• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Rath Yatra 2020
ରଥଯାତ୍ରା 2020:ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ- ଜାଣନ୍ତୁ, ପହଣ୍ଡି ଆରମ୍ଭର ସମୟ

ପୁରୀ: ରାତି ପାହିଲେ ପବିତ୍ର ରଥଯାତ୍ରା। ସେଥିପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ତେବେ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। କେଉଁ ସମୟରେ କଣ ହେବ:- ଆସନ୍ତାକାଲି ଭୋର ୩ଟାରେ ମଙ୍ଗଳ ଆଳତି ଭୋର ୩.୧୫ରୁ ୫ଟା ପର୍ଯ୍ୟନ୍ତ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା ସକାଳ ୫ଟାରେ ହେବ ବେଶ ଶେଷ ନୀତି ସକାଳ ୫.୩୦ରୁ ୬.୪୫ ହେବ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗ) ସକାଳ ୬ଟା ୪୫ରେ […]

TAKEN-PART
୪୧ ଘଣ୍ଟା ପାଇଁ ପୁରୀ ଜିଲ୍ଲା ସଟ୍‌ଡାଉନ

ପୁରୀ: ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ସଟଡାଉନ ଘୋଷଣା। ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି। ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ତମାମ ପୁରୀ ଜିଲ୍ଲାକୁ ସଟଡାଉନ କରାଯାଇଥିବାରୁ କର୍ଫ୍ୟୁ ଭଳି ସ୍ଥିତି ରହିବ। ତେଣୁ ପୁରୀ ଜିଲ୍ଲାକୁ କୌଣସି ବାହାର ଲୋକ ଆସନ୍ତୁନି ଏବଂ ପୁରୀ ଜିଲ୍ଲା ଲୋକ ବି ବଡ଼ଦାଣ୍ଡକୁ ଆସନ୍ତୁନି କହିଛନ୍ତି ଡିଜିପି। ରଥଯାତ୍ରା ପାଇଁ ପୋଲିସ […]

  • Wednesday, 14 July 2021
halt
ଓଡ଼ିଶାରେ ଭୂକମ୍ପ, ଲୋକେ ଭୟଭୀତ

ଭୁବନେଶ୍ୱର: ଭୂମିକମ୍ପରେ ଥରିଲା ଓଡ଼ିଶା। ରାୟଗଡ଼ାର କାଶୀପୁର ଅଞ୍ଚଳରେ ମୃଦୃ ଭୂମିକମ୍ପ ହୋଇଥିଲା, ଯାହା ହାଲକା ଭାବେ ହୋଇଥିଲା। ଏହି ଭୂମିକମ୍ପନର ତୀବ୍ରତା ରିକ୍ଟରସ୍କେଲରେ ୩.୬ ଥିବା ଆକଳନ କରାଯାଇଛି। An earthquake of magnitude 3.6 on the Richter scale, occurred in Kasipur area of Rayagada district in Odisha at 16:40 hours today: National Centre for Seismology pic.twitter.com/UtzGOmFpsJ — ANI (@ANI) June 22, 2020 […]

  • Wednesday, 14 July 2021
jhsbajhd
'ଭକ୍ତର ଗୁହାରୀ ଶୁଣିଲେ ଭାବଗ୍ରାହୀ'

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଜଗନ୍ନାଥ ପ୍ରେମୀ ଓ କୋଟି କୋଟି ଭକ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ଗୃହ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ନେତା ଓ ମହାରାଜା ଖୁସି ବ୍ୟକ୍ତ କରିଛନ୍ତି। ରଥଯାତ୍ରାକୁ ଅନୁମତି ନେଇ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ‘ଭାବଗ୍ରାହୀ ମହାପ୍ରଭୁ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ। ଭାବଗ୍ରାହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଗଣିତ ଭକ୍ତଙ୍କ ଗୁହାରୀ ଶୁଣିଲେ। ପୂର୍ବ ରାୟକୁ ପୁନର୍ବିଚାର କରିଥିବାରୁ […]

  • Wednesday, 14 July 2021
cm naveen
ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ସଂଧ୍ୟା ୫ଟାରେ ଭିଡିଓ କନ୍ଫରେନସିଂରେ  ନବୀନ ପଟ୍ଟନାୟକ ସମୀକ୍ଷା କରିବେ। ରଥଯାତ୍ରା ପାଇଁ ଅନୁମତି ପରେ ପୁରୀ ଭକ୍ତ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଉପସ୍ଥିତ ଅଛନ୍ତି। ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଡିଜି କ୍ରାଇମବ୍ରାଞ୍ଚ, କେନ୍ଦ୍ରାଞ୍ଚଳ ଡିଆଇଜି ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ […]

  • Wednesday, 14 July 2021
ratho-main
'ପୁରୀ ନୁହେଁ, ସାରା ରାଜ୍ୟର ରଥଯାତ୍ରା ନେଇ ଯୁକ୍ତି ବାଢିଥିଲେ ସରକାର'

ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରାକୁ ନେଇ ନିନ୍ଦିତ ହେବା ପରେ ଶେଷରେ ସ୍ପଷ୍ଟୀକରଣ ରଖିଛି ରାଜ୍ୟ ଆଇନ ବିଭାଗ। ରଥଯାତ୍ରା ହେବ କି ନହେବ ତାହା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଥିବା ବେଳେ ଆସନ୍ତାକାଲି ଶୁଣାଣି ବେଳେ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଆଇନ ବିଭାଗ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛି। ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ବେଳେ ରାଜ୍ୟ ସରକାର ମୂଳପୀଠ ପୁରୀ ନୁହେଁ, ବରଂ ସାରା ରାଜ୍ୟର ହଜାର […]

  • Wednesday, 14 July 2021
puri rath yatra 2020
Puri Rath Yatra 2020:କାଲି ରଥରେ ଆଜ୍ଞାମାଳ ବିଜେ ନୀତି

ପୁରୀ: ଆସନ୍ତାକାଲି ରଥରେ ହେବ ଆଜ୍ଞାମାଳ ବିଜେ ନୀତି। କାଲି ସକାଳଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବ। ଆଜ୍ଞାମାଳ ଆସିବା ପରେ ରଥ ନଗଡ଼ିଲେ ନୀତି ବନ୍ଦ ଆଶଙ୍କା କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଆନ୍ତୁ ବୋଲି କହିଛନ୍ତି। ବିଧି ଅନୁସାରେ ରଥଯାତ୍ରାର ପୂର୍ବଦିନ ଶ୍ରୀଜିଉଙ୍କ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆସି ତିନି […]

father
ପିତୃ ଦିବସରେ ଅଲୋଡ଼ା ବାପା, ଘରୁ ତଡ଼ିଦେଲେ ପୁଅ

ସୋର: ଘରୁ ତଡ଼ା ଖାଇବା ପରେ ୨ ଦିନ ଧରି ରାସ୍ତାକଡ଼ ନାଳ ପାଖରେ ପଡ଼ିରହିଲା ବାପା। ଆଉ ଯିଏ ଉଦ୍ଧାର କଲା, ନିର୍ଧୁମ ଛେଚା ଖାଇଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ କୁରୁଡ଼ା ଗାଁରେ। ପିତୃ ଦିବସରେ ବାପାକୁ ପୁଅର ଏଭଳି ନିର୍ମମ ପ୍ରତିଦାନକୁ ନେଇ ସାରା ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ ୮୩ ବର୍ଷୀୟ ବୃଦ୍ଧ ବାଞ୍ଛାନିଧି ନାୟକଙ୍କ ଦେହ ଅସୁସ୍ଥ ହେବା ଯୋଗୁଁ ତାଙ୍କ […]

  • Wednesday, 14 July 2021
boil
ଚୁଲିରେ ଫୁଟୁଥିବା ଗରମ ପାଣିରେ ଯୁବକଙ୍କ ହାତ ବୁଡାଇଦେଲେ

ନବରଙ୍ଗପୁର, ନୟାଗଡ଼: ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା। ଘରୁ ଘୋସାଡି ନେଇ ଚୁଲିରେ ଫୁଟୁଥିବା ଗରମ ପାଣିରେ ବଳପୂର୍ବକ ଗ୍ରାମବାସୀ ହାତ ବୁଡାଇଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହାପରେ ଗାଁର କିଛି ଲୋକ ଯୁବକଙ୍କୁ ମାଡ଼ ମାରିଥିଲେ। ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ମହତପଲ୍ଲା ପଞ୍ଚାୟତର ଭଳିଆମାଳ ଗାଁରେ। ଗାଁର ଜଣେ ଯୁବକଙ୍କୁ ଗୁଣି ଗାରେଡି ସନ୍ଦେହରେ ଗ୍ରାମବାସୀ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ ପରିବାର […]

  • Wednesday, 14 July 2021
desk
ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର: ରାଜ୍ୟରେ ଆଜି ୧୮୬ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୩ ହଜାର ୭୨୦କୁ ବୃଦ୍ଧି, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେଉଁ ଜିଲ୍ଲାରୁ କେତେ ସୁସ୍ଥ:- କଟକ ଜିଲ୍ଲାରୁ ସର୍ବାଧିକ ୬୨ ଜଣ ସୁସ୍ଥ ହୋଇଛନ୍ତି। କନ୍ଧମାଳ ୪୧, ଖୋର୍ଦ୍ଧା ୩୨, ଗଞ୍ଜାମ ୧୨, ମୟୂରଭଞ୍ଜରୁ ୮, ଅନୁଗୁଳରୁ ୭, କେନ୍ଦୁଝରରୁ ୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମାଲକାନଗିରି, ନୟାଗଡ଼ […]

  • Wednesday, 14 July 2021
amblance
ଡିପ୍ରେସନ୍‌ରୁ ଚରମ ନିଷ୍ପତ୍ତି, କୋଭିଡ୍ କେୟାର ସେଣ୍ଟରରେ ଜୀବନ ହାରିଲେ ଯୁବକ

ବାଲିଗୁଡା: କୋଭିଡ କେୟାର ସେଣ୍ଟରରେ ଜଣେ ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବଡ଼ଗାଁ କୋଭିଡ କେୟାର ସେଣ୍ଟରରେ। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି କୁର୍ତ୍ତମଗଡ଼ ପଞ୍ଚାୟତ ବୁଦୁଲିପଦର ଗାଁର ଶଙ୍କୁନ ମାଝୀ ନେଇ ଉପଜିଲ୍ଲାପାଳ କହିଛନ୍ତି। ଆଜି ଭୋର ସମୟରେ ସମ୍ପୃକ୍ତ ଯୁବକ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଥିବା ବେଳେ ସେହି ରୁମରୁ ଗୋଟିଏ ସୁସାଇଡ଼ ନୋଟକୁ ବାଲିଗୁଡା ପୋଲିସ ଜବତ କରିଛି। ସେ ଡିପ୍ରେସନ ଯୋଗୁ ଆତ୍ମହତ୍ୟା […]

  • Wednesday, 14 July 2021
maharaja
'ଆଇନ୍ ଅନୁଯାୟୀ ରଥଯାତ୍ରା କରିବାକୁ ବାଧ୍ୟ'

ପୁରୀ: ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଯେମିତି ହେଉ ପୁରୀ ରଥଯାତ୍ରା କରାଇବାକୁ ପଦକ୍ଷେପ ନେବାକୁ ଚିଠିରେ ଲେଖିଛନ୍ତି। ରାୟର ପୁନର୍ବିଚାର ଲାଗି ସୁପ୍ରିମକୋର୍ଟ ଯିବାକୁ ଚିଠିରେ ଅନୁରୋଧ କରାଯାଇଛି। ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଚିଠିରେ ଗଜପତି ଲେଖିଛନ୍ତି। ବିଭିନ୍ନ ପୁରାଣ ଓ ଇତିହାସର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ, ଜଗନ୍ନାଥ ଅବତାର ନୁହନ୍ତି […]

  • Wednesday, 14 July 2021
death
କରୋନାରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ନେଲା କୋଭିଡ୍‌ ଯୋଦ୍ଧାଙ୍କ ଜୀବନ। ଦିଲ୍ଲୀ NHSRCରେ କାର୍ଯ୍ୟରତ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନାରେ ଓଡ଼ିଆ ଡାକ୍ତର ଅଶ୍ୱିନୀ କୁମାର ପ୍ରତାପଙ୍କ ମୃତ୍ୟୁ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା। ମୃତ ଡାକ୍ତରଙ୍କ ନାମ ଅଶ୍ୱିନୀ କୁମାର ପ୍ରତାପ। ସେ ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେଲଥ ସିଷ୍ଟମ ରିସୋର୍ସେସ ସେଣ୍ଟର (ଏନଏଚଏସଆରସି)ରେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ସେ ବ୍ରହ୍ମପୁର MKCGରୁ […]

  • Wednesday, 14 July 2021
take
ରଥଯାତ୍ରା ବନ୍ଦ ଷଡ଼ଯନ୍ତ୍ର ପଛରେ କାହାର ରହିଛି ହାତ?

ଭୁବନେଶ୍ୱର: ରଥଯାତ୍ରା ବନ୍ଦ ଷଡ଼ଯନ୍ତ୍ର ପଛରେ କାହାର ରହିଛି ହାତ ? ରଥ ବନ୍ଦ ଷଡ଼ଯନ୍ତ୍ରକୁ ନେଇ OTV ହାତରେ ଲାଗିଛି ବଡ଼ ଦସ୍ତାବିଜ୍। ରଥଯାତ୍ରା ନେଇ ମେ ୩୦ରେ ପରିଚାଳନା କମିଟି ମିଟିଂ ବସିଥିଲା। ସରକାର ରଥଯାତ୍ରାକୁ ଅନୁମତି ଦେବା ବିଧେୟ ବୋଲି କମିଟି କହିଥିଲା। ଭକ୍ତଙ୍କ ଆଶା, ସ୍ୱତ୍ତ୍ୱ ଲିପି, ପରମ୍ପରାକୁ ଦେଖି ଅନୁମତି ଦେବା ବିଧେୟ। ୧୦ଟି ବିନ୍ଦୁ ଦର୍ଶାଇ ରଥଯାତ୍ରା ପାଇଁ ସୁପାରିଶ କରିଥିଲା କମିଟି। ଯେପରି ବିନା ଭକ୍ତରେ ରଥଯାତ୍ରା, ପୁରୀ […]

  • Wednesday, 14 July 2021
elephant
ଛେଣ୍ଡିପଦାରେ ହାତୀର ମୃତଦେହ ଠାବ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଗୋଡିମରା ନିକଟରେ ଏକ ମାଖନା   ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ଆନୁମାନିକ ବୟସ ୧୫ ରୁ ୨୦ବର୍ଷ ହେବ ବୋଲି ଜଣାପଡିଛି। ଆଜି ସକାଳେ ହାତୀଟି ମରିପଡିଥିବା ଦେଖିବାକୁ ପାଇ ବନବିଭାଗ କର୍ମଚାରୀ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପରେ ଅନୁଗୋଳ DFO ଏବଂ ଅନ୍ୟ କର୍ମଚାରୀ ପହଁଚି ହାତୀର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ ଆରମ୍ଭ କରିଥିଲେ। ମୃତହାତୀର ପାଟିରୁ ରକ୍ତ […]

  • Wednesday, 14 July 2021
cocona
ରେକର୍ଡ ଭାଙ୍ଗିଲା, ଆଜି କରୋନାରୁ ସର୍ବାଧିକ ହେଲେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ। ଆଜି ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୫୩୪କୁ ବୃଦ୍ଧି। The untiring efforts of our Covid Warriors has led to an all time high recovery of 237 Covid patients in a day! We salute the dauntless spirit of our […]

  • Wednesday, 14 July 2021
solar-eclipse2
କାଲି ବିରଳ ସୂର୍ଯ୍ୟୋପରାଗ, ୧୨ ଘଣ୍ଟା ପୂର୍ବରୁ ପାକ ନିଷିଦ୍ଧ

ଭୁବନେଶ୍ୱର: ଆସନ୍ତାକାଲି ରବିବାର ସୂର୍ଯ୍ୟୋପରାଗ। ଓଡ଼ିଶାରେ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ପର୍ଯ୍ୟନ୍ତ ପରାଗ ଚାଲିବ। ଏହା ବିରଳ ବଳୟ ସୂର୍ଯ୍ୟୋପରାଗ ବୋଲି କହିଛନ୍ତି। ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିର୍ଦ୍ଦେଶକ ଉତ୍ତର ଭାରତରେ ସଂପୂର୍ଣ୍ଣ ବଳୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ରାଜସ୍ଥାନ, ହରିଆଣାରେ ବିରଳ ବଳୟ ସୂର୍ଯ୍ୟ ପରାଗ ଦେଖିହେବ। ତେବେ ଦେଶର ଯେତେ ଦକ୍ଷିଣକୁ ଆସିବେ ସୂର୍ଯ୍ୟୋପରାଗର ପ୍ରତିଶତ କମି କମି ଆସିବ। ଉତ୍ତର ଓଡ଼ିଶାର ମୟୂରଭଞ୍ଜରେ […]

  • Wednesday, 14 July 2021
dibya
Puri Rath Yatra 2020:'ସରକାର ବୁଝିଲେନି ଭକ୍ତଙ୍କ ଭାବନା'

ପୁରୀ: ରଥଯାତ୍ରା ପ୍ରସଙ୍ଗକୁ ନେଇ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ବସିଥିଲା। ତେବେ ବୈଠକ ଶେଷ ହେବାପରେ ମହାରାଜା ଦିବ୍ୟସିଂହ ଦେବ କହିଥିଲେ, ବୈଠକରେ ପ୍ରାୟ ସାଢେ ୩ ଘଣ୍ଟା ଧରି ଆଲୋଚନା ହେଲା। ସୁପ୍ରିମକୋର୍ଟରେ ସରକାର ସାନି ମତ ରଖିବା ଉପରେ ମତ ପ୍ରକାଶ ପାଇଥିଲା। ମୂଳପୀଠରେ ରଥଯାତ୍ରା ବନ୍ଦ ହେବା କଥା ନୁହେଁ। ବିନାଭକ୍ତରେ ରଥଯାତ୍ରା ଲାଗି ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା। ଭକ୍ତମାନଙ୍କ ଭାବନାକୁ ରାଜ୍ୟ ସରକାର ଗ୍ରହଣ କଲେନି। ସେ […]

jio
ରାଇଟ୍‌ସ ଇସ୍ୟୁରୁ ୫୩,୧୨୪.୨୦ କୋଟି ଟଙ୍କା ହାସଲ କଲା ରିଲାଏନ୍ସ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ମାତ୍ର ୫୮ ଦିନ ମଧ୍ୟରେ ବିଶ୍ୱସ୍ତରୀୟ ନିବେଶକଙ୍କ ଦ୍ୱାରା ପୁଞ୍ଜିନିବେଶ ଓ ରାଇଟ୍‌ସ୍ ଇସ୍ୟୁ ଜରିଆରେ ୧,୬୮,୮୧୮ କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି। ବିଶ୍ୱସ୍ତରୀୟ ନିବେଶକଙ୍କ ଠାରୁ ଏହା ୧,୧୫,୬୯୩.୯୫ କୋଟି ଟଙ୍କା ଓ ରାଇଟସ୍ ଇସ୍ୟୁ ଜରିଆରେ ୫୩,୧୨୪.୨୦ କୋଟି ଟଙ୍କା ପୁଞ୍ଜି ହାସଲ କରିଛି। ସମଗ୍ର ବିଶ୍ୱରେ ଏତେ କମ୍ ସମୟରେ ଭିତରେ ସାମଗ୍ରିକ ଭାବେ ଏତେ ଅଧିକ ପୁଞ୍ଜି ହାସଲ ଆଗରୁ କେବେ […]

brown
ଭୁବନେଶ୍ୱରରୁ ସାଢ଼େ ୪ କିଲୋ ଧଳାଜହର ଜବତ

ଭୁବନେଶ୍ୱର: ରାଜଧାନୀରୁ ଜବତ ହେଲା ସାଢ଼େ ୪ କିଲୋ ବ୍ରାଉନସୁଗାର। ରସୁଲଗଡ଼ ଛକରୁ ଆଜି ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍। ଯାହାକି ଏସଟିଏଫ୍ ପାଇଁ ବଡ଼ ସଫଳତା ବୋଲି ପୋଲିସ ଡିଜି କହିଛନ୍ତି। ସେପଟେ ଗତ ୬ ମାସ ଭିତରେ ରାଜ୍ୟରୁ ମୋଟ ୧୨ କିଲୋ ବ୍ରାଉନସୁଗାର ଜବତ ହୋଇଛି, ଯାହା ଓଡ଼ିଶା ପୋଲିସ ୨୦୧୬ରୁ ୨୦୧୯ ୩ ବର୍ଷ ମଧ୍ୟରେ ଜବତ କରିଥିବା ବ୍ରାଉନସୁଗାର ପରିମାଣ ସହ ଏହା ସମାନ ବୋଲି କହିଛନ୍ତି […]

  • Wednesday, 14 July 2021
ratha-yatrra
Puri Rath Yatra 2020:ରଥଯାତ୍ରା ପାଇଁ ମଉଳିନି ଆଶା, ସୁପ୍ରିମକୋର୍ଟରେ ଦାୟର ହେଲା ୩ ପିଟିସନ

ଭୁବନେଶ୍ୱର: ଏବେ ବି ବନ୍ଦ ହୋଇନି ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ବାଟ। ରଥଯାତ୍ରା ପାଇଁ ପୁଣି ସୁପ୍ରିମକୋର୍ଟରେ ଦାୟର ହେଲା ୩ ପିଟିସନ। ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କୋର୍ଟରେ ମୋଡିଫିକେସନ ପିଟିସନ ଦାୟର ହୋଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ଏହି ପିଟିସନ ଦାୟର କରିଛନ୍ତି। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ସେ ଆବେଦନ କରିଛନ୍ତି। ଏବର୍ଷ କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ପିଟିସନରେ ଆବେଦନ କରିଛନ୍ତି। ପୁରୀ ସହରକୁ […]

check
ସୁସ୍ଥ ହେଲେ ଆଉ ୧୫୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୫୩ ଆକ୍ରାନ୍ତ ସୁସ୍ଥ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୨୦୦ରେ ପହଞ୍ଚିଛି। କେଉଁ ଜିଲ୍ଲାରୁ କେତେ ସୁସ୍ଥ:- କଟକରୁ ସର୍ବାଧିକ ୪୩ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୨୧, କନ୍ଧମାଳ ୧୮, ଖୋର୍ଦ୍ଧା ୧୨, ଭଦ୍ରକ ୧୧, ଗଜପତିରୁ ୯ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୭, ବାଲେଶ୍ୱର, ଦେବଗଡ଼, ଗଂଜାମ, ମୟୂରଭଂଜ […]

  • Wednesday, 14 July 2021
puri rath yatra 2020
Puri Rath Yatra 2020: ରଥଯାତ୍ରାକୁ ନେଇ ପୁଣି ପିଟିସନ୍: 'ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ'

ଭୁବନେଶ୍ୱର: ରଥଯାତ୍ରା ପାଇଁ ପୁଣି ପିଟିସନ। ପୁରୀରେ ରଥାଯାତ୍ରା ପାଇଁ ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ। ରାୟରେ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରିଯାଇଛି। ଗତକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ନେଇ ରାୟ ଦେବା ପରେ ମୋଡିଫିକେସନ ପିଟିସନ ଦାୟର କରାଯାଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ପିଟିସନ ଦାୟର କରିଛନ୍ତି। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରାଯାଇଛି। କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ଆବେଦନ କରିଛନ୍ତି। ପୁରୀ ସହରକୁ […]

corona
ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ। ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏଁ, ନୂଆପଡ଼ା ୯, ସୁନ୍ଦରଗଡ଼ ୭ ଓ କନ୍ଧମାଳରୁ ୬ ସୁସ୍ଥ ହୋଇଛନ୍ତି। Another 120 #COVID19 patients have recovered and are being discharged on 16.6.2020. 19 from Jajpur 15 from Cuttack 11 from Mayurbhanj & Khordha […]

  • Wednesday, 14 July 2021
jaguni
'ରଥଯାତ୍ରା ବନ୍ଦ କରିବା ଅର୍ଥ କଳଙ୍କମୟ ଇତିହାସ'

ପୁରୀ: ରଥଯାତ୍ରା ବନ୍ଦ ହେଲେ ଓଡ଼ିଶା ସରକାର, ଭକ୍ତଙ୍କ ପାଇଁ ଖରାପ ହେବ। ରଥଯାତ୍ରା ହେଲେ କରୋନା ଭୟ ଦୂର ହୋଇଯିବ। ଏହି ଯାତ୍ରା ସରକାରଙ୍କ ପାଇଁ ବଡ଼ ଚାଲେଂଜ, ସରକାର ନିଶ୍ଚିତ କରିବେ। ରଥ ବନ୍ଦ ହେଲେ କଳଙ୍କମୟ ଇତିହାସ ସୃଷ୍ଟି ହେବ କହିଲେ ଜଗୁନି। ରଥଯାତ୍ରା ପ୍ରସଙ୍ଗକୁ ନେଇ ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ (ଜଗୁନି) ମହାପାତ୍ର ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ମଣିଷ ହୋଇ କେବେ […]

  • Wednesday, 14 July 2021