• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ (ଅହୋରାତ୍ର),ତିଥି- ୮ମୀ ସନ୍ଧ୍ୟା ୦୬.୩୪ ଗତେ ୯ମୀ,ଘାତ ଚନ୍ଦ୍ର- ଧନୁ (ଅହୋରାତ୍ର),ଘାତ ବାର – ବିଛା , ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୬.୨୪ ରୁ ୦୭.୦୭

ପ୍ରାତଃ ୦୭.୫୦ ରୁ ୦୯.୦୬

ଦିବା ୧୨.୧୦ ରୁ ୦୩.୦୩

ଦିବା ୦୩.୪୭ ରୁ ୦୫.୧୩

ସନ୍ଧ୍ୟା ୦୬.୦୬ ରୁ ୦୮.୩୧

ରାତ୍ରି ୧୨.୧୫ ରୁ ୦୨.୦୧

ଅଧିକ ପଢ଼ନ୍ତୁ: ଆପଣ ଘର ତିଆରି ପାଇଁ ଢାଲୁ ଜମି କିଣିଛନ୍ତି କି; ଏହା ଶୁଭ ନା ଅଶୁଭ ଜାଣନ୍ତୁ

ଅଶୁଭ ସମୟ:

ଋାହୁକାଳ - ଦିବା ୧୦.୨୭ ରୁ ୧୧.୪୯

କାଳବେଳା - ଦିବା ୧୦.୨୭ ରୁ ୧୧.୪୯

ବାରବେଳା – ଦିବା ୦୯.୦୬ ରୁ ୧୦.୨୭

କାଳରାତ୍ରି – ରାତ୍ରି ୦୮.୩୧ ରୁ ୧୦.୧୦