ଚାଷୀଙ୍କୁ ପଚା ଆଳୁ ଦେଉଛି ଉଦ୍ୟାନ ବିଭାଗ ! ପଚା ଆଳୁରେ କେମିତି ଫଳାଇବେ ସୁନା ଚିନ୍ତାରେ ଚାଷୀ। ବାହାର ରାଜ୍ୟ ଉପରେ ଆଳୁ ପାଇଁ ଆଉ ନିର୍ଭର ନ କରି ନିଜେ ସ୍ବାବଲମ୍ବୀ ହେବାକୁ ରାଜ୍ୟ ସରକାରଙ୍କ ଆଳୁ ମିଶନ ।
କଟକରେ ପୂର୍ବ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହାସଂଘ ବାର୍ଷିକ ଉତ୍ସବରେ ଟାର୍ଗେଟ୍ ।
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପଟେମ୍ବର 21 ଓ 22 ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ।
ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।
କାହିଁକି ଜଣେ ଋଷି ମୃଗ ରୂପ ଧାରଣ କରିଥିଲେ? ମରଣ ଆଗରୁ ମୃଗ ରୁପି ଋଷି କଣ ଅଭିଶାପ ଦେଲେ ରାଜାଙ୍କୁ? ଆଖି ଥାଇ କାହିଁକି ଜାଣି ଜାଣି ଅନ୍ଧ ହେଲେ ଜଣେ ରାଣୀ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ଓ ଅନ୍ୟାନ୍ୟ କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବିଷ୍ଣୁପଦ-ଚଞ୍ଚଲ ମୁଖାର୍ଜୀ ଲିଙ୍କର ଖୋଲୁଛି ଗୁମର । ୭ରେ ସିବିଆଇ ରେଡ୍ । ତା’ର ଦିନକ ପୂର୍ବରୁ ୫ରେ ବିଷ୍ଣୁପଦଙ୍କୁ ଭେଟିଥିଲେ ବ୍ରିଜ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ।
ଅନ୍ତ ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରତୀକ୍ଷା । ୫ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିଲା । ଆଉ ଏହାର ୫ ମାସ ପରେ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଦୀର୍ଘଦିନର ଚିନ୍ତା, ଉଦବେଗକୁ ଆଶ୍ବସ୍ତ କରି କାଲିଠୁ ଆରମ୍ଭ ହେଉଛି ଭଣ୍ଡାର ଘର ମରାମତି ।
ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ?
ସଞ୍ଜ ନଉଁ ନଉଁ ଖସି ଖସି ଆସୁଛି ପାରଦ, ଆଉ ରାତିରେ ମାଡି ଆସୁଛି ଅସମ୍ଭାଳ ଜାଡ । ଲାଞ୍ଜିଗଡ, ଏମ୍. ରାମପୁର, କାଟକୁରା, ଡୁମେରପଦର, ସିରିମସ୍କା, କର୍ଲାଘାଟ ଓ ଅଡରି ଅଂଚଳରେ ଅସହ୍ୟ ହେଲାଣି ଶୀତ । ରାତି ତ ରାତି, ଦିନ ବେଳା ବି ଦେହ ଥରିଉଠୁଛି ।
୫ ଏକର ଜମି ନଥାଇ, ସେହି ଆଧାରରେ ଯୋଜନାରୁ ବଞ୍ଚିତ ହୋଇଛନ୍ତି କି? 'ଲଗ୍ ଆଉଟ୍' ଭାବି ଭୁଲରେ 'ଅପ୍ଟ ଆଉଟ୍' ଲିଙ୍କରେ କ୍ଲିକ୍ କରିଛନ୍ତି କି ? ଯଦି ହଁ, ତେବେ ଏବେ ବି ଆପଣଙ୍କ ପାଖରେ ଅଛି 'ସୁଭଦ୍ରା' ସୁଯୋଗ ।
ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
NHPC ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ପୂରଣ ହେବ ଟ୍ରେନୀ ଅଫିସର୍ ପଦବୀ। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ବୋହୂ ନିକିତା ଓ ତାଙ୍କ ମାଆ ମୋ ପୁଅକୁ ଏଟିଏମ ଭଳି ବ୍ୟବହାର କରୁଥିଲେ । ଖାଲି ଟଙ୍କା ଟାଣୁଥିଲେ । ବୋହୂ ଓ ତାଙ୍କ ପରିବାର ଲୋକ ଅତୁଲକୁ ନିର୍ଯ୍ୟାତନା ଦେଇ ଆସୁଥିଲେ ।
ନିର୍ଦ୍ଦେଶକ ଏଟଲୀଙ୍କ ରଙ୍ଗକୁ ନେଇ ମଜା ଉଡେଇଲେ କପିଲ ଶର୍ମା। ଲୋକମାନେ ଏ କଥାକୁ ନେଇ କପିଲଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଲୋକମାନେ ତାଙ୍କୁ ରେସିଷ୍ଟ୍ ବୋଲି କହୁଛନ୍ତି।
ଡିସେମ୍ବର ୪ ତାରିଖରେ ଭାରତୀୟ ସେନା ଅପରେସନ ଟ୍ରାଇଡେଣ୍ଟ ଆରମ୍ଭ କରିଥିଲା । ଏବଂ ଭାରତୀୟ ସେନାର ପରାକ୍ରମ ଆଗରେ ପାକିସ୍ତାନ ସେନା ସେଦିନ ମୁଣ୍ଡ ନୁଆଁଇଥିଲା ।
ମହାରାଷ୍ଟ୍ରରେ ରାଜନୀତି କଥା ଉଠିଲେ ମନକୁ ଆସେ ସେଠାରେ ରାଜନୀତି ପାଇଁ ପରିବାର ଖଣ୍ଡ ଖଣ୍ଡ ହୋଇଯାଏ । ଯେମିତି ଉଦ୍ଧବ ଠାକରେ, ରାଜ ଠାକରେ, ଶରଦ ପାୱାର ଓ ଅଜିତ ପାୱାରଙ୍କୁ ନେଇ ଢେର୍ ଚର୍ଚ୍ଚା ହୁଏ । କିନ୍ତୁ ଏଥର ନିର୍ବାଚନରେ ଗୋଟିଏ ପରିବାର ଯୋଡି ହୋଇଯାଇଛନ୍ତି । ଗୋଟିଏ ପରିବାରର ଦୁଇ ଜଣ ହୋଇଛନ୍ତି ମନ୍ତ୍ରୀ ।
ବିଚିତ୍ର ଆମ ଓଡ଼ିଆ ଧାର୍ମିକ ପରମ୍ପରା। ସାଧାରଣ ମଣିଷ ପରି ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳଣୀ। ୧୧ ମାସ ଧରି ସେ ପତ୍ନୀ ଲକ୍ଷ୍ମୀଙ୍କ ହାତରନ୍ଧା ଖାଆନ୍ତି। କିନ୍ତୁ ଗୋଟିଏ ମାସ ଖାଆନ୍ତି ମାଆଙ୍କ ହାତରନ୍ଧା। ଶ୍ରୀମନ୍ଦିରରେ ଏହାକୁ କୁହାଯାଏ ପହିଲି ଭୋଗ। ଏହି ଭୋଗରେ କଣ ସବୁ ମାଆ ତା ପୁଅ ପାଇଁ ରାନ୍ଧେ ଜାଣନ୍ତୁ।
ଜାକିର ହୁସେନ୍ ୧୨ ବର୍ଷ ବୟସରେ ଆମେରିକାରେ ଏକ ଶୋ’ କରିଥିଲେ। ଏଥିରେ ତାଙ୍କୁ ୫ ଟଙ୍କା ମିଳିଥିଲା। ସେଇ ଆମେରିକାରେ ଏବେ ସେ ସୁପରିଚିତ।
ଗତ ନଭେମ୍ବର ୨୦ ତାରିଖ, ରାଜ୍ୟର ଭାତହାଣ୍ଡି ବରଗଡ ଜିଲ୍ଳା କଳାପାଣି ମଣ୍ଡିରେ ପହଞ୍ଚିଥିଲେ ଖୋଦ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବାଜା ଗାଜା ସହିତ, ମଣ୍ଡି ପହଞ୍ଚିଥିଲେ ମନ୍ତ୍ରୀ । ନଡିଆ ଭାଙ୍ଗି ଆରମ୍ଭ କରିଥିଲେ ଧାନ କିଣାବିକାର କାରବାର । କିନ୍ତୁ ମନ୍ତ୍ରୀ ଗଲା ପରେ ସ୍ଥିତି ‘‘ ଯଥା ପୁର୍ବଂ ତଥା ପରଂ ’’ । ଆରମ୍ଭ ହେଲା ଧାନ କିଣାବିକାରେ ମିଲର୍ସଙ୍କ ମନମାନୀ ।
ଦୁଷ୍କର୍ମର ମାମଲାରେ ମାତ୍ର ୨୭ ରୁ ୨୮ ପ୍ରତିଶତ ଅଭିଯୁକ୍ତ ଦଣ୍ଡ ପାଆନ୍ତି । ଅର୍ଥାତ ୧୦୦ରୁ ୨୭ ମାମଲାରେ ହିଁ ଦୋଷୀ ପ୍ରମାଣିତ ହୋଇପାରେ । ଆଉ ପ୍ରମାଣ ଅଭାବରେ ଅନ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଯାଆନ୍ତି । ରିପୋର୍ଟ ଅନୁସାରେ ୨୦୨୨ ଶେଷ ସୁଦ୍ଧା ଦେଶର ପ୍ରାୟ ଦୁଇ ଲକ୍ଷ ଦୁଷ୍କର୍ମ ମାମଲା ବିଚାରାଧୀନ ଥିଲା। ହେଲେ ଏଥିରୁ ମାତ୍ର ୧୮୦୦୦ ମାମଲାର ଟ୍ରାଏଲ ହୋଇ ପାରିଥିଲା ।
IAS ବିଷ୍ଣୁପଦଙ୍କ ଘର ଆଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଷ୍ଣୁପଦଙ୍କ ସରକାରୀ ବାସଭବନ ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ।
୩୬୦ ଡିଗ୍ରୀ ଆଙ୍ଗେଲରେ ପ୍ରତିଟି ଦିଗକୁ ନେଇ ଏବେ ଚାଲିଛି ଖୋଳତାଡ଼। ଆଜି ମୁଖ୍ୟତଃ ତିନିଟି ଘଟଣା ଘଟିଛି। ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସମ୍ପୂର୍ଣ୍ଣ ମାମଲାକୁ ପ୍ରତକ୍ଷ୍ୟ ତତ୍ତ୍ବବଧାନରେ ସେ ତଦନ୍ତ କରୁଥିବା ଜଣାପଡ଼ିଛି।