ଗାଁରେ ରହୁଥିଲା, ହେଲେ ବିଜୁଳି ଖୁଣ୍ଟରେ ଲାଗି ଜୀବନ ଚାଲିଗଲା । ଆଉ ମାଙ୍କଡ଼ର ମୃତ୍ୟୁ ପରେ ଶୋକରେ ବୁଡ଼ିଗଲେ ଗାଁ ଲୋକେ । ମାଙ୍କଡ଼ର ଦେହାନ୍ତ ହେବା ପରେ କୀର୍ତ୍ତନ କରି ଶତ୍କାର କରିବା ସହିତ ଶୁଦ୍ଧକ୍ରିୟା ବି କରିଥିଲେ । ଖାଲି ଶୁଦ୍ଧକ୍ରିୟା ନୁହେଁ ବରଂ ମାଙ୍କଡ଼ର ଫଟୋକୁ ଧରି ଆଜି ବି ଭଜନ କୀର୍ତ୍ତନରେ ଗାଁ ପରିକ୍ରମା କରୁଛନ୍ତି ଲୋକେ । ଗୋଟିଏ ଗାଁରେ ମାଙ୍କଡ଼ ମରିଥିଲେ ବି ପାଖ ଗାଁର କୀର୍ତ୍ତନିଆ ଦଳ ଆସି ସେହି ଗାଁରେ କରୁଛନ୍ତି କୀର୍ତ୍ତନ
ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଆଡ୍ଭାଇଜରି ଜାରି କରିଛନ୍ତି।
କରୀନାଙ୍କ ଠାରୁ ୧୦ ବର୍ଷ ବଡ ସୈଫ୍ ଅଲି ଖାନଙ୍କ ସହ ନିଜ ସମ୍ପର୍କ ଏବଂ ବିବାହର ନିଷ୍ପତ୍ତିକୁ ନେଇ ଖୁଲାସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ କାହିଁକି ଛାଡପତ୍ର ଦେଇଥିବା ଏବଂ ଦୁଇ ସନ୍ତାନର ପିତା ସୈଫ୍ ଅଲି ଖାନଙ୍କୁ ବିବାହ କରିଥିଲେ।
୨୦୦୬ ରେ ରିଲିଜ୍ ହୋଇଥିବା ବ୍ଲକ୍ବଷ୍ଟର ଫିଲ୍ମ ‘ବିବାହ’ ଆପଣମାନେ ନିଶ୍ଚୟ ଦେଖିଥିବେ । ତାହା ଥିଲା ରିଲ୍ ଲାଇଫ୍ । କିନ୍ତୁ ରିଅଲ୍ ଲାଇଫ୍ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜାଣନ୍ତୁ ପୂରା କାହାଣୀ..
ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳର ଏକ OYO Rooms ରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି
ବରଗଡ଼ ଜିଲ୍ଲା ସଦର ଥାନା ପିପିଲିପାଲି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ହୋଟେଲ୍ ରୁମ୍ରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଅଭିନେତ୍ରୀ। ଭୋଜପୁରୀ ଅଭିନେତ୍ରୀ ଆଙ୍କାକ୍ଷା ଦୁବେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ସାଂସଦ ପଦ ରଦ୍ଦ ହେବା ପରେ ସେ ନିଜର ଟ୍ୱିଟର୍ ବାୟୋରେ କିଛି ପରିବର୍ତ୍ତନ କରିଛନ୍ତି । ସେ ନିଜ ବାୟୋରେ ଡିସ୍କ୍ୱାଲିଫାଏଡ୍ ଏମ୍ପି ବୋଲି ଲେଖିଛନ୍ତି । ଯାହାକୁ ନେଇ ଏବେ ଦେଶସାରା ଚର୍ଚ୍ଚା ହେଉଛି ।
ପୋଲିସ ଆଖିରେ ଧୁଳି ଦେଇ ବାରମ୍ବାର ବେଶ ବଦଳାଇ, ଗାଡ଼ି ବଦଳାଇ ଫୁର୍ ମାରୁଛି ତଥାକଥିତ ଭିଣ୍ଡରନୱାଲେ ୨.୦
ସ୍ୱପ୍ନ ...ତାହା ନୁହେଁ ଯାହା ରାତିରେ ଶୋଇବା ସମୟରେ ଆମେ ଦେଖିଥାଉ ବରଂ ସ୍ୱପ୍ନ ଏମିତି ହେବା ଦରକାର ଯାହା ଆମକୁ ରାତିରେ ଶୁଆଇ ଦିଏନାହିଁ । ସ୍ୱପ୍ନ ତ ସମସ୍ତେ ଦେଖନ୍ତି । ହେଲେ ସ୍ୱପ୍ନକୁ ସାକାର କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନଥାଏ । ସ୍ୱପ୍ନ ପୂରଣ ପାଇଁ ସାଧନାର ଆବଶ୍ୟକତା ରହିଥାଏ । ଠିକ୍ ଏମିତି ଦିନେ ସ୍ୱପ୍ନ ଦେଖିଥିଲେ ସଂଗ୍ରାମ ।
ବାପା-ମାଆଙ୍କ ଅବର୍ତ୍ତମାନରେ ଦୁଇ ଭଉଣୀଙ୍କର ଦାୟିତ୍ୱ ନେବାକୁ ବି କେହିନାହାନ୍ତି । ଘରେ ଜେଜେ ବାପା ଅଛନ୍ତି । ହେଲେ ସିଏ ସେମାନଙ୍କର ସେବା କଣ କରିବେ ? ବରଂ ଦୁଇ ନାତୁଣୀ ତାଙ୍କର ଦାୟିତ୍ୱ ନେଉଛନ୍ତି । କେତେବେଳେ ଗୋଡ଼ ମୋଡି ଦେଉଛନ୍ତି ତ ଆଉ କେତେବେଳେ ଖୁଆଇ ଦେଉଛନ୍ତି । ବଡ଼ ଭଉଣୀ ଶୁଭସ୍ମିତା ସାନ ଭଉଣୀ ମଧୁସ୍ମିତାର ପୂରା ଦାୟିତ୍ୱ ନେଇଛି । ପଖାଳ ଭାତକୁ ଭେଣ୍ଡି ଖଟା କରି ଖୁଆଇ ଦେଉଛି । ଆଉ ମନେ ମନେ କହୁଛି, ହେ ଭଗବାନ ଆଉ ମତେ କଷ୍ଟ ଦିଅନି ।
ଶ୍ରମିକମାନେ ଆଦୌ କାମ କରିନଥିବା ବେଳେ କିଭଳି ସେମାନଙ୍କ ନାଁ କିଭଳି ମଷ୍ଟର ରୋଲରେ ଚଢାଗଲା
ବିଷ ପିଇ ଜୀବନ ହାରିଲେ ପୁରା ପରିବାର। ଗୋଟିଏ ପରିବାରର ୪ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ଘୂର୍ଣ୍ଣିଝଡ଼ ମାଡ଼ରେ ଆମେରିକାର ମିସିସିପିପ ସହର ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି ।
ପୁଣି ଇତିହାସ ରଚିଲା ଇସ୍ରୋ(ISRO)। ଇସ୍ରୋର ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ୩୬ ସାଟେଲାଇଟ୍ ପଠାଯାଇଛି।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମାଲକାନଗିରି ସ୍ୱାଭିମାନଞ୍ଚଳ ଧୂଳିପୁଟ ପଂଚାୟତର ମାନ୍ଧାପାଲି ଗାଁର କାଙ୍ଗାରୁ ପରିବାର । ୬ ସନ୍ତାନଙ୍କ ମଧ୍ୟରୁ ୩ ଜଣ ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ହେବା ପରେ ଏଇ ସନ୍ତାନଙ୍କ ସହ ବଂଚିବା ଲାଗି ଅହରହ ସଂଗ୍ରାମ କରୁଛନ୍ତି ବିଧବା କାସୁଲ ଆମା । କାସୁଲଙ୍କ ଭାଗ୍ୟରେ କେବଳ ବିଡ଼ମ୍ବନା, ଅଭାବ ଆଉ ଅନାଟନ । କିଛି ସାହାଯ୍ୟ ମିଳିନଥିବାରୁ ଭାଗ୍ୟକୁ ଆଦରି ପଡ଼ିଛି ପୂରା ପରିବାର । ଜମିବାଡ଼ି ବୋଲି କିଛି ନାହିଁ। ଭଙ୍ଗା ଝାଟି ମାଟି ଜରି ଘୋଡା ଘରେ ଏବେ କଟୁଛି ଦିନ ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଭୁବନେଶ୍ୱରରେ ଉଦ୍ଯାପିତ ହୋଇଛି ଜେଡି ଆନୁଆଲ୍ ଆୱାର୍ଡ ପ୍ରୋଗ୍ରାମ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ଟେଲିଭିଜନ ନେଟ୍ୱର୍କର ହେଡ୍ ଅଫ୍ ବିଜନେସ୍ ଲିତିଶା ମଙ୍ଗତ ପଣ୍ଡା ଯୋଗ ଦେଇଥିଲେ।
ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ୧କୋଟି ଜୋରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ଭାବରେ ସେ ବେଶ୍ ଜଣାଶୁଣା । ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମେରିଙ୍କ କିଛି ଫଟୋ ସେୟାର କରାଯାଇଛି । ଯେଉଁ ସମୟରେ ସେ ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରୁଥିବା ସହ ଜରିମାନା ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଛି
ଆପଣ ପୋଷ୍ଟାଲ୍ ଅର୍ଥାତ୍ ଡାକଘରେ ଟଙ୍କା ରଖିଛନ୍ତି କି ? କିମ୍ବା ଟଙ୍କା ରଖିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ଡାକଘରେ ଟଙ୍କା ଜମା ରଖିଥିବା ଶତାଧିକ ଜମାକାରୀ ନିଜ ଜମା ଟଙ୍କା ଫେରି ପାଉନଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ଭୁବନେଶ୍ୱରରେ କୁଖ୍ୟାତ ଅପରାଧୀକୁ ପୋଲିସ୍ ଏନ୍କାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ କୁଆଖାଇ ନଦୀପଠା ନିକଟରେ ଏନ୍କାଉଣ୍ଟର କରାଯାଇଛି।
ସମସ୍ତଙ୍କ ଦ୍ଵାରା ଜିମ୍ ଯାଇ, ଟ୍ରେନର ପାଖକୁ ଏକ୍ସରସାଇଜ୍ କରିବା ସମ୍ଭବ ହୁଏ ନାହିଁ। ୱାକି° ଏବଂ ଜଗି° ସହ କେତୋଟି ସରଳ ଘରୋଇ ବ୍ୟାୟାମ ପେଟର ମେଦ କମାଇ ଫ୍ଲାଟ୍ ଟମି ପାଇବାରେ ସାହାଯ୍ୟ କରେ। ଆସନ୍ତୁ ନଜର ପକେଇବ…
ପିଲାମାନଙ୍କ ପାଠପଢ଼ା ପାଇଁ ଅନେକ ବ୍ୟାଙ୍କ ଲୋନ୍ ଦେଇଥାଏ । କିଛି ବ୍ୟାଙ୍କ ସ୍ୱଳ୍ପ ସୁଧ ନେଉଥିବା ବେଳେ କିଛି ବ୍ୟାଙ୍କ ଅଧିକ ସୁଧ ମଧ୍ୟ ନେଇଥା’ନ୍ତି ।
ଗତକାଲି ଲୋକସଭା ସାଂସଦ ପଦ ରଦ୍ଦ ପରେ ଆଜି ପ୍ରେସମିଟରେ ମୁହଁଖୋଲି କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ତାସହ ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି ବୋଲି ପ୍ରଶ୍ନ କରି ରାହୁଲ କହିଥିଲେ- ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ ବହୁ ପୁରୁଣା ।
ଗଞ୍ଜାମ ଖେମୁଣ୍ଡିଖୋଲରୁ ଆସିଥିବା ବନବାସୀ ନରସିଂହ ମଣ୍ଡଳ । ଧର୍ମ ପରିବର୍ତ୍ତନ ପରେ ବି ଜନଜାତି କୋଟାର ଫାଇଦା ନେଉଥିବା ବ୍ୟକ୍ତିଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ନରସିଂହ ।