• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୩ୟା ପ୍ରାତଃ ୦୬.୩୦ ଗତେ ୪ର୍ଥୀ (କ୍ଷୟ) ରାତ୍ରି ୦୩.୧୨ ଗତେ ୫ମୀ,ଘାତ ଚନ୍ଦ୍ର – ସିଂହ ଦିବା ୦୧.୩୮ ଗତେ ମିଥୁନ, ମୀନ,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୫.୧୬ ରୁ ୦୬.୦୯

ଦିବା ୦୯.୩୯ ରୁ ୧୧.୨୫

ସନ୍ଧ୍ୟା ୦୭.୦୯ ରୁ ୦୯.୧୯

ରାତ୍ରି ୦୧.୧୨ ରୁ ୦୨.୨୩

ରାତ୍ରି ୦୩.୫୦ ରୁ ୦୫.୧୬

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରୁ ବାରମ୍ବାର ଚୋରି ହେଉଛି କି; ଜାଣନ୍ତୁ କାରଣ-ନିରାକରଣ

ଅଶୁଭ ସମୟ:

ଋାହୁକାଳ – ଦିବା ୦୧.୩୦ ରୁ ୦୩.୦୮

କାଳବେଳା – ଦିବା ୦୩.୦୮ ରୁ ୦୪.୪୭

ବାରବେଳା – ଦିବା ୦୪.୪୭ ରୁ ୦୬.୨୬

କାଳରାତ୍ରି – ରାତ୍ରି ୧୧.୫୧ ରୁ ୦୧.୧୨