ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ୱାଙ୍ଗମୟୀ। ଗତକାଲି ବେଙ୍ଗାଲୁରୁ ସ୍ଥିତ ନିର୍ମଳାଙ୍କ ବାସଭବନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।
ପୁଅର ମୃତଦେହ ନେବାକୁ କୋଲକାତାରୁ ଓଡ଼ିଶା ଆସି ପହଞ୍ଚିଛନ୍ତି ଜଣେ ମହିଳା। ହେଲେ ଏଠି ପହଞ୍ଚିବା ପରେ ସେ ତାଙ୍କ ପୁଅର ଶବ ପାଉ ନଥିବା ଅଭିଯୋଗ କରିଛନ୍ତି।
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ଶୁକ୍ରବାର ।ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଡକାୟତି ଗ୍ୟାଙ୍ଗରେ ପୋଲିସ୍ ଓ ରାଜନେତା। ଏକଥା ଶୁଣିବା ବେଳକୁ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ, କିନ୍ତୁ କଥାଟି ସତ। ଆନ୍ଧ୍ରର ୨ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଡକାୟତି ଘଟଣାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସ୍କୁ ସଫଳତା ମିଳିଛି।
ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ କ୍ରମଶଃ ଘନୀଭୂତ ହେବାରେ ଲାଗିଛି ବାତ୍ୟା 'ବିପର୍ଯ୍ୟୟ'। ଏବେ ଏହା ଗୋଆଠୁ ୮୪୦ କି.ମି., ମୁମ୍ବାଇ ଠାରୁ ୮୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।
ବାହୁବଳୀ ଫେମ୍ ପ୍ରଭାସ ଓ କ୍ରିତି ସାନନଙ୍କ ପରି ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ହୋଇଥିବା ବିଗ୍ ବଜେଟ ଫିଲ୍ମ ‘ଆଦିପୁରୁଷ’ ଆସନ୍ତା ୧୬ ତାରିଖରେ ସିନେମା ହଲ୍ରେ ରିଲିଜ ହେବ।
ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି।
ଶବ ହୋଇ ତିନି ସାଙ୍ଗ ଫେରିଲେ । ହେଲେ ଏଯାଏଁ ମିଳିନି ବ୍ରହ୍ମାନନ୍ଦଙ୍କ ଖୋଜଖବର । ଚାରି ସାଙ୍ଗ ଗୋଟିଏ ବଗିରେ ଥିବାରୁ ଏକପ୍ରକାର ବ୍ରହ୍ମାନନ୍ଦଙ୍କ ଆଶା ଛାଡ଼ି ଦେଇଛନ୍ତି ପତ୍ନୀ ।
ହାତରେ ଝାଡୁ, ଡଷ୍ଟବିନ୍ ଓ ସଫେଇ ସାମଗ୍ରୀ। ଲାଗି ପଡିଛନ୍ତି ପୁରୁଷଙ୍କଠାରୁ ମହିଳା। ସମସ୍ତେ ଏକ ହୋଇ ଚଳାଇଛନ୍ତି ସଫେଇ ଅଭିଯାନ। ମାଲକାନଗିର ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କରୁଛନ୍ତି ଜିଲ୍ଲା ଅମଲା ମଂଚର ସଦସ୍ୟ ।
ଆପଣ କାହାକୁ ଦେବେ ଶାନ୍ତ୍ୱନା । କାହା ଆଖିର ଲୁହକୁ ବା ରୋକିପାରିବେ । ଆପଣାର ମଣିଷଙ୍କୁ ହରାଇଥିବା ଅଭାଗାଙ୍କୁ କେଉଁ ଆଶ୍ୱାସନା ଦେଇ ବୁଝାଇବେ । ପରିବାରର ଏକମାତ୍ର ରୋଜଗାରିଆ ମୂରବୀର ଅନ୍ତେ ଆଜି ଉଜୁଡ଼ିଯାଇଛି ପରିବାର ।
ମିଳୁନି ଆତ୍ମୀୟଙ୍କ ମୃତଦେହ । ଡେଡ୍ ବଡି ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ ଖୋଜ ଖବର ବି ନାଇଁ । ଏମିତି କି କିଛି କିଛି ସ୍ଥାନରେ ଚିହ୍ନଟ ହେଉଥିଲେ ମଧ୍ୟ ବିନା ଡିଏନଏ ଟେଷ୍ଟରେ ବଡି ଦେବାକୁ ମନା କରୁଛି ମେଡିକାଲ ।
ହାଣ୍ଡିଶାଳ ବଜେଟ୍ ବିଗିଡୁଥିବାରୁ ଖାଉଟି କିଲେ ବଦଳରେ ଅଧ କେଜିରେ କାମ ଚଳାଉଥିଲା ବେଳେ, ବ୍ୟବସାୟ ବି ପ୍ରଭାବିତ ହେଉଛି।
ଶତାଧିକ ଡେଡ୍ ବଡି ରଖାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି। ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏ ଘଟଣାକୁ ନେଇ ଶଙ୍କା ଉପୁଜିଛି।
ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ସପ୍ତାହେ ପରେ ପ୍ରକାଶ ପାଇଲା ଆର୍ଟସ ରେଜଲ୍ଟ । ଏଥର କଳାରେ ପାସ୍ ହାର ରହିଛି ୭୮.୮୮ ପ୍ରତିଶତ ।
ଖେଳୁଥିବା ବେଳେ ଝିଅଟି ବୋରୱେଲରେ ଖସି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ ।
ପୋଲ ଉପରେ ଯିବା ବେଳେ ନାବାଳକ ଜଣକ ଦୁଇ ପିଲର ମଧ୍ୟରେ ଖସିପଡିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପ୍ରଶାସନକୁ ଖବର ଦେଇଥିଲେ।
ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି।
ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ପନିର କର୍ଣ୍ଣ କଟ୍ଲେଟ୍ ।' ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ହୁ ହୁ ହୋଇ ବଢୁଛି ଡାଲିର ଦାମ୍, ମାତ୍ର ୩ ମାସରେ ହରଡ଼ ଡାଲିର ଦାମ୍ ବଢ଼ିଛି ୪୫ ଟଙ୍କା । ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ଅଭିଯୋଗ କରି ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୩ ଟଙ୍କା ବଢିବାକୁ ନେଇ ତେଜିଲା ରାଜନୀତି ।
କିଛି ଲୋକ ଚୋରି ମୋବାଇଲ୍ ମିଳିବା ନେଇ ଆଶା ଛାଡ଼ି ଦେଇଥିବା ବେଳେ ଆଉ କିଛି ଲୋକ ଦୀର୍ଘ ଦିନ ଯାଏ ମୋବାଇଲ୍ ମିଳିବାର ଆଶା ରଖିଥାନ୍ତି। ହେଲେ ଏବେ ଆପଣଙ୍କୁ ଟେନ୍ସନ୍ ନେବାର ଆଉ କୌଣସି ଆବଶ୍ୟକତା ନାହିଁ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୨୨୦ ଟଙ୍କା ହୋଇଛି।
ବିହାର ରୋହତାସରେ ଗୋଟିଏ ବ୍ରିଜର ଦୁଇଟି ପିଲର୍ ମଧ୍ୟରେ ଫସି ରହିଛି ୧୧ ବର୍ଷର ପିଲା, ଉଦ୍ଧାର କାମ ଜାରି ରହିଥିବା ବେଳେ ସେପଟେ ଆଉ ଏକ ଦୁର୍ଘଟଣାରେ ମଧ୍ୟପ୍ରଦେଶରେ ୩ ବର୍ଷର ଶିଶୁକୁ ଏପର୍ଯ୍ୟନ୍ତ ବୋରୱେଲରୁ ବାହାର କରାଯାଇପାରିନି ...
ସ୍କୁଲ୍ ପରିଦର୍ଶନ ବେଳେ ସୂଚନା ଦେଲେ ବାଲେଶ୍ୱର ଜିଲ୍ଲାପାଳ । ସ୍କୁଲ୍ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ ।