Advertisment

Today Panchang 25th April 2023: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 25th April 2023

Panchang

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର।ଚନ୍ଦ୍ର – ମିଥୁନ ଅହୋରାତ୍ର,ତିଥି – ୫ମୀ ଦିବା ୦୯.୪୦ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ - କୃଷିହାନି- ଭୂମିଦାନ- ରାତ୍ରି ୦୮.୨୦ ଗତେ ୨ ପାଦ ।

Advertisment

ଶୁଭ ସମୟ:

  • ଦିବା ୦୮.୩୫ ରୁ ୧୦.୨୯
  • ଦିବା ୦୧.୦୦ ରୁ ୦୧.୧୯
  • ଦିବା ୦୪.୨୯ ରୁ ୦୫.୧୩
  • ସନ୍ଧ୍ୟା ୦୬.୦୪ ରୁ ୦୬.୪୯
  • ରାତ୍ରି ୦୯.୦୫ ରୁ ୧୧.୨୧
  • ରାତ୍ରି ୦୧.୩୮ ରୁ ୦୩.୦୮

ଅଧିକ ପଢ଼ନ୍ତୁ: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୨.୫୪ ରୁ ୦୪.୨୯
  • କାଳବେଳା – ଦିବା ୦୧.୧୯ ରୁ ୦୨.୫୪
  • ବାରବେଳା – ପ୍ରାତଃ ୦୭.୦୦ ରୁ ୦୮.୩୫
  • କାଳରାତ୍ରି – ସନ୍ଧ୍ୟା ୦୭.୨୯ ରୁ ୦୮.୫୪
Advertisment
Panchang
Advertisment
Advertisment