁବନେଶ୍ୱର: ପହଞ୍ଚିଲା ଆଉ ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ଆସିଥିବା ଏଇ ଟେଷ୍ଟ କିଟ୍ ମଧ୍ୟରୁ କଟକ SCBକୁ ୧୫ଶହ, ଅନ୍ୟ ୫ଟି ମେଡିକାଲ କଲେଜକୁ ହଜାରେ ଲେଖାଏଁ କିଟ୍ ଏବଂ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ୫ ଶହ କିଟ୍ ଯୋଗାଇ ଦିଆଯାଇଛି ବୋଲି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେହିପରି ଗଂଜାମ ଜିଲ୍ଲାକୁ ୩ ହଜାର, ଗଜପତି ଜିଲ୍ଲାକୁ ୫ଶହ ଏବଂ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ […]

  • Wednesday, 14 July 2021
cure
ରେକର୍ଡ ଭାଙ୍ଗିଲା: ଦିନକରେ ୩୦୩ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ମଧ୍ୟରେ ଗଜାମରୁ ସର୍ବାଧିକ ସୁସ୍ଥ ଅଛନ୍ତି। ଏହାକୁ ମିଶାଇ ଏଯାବତ୍ ରାଜ୍ୟରେ ୭୦୦୬ ଜଣ କରୋନାରୁ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଂଜାମରୁ ସର୍ବାଧିକ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁର ୪୬, ଖୋର୍ଦ୍ଧା ୨୮, କଟକ ୨୧, କେନ୍ଦୁଝରରୁ ୧୬, ନୟାଗଡ଼ରୁ ୧୪, ନବରଙ୍ଗପୁରରୁ […]

  • Wednesday, 14 July 2021