• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ, ଶୁକ୍ରବାର। ଚନ୍ଦ୍ର –ବୃଷ ଅହୋରାତ୍ର ତିଥି - ୧୧ଶୀ ଅହୋରାତ୍ର ଘାତ ଚନ୍ଦ୍ର – ବିଛା ଦିବା ୦୪.୫୮ ଗତେ କନ୍ୟା ଘାତ ବାର – ବିଛା ଧନୁ ଓ ମୀନ ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ

ପ୍ରାତଃ ୦୫.୨୯ ରୁ ୦୬.୨୦
ପ୍ରାତଃ ୦୭.୧୧ ରୁ ୦୮.୪୦

ଦିବା ୧୨.୧୭ ରୁ ୦୨.୫୦ 
ଦିବା ୦୪.୩୨ ରୁ ୦୬.୧୪ 
ରାତ୍ରି   ୦୭.୪୪ ରୁ ୦୯.୦୩
ରାତ୍ରି ୦୧.୪୪ ରୁ ୦୩.୫୯

ଅଧିକ ପଢ଼ନ୍ତୁ: Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?

ଅଶୁଭ ସମୟ

ଋାହୁକାଳ – ଦିବା ୧୦.୧୬ ରୁ ୧୧.୫୧ 
କାଳବେଳା - ଦିବା ୧୦.୧୬ ରୁ ୧୧.୫୧
ବାରବେଳା – ଦିବା ୦୮.୪୦ ରୁ ୧୦.୧୬
କାଳରାତ୍ରି –ରାତ୍ରି ୦୯.୦୩ ରୁ ୧୦.୨୭