• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

COVID-19 Testing
ହୁ ହୁ ହୋଇ ମାତୁଛି କରୋନା; ସପ୍ତାହକ ମଧ୍ୟରେ ୨ ଗୁଣ ସଂକ୍ରମଣ

ଭାରତରେ ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୮ଶହ ୨୪ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।

Balaji Temple
ବୟଫ୍ରେଣ୍ଡଙ୍କ ଜନ୍ମଦିନ ପାଳିଲେ ଜାନ୍‌ଭୀ; ବାଲାଜୀ ମନ୍ଦିରରେ ଉଭୟ ନଜର ଆସିଲେ

ଜାନଭୀଙ୍କ ଭଉଣୀ ଖୁସି କପୁର ମଧ୍ୟ ସେମାନଙ୍କ ସହ ବାଲାଜୀ ମନ୍ଦିରରେ ନଜର ଆସିଥିଲେ । ଜାନ୍‌ଭୀ ଏକ ଗୋଲାପୀ ଏବଂ ସବୁଜ ଲେହେଙ୍ଗା ପିନ୍ଧିଥିବାବେଳେ ଶିଖର ପହରିଆଙ୍କୁ ଧଳା ଧୋତି ଏବଂ ଗୋଲାପୀ ରଙ୍ଗର ସାଲରେ ଦେଖିବାକୁ ମିଳିଥିଲା ।

Daulat Ka Chaat
ଏତେ ଧନୀ ! ଭୋଜିରେ ଟିସୁ ପେପର ନୁହେଁ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ...!

ଆଇସ୍‌କ୍ରିମ୍‌ ଖାଇ ସାରି ଟିସୁରେ ନୁହେଁ, ୫୦୦ ଟଙ୍କିଆ ନୋଟରେ ପୋଛନ୍ତୁ ହାତ ! ଏଭଳି ଏକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି

Midday Meal
ମଧ୍ୟାହ୍ନ ଭୋଜନରେ କେବଳ ଭାତ ! ତରକାରୀ ପାଇଁ ବିଡିଓଙ୍କ ଅଫିସ ଆଗରେ ଧାରଣା

ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍‌ ଅଫିସ୍‌ରେ ପହଞ୍ଚି ଧାରଣାରେ ବସିଲେ।

Kashmir Man Kills 8-Year-Old Daughter
ଆତ୍ମହତ୍ୟା କରିବାକୁ ଯାଉଥିଲେ, ଅଟକାଇବାରୁ ଝିଅର ତଣ୍ଟି କାଟିଦେଲା ବାପା...

ଜଣେ ୮ ବର୍ଷର ଝିଅକୁ ଛୁରୀରେ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛି ବାପା । ସୂଚନା ଅନୁଯାୟୀ, ଇକବାଲ ନାମକ ଜଣେ ବ୍ୟକ୍ତି ଡ୍ରାଇଭର ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ସେ ଗାଡ଼ି ଚଳାଇବାକୁ ଯାଇ ଘରକୁ ଫେରନ୍ତି । ଅଭାବ ଅନାଟନ ଭିତରେ ଇକବାଲଙ୍କ ତେଲଲୁଣ ସଂସାର ଚଳେ । ପରିବାର କହିଲେ ଇକବାଲ, ତାଙ୍କ ପତ୍ନୀ ଓ ୮ ବର୍ଷର ଝିଅ ।

Umran Malik
ପୁଣି ଚମକିଲେ ଜମ୍ମୁ ଏକ୍ସପ୍ରେସ୍‌; ତୋଫାନ ଭଳି ଉଡ଼ାଇନେଲେ ପାଡିକଲ୍‌ଙ୍କ ୱିକେଟ୍‌

ଚର୍ଚ୍ଚାରେ ଜମ୍ମୁ ଏକ୍ସପ୍ରେସ ଉମ୍ରାନ୍‌ ମଲ୍ଲିକ । ଧରାଶାୟୀ ହେଲେ ପାଡିକଲ୍‌। ଭାବିବାକୁ ସମୟ ମଧ୍ୟ ଦେଲେନି ଯେ ସେ ଫ୍ରଣ୍ଟଫୁଟ୍‌ରେ ଖେଳିବେ ନା ବ୍ୟାକ୍‌ ଫୁଟ୍‌ରେ ଖେଳିବେ ।

Nabakrushna Choudhry Statue
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ; ଧୋତି-କୁର୍ତ୍ତା ବଦଳରେ ପିନ୍ଧାଇଦେଲେ ସାର୍ଟ ପ୍ୟାଣ୍ଟ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ । ତାଙ୍କର ସାର୍ଟ-ପ୍ୟାଣ୍ଟ ପିନ୍ଧା ଫଟୋକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।

Rahul Gandhi
ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି : ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଅବଧି ବୃଦ୍ଧି

ମାମଲାରେ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ କୋର୍ଟ । ଜେଲ ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି ।

Businessman
ସମାଜ ପାଇଁ ସୁନ୍ଦର ବାର୍ତ୍ତା; କୋଟିପତି ପୁଅର ଟଙ୍କିକିଆ ବାହାଘର !

ବର ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରିକି ଏହି ଶୋଭାଯାତ୍ରାକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଜମିଥିବା ଦେଖିବାକୁ ମିଳିଥିଲା ।

congress
ରାହୁଲଙ୍କ ପାଇଁ ଚାଲିଥିଲା ରାଲି : ମଞ୍ଚ ଭୁଶୁଡ଼ି ଦୁଇ ବିଧାୟକ ଓ ନେତା ଆହତ

ମଞ୍ଚ ଉପରେ ଖଚାଖଚ୍‌ ଭିଡ଼ ଜମିଥିଲା. . .ଓଜନ ବଢ଼ିଯିବାରୁ ସବୁ ତଳେ ଦୁଲଦାଲ୍‌

Driver Became A Millionaire In Madhya Pradesh
ମ୍ୟାଚ୍‌ ବଦଳାଇ ଦେଲା ଭାଗ୍ୟ, ମାତ୍ର ୪୯ ଟଙ୍କା କରିଦେଲା କୋଟିପତି...

ଭଡ଼ା ଘରେ ରହୁଥିବା ଜଣେ ଡ୍ରାଇଭର ରାତାରାତି କୋଟିପତି ହୋଇଯାଇଛନ୍ତି। କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନ୍‌ ଗେମିଂ ଆପ୍‌ ଯୁବକଙ୍କୁ କୋଟିପତି କରାଇ ଦେଇଛି। ଆଉ ଏବେ ତାଙ୍କର ଖୁସି କହିଲେ ନସରେ। 

Organ Donation
ମୃତ୍ୟୁ ପରେ ବି ଅମର; ଅଙ୍ଗଦାନ କରି ବଞ୍ଚାଇଦେଲେ ୩ ମୂଲ୍ୟବାନ ଜୀବନ

ଅନେକ ଲୋକ ମୃତ୍ୟୁ ପୂର୍ବରୁ ନିଜ ମୂଲ୍ୟବାନ ଅଙ୍ଗ ଦାନ କରିଦିଅନ୍ତି, ଯାହାଫଳରେ ଜଣେ ଲୋକ ନିଜର ଜୀବନ ବଞ୍ଚାଇପାରିବ । ତେବେ ଜଣେ ମହିଳା ନିଜର ଅଙ୍ଗ ଦାନ କରି ତିନି ତିନୋଟି ମଣିଷର ଜୀବନ ବଞ୍ଚାଇଛନ୍ତି ।

Stray Dog Attack
ଗୋଡ଼ାଇଲା ବୁଲା କୁକୁର..ଛୋଟ ଛୁଆ ସହ ଗାଡ଼ିରୁ ଓଲଟି ପଡ଼ିଲେ ଦୁଇ ମହିଳା

ଆପଣମାନେ ଅନେକ ସମୟରେ ଦେଖିଥିବେ ଗାଡ଼ି ଚଳାଇ ଯାଉଥିବା ବେଳେ ବୁଲା କୁକୁର ଗୋଡ଼ାଇ ଆସନ୍ତି । ଏନେଇ ଗାଡ଼ି ଚାଳକଟି ବିଚଳିତ ହୋଇ ଗାଡ଼ି ଜୋର୍‌ରେ ଚଲାଇବାକୁ ଲାଗେ । ଆଉ ଦୁର୍ଘଟଣାର ଶିକାର ହୁଏ । ବେଳେବେଳେ ତ ଲୋକମାନେ ଏନେଇ ନିଜର ଜୀବନ ମଧ୍ୟ ହରାଇଥାନ୍ତି ।

IIT Madras Student Dies By Suicide
‘Sorry, ମୁଁ ସେତେଟା ଭଲ ନୁହେଁ’... ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍‌ରେ ଷ୍ଟାଟସ୍‌

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍‌ରେ ଛାତ୍ର ଜଣକ ଏକ ଷ୍ଟାଟସ୍‌ ପୋଷ୍ଟ କରିଥିଲେ। ଏହି ଷ୍ଟାଟସ୍‌ ଦେଖି ଜଣେ ସାଙ୍ଗ ତାଙ୍କ ରୁମ୍‌ରେ ପହଞ୍ଚିବା ପରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

dogs poisoned to death
ଜଘନ୍ୟ..ବର୍ବର..!! ବିଷାକ୍ତ ଖାଦ୍ୟ ଦେଇ ୬ କୁକୁରଙ୍କୁ ହତ୍ୟା

ନୀରିହ ଜୀବଙ୍କୁ ଖାଦ୍ୟ ଲୋଭ ଦେଖାଇ ମାରିଦେଲେ . .

Odisha CM Naveen Patnaik
ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଜାପାନ ଗସ୍ତ ଆରମ୍ଭ । ଶିଳ୍ପମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, IT ସଚିବ, IPICOL ଏମ୍ ଡି ସାମିଲ ।

IPL 2023: Virat Kohli becomes first Indian to register half-century of fifties
IPL 2023: କୋହଲିଙ୍କ ‘ବିରାଟ’ ରେକର୍ଡ

ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବ୍ୟାଟର ବିରାଟ କୋହଲି ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ ବ୍ୟାଟର ଭାବେ ଇଣ୍ଡିଆନ ପ୍ରିମିୟର ଲିଗରେ ୫୦ ଥର ୫୦ ବା ଏହାଠାରୁ ଅଧିକ ରନ୍‌ର ଇଂନିସ ଖେଳିବାରେ ରେକର୍ଡ କରିଛନ୍ତି ବିରାଟ ।

Youth Arrested After His Motorcycle Stunt Video Goes Viral
ଆଗରେ ଯୁବତୀ, ପଛରେ ଯୁବତୀ...ମଝିରେ ବସି ବାଇକ୍‌ ଷ୍ଟଣ୍ଟ କରୁଛନ୍ତି ରୋମିଓ

ନା ଜୀବନ ପ୍ରତି ଲୋଭ, ନା କାହାକୁ ଭୟ...୨ ଯୁବତୀଙ୍କୁ ବାଇକ୍‌ରେ ବସାଇ ବିଚ୍‌ ରାସ୍ତାରେ ଜଣେ ଯୁବକ ବିପଦପୂର୍ଣ୍ଣ ବାଇକ୍‌ ଷ୍ଟଣ୍ଟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

love story
ଗର୍ଲଫ୍ରେଣ୍ଡକୁ ମନେଇବା ପାଇଁ ୨୧ ଘଣ୍ଟା ଆଣ୍ଠୁ ମାଡ଼ି ବସି ରହିଲେ ଯୁବକ

ଭୀଷଣ ବର୍ଷା ଆଉ ଥଣ୍ଡାରେ ପ୍ରେମିକାକୁ ଫେରାଇ ଆଣିବାକୁ ଯୁବକଙ୍କ ଏପରି ଉଦ୍ୟମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

dog
ହସ୍ପିଟାଲରେ ପଶି ନବଜାତକକୁ ଝୁଣି ଆଣିଲା କୁକୁର

ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା । ହସ୍ପିଟାଲରେ ହିଁ ସୁରକ୍ଷିତ ନୁହେଁ ଜୀବନ . .

Man chops off friend genitals in kendrapara
ବୁଲିବା ବାହାନାରେ ସାଙ୍ଗକୁ ଡାକିଲା, ସମୁଦ୍ରକୂଳରେ ପ୍ରାଇଭେଟ୍‌ ପାର୍ଟ କାଟିଦେଲା

ବନ୍ଧୁ ସାଜିଲା ବଇରୀ। ସାଙ୍ଗର ପ୍ରାଇଭେଟ୍‌ ପାର୍ଟ କାଟିଦେଲା ସାଙ୍ଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଏଭଳି କିଛି ଅଭାବନୀୟ ଘଟଣା ଘଟିଛି।

Man sprays petrol sets off blaze in moving train in kerala
ଚଳନ୍ତା ଟ୍ରେନ୍‌ରେ ଭୟଙ୍କର ଘଟଣା, ଯାତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ

ଟ୍ରେନ୍‌ରେ ଚଢ଼ିବାକୁ ନେଇ ଝଗଡ଼ା ଓ ପରେ ଏହା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ରବିବାର ଦିନ କେରଳର କୋଝିକୋଡ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏହି ଘଟଣା ଘଟିଛି।

Rare Operation In Berhampur Medical
୪ ଘଣ୍ଟାର ଅପରେସନ୍‌ ପରେ ମଳଦ୍ୱାରରୁ ବାହାରିଲା ଶାବଳ

ଅପରେସନ୍‌ କରାଯାଇ ମଳଦ୍ୱାରରୁ ବାହାର କରାଗଲା ଶାବଳ। ଜଣେ ନାବାଳକର ମଳଦ୍ୱାର ଦେଇ ପଶି ଯାଇଥିବା ଶାବଳକୁ ଅପରେସନ କରି ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ ଏହାକୁ ବାହାର କରିଛନ୍ତି। 

Today Panchang
Today Panchang 3rd April 2023: କେଉଁ ମୁହୂର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...