• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

niali
ନିଆଳି ବ୍ଲକ୍‌ର ୫ ପଞ୍ଚାୟତ ସଟଡାଉନ୍

ନିଆଳି: ନିଆଳି ବ୍ଲକ୍‌ର ୫ ପଞ୍ଚାୟତ ସଟଡାଉନ୍। ନିଆଳିରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନେଇଛନ୍ତି କ୍ଷମତାପ୍ରାପ୍ତ ସରପଞ୍ଚ। କରୋନା ସଂକ୍ରମଣ ଦୃଷ୍ଟିରୁ ୫ଟି ପଞ୍ଚାୟତ ସଟଡାଉନ କରିଛନ୍ତି ସରପଞ୍ଚ। ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଞ୍ଚାୟତ ସଟଡାଉନ କରାଯାଇଛି। ଆଜି ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି। ସେହିପରି ନିଆଳି ମେଡିକାଲ OPD ୭୨ ଘଣ୍ଟା ପାଇଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ୪ ଷ୍ଟାଫ […]

coronavirus-recoverd
ରାଜ୍ୟରେ ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ। ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼- ୫୨, କଟକରୁ ୩୯, ଗଜପତିରୁ […]

  • Wednesday, 14 July 2021
car-bride
କୋଭିଡ୍ ନିୟମ ନମାନି ବନ୍ଧା ହେଲେ ବର

ଆଳି, ଖଲ୍ଲିକୋଟ: ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲ୍ଲଂଘନ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ଜୁଆଣିଆରେ ମହାମାରୀ ଆଇନ ଭାଙ୍ଗି ବାହାଘର ଆୟୋଜନ ଓ ୫ଶହରୁ ଅଧିକ ଲୋକଙ୍କୁ ନେଇ ସଭା କରିବା ମାମଲାରେ ଜଣେ କଣ୍ଟ୍ରାକ୍ଟରଙ୍କ ସମେତ ୫ ଗିରଫ। ଗତ ୨୫ ତାରିଖରେ କଣ୍ଟ୍ରାକ୍ଟର ହରେକୃଷ୍ଣ ଧଳ ନିଜ ବାହାଘର ଉତ୍ସବରେ ଶତାଧିକ ଲୋକଙ୍କ ଗହଣରେ ବାଜା ଓ ଡିଜେ ବଜାଇ ରୋଷଣୀ କରିଥିଲେ। ବାହାଘର ଓ ସଭାରେ କୋଭିଡ୍ ନିୟମ ଭାଙ୍ଗିଥିବା […]

  • Wednesday, 14 July 2021
athagada
ବିନା ଅନୁମତିରେ ଆଠଗଡ଼ ପ୍ରବେଶ ମନା

ଆଠଗଡ଼: କରୋନା ସଂକ୍ରମଣ ବଢୁଥିବାରୁ ଆଠଗଡ଼ ଉପଖଣ୍ଡରେ ପ୍ରବେଶ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। ବିନା ଅନୁମତିରେ ଆଠଗଡ଼, ତିଗିରିଆ, ବଡ଼ମ୍ବା ଓ ନରସିଂହପୁର ବ୍ଲକକୁ ବାହାର ଜିଲ୍ଲାକୁ କେହି ପ୍ରବେଶ କରିପାରିବେ ନାହିଁ। ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ପ୍ରଶାସନର ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏଥିପାଇଁ ସ୍ଥାନୀୟ ତହସିଲଦାର କିମ୍ବା ଥାନା ଆଇଆଇସିଙ୍କ ଅନୁମତି ଆଣିବାକୁ ପଡ଼ିବ। ଆଠଗଡ଼ ପ୍ରବେଶ ପୂର୍ବରୁ ବିଭିନ୍ନ ସ୍ଥାନରେ […]

  • Wednesday, 14 July 2021
aditya das odisha death news
ସମାଜସେବୀ ଆଦିତ୍ୟ ଦାଶଙ୍କ ବନ୍ଧୁଙ୍କୁ ଦୀର୍ଘ ସମୟ ଧରି ଜେରା

ଭୁବନେଶ୍ୱର: ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଛି। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।  ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ  ନେଇ ସନ୍ଦେହ ଲାଗିରହିଥିବା ବେଳେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଜିଆରପି ତନାଘନା କରିଛି। ଆଜି ଆଦିତ୍ୟଙ୍କ ବନ୍ଧୁ ପପୁଙ୍କୁ ଥାନାକୁ ଆଣି ଜେରା କରିଛି ପୋଲିସ। ପପୁଙ୍କୁ ଦୀର୍ଘ ସମୟ ଜେରା କଲା […]

  • Wednesday, 14 July 2021
list
କରୋନା ଲଢେଇରେ ଜିତିଲେ ୮୧ ବର୍ଷର ବୃଦ୍ଧ

ଫୁଲବାଣୀ: କରୋନାକୁ ଜିତିଲେ ୮୧ ବର୍ଷର ବୃଦ୍ଧ। କରୋନା ଭୂତାଣୁ ସଂକ୍ରମିତ ହୋଇ ବି ଶେଷରେ ରୋଗକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି କନ୍ଧମାଳ ରାଇକିଆର ଗୋପୀନାଥ ଡାକୁଆ। ଗୋପୀନାଥଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପରେ ତାଙ୍କ ପରୀକ୍ଷାରୁ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତ ଜୁନ ୨୮ରେ ପ୍ରଥମେ ଟିଏମସି, ପରେ ରାଇକିଆ KMRS ହସ୍ପିଟାଲ ଓ ତାପରେ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ୍ ୮ ବେଳକୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା […]

  • Wednesday, 14 July 2021
linked
କିଏ ବୁଝିବ କର୍କଟ ରୋଗୀଙ୍କ ଯନ୍ତ୍ରଣା?

ଭୁବନେଶ୍ୱର: ଭୂତାଣୁ ଭୟଠୁ ବଳିଯାଇଛି କର୍କଟ ରୋଗୀଙ୍କ ଯନ୍ତ୍ରଣା। କଟକସ୍ଥିତ ରାଜ୍ୟର ସର୍ବବୃହତ ସରକାରୀ କ୍ୟାନ୍ସର ହସ୍ପିଟାଲ୍ ଏବେ କରୋନା ହଟସ୍ପଟ ପାଲଟିବା ପରେ ଏଠାରେ ବନ୍ଦ କରିଦିଆଯାଇଛି ରୋଗୀ ସେବା। ଡାକ୍ତର ଆସୁନାହାଁନ୍ତି, କର୍ମଚାରୀ ବି ଆସୁନାହାଁନ୍ତି। ଫଳରେ କ୍ୟାନ୍‌ସର ସହ ଯୁଝୁଥିବା ରୋଗୀ ମେଡ଼ିକାଲ୍ ଆସି ନିରାଶ ହେବା ସହ ଘରେ ରହି ଯନ୍ତ୍ରଣା ଭୋଗୁଛନ୍ତି। ମୁଣ୍ଡ ଉପରେ ଛିଣ୍ଡିପଡ଼ିଛି ମହାବିପଦ। କର୍କଟ ଭଳି ମହାବ୍ୟାଧିକୁ ବି ବଳିଯାଇଛି ମହାମାରୀ। ଯନ୍ତ୍ରଣାରେ ଛଟପଟ ରୋଗୀ। […]

  • Wednesday, 14 July 2021
high
ନିଜ ମୃତ୍ୟୁକୁ ନିଜେ ଡାକିଦେଲା ଦୁଷ୍କର୍ମ ଅଭିଯୁକ୍ତ !

ରାୟଗଡା: ଥାନାରୁ ଖସି ପଳାଇବା ବେଳେ ଥାନା ସାମ୍ନାରେ ଅଭିଯୁକ୍ତଙ୍କ ଉପରେ ଚଢିଗଲା ଟ୍ରକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଥାନା ସାମ୍ନାରେ। ପ୍ରେମ ପ୍ରତାରଣା ଓ  ଦୁଷ୍କର୍ମ ଅଭିଯୋଗରେ ଟିକିରି ପୋଲିସ ଅଭିଯୁକ୍ତ ସନ୍ତୋଷ କୁମାର ପଣ୍ଡୁକୁ ଗତକାଲି ଗିରଫ କରିଥିଲା। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ରାୟଗଡ଼ା ଅଣାଯାଇଥିଲା। ତେବେ କୋର୍ଟକୁ ନେବା ପୂର୍ବରୁ ମେଡିକାଲ ଟେଷ୍ଟ ପରେ ରାୟଗଡ଼ା ଥାନାରେ ରଖାଯାଇଥିଲା। ତେବେ ଅପରାହ୍ନରେ କୋର୍ଟଚାଲାଣ ପାଇଁଥାନାରୁ ସନ୍ତୋଷକୁ […]

  • Wednesday, 14 July 2021
strecher
କଣ୍ଟେନମେଣ୍ଟ ଜୋନକୁ ଆସିଲାନି ଆମ୍ୱୁଲାନ୍ସ

କନ୍ଧମାଳ: କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଯୋଗୁଁ ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଗଲେ ଗର୍ଭବତୀ ମହିଳା। କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ମାଣିକେଶ୍ୱର ପଞ୍ଚାୟତ ବରେପାଙ୍ଗାର ରିପୁଚନ୍ଦ୍ର ଦିଗାଲଙ୍କ ପତ୍ନୀ ଦେବୀ ଦିଗାଲଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଗମାଣ୍ଡିଠାରେ କଣ୍ଟେନମେଣ୍ଟ ଜୋନ୍ ଯୋଗୁଁ ରାସ୍ତା ବନ୍ଦ ଥିବାରୁ ଆମ୍ବୁଲାନ୍ସଟି ଆସିପାରିଲା ନାହିଁ। ଶେଷରେ ଏକ ଅଟୋରେ ଗର୍ଭବତୀ ମହିଳାଙ୍କୁ […]

  • Wednesday, 14 July 2021
sealed
ବ୍ରହ୍ମପୁର ବର୍ଡର ସିଲ୍

ଭୁବନେଶ୍ୱର: ସିଲ୍ ହେଲା ବ୍ରହ୍ମପୁର ସୀମା। ଏ ନେଇ ଘୋଷଣା କରିଛନ୍ତି ବିଏମସି କମିଶନର। ବ୍ରହ୍ମପୁର ସହର ଚାରି ଦିଗରୁ ବନ୍ଦ ଘୋଷଣା କରିଛନ୍ତି କମିଶନର। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସବୁ ଦିଗରୁ ବନ୍ଦ ରହିବ କୌଣସି ଲୋକ ବ୍ରହ୍ମପୁରକୁ ଆସି ପାରିବେନି କି ଯାଇ ପାରିବେନି। କେବଳ ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିବ। ମାଲ୍ ପରିବହନକାରୀ ଗାଡ଼ିକୁ ଯାଆସ ପାଇଁ ଅନୁମତି […]

  • Wednesday, 14 July 2021
tricjk
ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୯୨୫୫ ସୁସ୍ଥ ହେଲେଣି। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ୨୪୮ ଜଣ ସର୍ବାଧିକ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀ-୧୧, ଗଜପତି-୧୦, ନବରଙ୍ଗପୁରରୁ ୯, ଯାଜପୁର ଓ ନୟାଗଡ଼ରୁ ୮ ଲେଖାଏଁ ସୁସ୍ଥ ହୋଇଛନ୍ତି। Another 505 #COVID19 patients have […]

  • Wednesday, 14 July 2021
asit-tripathy
ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ

ଭୁବନେଶ୍ୱର: ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ସହରାଞ୍ଚଳର ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି। ପରିବର୍ତ୍ତିତ ନିୟମ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି ଯେ, ସହରାଞ୍ଚଳରେ ଚିହ୍ନଟ କରୋନା ରୋଗୀ, ଯଦି ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣ ଥିବ, ତାହାହେଲେ […]

  • Wednesday, 14 July 2021
corona-cure
ଭୁବନେଶ୍ୱରରୁ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୪ ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଲୋକାଲ କଣ୍ଟାକ୍ଟ ରହିଥିବା ବେଳେ ୪ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ୱର ମହାନଗର ଅଞ୍ଚଳରେ ୨୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱର ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ ପହଞ୍ଚିଛି। ୩୫୬ ସୁସ୍ଥ ହୋଇଥିବା ବେଳେ ୩୫୩ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କ ମୃତ୍ୟୁ ହୋଇଛି। କେଉଁ […]

  • Wednesday, 14 July 2021
icu-bed
କୋଭିଡ୍ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ରହିଛି ICU ବେଡ୍

ଭୁବନେଶ୍ୱର: ରାଜ୍ୟର କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ICU ବେଡ୍ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା କହିଛି। କୋଭିଡ୍ ପାଇଁ ଥିବା ICUର କେବଳ ୩୬ ପ୍ରତିଶତ ବେଡ୍‌ରେ ଆକ୍ରାନ୍ତ ରହିଛନ୍ତି। କଟକ-ଭୁବନେଶ୍ୱର ଟ୍ବିନସିଟି ଅଞ୍ଚଳ ପାଇଁ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ICU ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସ୍ପଷ୍ଟ କରିଛି। ରାଜ୍ୟରେ କୋଭିଡ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ICU ବେଡ୍ ରହିଛି କୋଭିଡ ପାଇଁ […]

  • Wednesday, 14 July 2021
sourav
ହସ୍ପିଟାଲକୁ କରୋନା ମୁକ୍ତ ପାଇଁ ୩ ସୂତ୍ର

କଟକ: ହସ୍ପିଟାଲ ଗୁଡ଼ିକରେ ବଢୁଥିବା କରୋନା ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଛି। ଏଯାଏ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ SCBରୁ ଚିହ୍ନଟ ହେଲେଣି ୧୮। ସଂକ୍ରମିତ  ତେବେ କ୍ୟାନସର ହସ୍ପିଟାଲରୁ ୪୩ ଜଣ ସୁସ୍ଥ ହୋଇଥିବାବେଳେ SCBରୁ ଜଣେ ସୁସ୍ଥ ହୋଇଛନ୍ତି। ହସ୍ପିଟାଲ ଗୁଡ଼ିକୁ କରୋନା ମୁକ୍ତ ରଖିବା ଉପରେ ଗୁରୁତ୍ୱ ଦିଆଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ହସ୍ପିଟାଲ ଆସୁଥିବା ସମସ୍ତ ରୋଗୀଙ୍କର ସ୍କ୍ରିନିଂ କରାଯାଉଛି। ପ୍ରତି […]

  • Wednesday, 14 July 2021
marriage
ବିବାହ ଭୋଜିରେ ଏକାଠି ହୋଇଥିଲେ ହଜାରେ ଲୋକ, ତା' ପରେ...

ମୋହନା: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିରୋଧରେ ମାମଲା ରୁଜୁ। ଭୋଜି ପାଇଁ ହଜାରେ ଲୋକେ ଏକାଠି ହୋଇଥିବା ବେଳେ ଭୋଜିକୁ ବନ୍ଦ କଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଗୋଠକେଳି ଗାଁରେ। ଏହି ଗାଁର ସୁଶାନ୍ତ ମାଳି ତାଙ୍କ ବିବାହ ପାଇଁ ୫୦ ଜଣଙ୍କୁ ନେଇ ବିବାହ ଭୋଜି ଆୟୋଜନ କରିବେ ବୋଲି ଗତ ଜୁଲାଇ ୩ ତାରିଖରେ ପୋଲିସ ଠାରୁ ଅନୁମତି ନେଇଥିଲେ। କିନ୍ତୁ ବାହାଘର ସମୟରେ […]

  • Wednesday, 14 July 2021
cure
ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ୮,୭୫୦ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ- ୭୧, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୩୮ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର-୨୫, ନବରଙ୍ଗପୁର-୨୪, ସମ୍ବଲପୁରରୁ […]

  • Wednesday, 14 July 2021
bbsr
ଭୁବନେଶ୍ୱରରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ବେକାବୁ କରୋନା। ସହରରେ କରୋନା ଆକ୍ରାନ୍ତ ଚିହ୍ନଟରେ ଆଜି ଅର୍ଦ୍ଧଶତକ। ଭୁବନେଶ୍ୱରରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬ ରହିଥିବାବେଳେ ଲୋକାଲ କେସ୍ ୨୮ ରହିଛି। ସେପଟେ ଭୁବନେଶ୍ୱର ସହରରୁ ଆଉ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭ-୭୦୪, ସୁସ୍ଥ-୩୨୭, ଆକ୍ଟିଭ-୩୬୮ ରହିଛି। କରୋନାରେ ୭ଜଣଙ୍କ ମୃତ୍ୟୁ ହୋଇଛି। ଜାଣନ୍ତୁ, କେଉଁ ଅଞ୍ଚଳରୁ କେତେ ଚିହ୍ନଟ:- ଭୀମଟାଙ୍ଗୀରୁ ଜଣେ ଓ […]

  • Wednesday, 14 July 2021
congress
ବଦଳିବେ କି ପିସିସି ସଭାପତି? ରେସ୍‌ରେ ୧୩ ଜଣଙ୍କ ନାଁ !

ଭୁବନେଶ୍ୱର: ବଦଳିବେ କି ରାଜ୍ୟ କଗ୍ରେସର ମଙ୍ଗୁଆଳ? ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ୧୩ ଜଣ ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ ରାଉତରାୟ। ନରସିଂହ ମିଶ୍ର, ଶରତ ରାଉତ, ଭକ୍ତ ଚରଣ ଦାସ, ପ୍ରଦୀପ ମାଝୀଙ୍କ ନାଁ ସଭାପତି ରେସ ଆଗରେ ରହିଛି। ଜଣେ ଯୁବ ନେତାଙ୍କୁ ଦାୟିତ୍ୱ ଦେଲେ କଂଗ୍ରେସ ସ୍ଥିତି ସୁଧୁରିବ ବୋଲି ସୁର ପ୍ରତିକ୍ରିୟା ଦେଇଛନ୍ତି। ସେହିପରି ପିସିସି ପରିବର୍ତ୍ତନ ଚର୍ଚ୍ଚା […]

  • Wednesday, 14 July 2021
MAIN
'ଆମ୍ୱୁଲାନ୍ସ ନେଲାନି, ଛଟପଟ ହୋଇ ଜୀବନ ହାରିଲେ ବାପା'

ବ୍ରହ୍ମପୁର: ୨୦ ଘଣ୍ଟା ଧରି ଛଟପଟ ହେଲେ ରୋଗୀ। ଲୋକେ ଦେଖିଲେ, ମୋବାଇଲରେ ଭିଡିଓ ଉଠାଇଲେ, ଆମ୍ବୁଲାନ୍ସ ମଧ୍ୟ ଆସିଲା କିନ୍ତୁ କରୋନା ରୋଗୀ ହୋଇଥିବା ଆଶଙ୍କା କରି ହସ୍ପିଟାଲକୁ ନେଲାନାହିଁ। ଶେଷରେ ରୋଗୀ ଜଣକର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରର ଶ୍ରୀରାମନଗର ଅଞ୍ଚଳରେ। ହସ୍ପିଟାଲ ଯାଇନପାରିବାରୁ ୫୫ ବର୍ଷୀୟ ଶିବପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗଛ ମୂଳେ ଛଟପଟ ହୋଇ ତାଙ୍କର ମୃତ୍ୟୁ […]

  • Wednesday, 14 July 2021
crime
ଟ୍ରାକ୍ଟର ଭଡ଼ାକୁ କେନ୍ଦ୍ର କରି ଡବଲ ମର୍ଡର

ବଲାଙ୍ଗିର: ଟ୍ରାକ୍ଟର ଭଡ଼ାକୁ କେନ୍ଦ୍ର କରି ଡବଲ ମର୍ଡର। ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଦର୍ଲିମୁଣ୍ଡା ଗାଁରୁ। ଗାଁର ରାଉତ ଏବଂ ବନଛୋରଙ୍କର ପରିବାର ଭିତରେ ଟ୍ରାକ୍ଟର ଭଡାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉଭୟ ପରିବାରର ୫ ଜଣ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଏଥିରେ ବନଛୋର ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ହେଲେ ଛନ୍ଦାମଣି ବନଛୋର୍ ଏବଂ ଅନ୍ୟ ଜଣେ […]

  • Wednesday, 14 July 2021
jagannatha
ASIକୁ ରିପୋର୍ଟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ, ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ASIକୁ ରିପୋର୍ଟ ମାଗିଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏନେଇ କ୍ରିଷନ କୁମାର ସେ କହିଛନ୍ତି ପଦ୍ମପାଖୁଡ଼ା ଗାଏବ ନେଇ ଅଭିଯୋଗ ପରେ ASIକୁ ଏହାର ଫଟୋ ମଗାଯାଇଥିଲା। ASI ଶ୍ରୀମନ୍ଦିର ପ୍ରଶାସନ ନିକଟରେ କିଛି ଫଟୋ ଦାଖଲ କରିଛିି। ତେବେ ଏ ସମ୍ପର୍କରେ ଖୁବଶୀଘ୍ର ଏକ […]

  • Wednesday, 14 July 2021
bridge
ଓଡ଼ିଶା ଜମିରେ ବ୍ରିଜ୍ ନିର୍ମାଣ କଲା ଛତିଶଗଡ଼

ନୂଆ: ପୁଣି ଛତିଶଗଡ଼ର ଦାଦାଗିରି। ଓଡ଼ିଶା ଜମିରେ ବ୍ରିଜ୍ ତିଆରି କରି ପୁଣି ନିଜର ଦବଦବା ଜାହିର୍ କରିଛି ପଡ଼ୋଶୀ ଛତିଶଗଡ ସରକାର। ନୂଆପଡା ଜିଲ୍ଲା ସୀମାନ୍ତ ଡଙ୍ଗରିପାଲି ଗାଁ ଧାଙ୍ଗରୀନାଳ ଉପରେ ଛତିଶଗଡ ସରକାର ଏକ ବ୍ରିଜ୍ ତିଆରି କରିଥିବା ଜଣାପଡିଛି। ଏହି ବ୍ରିଜ୍ ନିର୍ମାଣ କରି ଓଡ଼ିଶାର ପାଖାପାଖି ୫୦ ମିଟର ଜମି ମାଡି ଆସିଥିବା ଅଭିଯୋଗ ହୋଇଛି। ଏ ରାସ୍ତା କେନ୍ଦୁମୁଣ୍ଡା ପଂଚାୟତ ସହ ଡଙ୍ଗରିପାଲିକୁ ସଂଯୋଗ କରିଥାଏ। ଓଡିଶା ସରକାର, ପଂଚାୟତ, […]

  • Wednesday, 14 July 2021
tiger
ବାଘ ଛାଲ ଜବତ, ବେପାରୀ ଗିରଫ

ନୂଆପଡ଼ା: ପୁଣି ଥରେ ସକ୍ରିୟ ବାଘ ଛାଲ ରାକେଟ୍। ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଇନ୍ଦାଗାଁରୁ ଜବତ ହୋଇଛି କଲରାପତରିଆ ବାଘର ଛାଲ। ଛତିଶଗଡ଼ ପୋଲିସ୍ ଓ  ବନ ବିଭାଗର ମିଳିତ ଚଢ଼ାଉ ପରେ ଏହି ବାଘ ଛାଲ ଜବତ ହୋଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ନୂଆପଡା ଜିଲ୍ଲା ସିନାପାଲି ଥାନା ନଙ୍ଗଲବୋଡ ଗାଁର ସଞୟ ବାଗ ବୋଲି ଜଣା ପଡିଛି। ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ବନ ବିଭାଗ ଓ […]

  • Wednesday, 14 July 2021