• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

naveen
'ଆଉ ୪ ମାସ ଗୁରୁତ୍ୱପୂର୍ଣ୍ଣ, ପ୍ରାକ୍‌ ପ୍ରସ୍ତୁତି ହିଁ ବିପର୍ଯ୍ୟୟର ସଠିକ୍ ମୁକାବିଲା'

ଭୁବନେଶ୍ୱର: ପୂର୍ବ ପ୍ରସ୍ତୁତି ଦ୍ୱାରା ବିପର୍ଯ୍ୟୟର ମୁକାବିଲା କରାଯାଇପାରିବ। ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଆଜି ଏନେଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ବାତ୍ୟା, ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଓ ପୁନର୍ଗଠନକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହାସହ ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ, ଭାଗିଦାରୀମୂଳକ ହେବା ଆବଶ୍ୟକ। ଏନେଇ ପ୍ରଶାସନ ଅଭିଜ୍ଞତା ସହ SOP ପାଳନ ପ୍ରସ୍ତୁତି କରି ଏହାକୁ ମାନିବା ଜରୁରୀ। ଜୁନ୍ ଠାରୁ ଅକ୍ଟୋବର […]

  • Wednesday, 14 July 2021
corona
ସୁସ୍ଥ ହେଲେ ଆଉ ୧୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୪୪୨୨କୁ ବୃଦ୍ଧି ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Another 131 #Covid19 patients have recovered and are being discharged on 26.6.2020. 43 from Ganjam 28 from Puri 21 from Khurdha 12 from Kandhamal 7 from Jagatsinghpur 6 […]

  • Wednesday, 14 July 2021
coronavirus
ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ୨୪ ଘଣ୍ଟାରେ ୮୬୮୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଶୁକ୍ରବାର ମଧ୍ୟ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗୁରୁବାର ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାର ପୁଣି ଏହା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଗତକାଲି ବିଳମ୍ବିତ ରାତିରେ ଏ ନେଇ ରାଜ୍ୟ  ସରକାରଙ୍କ ପକ୍ଷରୁ ଏକ ତାଲିକା ପ୍ରକାଶ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି […]

  • Wednesday, 14 July 2021
parala
ପାରଳାଖେମୁଣ୍ଡି ୩ ଦିନ ପାଇଁ ସଟ୍‌ଡାଉନ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ସଟଡାଉନ୍। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସଟଡାଉନ୍ ଘୋଷଣା। ୩ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଗଜପତି ଜିଲ୍ଲାପାଳ। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ସଂକ୍ରମଣ କିଭଳି ନ ବ୍ୟାପିବ, ସେନେଇ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଏନେଇ ପାରଳାଖେମୁଣ୍ଡିକୁ ସଟ୍‌ଡାଉନ ଘୋଷଣା କରାଯାଇଛି। ଏହାସହ ଗୋଷାଣୀ ଏବଂ ଗୁମ୍ମା ବ୍ଲକ ମଧ୍ୟ ସଟଡାଉନ୍ ଘୋଷଣା କରାଯାଇଛି। ସେହିପରି କାଶୀନଗର ବ୍ଲକ ରାଣୀପେଣ୍ଠ […]

  • Wednesday, 14 July 2021
covid test
କୋଭିଡ ଟେଷ୍ଟିଂ ପ୍ରକ୍ରିୟା ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ ଟେଷ୍ଟିଂ ପ୍ରକ୍ରିୟା ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ। ସବୁ ଜିଲ୍ଲାପାଳ ଓ CDMOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ବିଭାଗ ACS। ଏଥିରେ ଉଲ୍ଲେଖ ହୋଇଛି ଯେ, ଟେଷ୍ଟିଂ ସେଣ୍ଟରରେ ସାମ୍ପଲ ସଂଗ୍ରହ ବେଳେ ସାମାଜିକ ଦୂରତ୍ୱ ବାଞ୍ଛନୀୟ। ରିପୋର୍ଟ ଆସିବା ଯାଏ ସାମ୍ପୁଲ ଦେଇଥିବା ଲୋକକୁ କ୍ୱାରେଣ୍ଟାଇନରେ ରହିବାକୁ  ହେବ। ଏନେଇ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁଦିନ RTPCR ସାମ୍ପୁଲ ସଂଗ୍ରହ ହେବ, ସେହିଦିନ ଲ୍ୟାବକୁ ପଠାଇବାକୁ […]

  • Wednesday, 14 July 2021
Pratap Sahu
ପ୍ରତାପଙ୍କ ମହତ କାର୍ଯ୍ୟ, କରୋନା ସଂକ୍ରମିତଙ୍କ ଘରକୁ ଯାଇ ନିଜ ଆଡ଼ୁ କରୁଛନ୍ତି ସାନିଟାଇଜ..

ଭୁବନେଶ୍ୱର: କରୋନାକୁ ନେଇ କୋକୁଆ ଭୟ। ଅଦୃଶ୍ୟ ଭୂତାଣୁ ଏମିତି ମାଡୁଛି ଯେ, ଯେତେ ସତର୍କ ରହିଲେ ବି ମହାମାରୀ କବଳରୁ ବର୍ତ୍ତିବା ମୁସ୍କିଲ ହେଉଛି। ଏଭଳି ସ୍ଥିତିରେ ଘରୁ ବାହାରିବାକୁ ଭୟ ଲାଗୁଥିବା ବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ କରୋନା ଆକ୍ରାନ୍ତଙ୍କ ସେବା କରିବାକୁ ପଣ କରିଛନ୍ତି। ଅସୁବିଧା ବେଳେ ସେମାନଙ୍କୁ କିଛି ଆଶ୍ୱସ୍ତି ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳର ପ୍ରତାପ ସାହୁ କରୋନା […]

  • Wednesday, 14 July 2021
shut-down
ଓଡ଼ିଶାର ଏଇ ପ୍ରମୁଖ ସହର ୪ ଦିନ ପାଇଁ ସଟ୍‌ଡାଉନ୍

ବ୍ରହ୍ମପୁର: ବ୍ରହ୍ମପୁର ସହର ୪ ଦିନ ପାଇଁ ସଟ୍‌ଡାଉନ୍। ବ୍ରହ୍ମପୁର ସହରକୁ ୪ ଦିନ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ଦିନକୁ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ କିଭଳି ବ୍ୟାପିବ ନାହିଁ, ଏହାକୁ ଦୃଷ୍ଟିରେ ରଖି ୪ ଦିନ ପାଇଁ ବ୍ରହ୍ମପୁର ସହର ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ୨୭, ୨୮, ୨୯ ଓ ୩୦ ତାରିଖ ଅର୍ଥାତ୍ ଶନି, ରବି, ସୋମ […]

  • Wednesday, 14 July 2021
covvid
ଅମାନିଆ ହସ୍ପିଟାଲକୁ ଚେତାବନୀ: ସୁଧୁରିଯାଅ ନହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନୁନଥିବା ରାଜଧାନୀର ହସ୍ପିଟାଲକୁ କଡ଼ା ଚେତାବନୀ ଦେଲା ବିଏମ୍‌ସି। କରୋନା ବେଳରେ ହସ୍ପିଟାଲ ପ୍ରୋଟୋକଲ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର। ଆଜି ସାମ୍ବାଦିକ ସମ୍ମିଳନୀରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ରାଜଧାନୀର ଅନେକ ହସ୍ପିଟାଲ କରୋନା ପ୍ରୋଟୋକଲ ମାନୁନାହାନ୍ତି। କାଲି ଏକ ହସ୍ପିଟାଲକୁ ସିଲ୍ କରାଯିବା ପରେ ଆଜି ଯାଞ୍ଚ କରାଯାଇଥିଲା। ପ୍ରୋଟୋକଲ ପାଳନ ନେଇ ସ୍ପେଶାଲ ଟିମ୍ ୧୦ଟି ହସ୍ପିଟାଲ ଯାଞ୍ଚ […]

  • Wednesday, 14 July 2021
naveen patnaik
ଭ୍ୟାକ୍ସିନ ପାଇଁ ଦୁଇ ଟିକା ଉତ୍ପାଦକ କମ୍ପାନୀଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଟିକା ପାଇଁ ଦୁଇ ଟିକା ଉତ୍ପାଦକ କମ୍ପାନୀଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ରାଜ୍ୟରେ ଟିକାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା କଥା ଚିଠିରେ କୁହାଯାଇଛି। ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ACS ଏହି ଚିଠି ଲେଖିଛନ୍ତି। କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର ସେନେଇ ଚିଠିରେ ଦର୍ଶାଯାଇଛି। ମେ ମାସ ପାଇଁ ୪୦ ଲକ୍ଷ କୋଭିସିଲ୍ଡ ଟିକା ଆବଶ୍ୟକ ଥିବା ନେଇ ଚିଠିରେ ଉଲ୍ଲେଖ ଥିବା ବେଳେ ଜୁନ, ଜୁଲାଇ, ଅଗଷ୍ଟ […]

  • Wednesday, 14 July 2021
vlcsnap-error306
ଏକାଧିକ ଆକ୍ରାନ୍ତ ଚିହ୍ନଟ ପରେ ଝାରସୁଗୁଡ଼ା କୋର୍ଟ ସିଲ

ଭୁବନେଶ୍ୱର: ଝାରସୁଗୁଡ଼ା କୋର୍ଟକୁ ସିଲ୍ କରାଯାଇଛି। ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋର୍ଟ କଂପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ କଂପ୍ଲେକ୍ସକୁ ସିଲ୍ କରାଯାଇଛି। ଏନେଇ ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା କୋର୍ଟର ବିଚାର ବିଭାଗୀୟ ପରିସର ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି। ଏଥିସହ କୋର୍ଟ ପରିସରକୁ ସପ୍ତାହେ ପାଇଁ […]

  • Wednesday, 14 July 2021
takoiu
ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ହେବ ନା ହେବନି?

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦେଖି ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଦଶମ ଓ ଯୁକ୍ତ ଦୁଇର ବାକି ପରୀକ୍ଷା ବାତିଲ କଲେ ଉଭୟ CBSE ଓ ICSE। ଏଣେ CBSE ଓ ICSEର ନିଷ୍ପତ୍ତି ପରିପ୍ରେକ୍ଷୀରେ ଓଡ଼ିଶା ସରକାର କି ନିଷ୍ପତ୍ତି ନେଉଛନ୍ତି, ଏବେ ତା ଉପରେ ନଜର। CBSE ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ। ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର […]

  • Wednesday, 14 July 2021
corona
ସୁସ୍ଥ ହେଲେ ଆଉ ୧୬୮ କରୋନା ଆକ୍ରାନ୍ତ

ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍ ୪୨୯୧ ଜଣ ସୁସ୍ଥ ହେଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Another 168 #COVID19 patients have recovered and are being discharged on 25.6.2020. 39 from Ganjam 23 from Khurdha 23 from Gajapati 19 from Puri 13 from Baragarh 8 from Sundergarh 7 […]

  • Wednesday, 14 July 2021
vlcsnap-error320
ବରଯାତ୍ରୀ ଉପରେ ପୋଲିସର ଚଢ଼ାଉ, ମୋଟା ଅଙ୍କର ଫାଇନ ଆଦାୟ ! ଦେଖନ୍ତୁ ଭିଡିଓ..

କୋରାପୁଟ: ବିବାହ ଉତ୍ସବ ଚାଲିଥିବା ବେଳେ ଚଢ଼ାଉ କଲା ପୋଲିସ। ଆଦାୟ କଲା ମୋଟା ଅଙ୍କର ଜୋରିମାନା। ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାର ଗାଁରେ। ଏକି ବିବାହ ଉତ୍ସବ ଚାଲିଥିବାଳେ କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବା ଦେଖାଯାଇଥିଲା। ବିବାହ ଉତ୍ସବରେ ସାମିଲ ହୋଇଥିବା କୌଣସି ଜଣେ ବି ଲୋକ ମାସ୍ମ ପିନ୍ଧି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ନଥିଲା। ଏମିତିକି କରୋନା ଗାଇଡ ଲାଇନ ଅନୁଯାୟୀ […]

  • Wednesday, 14 July 2021
naveen-modi
କେନ୍ଦ୍ରୀୟ ଫୋର୍ସ ପାଉଣା ଛାଡ଼ ପାଇଁ ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: କେନ୍ଦ୍ରୀୟ ଫୋର୍ସ ପାଉଣା ଛାଡ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରୀୟ ଫୋର୍ସ ପାଇଁ ଓଡ଼ିଶାକୁ ୪୫୬୧ କୋଟି ଦେବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଚିଠି କରିଛି। ତେବେ ଏହାକୁ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମାଓ ମୁକାବିଲା ପାଇଁ ଓଡ଼ିଶା ସୀମିତ ସମ୍ବଳରୁ ନିଜସ୍ୱ ଫୋର୍ସ ସୃଷ୍ଟି କରିଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ତା’ସହ ମାଓ ମୁକାବିଲା ପାଇଁ ଓଡ଼ିଶା […]

  • Wednesday, 14 July 2021
rade-handed
ଲାଞ୍ଚ ନେଇ ଧରାପଡ଼ିଲେ ନବନିଯୁକ୍ତ ଏସ୍‌ଆଇ

ଭଞ୍ଜନଗର: ଜଏନ୍‌ କରୁ କରୁ ଆରମ୍ଭ ହୋଇଗଲା ଲାଞ୍ଚ ନେଲେ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ। କିଛି ଦିନ ତଳେ ଥିବା ଚାକିରିରେ ଜଏନ୍ କରିଥିବା ପୁଲିସ ଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାରେ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାରେ କାର୍ଯ୍ୟରତ ପ୍ରୋବେସନାଲ ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଗତ ୨ ମାସ ତଳେ ଜଏନ୍ କରିଥିଲେ। କିଛି […]

  • Wednesday, 14 July 2021
Oxygen
ଅକ୍ସିଜେନର ପ୍ରସ୍ତୁତି-ବଣ୍ଟନ-ପରିବହନ କ୍ଷେତ୍ରରେ ‘ଏସମା’ ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ପ୍ରସ୍ତୁତି, ବଣ୍ଟନ ଓ ପରିବହନ କ୍ଷେତ୍ରରେ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର। ବୁଧବାରଠାରୁ ଆସନ୍ତା ୬ ମାସ ଲାଗି ଏସମା ଲାଗୁ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। କରୋନା ସ୍ଥିତିରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ନିର୍ବିଘ୍ନରେ ଉତ୍ପାଦନ, ବଣ୍ଟନ ଓ ପରିବହନ ପାଇଁ ଏହି ଏସମା ଲାଗୁ କରାଯାଇଛି। ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ […]

  • Wednesday, 14 July 2021
hosp
ଭୁବନେଶ୍ୱରକୁ ଚିନ୍ତା ସ୍ଥାନୀୟ ସଂକ୍ରମଣ, ଆଜି ଆଉ ୧୩ ଲୋକାଲ କେସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ସର୍ବାଧିକ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜିର ୩୮ ଆକ୍ରାନ୍ତ ମଧ୍ୟରୁ ୨୫ ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୧୩ଟି ଲୋକାଲ୍ କେସ୍ ଅଛନ୍ତି। ଏଥିସହ ୧୪ ଜଣ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି। Update on newly detected & cured #COVID19 cases in the last 24 hrs […]

  • Wednesday, 14 July 2021
market Building
ସିଲ୍ ହେଲା ମାର୍କେଟ ବିଲ୍ଡିଂ, ଏକାଥରେ ୪ ଦିନ ଯାଏଁ ବନ୍ଦ..

ଭୁବନେଶ୍ୱର: ସିଲ ହେଲା ମାର୍କେଟ ବିଲ୍ଡିଂ। କରୋନା ଗାଇଡଲାଇନକୁ ଉଲଂଘନ କରିଥିବାରୁ ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି। ୪୮ ଘଣ୍ଟା ପାଇଁ ଏହାକୁ ସିଲ କରାଯାଇଛି। DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି। ତେବେ ବୁଧବାର ସନ୍ଧ୍ୟାରୁ ଏହାକୁ ସିଲ୍ କରାଯାଇଛି। ଶନିବାର ଓ ରବିବାର ସଟଡାଉନ ରହିବା ପରେ ସୋମବାରଠାରୁ ମାର୍କେଟ ବିଲ୍ଡିଂ ଖୋଲାଯିବ ବୋଲି କୁହାଯାଉଛି। ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ବଜାୟ […]

  • Wednesday, 14 July 2021
maharaja
ପରୀକ୍ଷା କଲେ ମହାପ୍ରଭୁ; ଯାହା ଘଟିଲା, ମନେରଖିବ ଇତିହାସ!

ପୁରୀ: ଭକ୍ତ ବିନା ବଡ଼ଦାଣ୍ଡ ରଥଯାତ୍ରା ପରି ଜଣାପଡେନାହିଁ। ମହାପ୍ରଭୁ ବି ରଥ ଉପରେ ବସି ଭାବୁଥିବେ, ମୋ ଭକ୍ତମାନେ କାହାନ୍ତି। ମହାପ୍ରଭୁ ଶ୍ରୀକ୍ଷେତ୍ରରୁ ବାହାରିଛନ୍ତି, କେବଳ ବଡଦାଣ୍ଡ ଭକ୍ତଙ୍କ ପାଇଁ ନୁହେଁ, ସେ ସମସ୍ତ ଜଗତ ପାଇଁ ବାହାରିଛନ୍ତି। ଅର୍ଥାତ୍ ଏ ସମଗ୍ର ସୃଷ୍ଟିରେ ଯେତେ ପ୍ରାଣୀ ଅଛନ୍ତି, ତାଙ୍କୁ ଦେବାପାଇଁ ବାହାରିଛନ୍ତି ବୋଲି କହିଛନ୍ତି ମହାରାଜା ଦିବ୍ୟସିଂହ ଦେବ। ମହାରାଜା କହିଛନ୍ତି ଯେ, ‘ଅନେକ ଶାସ୍ତ୍ର ଓ ପୁରାଣରେ ବର୍ଣ୍ଣିତ ଅଛି ଯେ, ପବିତ୍ର […]

  • Wednesday, 14 July 2021
mandir
ସବୁଠି ଖା ଖାଁ, ଭକ୍ତଙ୍କୁ ଦେଖି ପାରିଲେନି ତିନି ଠାକୁର

ଭୁବନେଶ୍ୱର: ଶାବର ଶ୍ରୀକ୍ଷେତ୍ର କୋରାପୁଟ, ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା, ଦ୍ୱତୀୟ ଶ୍ରୀକ୍ଷେତ୍ର ବାରିପଦା ସବୁଠି ଭକ୍ତ ଶୂନ୍ୟ ପରିବେଶ। ଖାଁ ଖାଁ ଚତୁର୍ଦିଗ। ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ଶ୍ରୀକ୍ଷେତ୍ର ଭଳି ଏସବୁ ସ୍ଥାନ ବି ହଜାର ହଜାର ଭକ୍ତଙ୍କ କୋଳାହଳରେ କମ୍ପିଉଠେ ହେଲେ ଏ ବର୍ଷ ସବୁକିଛି ଓଲଟପାଲଟ କରିଦେଇଛି କରୋନା। କୋରାପୁଟର ୩ ରଥ ବଦଳରେ ଦେଉଳ ବେଢ଼ା ଭିତରେ ଗଡ଼ିଛି ଏ ପ୍ରତିକାତ୍ମକ ଛୋଟ ରଥ। ଗୁଣ୍ଡିଚା ମଣ୍ଡପ ଯିବାର ଅକକାଶ ନଥିବାରୁ […]

  • Wednesday, 14 July 2021
patrolling
ପୁରୀ ଜିଲ୍ଲାରେ କର୍ଫ୍ୟୁ କୋହଳ

ପୁରୀ: ଧାର୍ଯ୍ୟ ସମୟ ପୂର୍ବରୁ ପୁରୀ ଜିଲ୍ଲାରେ କୋହଳ ହେଲା କର୍ଫ୍ୟୁ। ତିନି ଶରଧାବାଲିରେ ଲାଗିବା ପରେ କର୍ଫ୍ୟୁ କୋହଳ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ୭ରୁ ଜିଲ୍ଲାରୁ କର୍ଫ୍ୟୁ ହଟାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ପୁରୀ ସହରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବଡ଼ଶଙ୍ଖଠାରୁ ମାଟିଆପଡ଼ା ବସଷ୍ଟାଣ୍ଡ ଗୋଲେଇ ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ। ଏପଟେ ରଥଟଣା କାର୍ଯ୍ୟ ଓ […]

  • Wednesday, 14 July 2021
ratho
ଗୁଣ୍ଡିଚା ମନ୍ଦିର ଆଗରେ ତିନି ଠାକୁର

ପୁରୀ: ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲେ ତିନି ଠାକୁର। ପୁରୀ ବଡଦାଣ୍ଡରୁ ୩ ରଥରେ ବସି ଜଗନ୍ନାଥ, ବଳଭଦ୍ର ଓ  ମା ସୁଭଦ୍ରା ମାଉସୀ ମନ୍ଦିର ଆଗରେ ଲାଗିଛନ୍ତି। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ, ଶେଷରେ ନନ୍ଦିଘୋଷ ଲାଗିଲା। ଅପରାହ୍ନ ୩ଟା ୫୨ରେ ଗୁଣ୍ଡିଚା ମନ୍ଦିରରେ ତାଳଧ୍ୱଜରେ ବଡ଼ଠାକୁର ବଳଭଦ୍ର ଆସିଥିଲେ। ଅପରାହ୍ନ ୪ଟା ୧୧ରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା ସୁଭଦ୍ରାଙ୍କ ଦର୍ପଦଳନ। ଶେଷରେ ଅପରାହ୍ନ ୫ଟା ୧୦ରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଲାଗିଲା।

  • Wednesday, 14 July 2021
plix
ଜନ୍ମବେଦୀକୁ ଯିବ କାଳିଆ, ଚମତ୍କାର କଲେ କି ମହାପ୍ରଭୁ!

ଭୁବନେଶ୍ୱର: ଅଲୌକିକ ନା କାଳିଆର ଚମତ୍କାର। ୪ ଦିନ ତଳେ ଯେଉଁ ସୁପ୍ରିମକୋର୍ଟ କୋଭିଡ୍ ମହାମାରୀକୁ ଦେଖି ଏବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି କିନ୍ତୁ ବଦଳାଇଛନ୍ତି ରାୟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧିନ ସେହି ୩ ଜଣିଆ ଖଣ୍ଡପୀଠ ରଥଯାତ୍ରା ପରମ୍ପରା ରକ୍ଷା ଲାଗି ଦାଏର ଏକାଧିକ ପିଟିସନ ଉପରେ ଶୁଣାଣି କରି ପୁରୀରେ ସର୍ତ୍ତମୂଳକ ରଥଯାତ୍ରା ଆୟୋଜନ ପାଇଁ ଦେଇଛନ୍ତି ଅନୁମତି। ତେବେ ରଥଯାତ୍ରା ଅନୁଷ୍ଠିତ […]

  • Wednesday, 14 July 2021
ratha-yatra
କେମିତି ଟଣାହେବ ୩ ରଥ, କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ଗୋଟିଏ ରଥ ଟାଣିବାରେ ୫୦୦ରୁ ଅଧିକ ଲୋକ ନିୟୋଜିତ ହେବେ ନାହିଁ। ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସମେତ ପ୍ରତି ରଥ ଟାଣିବା ପାଇଁ ଅତିବେଶୀରେ ୫୦୦ ଜଣ ନିୟୋଜିତ ହେବେ। ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀରେ ଏହା ଉଲ୍ଲେଖ ରହିଛି। ସୁପ୍ରିମ୍‌କୋର୍ଟର ରଥଯାତ୍ରାକୁ ବିସ୍ତୃତ ସର୍ତ୍ତାବଳୀ:- ପ୍ରତି ରଥ ଟାଣିବା ପାଇଁ ଅତିବେଶୀରେ ୫୦୦ ଜଣ ନିୟୋଜିତ। ରଥଟଣାରେ ନିୟୋଜିତ ସେବାୟତଙ୍କ କରୋନା ଟେଷ୍ଟ ଜରୁରୀ। ରିପୋର୍ଟ ନେଗେଟିଭ ହେଲେ ହିଁ ରଥଯାତ୍ରାରେ ସାମିଲ […]

  • Wednesday, 14 July 2021
Rath Yatra 2020
ରଥଯାତ୍ରା 2020:ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ- ଜାଣନ୍ତୁ, ପହଣ୍ଡି ଆରମ୍ଭର ସମୟ

ପୁରୀ: ରାତି ପାହିଲେ ପବିତ୍ର ରଥଯାତ୍ରା। ସେଥିପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ତେବେ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। କେଉଁ ସମୟରେ କଣ ହେବ:- ଆସନ୍ତାକାଲି ଭୋର ୩ଟାରେ ମଙ୍ଗଳ ଆଳତି ଭୋର ୩.୧୫ରୁ ୫ଟା ପର୍ଯ୍ୟନ୍ତ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା ସକାଳ ୫ଟାରେ ହେବ ବେଶ ଶେଷ ନୀତି ସକାଳ ୫.୩୦ରୁ ୬.୪୫ ହେବ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗ) ସକାଳ ୬ଟା ୪୫ରେ […]