ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର ।ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୫ମୀ ଦିବା ୦୪.୩୩ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର- ମେଷ,ପୁଷ୍କର ଦୋଷ – ୨ ପାଦ - କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ଦିବା ୦୨.୦୧ ଗତେ ୧ପାଦ ।
ଶୁଭ ସମୟ:
Also Read
ପ୍ରାତଃ ୦୫.୪୯ ରୁ ୦୯.୫୧
ଦିବା ୦୧.୨୩ ରୁ ୦୧.୫୩
ସନ୍ଧ୍ୟା ୦୬.୪୩ ରୁ ୦୯.୦୫
ରାତ୍ରି ୧୨.୧୫ ରୁ ୦୧.୨୧
ରାତ୍ରି ୦୨.୫୦ ରୁ ୦୩.୨୬
ଅଶୁଭ ସମୟ:
ଋାହୁକାଳ – ଦିବା ୦୪.୨୪ ରୁ ୦୫.୫୫
କାଳବେଳା – ଦିବା ୧୧.୫୨ ରୁ ୦୧.୫୩
ବାରବେଳା – ଦିବା ୧୦.୨୧ ରୁ ୧୧.୫୨
କାଳରାତ୍ରି – ରାତ୍ରି ୦୧.୨୧ ରୁ ୦୨.୫୦