• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

puri rath yatra 2020
‘ହାତୀ ମିଳୁନାହାନ୍ତି, ରଥ ଟାଣିବା ଲାଗି ସେବାୟତ ପ୍ରସ୍ତୁତ’

ପୁରୀ: ରଥଯାତ୍ରାକୁ ଆଉ ରହିଲା ମାତ୍ରେ ଏକ ସପ୍ତାହ। କିନ୍ତୁ ଏହାକୁ ନେଇ ରାଜ୍ୟ ସରକାର ଏଯାଏ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ବିନା ଭକ୍ତରେ ରଥଯାତ୍ରା କିପରି ହେବ ସେନେଇ ସରକାର ତୁରନ୍ତ ଘୋଷଣା କରିବାକୁ ଦଇତାପତି ଦାବି କରିଛନ୍ତି। ବର୍ତ୍ତମାନ ହାତୀ ମିଳୁନଥିବାରୁ ରଥ କିପରି ଟଣାଯିବ ସେନେଇ ଦଇତାପତିମାନେ ପ୍ରଶ୍ନ ଉଠାଇଛନ୍ତି। ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର […]

bus 1
ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ଭଡ଼ା ବଢ଼ାଇଲେ ସରକାର। ସାଧାରଣ ବସ୍ ଭଡ଼ା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୦ରୁ ୭୩ ପଇସାକୁ ବଢିଥିବାବେଳେ ଡିଲକ୍ସ ଭଡ଼ା ୯୫ରୁ ୧ ଟଙ୍କା ୧ ପଇସାକୁ ବଢ଼ିଛି। ସେହିପରି ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ରୁ ୧ ଟଙ୍କା ୨୩କୁ ବଢ଼ିଥିବା ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ […]

  • Wednesday, 14 July 2021
ghati
ଘାଟିରେ ଟ୍ରାକ୍ଟର ଓଲଟି ୪୦ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଡ଼କାପଦରରେ ଟ୍ରାକ୍ଟର ଓଲଟି ୪୦ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତ ଗୁରୁତରଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳେ ଶ୍ରମିକମାନେ ଗୋଟିଏ ଟ୍ରାକ୍ଟରରେ ୨୦ କିଲୋମିଟର ଦୂର ଗୋବିନ୍ଦପାଲି ଯାଉଥିଲେ। ଗୋବିନ୍ଦପାଲି ସାପ୍ତାହିକ ହାଟକୁ ମଡାକାପଦର ଏବଂ ଏହାର ଆଖପାଖ ଅଂଚଳରୁ ଉକ୍ତ ଟ୍ରାକ୍ଟର ରେ ଆସୁଥିଲେ। ମୁଦୁଲିପଡ଼ା ଥାନାର ମାଡ଼କାପଦର ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। […]

  • Wednesday, 14 July 2021
full day
ସାରା ଦିନର ୧୧ ବଡ଼ ଖବର

୧. ହୁ ହୁ ବଢୁଛି ତେଲ ଦର: ଗଲା ୯ ଦିନରେ ପେଟ୍ରୋଲ୍ ବଢ଼ିଲାଣି ୫ଟଙ୍କା ୧୦ ପଇସା, ଡିଜେଲ୍ ବଢ଼ିଲାଣି ୫ଟଙ୍କା ୧୭ , କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲା କଂଗ୍ରେସ, ପରସ୍ପରକୁ ଦୋଷ ଦେଲେ ବିଜେପି-ବିଜେଡି, ଖାଉଟି ହତାଶ। ୨. କାଲିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ, ୩୧ ଜୁଲାଇ ଯାଏଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିରେ ଚାଲିବ ଅଭିଯାନ, ସେପଟେ ରାଜ୍ୟରେ ଆଜି ଆଉ ୧୪୬ ନୂଆ ପଜିଟିଭ୍, ଚିନ୍ତା […]

  • Wednesday, 14 July 2021
Moonson Odisha
ଆସୁଛି ଆଉ ଏକ ଲଘୁଚାପ! କାଲି ୯ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଫଳରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ତେବେ ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, ପୁରୀ, କଟକ, ମୟୂରଭଂଜ, କେନ୍ଦ୍ରାପଡ଼ା, ଯାଜପୁର ଓ ବରଗଡ଼। ଏହି ସବୁ […]

disel
ତେଲ ଦରରେ ନିଆଁ, ଗ୍ରାହକଙ୍କ ପାଇଁ ବଢିଲା ଚିନ୍ତା

ଭୁବନେଶ୍ୱର: ତେଲ ଦରରେ ନିଆଁ। ଆଜିକୁ ମିଶାଇ ୯ ଦିନ ହେଲା ଦୈନିକ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୭ ତାରିଖରେ ପେଟ୍ରୋଲ ଲିଟର ପିଛା ୬୩ ପଇସା ବଢିଥିବା ବେଳେ ଆଜି ବଢିଛି ୪୮ ପଇସା। ୯ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ୧୦ ପଇସା ବଢିଛି। ସେହିପରି ଏହି ୯ ଦିନରେ ଡିଜେଲ ଲିଟର ପିଛା ବଢିଛି ୫ଟଙ୍କା ୧୭ ପଇସା। କରୋନା ସଂକ୍ରମଣକୁ  ନେଇ […]

  • Wednesday, 14 July 2021
witch
ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା, କଟାମୁଣ୍ଡକୁ ଧରି ଥାନାରେ ପହଞ୍ଚିଲା ହତ୍ୟାକାରୀ

ଉଦଳା: ଆଜି ବି ବଞ୍ଚିଛି ଅନ୍ଧବିଶ୍ୱାସ। ଗୁଣିଗାରେଡି, ଡାହାଣି ସନ୍ଦେହରେ କେତେ ଯେ ଜୀବନ ଯାଉଛି ହେଲେ ଲୋକେ ସଚେତନ ହେଉନାହାନ୍ତି। ଅନ୍ଧବିଶ୍ୱାସର ପରିଣତ ଯେ କେତେ ସାଂଘାତିକ ତାହାର ଏକ ଚିତ୍ର ପୁଣି ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସରୁ ଅତି ବିଭତ୍ସ ଭାବେ ହୋଇଛି ହତ୍ୟାକାଣ୍ଡ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କରକଚିଆ ନୂଆସାହି ଗ୍ରାମରେ। ନୂଆସାହି ଗ୍ରାମର ବୁଦ୍ଧିରାମ ସିଂଙ୍କ ଛୋଟ ଝିଅର ଦେହ ପୂର୍ବରୁ ଖରାପ ଥିଲା। ଯାହାକି ଦେହ ଭଲ ନ […]

  • Wednesday, 14 July 2021
corna
କାଲିଠୁ କରୋନା ଲକ୍ଷଣ ଯାଞ୍ଚ କରିବେ ଆଶା ଦିଦି

ଭୁବନେଶ୍ୱର: କାଲିଠୁ ଘର ବୁଲିବେ ଆଶା ଦିଦି। ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ପ୍ରତି ବସ୍ତିକୁ ଯାଇ ସର୍ଭେ କରିବେ। କାହାର କରୋନା ଲକ୍ଷଣ ଅଛି କି ନାହିଁ ଯାଞ୍ଚ କରିବେ ବୋଲି କହିଛନ୍ତି  NHM ନିର୍ଦ୍ଦେଶିକା। ଆଜି ପ୍ରେସ୍‌ମିଟ୍‌ରେ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଘରକୁ ଘର ବୁଲି ଆଶା ଦିଦି ସର୍ଭେ କରିବେ। ଆଶା କର୍ମୀ ଏବଂ ANM କର୍ମୀ ଘର ଘର ବୁଲି କରୋନା ସର୍ଭେ […]

  • Wednesday, 14 July 2021
corona
'ଆଗାମୀ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ'

ଭୁବନେଶ୍ୱର: ଆଗାମୀ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ସାମ୍ପଲ ଟେଷ୍ଟ। ରାଜ୍ୟରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଆରୋଗ୍ୟ ହାରରେ ମଧ୍ୟ ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ ବୋଲି କହିଛନ୍ତି NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ଆଜି ପ୍ରେସ୍‌ମିଟରେ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି ଯେ, ପ୍ରଥମ ୫୦ ହଜାର ଟେଷ୍ଟିଂ ପାଇଁ ୨ ମାସ ସମୟ ଲାଗିଥିଲା। ଏବେ ପ୍ରତି ୨ ସପ୍ତାହରେ ୫୦ ହଜାର ଟେଷ୍ଟ […]

  • Wednesday, 14 July 2021
sustha
ସୁସ୍ଥ ହେଲେ ଆଉ ୧୪୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୧୪୬ କରୋନା ଆକ୍ରାନ୍ତ। ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ୨୬, ଖୋର୍ଦ୍ଧାରୁ ୨୩, ଗଂଜାମରୁ ୧୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଂଜରୁ ୧୩, ଗଜପତିରୁ ୧୨, ଭଦ୍ରକଓ ବଲାଙ୍ଗିରରୁ ୧୧ ଲେଖାଏଁ ସୁସ୍ଥ ହୋଇଛନ୍ତି। Another 146 #Covid19 patients have recovered and are being discharged on 15.6.2020. 26 from Cuttack 23 from Khurdha 18 from Ganjam […]

  • Wednesday, 14 July 2021
swami
'ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ପାଳନ ହେଉ'

ଭୁବନେଶ୍ୱର: ବିଧି ପାଳନ କରାଯିବା ଆବଶ୍ୟକ, ପରମ୍ପରା ରହିବା ଦରକାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରଥଯାତ୍ରା ପାଳନ ହେବା ଆବଶ୍ୟକ। ଟିଭି ମାଧ୍ୟମରେ ଭକ୍ତ ରଥଯାତ୍ରା ଦେଖିବାର ମଧ୍ୟ ସୁଯୋଗ ରହିଛି ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି। ନିର୍ଣ୍ଣାୟକ ମତ ଦେଇ ନଥିଲେ ବି ଜଗତଗୁରୁ ଅନୁକଳ୍ପ ଚିନ୍ତା କରିଛନ୍ତି। ପୁରୀ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ବିଧି ପାଳନ କରାଯିବା ଆବଶ୍ୟକ, ପରମ୍ପରା ରହିବା ଦରକାର। କେନ୍ଦ୍ର […]

  • Wednesday, 14 July 2021
take2
ଭାଲୁ ଓ ମଣିଷର ଘମାଘୋଟ ଲଢ଼େଇ, ଶେଷରେ କଣ ହେଲା...

ରେଢାଖୋଲ: ଜଙ୍ଗଲକୁ ମହୁ ଖାଇଯିବା ହେଲା କାଳ। ପହିଲି ରଜରେ ମହୁ ଖାଇବା ପାଇଁ ୫ଜଣ ଜଂଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଆଉ ଦୁଇଜଣ ଗଛ ଉପରକୁ ଚଢି ଯାଇଥିବାରୁ ଭାଲୁ ମୁହଁରୁ ବଞ୍ଚି ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ବ୍ଲକ ବଡବାହାଲ ରେଂଜ ଟାଲ ଗାଁ ପାଖ ଖସଢା ଜଂଗଲରେ। ପହିଲି ରଜ ଦିନ ମହୁ ଖୋଜିବା ପାଇଁ ବଣିଆବନ୍ଧ ଗାଁର […]

  • Wednesday, 14 July 2021
jungle
ଜଙ୍ଗଲରୁ ୨ ହାତୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜ ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଦୁଇ ହାତୀଙ୍କ ମୃତଦେହ ଉଦ୍ଧାର। ସକାଳେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଗୁରୁବେଡ଼ା ନିକଟରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀର ମୃତଦେହ ଦେଖିବାକୁ ପାଇଥିଲେ। ତେବେ ହାତୀ ଦୁଇଟିର ଦାନ୍ତ ନଥିବାରୁ ଦାନ୍ତ ପାଇଁ ଏମାନଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତମାସରେ ମଧ୍ୟ ଏହି ଅଞ୍ଚଳରେ ଦୁଇଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏମାନଙ୍କର ମଧ୍ୟ ଦାନ୍ତ ନଥିଲା। ମାସକ […]

  • Wednesday, 14 July 2021
tiger
ବାଘର ଚମଡ଼ାକୁ ସମିତି ସଭ୍ୟ ବାହାର କରୁଥିବା ଫଟୋ ଭାଇରାଲ

ଭୁବନେଶ୍ୱର: ସୋସିଆଲ ମିଡିଆରେ ବାଘର ଚମଡ଼ା ବାହାର କରୁଥିବା ଫଟୋ ଭାଇରାଲ। ଏକ କଲରାପତରିଆ ବାଘର ଚମଡ଼ାକୁ ଶିକାରୀ ଜଣକ ଏକ ଛୁରୀ ସାହାଯ୍ୟରେ ବାହାର କରୁଥିବା ଦେଖିବାକୁ ମିଳିଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଫଟୋ। ବାଘର ଚମଡ଼ା ବାହାର କରୁଥିବା ଶିକାରୀ ଜଣକ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ ବୋଲି ଜଣାପଡିଛି। ଗତକାଲି ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନ ରଣପୁର ବନାଞ୍ଚଳରୁ ଶିକାରୀ ଲକ୍ଷ୍ମୀଧର […]

  • Wednesday, 14 July 2021
top-headlines
ଆଜିର ୯ ବଡ଼ ଖବର

୧. ବଢୁଛି ଘୋଷଯାତ୍ରା ଅଡୁଆ: ବନ୍ଦ ଲାଗି ଆବେଦନ ଉପରେ କାଲି ସୁପ୍ରିମକୋର୍ଟରେ ଶୁଣାଣି, ମେସିନ୍ କିମ୍ବା ହାତୀ ଦ୍ୱାରା ରଥ ଟାଣିବାକୁ ହାଇକୋର୍ଟଙ୍କ ପରାମର୍ଶ ପରେ ମିଶ୍ର ପ୍ରତିକ୍ରିୟା, ବିଜେପିର ଅଭିଯୋଗ, ରଥଯାତ୍ରା ବନ୍ଦ ପାଇଁ ଚାଲିଛି ବ୍ୟାକଡୋରର ଷଡ଼ଯନ୍ତ୍ର। ୨. ରାଜ୍ୟରେ ୧୧କୁ ବଢ଼ିଲା କରୋନା ମୃତ୍ୟୁ, ୧୮୬ ନୂଆ ପଜିଟିଭ୍ ସହ ୪ ହଜାର ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା, ଏପଟେ ସୁସ୍ଥ ହେଲେ ଆଉ ୧୧୪, ସ୍ଥିତି ବିଗୁଡୁଥିବାରୁ ଗଞ୍ଜାମରେ ୩୦ ଜୁନ୍ […]

  • Wednesday, 14 July 2021
ratha
କିଏ ଟାଣିବ ରଥ, ହାତୀ ନା ମେସିନ୍?

ପୁରୀ: ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରେ ଯେତିକି ଉତ୍କଣ୍ଠା ବଢୁଛି, ସେତିକି ଆଶା ଆଶଙ୍କାରେ ଠେଲି ହେଉଯାଉଛି। ରଥଯାତ୍ରାକୁ ମାତ୍ର ଆଉ କିଚିଟା ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଏନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। କିନ୍ତୁ କେମିତି ହେବ ରଥଟଣା, ହାତୀ- ମେସିନ୍‌କୁ ନେଇ ଆରମ୍ଭ ସବୁଆଡେ ହୋଇଯାଇଛି ଚର୍ଚ୍ଚା। ଘୋଷଯାତ୍ରାରେ ଶ୍ରୀକ୍ଷେତ୍ରରେ କିଭଳି ହେବ ରଥଟଣା। ମେସିନ କିମ୍ବା ହାତୀ ଦ୍ୱାରା ରଥ ଟଣାଯିବ, ସେ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ […]

  • Wednesday, 14 July 2021
naveen
ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶ ସ୍ତବ୍ଧ। ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହୁ ରାଜନେତା ଶୋକପ୍ରକାଶ କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଜଣେ ସଫଳ ଯୁବ ଅଭିନେତା ଏତେଶୀଘ୍ର ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ, ଟେଲିଭିଜନ ଓ ଫିଲ୍ମରେ ସେ ଅନେକ ସଫଳତା ସାଉଁଟିଛନ୍ତି, ତାଙ୍କର ବହୁ ସ୍ମରଣୀୟ ଅଭିନୟ ଅନେକଙ୍କୁ ପ୍ରେରଣା ଦେଇଛି। […]

  • Wednesday, 14 July 2021
nagative
ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୧୧୪। ରାଜ୍ୟରେ ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଆରୋଗ୍ୟଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩୦, ଖୋର୍ଦ୍ଧାରୁ ୨୩, ଗଞ୍ଜାମରୁ ୧୭, କଟକରୁ ୧୧ ଓ ମୟୂରଭଞ୍ଜରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୮, ବରଗଡ଼ର ୫, ନୟାଗଡ଼ର ୪, ବଲାଙ୍ଗିରର ୩ ଏବଂ ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରର ଜଣେ ଲେଖାଏଁ  ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୭୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ […]

  • Wednesday, 14 July 2021
full day
ସାରା ଦିନର ୧୧ ବଡ଼ ଖବର

୧. କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, ଗଞ୍ଜାମର ଦୁଇ ପୋଲିସ୍ ଅଧିକାରୀ ଓ କଳାହାଣ୍ଡି ନର୍ଲା ହସ୍ପିଟାଲର ଦୁଇ ଡାକ୍ତର ପଜିଟିଭ୍,ଏପଟେ ରାଜ୍ୟରେ କରୋନା ସଂକ୍ରମଣର ପୁଣି ଲମ୍ବଡିଆଁ, ଦିନକରେ ୨୨୫ ଚିହ୍ନଟ, କଳାହାଣ୍ଡିରୁ ଆଉ ୧୬ ପଜିଟିଭ। ୨. ଚୋର ଧରି କ୍ୱାରେଣ୍ଟିନ: ୭ ଦିନ ସଂଗରୋଧରେ ରହିବେ ପୁରୀ ବ୍ରହ୍ମଗିରି ଥାନାର ୯ ପୋଲିସ କର୍ମଚାରୀ, କୃଷ୍ଣପ୍ରସାଦରୁ ଧରାପଡ଼ିଥିବା ଲୁଟେରା କରୋନା ପଜିଟିଭ୍ ଜଣାପଡ଼ିବା ପରେ ବିଭାଗୀୟ ସତର୍କତା। ୩. ଦେଶରେ ୨୪ […]

  • Wednesday, 14 July 2021
POLICEW
ଲୁଟେରାକୁ କରୋନା, କ୍ୱାରେଣ୍ଟିନ୍‌ରେ ଯିବେ ୯ ପୋଲିସ୍ କର୍ମଚାରୀ

ପୁରୀ: ଲୁଟେରା ପଜିଟିଭ୍ ଚିହ୍ନଟ ପରେ କ୍ୱାରେଣ୍ଟିନ୍‌ରେ ଯିବେ ୯ ପୋଲିସ କର୍ମଚାରୀ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନାର ୯ ଜଣ ପୋଲିସ କର୍ମଚାରୀ କ୍ୱାରେଣ୍ଟିନ୍‌ରେ ଯିବେ। ଗତ ୯ରେ କୃଷ୍ଣପ୍ରସାଦ ବ୍ଲକ ମୀର୍ଜାପୁର ଗାଁରୁ ଜଣେ ଲୁଟେରା ଧରାପଡ଼ିଥିଲ। ୧୧ରେ ଲୁଟେରାର ସାମ୍ପଲ୍ ଯାଇଥିଲା, ଆଜି ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏହା ପରେ ଆକ୍ରାନ୍ତ ଲୁଟେରାଙ୍କ ସଂସ୍ପର୍ଶରେ ଆସିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ୭ ଦିନ କ୍ୱାରେଣ୍ଟିନ୍ ପରେ ଏହି ୯ ପୋଲିସ କର୍ମଚାରୀଙ୍କ କରୋନା […]

  • Wednesday, 14 July 2021
9
ସଂକ୍ଷେପରେ ଜାଣନ୍ତୁ, ଦେଶ ଦୁନିଆର ବଡ଼ ଖବର ‌

୧. ଭାରତର ୩ଟି ଅଞ୍ଚଳକୁ ନିଜର ବୋଲି ଦର୍ଶାଇଲା ନେପାଳ, ବିବାଦୀୟ ନୂଆ ମାନଚିତ୍ରକୁ ନେପାଳ ସଂସଦର ସ୍ୱୀକୃତି, ଏପଟେ ଭାରତ-ଚୀନ୍ ବିବାଦ ନେଇ ସ୍ଥଳସେନା ମୁଖ୍ୟଙ୍କ ଆଶ୍ୱାସନା, କହିଲେ ଏଲ୍ଏସିରେ ସ୍ଥିତି ନିୟନ୍ତ୍ରଣାଧୀନ। ୨. ଦେଶରେ ୨୪ ଘଣ୍ଟାରେ ରେକର୍ଡ ୧୧ ହଜାରରୁ ଊର୍ଦ୍ଧ୍ୱ ନୂଆ ପଜିଟିଭ୍, ଦିଲ୍ଲୀରେ ୨୧ଶହ ପାର୍, ସମ୍ବେଦନଶୀଳ ରାଜ୍ୟଙ୍କ ସହ ଇମର୍ଜେନ୍ସି ପ୍ଲାନ୍ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ। ୩. କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, […]

  • Wednesday, 14 July 2021
bus
'ବସ୍‌ରେ ଯାତ୍ରୀ ହେଉନାହାନ୍ତି, ଚଳାଚଳ ବନ୍ଦ ହେବ'

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଓ  ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରିହେବନି। ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ୍। ପ୍ରାୟ ଅଢେଇ ଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଧାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅନିଶ୍ଚିତତା ଭିତରେ ଦେଇ ଗତିକରୁଛି ଆନ୍ତ ରାଜ୍ୟ ବସ ଚଳାଚଳ ପ୍ରସଙ୍ଗ। କାରଣ ଏବେ ସୁଦ୍ଧା ଏନେଇ କିଛି ନିଷ୍ପତ୍ତି ହୋଇନି। କୌଣସି ରାଜ୍ୟ ସହ ଏନେଇ କଥା ହୋଇନୁ ବୋଲି […]

  • Wednesday, 14 July 2021
mittal
୨ ହଜାର କୋଟି ଟଙ୍କା ନିବେଶ କରିବ ମିତ୍ତଲ

ଭୁବନେଶ୍ୱର: ନବୀନ-ମିତ୍ତଲ ପୁଞ୍ଜିନିବେଶ ଆଲୋଚନା। ଓଡ଼ିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟିର ପୁଞ୍ଜିନିବେଶ କରିବ ମିତ୍ତଲ ଗ୍ରୁପ୍। ଓଡ଼ିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ହୋଇଛି। ଓଡ଼ିଶାରେ ଉତ୍ପାଦିତ ହେଉଥିବା ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ମୂଲ୍ୟଯୁକ୍ତ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟିର ପୁଞ୍ଜିନିବେଶ କରାଯିବା ନେଇ […]

top-headlines
ଆଜିର ୮ ବଡ଼ ଖବର

କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, ଗଞ୍ଜାମର ଦୁଇ ପୋଲିସ୍ ଅଧିକାରୀ ଓ କଳାହାଣ୍ଡି ନର୍ଲା ହସ୍ପିଟାଲର ଦୁଇ ଡାକ୍ତର ପଜିଟିଭ୍। ଏପଟେ ରାଜ୍ୟରେ କରୋନା ସଂକ୍ରମଣର ପୁଣି ଲମ୍ବଡିଆଁ, ଦିନକରେ ୨୨୫ ଚିହ୍ନଟ, କେବଳ କଟକରୁ ୯୨। ସ୍ୱାଦ ଓ ଗନ୍ଧ ବାରି ପାରୁନଥିବା ବ୍ୟକ୍ତିଙ୍କୁ ବି ହୋଇଥାଇ ପାରେ କରୋନା। କୋଭିଡ-୧୯ରେ ସ୍ଥାନ ପାଇଲା ନୂଆ ଲକ୍ଷଣ। ଏପଟେ ସଂକ୍ରମଣ ବଢ଼ିବାରୁ ବେଜିଂ ପୁଣି ସଟ୍ ଡାଉନ୍, ପୂର୍ବତନ ପାକ୍ କ୍ରିକେଟର ଆଫ୍ରିଦିଙ୍କୁ କରୋନା। […]

  • Wednesday, 14 July 2021
prick
କରୋନାରୁ ଭଲ ହେଲେ ଆଉ ୧୨୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ। ଗଞ୍ଜାମରୁ ସର୍ବାଧିକ ୩୩ ଜଣ ସୁସ୍ଥ ହୋଇଛନ୍ତି। ଗଜପତିରୁ ୧୮, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିର ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜରୁ ୭, କଟକରୁ ୪, ଯାଜପୁର, ନୟାଗଡ଼ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। Another 120 #COVID19 patients have recovered and are being discharged […]

  • Wednesday, 14 July 2021