• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

pari-maa
ପରୀ ପରିବାରକୁ ଥାନାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

ନୟାଗଡ: ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା ତଦନ୍ତର ଦିଗ ଓ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଲେ ପରିବାର ଲୋକେ। ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନି ବୋଲି ପ୍ରଶ୍ନ କରିଛନ୍ତି ପରୀର ମା। ଏପରିକି ତଦନ୍ତ କରିବାକୁ ଆସିଥିବାବେଳେ ନୟାଗଡ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ପରୀର ପରିବାର। ସେମାନଙ୍କୁ ମାଡ ମାରିଥିବା ଏବଂ ଗାଳିଗୁଲଜ ବି କରିଥିବା ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ଆଇଆଇସିଙ୍କ ପ୍ରତିକ୍ରିୟା ମିଳିପାରିନି। ନି […]

  • Thursday, 15 July 2021
pharmasicist-Thum
ଖଣ୍ଡା ଧରି ଗୋଡ଼ାଇଲେ ଫାର୍ମାସିଷ୍ଟ

ଜଳେଶ୍ୱର: ନିଶାସକ୍ତ ଫାର୍ମାସିଷ୍ଟଙ୍କ ଆକ୍ରମଣରେ ୨ ଆହତ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସିଂଲା ଥାନା ଇଡିଦା ଗାଁରେ। ଏଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଶୁବାଶିଷ ଟୁଡୁ କାଲି ରାତିରେ ନିଶାସକ୍ତ ଅବସ୍ଥାରେ ବୁଲୁଥିଲେ। ଏହି ସମୟରେ ଯାହାକୁ ଦେଖିଲେ ଖଣ୍ତା ଏବଂ କଟୁରୀ ଧରି ଗୋଡାଇ ଥିଲେ। ତାଙ୍କ ଆକ୍ରମଣରେ ୨ଜଣ ଗ୍ରାମବାସୀ ଆହତ ହୋଇଛନ୍ତି।ନିଶାସକ୍ତ ଫାର୍ମାସିଷ୍ଟକୁ କାବୁ ପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ସିଂଲା […]

  • Thursday, 15 July 2021
beggar
ଏକାମ୍ର କ୍ଷେତ୍ର ହେବ ଭିକ୍ଷୁକମୁକ୍ତ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ହେବ ଭିକ୍ଷୁକମୁକ୍ତ। ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟକରଣର ଅଂଶ ବିଶେଷ ଭାବେ କରାଯିବ ଭିକ୍ଷୁକମୁକ୍ତ।  ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ନିରାଶ୍ରୟଙ୍କୁ ଥଇଥାନ ଲାଗି ନିଷ୍ପତ୍ତି ହୋଇଛି। ଲିଙ୍ଗରାଜ ମନ୍ଦିର ନିକଟର ନିରାଶ୍ରୟଙ୍କୁ ଥଇଥାନ କରିବାକୁ ଯୋଜନା ଆରମ୍ଭ କରିଛି BMC ଓ BDA। ଯୋଜନା ମୁତାବକ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଭିକ୍ଷୁକଙ୍କୁ ଚିହ୍ନଟ ଲାଗି BMCର ସର୍ଭେ ଆରମ୍ଭ ହୋଇଛି। ଭିକ୍ଷୁକ ଓ ଅସହାୟଙ୍କକୁ ଜୀବିକା ସହାୟତା ଯୋଗାଇ ଦିଆଯିବ। ଭିକ୍ଷୁକ ଓ […]

  • Thursday, 15 July 2021
sarabani
ନକଲି ମାଓବାଦୀଙ୍କୁ ଧରିଲେ DSP ଶ୍ରାବଣୀ

ଶ୍ରୀକାକୁଲାମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲା ଆନ୍ଧ୍ର-ଓଡିଶା ସୀମାନ୍ତ ରହିଥିବା ପାଲକୋଣ୍ଡା ପୋଲିସ ୭ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ୍। ଏମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ, ୧୦ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମୋବାଇଲ ଟ୍ୟାବ, ୩ଟି ମୋବଇଲ, ନକ୍ସଲ ବ୍ୟବହୃତ ଡ୍ରେସ ଓ ୨ ଟି ନକଲି ପିସ୍ତଲ ଜବତ କରିଛନ୍ତି। ଶ୍ରୀକାକୁଲମ ଜିଲ୍ଲା ପାଲକୋଣ୍ଡା ପୋଲିସ ଡିଏସପି ଶ୍ରୀମତୀ ଶ୍ରାବଣୀ କହିଛନ୍ତି ଯେ, ଗତକାଲି ଆନ୍ଧ୍ର-ଓଡିଶା ସୀମାନ୍ତରେ ରହିଥିବା ବୀରଘାଟମ ଗ୍ରାମର […]

  • Thursday, 15 July 2021
atm
ATM ଭାଙ୍ଗି ବନ୍ଧା ହେଲେ ୧୯ କଂଗ୍ରେସ କର୍ମୀ

କଟକ: ଭାରତ ବନ୍ଦ ପାଳନ ବେଳେ କଟକରେ ATM ଭଙ୍ଗାରୁଜା ଘଟଣାରେ ୧୯ କଂଗ୍ରେସକର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବାଦାମବାଡ଼ି ପୋଲିସ୍। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି। ଗିରଫଙ୍କ ମଧ୍ୟରେ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଅଛନ୍ତି। କେନ୍ଦ୍ରର ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିରେ ଦେଶର ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିଲେ। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ […]

  • Thursday, 15 July 2021
gold
ରତ୍ନପଥର ଚୋରା ଚାଲାଣ ପଛରେ ରହିଛି କିଏ?

ରାୟଗଡ଼ାରୁ ରତ୍ନପଥର ଜବତ ଘଟଣାକୁ ନେଇ ତେଜିଲା ରାଜନୀତି। ଜିତେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ନିକଟରୁ ବିପୁଳ ପରିମାଣର ରତ୍ନପଥର ଜବତ ଘଟଣାରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ରତ୍ନପଥର ଚୋରା ଚାଲାଣ ଘଟଣାରେ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କ ସଂପୃକ୍ତି ଥିବା କଂଗ୍ରେସ ଅଭିଯୋଗ ଆଣିଛି। ବିଜେଡି ନେତାଙ୍କ ଛତ୍ରଛାୟା ତଳେ ଏହି କାରବାର ଚାଲିଥିବା କଂଗ୍ରେସ ପ୍ରେସ୍‌ମିଟ୍ କରି ଅଭିଯୋଗ କରିବା ସହ ଅଭିଯୁକ୍ତ ଜିତେନ୍ଦ୍ର ବେହେରାର ବିଜେଡି ନେତାଙ୍କ ସହ […]

  • Thursday, 15 July 2021
satds
IPS ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ଭୁବନେଶ୍ୱର: IPS ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି। ଗଜଭିୟେଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ କୋର୍ଟ ଖାରଜ କରିଛନ୍ତି। ମାଲକାନଗିରି SP ଥିବା ବେଳେ ହୋଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ନକ୍ସଲ ଅପରେସନ୍ ପୁରସ୍କାର ରାଶିକୁ ନେଇ ହୋଇଥିଲା ବିବାଦ। ୨୦୦୭ରେ କ୍ୟାଡର୍ ମାଓବାଦୀ ଶ୍ରୀରାମୁଲୁ ଓଡ଼ିଶାର କିଛି ପୋଲିସ କର୍ମଚାରୀ ଓ ପୋଲିସ ଇନଫର୍ମରଙ୍କ ହାତରେ ଧରାପଡ଼ିଥିଲା। ସେହି ସମୟରେ ମାଲକାନଗିରି ଏସ୍‌ପି ଥିଲେ ସତୀଶ ଗଜଭିୟେ। ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶ୍ରୀରାମୁଲୁକୁ ଧରିଥିବା […]

  • Thursday, 15 July 2021
dasi
ଚିରନିଦ୍ରାରେ ରେଢାଖୋଲ ରାଜଉଆସର ଦାସୀ

ରେଢାଖୋଲ: ଚିର ନିଦ୍ରାରେ ରେଢାଖୋଲ ରାଜ ଉଆସର ଦାସୀ ଶଙ୍କରା ବାଇ। ବୟସର ଅପରାହ୍ନରେ କେବଳ ଦୁଖ କଷ୍ଟରେ ଜୀବନ ବିତାଉଥିଲେ ଏହି ଶତାୟୁ ଦାସୀ। ଜୀବନର ଶେଷ ସମୟରେ ପର ଲୋକଙ୍କ ହାତ ଟେକାରେ ଜୀବନ ବିତାଇ, ଶେଷରେ ରାଜ ଉଆସରୁ ଶ୍ମଶାନରେ ପହଞ୍ଚିଥିଲେ ଶଙ୍କରା ବାଇ। ସାହି, ପଡୋଶୀ, କିଛି ହାତ ଗଣତି ଲୋକଙ୍କ ମଧ୍ୟରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ନିଜର ବୋଲି ଯେଉଁମାନେ ଥିଲେ ଶେଷ ଦର୍ଶନ ପାଇଁ ବି ପହଞ୍ଚି ପାରିନଥିଲେ। […]

  • Thursday, 15 July 2021
force
ବୁର୍ଦ୍ଦାରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ଥାନା ବୁର୍ଦ୍ଦା ଗାଁରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ। ପୂର୍ବରୁ ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଗାଁକୁ ଯାଇଥିବା ବେଳେ ଉତ୍ତେଜନା ଦେଖାଦେଇଛି। ଗାଁ ଭିତରକୁ ପୋଲିସକୁ ପ୍ରବେଶ କରାଇ ଦେଉନାହାନ୍ତି ଗ୍ରାମବାସୀ। ଗାଁ ଭିତରକୁ ଯିବା ରାସ୍ତାରେ ମହିଳାମାନେ ବସି ରହିଛନ୍ତି। ବୁର୍ଦ୍ଦା ଗାଁରେ ପ୍ରବେଶ ପଥରେ ୪ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ଏକ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ମାସ ୧୭ ତାରିଖରେ ଭେଡେନ […]

  • Thursday, 15 July 2021
sas
କୃଷକ ଆନ୍ଦୋଳନ ନେଇ ନିଜର ଆଭିମୁଖ୍ୟ ରଖିଲା ବିଜେଡି

ଭୁବନେଶ୍ୱର: କୃଷକ ଆନ୍ଦୋଳନ ନେଇ ନିଜର ଆଭିମୁଖ୍ୟ ରଖିଲା ବିଜେଡି। ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ କୃଷକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଆଶଙ୍କା ଓ ଦ୍ୱନ୍ଦ୍ୱ ଦୂର କରିବା ଗୁରୁତ୍ୱପୂର୍ଣ୍ଣ। ଡିସେମ୍ବର ୯ରେ ସରକାର ଓ କୃଷକଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ। ଆଲୋଚନା ମାଧ୍ୟମରେ ସମସ୍ୟା ଦୂର ନେଇ ବିଜେଡି ଆଶାବାଦୀ ରହିଛି। MSPକୁ ଦୁଇଗୁଣା ବୃଦ୍ଧି ଲାଗି ବିଜେଡି ଦାବି କରିଆସୁଛି। ବିଜେଡି ସବୁବେଳେ କୃଷକଙ୍କ […]

  • Thursday, 15 July 2021
aakash-pathak
ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବଙ୍କ ଦରମା କେତେ ?

ଭୁବନେଶ୍ୱର: ତଦନ୍ତ ଯେତେ ଆଗଉଛି, ଆକାଶ ପାଠକଙ୍କ ପେଡି ସେତେ ଖୋଲିବାରେ ଲାଗିଛି। ଆଉ ଏବେ ସାମ୍ନାକୁ ଆସିଛି ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବଙ୍କ ଭିଡିଓ ବାର୍ତ୍ତାଳପ। ସୋସିଆଲ ମିଡିଆରେ ଘୂରି ବୁଲୁଛି ବ୍ୟକ୍ତିଗତ ସଚିବ ଡେଭିଡ୍ ପିଟରଙ୍କ ଭିଡିଓ ବାର୍ତ୍ତାଳପ। ଭିଡିଓରେ ପିଟର ଆକାଶଙ୍କ ସହ ତାଙ୍କ ସଂପର୍କ ନେଇ କିଛି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ପଦ ଲାଗି ଅନ୍‌ଲାଇନ୍ ବିଜ୍ଞାପନ ବାହାରିଥିଲା। ଅନ୍ ଲାଇନ୍ ବିଜ୍ଞାପନ […]

  • Thursday, 15 July 2021
offc
ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସବୁ ସରକାରୀ ଅଫିସ୍

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସବୁ ସରକାରୀ ଅଫିସ୍ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ରାଜ୍ୟ ସରକାର। ବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ବଜାୟ ରହିବ। ଏ ନେଇ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦୋଳନରେ ସମର୍ଥନ ବଢ଼ିବାରେ ଲାଗିଛି। ଡିସେମ୍ବର ୫ରେ କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲେ।ଚନା ବିଫଳ ପରେ ଆନ୍ଦେ।ଳନକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା ଚଳାଇଛନ୍ତି […]

  • Thursday, 15 July 2021
Pradeep-1
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ। ଜାମିନ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୩। ପୂର୍ବାହ୍ନରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ। ମାମଲାରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର ଏହି ସୁପାରିସ କରିଛନ୍ତି। […]

  • Thursday, 15 July 2021
murder
ଶ୍ୱଶୁରଙ୍କୁ ଖଟରେ ବାନ୍ଧି ଗଳାକାଟି ହତ୍ୟା କଲା ଜ୍ୱାଇଁ

ବାରିପଦା: ଅଜା ଆସିଥିଲେ ନାତିର ପଢୁଆଁ କରିବା ପାଇଁ, ହେଲେ ଜ୍ୱାଇଁ ସହ ବିବାଦ ହେଲା। ଏଇ ବିବାଦ ଏତେ ଭୟଙ୍କର ରୂପ ନେଲା ଯେ ଶେଷରେ ଶ୍ୱଶୁରଙ୍କୁ ଅତି ନୃଶଂସ ଭାବେ ହତ୍ୟା କଲା ଜ୍ୱାଇଁ।ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପୁର ଗାଁରେ। ଆଜି ଖିରିପଦା ଗାଁର ରମେଶ ସିଂ ତାଙ୍କ ୫ ବର୍ଷର ନାତିକୁ ପଢୁଆଁ କରିବା ପାଇଁ ଖୁଣ୍ଟାପୁର ଗାଁକୁ ଯାଇଥିଲେ। ତେବେ ପୂର୍ବରୁ ଜ୍ୱାଇଁ […]

  • Thursday, 15 July 2021
kidnap
ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ମାଗିଥିଲେ, ଆଜି ଧରାପଡ଼ିଲେ

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଏରଡ଼ଙ୍ଗା ଗ୍ରାମର ଶିକ୍ଷକ ରବି ନାରାୟଣ ମିଶ୍ର ଅପହରଣ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜା ସମେତ ଆଉ ୩ ଜଣ ଫେରାର ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ ଗତ ଡିସେମ୍ବର ୨ ତାରିଖ ରାତି ୯ଟାରେ ରବି ନାରାୟଣ ମିଶ୍ର ନାଲିବର ବଜ଼ାରରୁ ଘରକୁ ଫେରୁଥିଲେ। ୬-୭ ଜଣ ଯୁବକ ତାଙ୍କୁ […]

  • Thursday, 15 July 2021
pradeeep-naveeen
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିବେ ଲୋକାୟୁକ୍ତ। ମାମଲାରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର ଏହି ସୁପାରିସ କରିଛନ୍ତି। ପାଠକ ବାପ, ପୁଅଙ୍କ ସମ୍ପର୍କରେ ଇଡିର ତଦନ୍ତ ପାଇଁ ସୁପାରିସ ହୋଇଥିବା ବେଳେ ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ […]

  • Thursday, 15 July 2021
students
ବର୍ତ୍ତମାନ ହେବନି  ୟୁଜି ଏବଂ ପିଜି ପରୀକ୍ଷା

ଭୁବନେଶ୍ୱର: ବର୍ତ୍ତମାନ ହେବନି  ୟୁଜି ଏବଂ ପିଜି ପରୀକ୍ଷା। ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛି ଉଚ୍ଚଶିକ୍ଷା ବିଭାଗ। ଏବେ କରୋନା ସ୍ଥିତି ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢ଼ା ଯାଉଛି କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଏହାର ସୁବିଧା ନେଇ ପାରୁନାହାନ୍ତି। ଏଥିଲାଗି ଅନଲାଇନ ପାଠପଢ଼ାକୁ ନେଇ ଏବେ ପରୀକ୍ଷା କରିବା ଉଚିତ ହେବନି। ଯେତେବେଳ କ୍ଲାସରୁମ ପାଠପଢା ସମ୍ଭବ ହେବ ସେତେବେଳେ ପରୀକ୍ଷା କଥା ଚିନ୍ତା କରାଯିବ। କ୍ଲାସରୁମ୍ ପାଠପଢ଼ା […]

  • Thursday, 15 July 2021
manoj-das
କେମିତି ଅଛନ୍ତି ପଦ୍ମ ଭୂଷଣ ମନୋଜ ଦାସ ?

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମ ଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି ମନୋଜ ଦାସଙ୍କ ପୁତୁରା ବୋହୂ ରଂଜିତା ଦାସ। ସେ କହିଛନ୍ତି ଯେ, ସେ ସଚେତନ ଅଛନ୍ତି, କଥାବାର୍ତ୍ତା କରୁଛନ୍ତି। ମାତ୍ର ସେ ଦୁର୍ବଳ ହୋଇପଡ଼ିଛନ୍ତି। ଆଗ ଅପେକ୍ଷା ଭଲ ଅଛନ୍ତି, ଚିନ୍ତାଜନକ ସ୍ଥିତିରେ ନାହାନ୍ତି। ପୁତୁରା ବୋହୂ ରଂଜିତା ପଣ୍ଡିଚେରୀରେ ମନୋଜ ଦାସଙ୍କ ପାଖରେ ଅଛନ୍ତି।  

  • Thursday, 15 July 2021
abadha
'ଅବଢ଼ାର ପବିତ୍ରତା ପ୍ରତି କୁଠାରଘାତ'

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ। ଅନ୍‌ଲାଇନ୍‌ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ ବ୍ରାହ୍ମଣ ନିଯୋଗ ସମିତି ଅଭିଯୋଗ କରିଛି। ଅନ୍‌ଲାଇନ୍‌ରେ ଘରକୁ ଘର ବୁଲି ଅବଢ଼ା ବିକ୍ରି କରିବା ଓ ଯୋଗାଇବା ଦ୍ୱାରା ଅସମ୍ମାନ ହେଉଛି। ଅବଢ଼ାର ପବିତ୍ରତା ପ୍ରତି ଏହା କୁଠାରଘାତ କରୁଥିବା ଅଭିଯୋଗ କରି ସଂସ୍ଥା […]

  • Thursday, 15 July 2021
pradeep-panigahrui
ପ୍ରଦୀପଙ୍କ ସହ ଆଉ କିଏ କିଏ ସଂପୃକ୍ତ ?

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆଉ କିଏ କିଏ ସଂପୃକ୍ତ ? କେଉଁ ମଦ ଓ ବାଲି ମାଫିଆଙ୍କ ସହ ସମ୍ପର୍କରେ ଥିଲେ ପ୍ରଦୀପ ? ଏହି ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଭାବେ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରି ପରେ ପ୍ରତିକ୍ରିୟା ରଖିଛନ୍ତି ସାନୁଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା। ସୋରଡ଼ାରେ ଶହେ ଏକରରୁ ଅଧିକ ଜମି ପ୍ରଦୀପଙ୍କ ନାଁରେ […]

  • Thursday, 15 July 2021
kharasrota
ଖରସ୍ରୋତା ନଦୀ ଭିତରେ ପଶିଲେ ଆନ୍ଦୋଳନକାରୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ଖରସ୍ରୋତା ନଦୀରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ। ପ୍ରକଳ୍ପକୁ ବିରୋଧ କରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଜଳ ସତ୍ୟାଗ୍ରହ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ଆଜି ଶତାଧିକ ମହିଳା ଏକାଠି ହୋଇ ଖରସ୍ରୋତା ନଦୀ ଭିତରେ ପଶି ଜଳ ସତ୍ୟାଗ୍ରହ କରିଛନ୍ତି। ପ୍ରଥମେ ଖରସ୍ରୋତା ନଦୀର ତଳ ମୁଣ୍ଡରେ ବ୍ୟାରେଜ ର୍ନିମାଣ ସହ ଆଳି ଓ ରାଜକନିକା ବ୍ଲକରେ ପାନୀୟଜଳ […]

  • Thursday, 15 July 2021
gold-take
କାର ଭିତରୁ ବାହାରିଲା ମହଣ ମହଣ ସୁନା ରୂପା

ବ୍ରହ୍ମପୁର: ବ୍ରହ୍ମପୁରରେ ଗୋଟିଏ କାର୍‌ରୁ ଜବତ ହେଲା ୪ କିଲୋ ସୁନା ଓ ୨୩୫ କିଲୋ ରୁପା। କାର୍‌ରେ ବେଆଇନ ଚାଲାଣ ବେଳେ ଜବତ କଲା ପୋଲିସ। ତାମିଲନାଡୁ ସେଲମରୁ ସୁନା ଓ ରୁପା ଆସିଥିବା ସୂଚନା ମିଳିଛି। ୩ ଜଣଙ୍କୁ ଅଟକ ରଖି ଗୋଷାଣୀ ନୂଆଗାଁ ପୋଲିସ ଜେରା କରୁଛି। ଏ ନେଇ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।

  • Thursday, 15 July 2021
dr
ଆଶଙ୍କା କମୁଛି, ବଡ଼ ବିପଦ ଟଳୁଛି !

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ଆଶଙ୍କା ନାହିଁ। ଏ ନେଇ କହିଛନ୍ତି ଏସ୍‌ସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା। ତାଙ୍କ କହିବାନୁସାରେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରିର ଆଶଙ୍କା ନାହିଁ। ଶୀତ ଦିନରେ ଯେଉଁ ବଡ଼ ବିପଦ ଆଶଙ୍କା କରୁଥିଲୁ, ଭାବୁଛୁ ତାହା ହେବନି। ରାଜ୍ୟରେ କରୋନା ଗ୍ରାଫ୍ ଢେର୍ ହ୍ରାସ ପାଇଛି ଜୟନ୍ତ ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କରୋନାକୁ ଯଥେଷ୍ଟ ନିୟନ୍ତ୍ରଣ […]

  • Thursday, 15 July 2021
corona
ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ : କୋଭିଡ ପରିଚାଳନା ନେଇ ଘୋଷଣା ହୋଇପାରେ ଆକ୍ସନ ପ୍ଲାନ

କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସିଏସ୍ ମୁଖ୍ୟ ଶାସନ ସଚିବ

corona
ଆଉ କେଉଁଠି ବନ୍ଧା ହେଉନି ସାଂସ୍କୃତିକ ରଙ୍ଗ ମଞ୍ଚ : ଦୁର୍ଦ୍ଦିନରେ ମେଲୋଡି କଳାକାରଙ୍କ ପରିବାର

ରୋଜଗାର ହରାଇ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି କଳାକାରଙ୍କ ପରିବାର । ଦିନେ ଯେଉଁମାନେ ମଞ୍ଚରେ ରଙ୍ଗବୋଳି ଦର୍ଶକ ଓ ଶ୍ରୋତାଙ୍କ ମନୋରଞ୍ଜନ କରୁଥିଲେ, ଏବେ ସେମାନେ ହାତବାନ୍ଧି ଘରେ ବସିଛନ୍ତି ।