/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669604601.jpg)
Today Panchang
ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର
ଚନ୍ଦ୍ର – କୁମ୍ଭ ଅହୋରତ୍ର
ତିଥି- ୭ମୀ ଦିବା ୦୮/୫୮ ଗତେ ୮ମୀ
ଘାତ ଚନ୍ଦ୍ର- ମିଥୁନ ଓ ମୀନ ଅହୋରାତ୍ର
ଘାତ ବାର – କର୍କଟ
ପୁଷ୍କର ଦୋଷ – ୧ ପାଦ - ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮/୫୮ ପର୍ଯ୍ୟନ୍ତ
ଅଧିକ ପଢ଼ନ୍ତୁ: ସକାଳେ ଉଠି ଭୁଲ୍ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ
Advertisment
ଶୁଭ ସମୟ:
ପ୍ରାତଃ ୦୬/୦୭ ରୁ ୦୮/୫୮
ଦିବା ୧୦/୨୯ ରୁ ୧୧/୩୫
ଦିବା ୦୧/୨୪ ରୁ ୦୩/୩୫
ସନ୍ଧ୍ୟା ୦୫/୫୪ ରୁ ୦୬/୪୭
ରାତ୍ରି ୦୮/୩୨ ରୁ ୦୨/୫୨
ରାତ୍ରି ୦୪/୩୦ ରୁ ୦୬/୦୮
ଅଶୁଭ ସମୟ:
ରାହୁକାଳ - ଦିବା ୧୧/୩୫ ରୁ ୧୨/୫୬
କାଳବେଳା - ଦିବା ୦୮/୫୧ ରୁ ୧୦/୧୩
ବାରବେଳା – ଦିବା ୧୧/୩୫ ରୁ ୧୨/୫୬
କାଳରାତ୍ରି – ରାତ୍ରି ୦୨/୫୨ ରୁ ୦୪/୩୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)