• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 10 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 2 years ago

ମଣିଷ ନା ରାକ୍ଷସ, ଦିବ୍ୟାଙ୍ଗଙ୍କୁ ପାଦ ଚଟାଇଲେ

ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା । ଦିବ୍ୟାଙ୍ଗ ଯୁବକଙ୍କୁ ପ୍ଲାଷ୍ଟିକ ପାଇପ୍‌ରେ ମାଡ । ଜୋର ଜବରଦସ୍ତ ପାଦ ଚଟାଇଲେ ମାଲିକ । More
  • Satyendu Shekher Mishra
  • 2 years ago

ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କ ଜାମିନ ଆବେଦନ ଖାରଜ, ରହିବେ ଜେଲ୍‌ରେ

ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ । More
  • Manoranjan Behera
  • 2 years ago

ଧୋକା ଦେଲା ବର୍ଷା, କେନାଲ ଦେଲାନି ପାଣି; ହିଡ଼ ମୁଣ୍ତରେ ବସି କାନ୍ଦୁଛି ଚାଷୀ

ବର୍ଷା ଦେଲା ଧୋକା। ଠିକ୍‌ ସମୟରେ ବର୍ଷା ହେଲାନି କି କେନାଲରେ ପାଣି ଆସିଲାନି। ଜମି ଫାଟି ଆଁ କଲାଣି। କେମିତି ଚାଷ କରିବ, କେମିତି ଋଣ ସୁଝିବ ସେଇ ଚିନ୍ତାରେ ଚାଷୀ। More
  • Manoranjan Behera
  • 2 years ago

'ରେଞ୍ଜର ବାବୁ ହାତୀ ଆମ ଘର ଭାଙ୍ଗିଦେଲା, ମୁଁ ତୁମ ଅଫିସ୍‌ରେ ରହିବି'

ରାତି ଅଧରେ ଘର ଭାଙ୍ଗିଦେଲା ଦନ୍ତା। ଝୋ ଝୋ ବର୍ଷାରେ କୁଆଡେ ଯିବେ ପରିବାର? କିଛି ବୁଦ୍ଧିବାଟ ପାଇଲେନି...ସିଧା ରେଂଜରଙ୍କ କାର୍ଯ୍ୟାଳୟ ସାମ୍ନାରେ ବସିଲେ। କହିଲେ, ଆମକୁ ଘର ଦେବ ତ ଆମେ ଯିବୁ, ନହେଲେ ଏଇଠି ରହିବୁ। ସେପଟେ ପରିବାରକୁ ଦେଖି ଅଫିସ୍‌ରେ ତାଲା ପକାଇ ପଳାଇଲେ କର୍ମଚାରୀ। More
  • Manoranjan Behera
  • 2 years ago

କନ୍ଦାଉଛି ଲଘୁଚାପ ବର୍ଷା, କେଉଁଠି ଭୂସ୍ଖଳନ ତ କେଉଁଠି ଭାସୁଛି ପୋଲ..

ଟିକିଏ ଛାଡୁଛି ତ ପୁଣି ଘଣ୍ଟାଏ କାଚୁଛି । ୪ଦିନ ହେଲା ଛାଡ଼ିବାର ନାଁ ନେଉନି ବର୍ଷା । ଦକ୍ଷିଣରୁ ପଶ୍ଚିମ ରାଜ୍ୟରେ କେଉଁଠି କେମିତି କୋପ ଦେଖାଇଛି ଅବିଶ୍ରାନ୍ତ ବର୍ଷା । More
  • Satyendu Shekher Mishra
  • 2 years ago

ପଦାରେ ପଡ଼ିଲା ଇଣ୍ଡୋର ଷ୍ଟାଡିୟମ୍‌ ବିକଳ ଚିତ୍ର, କେନ୍ଦ୍ର ଗୃହମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସଭା ଛାତରେ ପଡ଼ିଥିଲା ପାଲ

ବର୍ଷାରୁ ରକ୍ଷା ପାଇଁ ଷ୍ଟାଡିୟମ ଛାତରେ ପଡ଼ିଥିଲା ଜରି ପାଲ । ଅନ୍ତର୍ଜାତୀୟ ଇଭେଣ୍ଟ ମାନ୍ୟତାପ୍ରାପ୍ତ ସ୍ଥଳର ବିଳକ ଚିତ୍ରକୁ ନେଇ ବଢୁଛି କ୍ଷୋଭ । More
  • Satyendu Shekher Mishra
  • 2 years ago

ଗଞ୍ଜେଇ ରେଡ୍ ବେଳେ, ବାହାରିଲା ୨୩ ସୁନା ବିସ୍କୁଟ୍‌ ! ୧ କୋଟି ୨୨ ଲକ୍ଷ ନଗଦ ବି ଜବତ

ଜୁଏଲାରୀ ଦୋକାନରେ ଚଢ଼ଉ ବେଳେ ୨୩ ସୁନା ବିସ୍କୁଟ୍ ଜବତ । ମାମଲାରେ ଆୟକର ଓ ଜିଏସ୍‌ଟି ବିଭାଗର ଖୋଳତାଡ଼ । More
  • Manoranjan Behera
  • 2 years ago

ଆଦିବାସୀ ଭୋଟ୍‌କୁ ନେଇ ବଢ଼ିଲାଣି ଦ୍ୱନ୍ଦ୍ୱ ! ଉତ୍ତର ଓଡ଼ିଶାକୁ ଅଧିକ ଫୋକସ୍‌ ଦେଲାଣି ବିଜେଡି

ରାଜ୍ୟ ରାଜନୀତି ଫୋକସ୍‌ରେ ଜନଜାତି ଭୋଟ୍‌ବ୍ୟାଙ୍କ । ଏହି ବର୍ଗର ଭୋଟରଙ୍କୁ ହାତରେ ରଖିବାକୁ କ୍ଷମତାଶୀନ ବିଜେଡି ଓ ବିଜେପି ଭିତରେ ପ୍ରତିଯୋଗିତା ।  More
  • Satyendu Shekher Mishra
  • 2 years ago

କାଶୀପୁରରେ ହେବ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ, ୭୫ ହଜାର କୋଟି ଖର୍ଚ୍ଚ କରିବ ଆଦାନୀ

କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ ।  More
  • Satyendu Shekher Mishra
  • 2 years ago

କଡ଼ା ପଦକ୍ଷେପ ! ଦୁର୍ନୀତି ଅଭିଯୋଗରେ ୯ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏବେ ସୁଦ୍ଧା ଏହି ୯ ଜଣଙ୍କୁ ମିଶାଇ ୧୭୩ ଅଧିକାରୀଙ୍କ ପ୍ରତି ହେଲାଣି କାର୍ଯ୍ୟାନୁଷ୍ଠାନ । More
  • Manoranjan Behera
  • 2 years ago

ଜୀବନ ବଦଳାଇ ଦେଲା କଣ୍ଢେଇ, ଏବେ ମାସକୁ ରୋଜଗାର ୨୦ ହଜାର..

ଦିନେ ମୂଲମଜୁରୀ ଲାଗୁଥିଲେ, ଦାଦନ ବି ଯାଉଥିଲେ। କିନ୍ତୁ ଏମାନଙ୍କ ଜୀବନ ବଦଳାଇ ଦେଲା କଣ୍ଢେଇ...ଏମିତି ସୁନ୍ଦର ସୁନ୍ଦର କଣ୍ଢେଇ ତିଆରି କରି ମାସକୁ ରୋଜଗାର କରୁଛନ୍ତି ୨୦ ହଜାର More
  • Satyendu Shekher Mishra
  • 2 years ago

ବଦଳୁଛି ରଣନୀତି ! ବଦଳିଲେ ବିଜେପି ରାଜ୍ୟ ପ୍ରଭାରୀ, ସୁନୀଲ ବଂଶଲଙ୍କୁ ମିଳିଲା ଦାୟିତ୍ୱ

ଓଡ଼ିଶା ସହିତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ ସୁନୀଲ ବଂଶଲ । More
  • Satyendu Shekher Mishra
  • 2 years ago

ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା, ୭ ଅଭିଯୁକ୍ତ କୋର୍ଟରେ ହାଜର

ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା CBI । More
  • Satyendu Shekher Mishra
  • 2 years ago

ଆଉ ଏକ ଲଘୁଚାପ ! ୧୩ରୁ ଅତି ପ୍ରବଳ ବର୍ଷା

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଆଦି ଜିଲ୍ଲା ପ୍ରବଳ ବର୍ଷିବ । More
  • Manoranjan Behera
  • 2 years ago

''ମୋ ମନ ଖୁସି ବୋଲି ମୁଁ ଏବେ ବି Young''

ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କର ଆଜି ଜନ୍ମଦିନ। ୭୯ ବର୍ଷରେ ଆଜି ସେ ପାଦ ଥାପିଛନ୍ତି। ସୁରଙ୍କ ଜନ୍ମଦିନରେ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ପ୍ରଂଶସକ ଓ କଂଗ୍ରେସ କର୍ମୀ। More
  • Manoranjan Behera
  • 2 years ago

ବ୍ରହ୍ମପୁରରେ ବେଆଇନ ସୁନା କାରବାରର ପର୍ଦ୍ଦାଫାସ; ୨ କେଜି ସୁନା ସହ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁରରୁ କଟକ ଯାଉଥିବା ଏକ OSRTC ବସ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଲାଞ୍ଜିପଲୀ ଛକରେ ବସ୍‌କୁ ଅଟକାଇ ଚେକିଂ ବେଳେ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବ୍ୟାଗ୍ ମିଳିଥିଲା । ସେହି ବ୍ୟାଗ୍‌ରେ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ରଖାଯାଇଥିଲା । More
  • Prangyan Parimita
  • 2 years ago

ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଥିଲେ ବାହୁବଳୀ ବିଧାୟକ, କହିଲେ ମୁଁ ଅନୁତପ୍ତ ନୁହଁ

‘ସେଦିନର ଘଟଣା ପାଇଁ ଅନୁତପ୍ତ ନୁହେଁ, ତାହା ବିଜେପିର ଷଡ଼ଯନ୍ତ୍ର ଥିଲା ’ । ନିଲମ୍ବନ ଓ ବହିଷ୍କାର ହେଲେ ମଧ୍ୟ ବିଜେଡ଼ିରେ ଅଛି କହିଲେ ବିଜେଡି ବିଧାୟକ । More
  • Prangyan Parimita
  • 2 years ago

ଜିଆରଏସ୍ ନିଖୋଜ : ସୋମବାର ରାତିରୁ ମିଳୁନି ପତ୍ତା,ଫେରିବା ବାଟକୁ ଚାହିଁ ଚାହିଁ ଲୁହ ଗଡ଼ାଉଛନ୍ତି ପତ୍ନୀ

କୁଆଡ଼େ ଗଲେ ଜିଆରଏସ୍ ? ଖୋଜି ଖୋଜି ନୟାନ୍‌ ହୋଇଗଲେଣି ତାଙ୍କ ପତ୍ନୀ । More
  • Prangyan Parimita
  • 2 years ago

ବିଡିଓଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଭାବବିହ୍ୱଳ ସ୍ଥିତି : କର୍ମଚାରୀ ଓ ସାଧାରଣ ଲୋକଙ୍କ ଆଖିରେ ଲୁହ

ବାଜା ବଜାଇ, ବାଣ ଫୁଟାଇ ବିଡ଼ିଓଙ୍କୁ କାନ୍ଧରେ ବସାଇ ଲୋକେ ଲୋକେ ବିଦାୟ ଦେଇଛନ୍ତି । More
  • Prangyan Parimita
  • 2 years ago

ନିଷ୍ପତ୍ତି ବଦଳିଲା : ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ

ସରକାର ଦିନକ ପରେ ନିଷ୍ପତ୍ତି ବଦଳାଇଲେ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । More
  • Prangyan Parimita
  • 2 years ago

ଜଗା ଦର୍ଶନ ଅଧାରେ ରହିଲା : ଓଲଟିଲା ପର୍ଯ୍ୟଟକ ବସ୍, ୨୬ ଆହତ

ବସ ଦୁର୍ଘଟଣାରେ ୨୬ ଆହତ , କିପିରି ହେଲା ଦୁର୍ଘଟଣା ? More
  • Prangyan Parimita
  • 2 years ago

ଉପବାସରେ ରହିବେ କି ବାବା ଲିଙ୍ଗରାଜ ? ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ପୁଣି ବିବାଦ

ଗତକାଲି ସଂଧ୍ୟା ଧୂପଠାରୁ ସମସ୍ତ ନୀତିକାନ୍ତି ବନ୍ଦ, ଆଜି ପୂଜା ହେବା ନେଇ ଉପୁଜିଛି ଆଶଙ୍କା... More
  • Prangyan Parimita
  • 2 years ago

ପାନ ଦୋକାନୀଙ୍କ ଝିଅ କଲେଜ ଟପ୍ପର : ଯୁକ୍ତ ଦୁଇ କଳାରେ ୫୧୯ ମାର୍କ ରଖିଲେ ରୁବିରାଣୀ

ଭୁବନେଶ୍ୱର ନୀଳକଣ୍ଠନଗର ମୁଣ୍ଡାସାହିର ଝିଅ ରୁବିରାଣୀ ବାପାମାଆଙ୍କ ଟେକ ରଖିଛନ୍ତି । More
  • Prangyan Parimita
  • 2 years ago

ଆଜି ବି ବର୍ଷିବ : ୧୨ରେ ବର୍ଷାର ପରିମାଣ ସାମାନ୍ୟ କମି ୧୩ରୁ ପୁଣି ବଢିବ

ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । More
  • Manoranjan Behera
  • 2 years ago

ଚୀନ୍‌ରେ ମାଷ୍ଟରମାଇଣ୍ଡ, ଓଡ଼ିଶାରେ ନେଟ୍‌ୱର୍କ; ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା

ଡିଜିଟାଲ୍ ଲୋନ ଆପ୍ ଜରିଆରେ ଆବେଦନ କରୁଛନ୍ତି କି ଲୋନ୍ ? ତେବେ ସାବଧାନ ! ଆପଣ ହୋଇପାରନ୍ତି ଲୁଟ୍‌ର ଶୀକାର । ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା, ଚାଲିଯାଇପାରେ ମାନ ମହତ । More
  • Manoranjan Behera
  • 2 years ago

ଶାହଙ୍କ ଅଭିଭାଷଣ, ବିଜେଡି କହିଲା ଦିବାସ୍ୱପ୍ନ

କଟକରେ ଅଛେଦିନ୍‌ର ନାରା । ଭୁବନେଶ୍ୱରରେ ସରକାର ଗଢ଼ିବାର ଦମ୍ଭୋକ୍ତି ଆଉ ପାର୍ଟି ଅଫିସ୍‌ରେ ରାଜ୍ୟ ବିଜେପି ନେତାଙ୍କୁ ଟ୍ୟୁସନ୍ । କିଛି ଏଭଳି ଥିଲା ଅମିତ ଶାହଙ୍କ ଓଡ଼ିଶା ଗସ୍ତ । More
  • Satyendu Shekher Mishra
  • 2 years ago

ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ! ରାସ୍ତା ଘାଟ ବନ୍ଦ, ଉଛୁଳୁଛି ନଈ ନାଳ

ମାଲକାନଗିରି-ନବରଙ୍ଗପୁର-ଗଜପତିର ବହୁ ଗାଁ ଜଳବନ୍ଦୀ, ଯୋଗାଯୋଗ ଠପ୍ । ଅବପାତରେ ପରିଣତ ହେଲା ଲଘୁଚାପ । More
  • Rajalaxmi Sahoo
  • 2 years ago

ପରିବାର ସହ ଗାଧୋଉଥିବା ବେଳେ ପୁରୀ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ

ଗାଧୋଉଥିବା ସମୟରେ ୩ ଜଣ ପର୍ଯ୍ୟଟକ ସମୁଦ୍ରରେ ଭାସି ଯାଇଥିବା ସୂଚନା ମିଳିଛି। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ଲାଇଫ୍ ଗାର୍ଡ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। More
  • Manoranjan Behera
  • 2 years ago

ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଆଉ ଜଣେ ସରକାରୀ ବାବୁ। ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ। More