କାଶ୍ମୀରରେ ଏବେ ଏମିତି ସ୍ଥିତି ଉପୁଜିଛି । ପାଇପ୍ରୁ ପାଣି ବଦଳରେ ବାହାରୁଛି ବରଫ ।
ପଥରରେ ସୁକ୍ଷ୍ମ କାରୁକାର୍ଯ୍ୟ। କେଉଁଠି ହକି ଷ୍ଟିକ୍ ତ କେଉଁଠି ଭଗବାନ ବୁଦ୍ଧଙ୍କ ଷ୍ଟାଚ୍ୟୁ । ଆଉ କେଉଁଠି ପଥର ଓ ବିଭିନ୍ନ ଧାତୁରେ ନିର୍ମିତ ସୁନ୍ଦର ତୋରଣ . .
କୁନି ପୁଅକୁ ରୋଗ ସମ୍ପର୍କରେ ଲୁଚାଉଥିଲେ ବାପାମା’ । ହେଲେ ଛଅ ବର୍ଷର କୁନି ପୁଅ ଯାହା କହିଲା, ଡାକ୍ତରଙ୍କ ଆଖି ମଧ୍ୟ ଛଳଛଳ ହୋଇଗଲା ।
କେତେ ରୋଜଗାର କରନ୍ତି ? ଉତ୍ତର ଦେଲେ କିଙ୍ଗ ଖାନ୍ ଫ୍ୟାନ୍ମାନେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ ଆଉ ଶାହରୁଖ୍ ସମସ୍ତ ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ।
ଚିଟ୍ଫଣ୍ଡ ଠକେଇ ମାମଲାରେ CBIକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ବାହାରି ଥିବାବେଳେ ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ପିକ୍ଅପ୍ ଭ୍ୟାନ୍ ଗଛରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଛି।
ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି ।
ମାଙ୍କଡ଼ ସହ ସେଲ୍ଫି ନେବା ବେଳେ ଜଣେ ବ୍ୟକ୍ତି ୫୦୦ ଫୁଟ୍ ଗଭୀର ଖାତକୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।
ଏଣିକି ଟିକେଟ କ୍ୟାନ୍ସଲ କରି ପୁଣି ଥରେ ଟିକେଟ ବୁକ୍ କରିବାକୁ ପଡ଼ିବ ନାହିଁ କି ଏଥି ପାଇଁ କ୍ୟାନ୍ସଲେସନ ଫି’ କଟିବ ନାହିଁ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୦୦ ଟଙ୍କା ରହିଛି ।
ଯେଉଁଠି ପୋଲିସ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ମହିଳା କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା ।
ସୁଶାନ୍ତଙ୍କ ମୃତ୍ୟୁର ଅଢ଼େଇ ବର୍ଷ ପରେ ଏହି ଫ୍ଲାଟ୍ରେ ରହିବା ପାଇଁ ନୂଆ ଭଡ଼ାଟିଆ ମିଳିଛନ୍ତି। ଘରର ମାଲିକ ବିଦେଶରେ ରହୁଥିବା ବେଳେ ଦୀର୍ଘ ଦିନ ଧରି ଏହି ଫ୍ଲାଟ୍ରେ ରହିବା ପାଇଁ ସେ ଭଡ଼ାଟିଆ ଖୋଜୁଥିଲେ।
ସୌଭାଗ୍ୟବଶତଃ ଗାଡ଼ିଟିର ଆଗ ଚକା ନଥିଲେ ମଧ୍ୟ ତାହା ସେମିତି ଛିଡ଼ା ହୋପାରୁଥିଲା ।
ONGC ମାଙ୍ଗାଲୋର ରିଫାଇନାରି ଆଣ୍ଡ୍ ପେଟ୍ରୋକେମିକାଲ୍ସ ଲିମିଟେଡ୍(MRPL)ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ୍ (ONGC MRPL Recruitment) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଗୁରୁବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର ସରକାରୀ ଜମିକୁ କବ୍ଜା କରିଛନ୍ତି ଆନ୍ଧ୍ର ଡାକ୍ତର। ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କାପଲଡ଼ାର ଜମିକୁ ନେଇ ସୃଷ୍ଟି ହୋଇଛି ଏଭଳି ବିବାଦ।
ଜଣେ ଡେଲିଭରୀ ବୟଙ୍କ ଗାଡ଼ିକୁ ଏକ କାର୍ ଧକ୍କା ଦେବା ସହ ତାଙ୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। ସାରା ଦେଶରେ ନୂଆବର୍ଷ ସେଲିବ୍ରେସନ୍ ଚାଲି ଥିବାବେଳେ ଦିଲ୍ଲୀରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା।
ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ।
ପ୍ରେମ ବ୍ୟାପାରକୁ ନେଇ ଏହି ରାଗିଂ ମାରପିଟ ହୋଇଥିବା ଜଣାପଡ଼ିଛି ।
ରାଜ୍ୟ ସରକାରଙ୍କ ଆକଳନ ପରେ ବଢ଼ିଲା ଚିନ୍ତା । ଆଗକୁ ହକି ବିଶ୍ୱକପ୍ ଥିବାରୁ ସତର୍କ କରାଇଲେ ବିଶେଷଜ୍ଞ ।
ବିଜେଡିକୁ ଘାରିଛି ନିର୍ବାଚନୀ ବର୍ଷରେ ବିଜେପି ଫାଇଦା ନେଇଯିବା ଡର ।
ସ୍ମାର୍ଟ ସିଟିରେ ମହିଳା ସୁରକ୍ଷା ଉପରେ ବଡ଼ ପ୍ରଶ୍ନ । ଦୃଷ୍ଟାନ୍ତମୂଳକ ହେବ ଆକ୍ସନ, କହିଲେ ଡିସିପି ।
ଟ୍ରଲି-ଲିଫ୍ଟ ସାହାଯ୍ୟରେ ହେବ ଉତ୍ତୋଳନ ।