ଦର୍ଶକମାନେ ସେମାନଙ୍କର କିଛି ପ୍ରିୟ ଫିଲ୍ମର ସିକ୍ୱେଲକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୩ ମସିହାରେ, ଅନେକ ଫିଲ୍ମକୁ ନେଇ ଦର୍ଶକଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଅନେକ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ୍ ଚଳିତ ବର୍ଷ ଆସିବାକୁ ଯାଉଛି। ଆସନ୍ତୁ ଜାଣିବା...
ସାମ୍ନାକୁ ଆସିଲା ଷ୍ଟାର୍କିଡ୍ ପ୍ରେମ। ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ପ୍ରେମରେ ଏବେ ଉବୁଟୁବୁ ଶାହରୁଖଙ୍କ ଝିଅ ସୁହାନା ଖାନ। ଭାଇରାଲ୍ ହେଉଛି ଉଭୟଙ୍କ ଫଟୋ।
ପୋଷା କୁକୁର କାମୁଡ଼ି ଦେବାରୁ ମହିଳା ଜଣକ ରାଗି କୁକୁରକୁ ହତ୍ୟା କରିବା ସହ ଏହାକୁ ଫିଙ୍ଗିବା ପାଇଁ ହ୍ରଦକୁ ଯାଇଥିଲେ। ହେଲେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି।
ସଲମାନ୍ ଓ ସୋମିଙ୍କ ଆଫାୟର୍ସକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ହେଲେ ପରେ ଅଭିନେତ୍ରୀ ସୋମି ବଲିଉଡ୍କୁ ଅଲ୍ବିଦା କହିଥିଲେ। ଏବେ ସୋସିଆଲ୍ ମିଡିଆରେ ସେ ବେଶ୍ ଆକ୍ଟିଭ୍ ରହିବା ସହ ସଲମାନ୍ଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଖୁଲାସା କରୁଛନ୍ତି।
ଭିଡିଓ ଦେଖିଲେ ପ୍ରଥମେ ନିଜ ଆଖିକୁ ବି ଖରାପ ଲାଗିପାରେ ।
ସୌର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ। ଇଂରାଜୀରେ ୮ ତାରିଖ ରବିବାର, ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି- ପ୍ରତିପଦ ପ୍ରାତଃ ୦୭.୦୭ ଗତେ ୨ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର– ମେଷ ପୁଷ୍କର ଦୋଷ – ୧ପାଦ । ଜାଣନ୍ତୁ, ଆଜି କେଉଁ ସମୟରେ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ମିଳିବ...
ସୁନ୍ଦରଗଡ଼ ବଣାଇରେ ମଧ୍ୟ ଶୀତ ଲହରୀ । ପ୍ରବଳ ଶୀତ ସହ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଶୀତର ପ୍ରକୋପ ବଢ଼ୁଥିବାରୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି ।
ହକି ନାଁ କହି ସବୁ ଭାଙ୍ଗିଦେଲେ। ନା ହକି ପାଇଁ କିଛି ସୌନ୍ଦର୍ଯ୍ୟକରଣ କଲେ ନା ଲୋକଙ୍କ ରୋଜଗାର ଫେରାଇ ଦେବା ପାଇଁ କୌଣସି ବ୍ୟବସ୍ଥା କଲେ।
ମାହାଙ୍ଗା ଡବଲ ମର୍ଡର: ପ୍ରୋଟେଷ୍ଟ ପିଟିସନ୍ ଅନୁମତି । ଅନୁମତି ମିଳିବା ନେଇ ଆଇନଜୀବୀ ପ୍ରବୀଣ କାନୁନଗୋଙ୍କ ସୂଚନା ।
ଭୁବନେଶ୍ୱରରେ ପଥୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନାଚ ଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି।
ମୁହଁରେ ବ୍ରଣ ହେବା ଓ ଏହା ଭଲ ହେବା ପରେ କଳାଦାଗ ହେବା ଏକ ସାଧାରଣ କଥା। ସାଧାରଣତଃ କେତେକ କ୍ଷେତ୍ରରେ ଏହି ଦାଗ ୬ -୧୨ ମାସ ମଧ୍ୟରେ ଆପେଆପେ କମିଯାଉଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହା ୪-୫ ବର୍ଷ ମଧ୍ୟ ରହିଯାଏ। କାହିଁକି ଏପରି ହୁଏ, କ’ଣ ଏହାର ଚିକିତ୍ସା ଆସନ୍ତୁ ଜାଣିବା।
ବାପା ବସ୍ ଚଳେଇ ପରିବାର ଚଳଉଥିଲେ। ପୁଅ ଚାହୁଥିଲେ ଅଭିନେତା ହେବା ନେଇ। ଏନେଇ ତାଙ୍କୁ କରିବାକୁ ପଡିଛି କଠିନ ପରିଶ୍ରମ। ସେ ହେଲେ KGF ଷ୍ଟାର୍ ୟଶ୍। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିନେବା ତାଙ୍କୁ ନେଇ କିଛି ରୋଚକ ତଥ୍ୟ।
ଆଜି ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସୁନ୍ଦରୀ ତରୁଣୀଙ୍କ ଜୀବନରେ ଆସିଛି ଅନେକ ଝଡ ଜଞ୍ଝା। ପ୍ରେମ, ବିବାହ ଏବଂ ପ୍ରତାରଣାକୁ ସେ ସାମ୍ନା କରିଛନ୍ତି।
ମାତ୍ର ୫୧ଟି ବଲ ଖେଳି ୯ଟି ଛକା ସହାୟତାରେ ୧୧୨ ରନ କରି କ୍ରିଜରେ ଅପରାଜିତ ରହିଥିଲେ।
୨୦୧୬ ଅଣ୍ଡର-ଏଇଟିନ୍ ଏସିଆ କପ୍ରେ ସଞ୍ଜୀପ ସମ୍ଭାଳିଥିଲେ ଭାରତୀୟ ହକି ଟିମ୍ର ଅଧିନାୟକ ଦାୟିତ୍ୱ।
ଜାଡ଼ ପାଇଁ ଆଜି ଓ କାଲି କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ବି ଜାରି ହୋଇଛି।
ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ବର୍ଷିଲା ବିଜେପି
କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ
ଅନ୍ତର୍ଜାତୀୟ ୟୁନିଭର୍ସିଟିର କ୍ୟାମ୍ପସ ଭାରତରେ ଖୋଲିବା ସହ, ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଡିଗ୍ରୀ ପ୍ରଦାନର ବ୍ୟବସ୍ଥା ରହିବ
ଭାରତ ଶେଷଥର ୧୯୭୫ରେ ମାଲେସିଆର କୁଆଲାଲମ୍ପୁର ଠାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍ରେ ଚାମ୍ପିଅନ୍ ହୋଇଥିଲା। ଏହା ପରଠାରୁ ଭାରତକୁ ଆଉ କେବେ ଏହି ସମ୍ମାନଜନକ ଟ୍ରଫି ଉଠାଇବାର ସୌଭାଗ୍ୟ ମିଳି ନାହିଁ। ୪୭ ବର୍ଷ ପରେ ବିଶ୍ୱକପ୍ ଟାଇଟଲ୍ ଜିତିପାରିବ କି ଭାରତ? ଆୟୋଜକ ଟିମ୍ ଏଥିପାଇଁ କେତେ ପ୍ରସ୍ତୁତ?
ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷ୍ପୁନି। ଏହାର ଅନ୍ୟ ନାମ ‘ଛେରଛେରା’ପର୍ବ। ଏହି ପର୍ବରେ କୌଣସି ଇଷ୍ଟ ଦେବତା ବା ଦେବୀଙ୍କୁ ପୂଜା କରାଯାଏ ନାହିଁ କି ଧର୍ମ, ଓଷା ପୂଜାର ବ୍ରତ ଘଟିତ କଥା ବା ଉପାଖ୍ୟାନ ଏଥିରେ ନାହିଁ। ମଉଜ ମଜଲିସ୍ରେ ଏହି ପର୍ବ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏମିତି ନାଁ…
ଶିକ୍ଷକଙ୍କ ନାଁରେ ଥାନାରେ ଝିଅକୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।