ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ମିଳିବ ପୁରସ୍କାର । ଅଗ୍ନିଶମ ସେବାରେ ଭମରବର ସେଠ୍ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ।
ତହବୁର ରାଣା, ପାକିସ୍ତାନର ନାଗରିକ । ସେ କାନାଡାରେ ବ୍ୟବସାୟ କରୁଥିବା ଜଣାପଡିଥିଲା। ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ସହ ତାର ସମ୍ପୃକ୍ତି ପାଇଁ ଚର୍ଚ୍ଚାକୁ ଆସିଥିଲା ତହବୁର ରାଣା।
ମଙ୍ଗଳବାର, ଶନିବାର କିମ୍ବା ଚନ୍ଦ୍ରଗ୍ରହଣ ଓ ଅମାବାସ୍ୟାରେ ଜୋତା ଏବଂ ଚପଲ କିଣିବାଠାରୁ ଦୂରେଇ ରହିବା ଉଚିତ୍। ଏହାଦ୍ୱାରା ଅସୁବିଧା ବଢ଼ିଥାଏ । ଶନି ମଧ୍ୟ କୋପ କରିବେ।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ପୁଣି ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୪୨୦ ଟଙ୍କା ରହିଛି ।
ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପୀ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି। ଏଥିସହ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି।
୨୦୨୫ ପାଇଁ ଏପରି ଭୟଙ୍କର ପୂର୍ବାନୁମାନ ସହ ଅନେକ ଭଲ କଥା ମଧ୍ୟ ନିକୋଲସ କହିଛନ୍ତି । ସେ କହିଛନ୍ତି, ଏହି ବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ଧରଣର ପ୍ରଗତି ଆସିବ । ପରିବେଶକୁ ନେଇ ବିପଦ ଏବଂ ରାଜନୈତିକ ଅସ୍ଥିରତା ମଧ୍ୟ ଦେଖା ଦେବ । ତେବେ ନିକୋଲସ କ’ଣ ଭବିଷ୍ୟବାଣୀ କରିଛନ୍ତି, ଆସନ୍ତୁ ବିସ୍ତୃତ ତଥ୍ୟ ଜାଣିବା ।
କାଶ୍ମୀର ଉପତ୍ୟକାର ପ୍ରସିଦ୍ଧ ଚିନାର ଗଛଗୁଡ଼ିକର ଏପରି ଜିଓ ଟ୍ୟାଗିଂ କରାଯାଉଛି । ଗଛଗୁଡ଼ିକୁ ସଂରକ୍ଷଣ ଏବଂ ସୁରକ୍ଷା ଦେବା ପାଇଁ ଅଧିକାରୀମାନେ ଉପତ୍ୟକାର ପ୍ରତ୍ୟେକ ଚିନାର ଗଛକୁ ଜିଓ-ଟ୍ୟାଗ୍ କରୁଛନ୍ତି ।
ଅନେକ ସମୟରେ ‘ଗଣତନ୍ତ୍ର ଦିବସ’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଏ। ଆପଣ ଯଦି ଦ୍ୱନ୍ଦ୍ୱରେ ଅଛନ୍ତି ଯେ ଚଳିତ ବର୍ଷ ଆମେ ୭୬ ତମ ନା ୭୭ ତମ ‘ଗଣତନ୍ତ୍ର ଦିବସ’ ପାଳନ କରୁଛୁ, ତେବେ ଏହି ଲେଖାଟି କେବଳ ଆପଣଙ୍କ ପାଇଁ, କାରଣ ଏଠାରେ ଆମେ ସଠିକ୍ ଉତ୍ତର ଦେବାକୁ ଯାଉଛୁ।
ଓଳାଶୁଣୀ ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗାଁ ନିକଟରେ ଅବସ୍ଥିତ। ଏହାର ପୂର୍ବ ଦିଗରେ ଗାଙ୍ଗୀ ପାହାଡ଼, ଯେଉଁଠି ଅଛି ପୁରାଣପ୍ରସିଦ୍ଧ ଗୋକର୍ଣ୍ଣ ବଟ। ଯେଉଁ ବୃକ୍ଷର ପତ୍ରଗୁଡିକର ଗୋଟିଏ ପଟେ ଅଶ୍ୱତ୍ଥ ଓ ଅନ୍ୟ ପଟେ ବରପତ୍ର। ଦକ୍ଷିଣ ଦିଗରେ ଅଛି ଗୋବରୀ ନଦୀ। ପଶ୍ଚିମ ପଟେ ଶୁଖୁଆପୋଡ଼ା ଗାଁ। ଉତ୍ତର ଦିଗରେ ଲଳିତଗିରି ପାହାଡ଼।
ବାରବାଟୀରେ ମ୍ୟାଚ୍ ପାଇଁ ଫେବୃଆରୀ ୨ ତାରିଖରେ ଜମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪୦୦୦ ଅନଲାଇନ ଟିକେଟ । ସେହିପରି ୫ ଓ ୬ ତାରିଖରେ ୧୯ରୁ ୨୦ ହଜାର ଅଫଲାଇନ ଟିକେଟ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ ।
୨୦୨୪ ଜୁଲାଇ ୨୭ ତାରିଖରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଏକ ଘଟଣା ପାଇଁ ତାଙ୍କ ବିରୋଧରେ ହୋଇଥିଲା ଆକ୍ସନ। କ୍ଷମତାର ଅପବ୍ୟବହାର ଓ ପଦ ମର୍ଯାଦାର ସମ୍ମାନହାନୀ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଭାବରେ ପ୍ରଥମେ ୬୦ ଦିନ ଚିକିରିରୁ ସସପେଣ୍ଡ ହୋଇଥିଲେ।
ନିର୍ବାଚନବେଳେ ଟିକେଟ ବଣ୍ଟନରେ ପକ୍ଷପାତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଦଳ ସଂପୂର୍ଣ୍ଣ ହାରିଯାଇଥିଲା ବୋଲି ଅଭିନ୍ନ ଅଭିଯୋଗ କରିଛନ୍ତି ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଗଠନ ହେବ କି ବିଜୁ ପୁଅ ଜନତା ଦଳ ? ନା ପ୍ରେସର ଗ୍ରୁପ୍ ଭାବେ କାମ କରିବ ପୁଅଙ୍କ ଜନତା ଦଳ ? ବିଜେଡିରେ ଏହାକୁ ନେଇ ଏବେ ଢେର୍ ଚର୍ଚ୍ଚା ।
ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ। ଉପକୂଳରୁ ଆଭ୍ୟନ୍ତର, ସବୁଠି ତାତି ବଢିଲାଣି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ।
ସାପକୁ ବହୁତ ଲୋକ ଡରନ୍ତି ସତ କିନ୍ତୁ, ବହୁତ କମ୍ ଲୋକ ଜାଣନ୍ତି ଯେ ଆମ ରୋଷେଇ ଘରେ ଏପରି ଏକ ଜିନିଷ ଅଛି, ଯାହା ଦୁନିଆର ସବୁଠାରୁ ବିଷାକ୍ତ ସାପ ପାଇଁ ମଧ୍ୟ ବିଷ ହୋଇଥାଏ। ଯଦି ସାପ ଏହି ଜିନିଷ ପିଇଥାଏ, ତେବେ ଏହା ଯନ୍ତ୍ରଣାରେ ଶ୍ୱାସରୁଦ୍ଧ ହୋଇଯାଏ।
GBS ଏକ ବିରଳ ସ୍ନାୟୁଗତ ରୋଗ । ହସ୍ପିଟାଲରେ ଥିବା ୫୯ ଜଣଙ୍କ ମଧ୍ୟରୁ ୧୨ ଜଣ ଭେଣ୍ଟିଲେଣ୍ଟରରେ ଚିକିତ୍ସାଧିନ ରହିଛନ୍ତି ।
କଟକର ବ୍ୟବସାୟୀଙ୍କୁ ସେୟାର ମାର୍କେଟରେ ପୁଞ୍ଜି ନିବେଶ ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍ରେ ସାମିଲ କରି ଠକେଇ କରିଥିଲେ। ରାମ ଇନଭେଷ୍ଟମେଣ୍ଟ ଏକାଡେମୀ ଗ୍ରୁପ୍ରେ ସାମିଲ ହେଵା ପରେ ପୁଞ୍ଜି ନିବେଶ ପାଇଁ ଟିପ୍ସ ଦିଆଯାଇଥିଲା।
ମଣ୍ଡିରେ କାନ୍ଦୁଛି ଚାଷୀ । ଥମୁନି ଧାନ ବିକ୍ରି ଯନ୍ତ୍ରଣା । କଟକ ନିଆଳିରେ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ କରି ରାସ୍ତା ଉପରେ ଧାନ ପୋଡ଼ିଲେ ଅନ୍ନଦାତା ।
କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ କହିଛନ୍ତି, କିନ୍ନର ଆଖଡ଼ା ପକ୍ଷରୁ ମମତାଙ୍କୁ ମହାମଣ୍ଡଳେଶ୍ୱର କରାଯାଇଛି। ମହାମଣ୍ଡଳେଶ୍ୱର ହେବା ପରେ ତାଙ୍କର ନାଁ ପରିବର୍ତ୍ତନ କରାଯାଇଛି। ନୂଆ ନାଁ ରହିଛି ଶ୍ରୀ ୟମାଇ ମମତା ନନ୍ଦଗିରି।
ଗତକାଲି କଟକରେ ମଶାଲ ଶୋଭାଯାତ୍ରା ଆୟୋଜନ କରିଥିଲା ବିଜୁ ଛାତ୍ର ଜନତା ଦଳ । ଯେଉଁଥିରେ ମେଳି କରିଥିବା ଜୁନିୟର ନେତା ସାମିଲ୍ ହୋଇଥିଲେ ।
ବର୍ଷ ପରେ ବର୍ଷ ଗଡୁଛି, ପ୍ରକଳ୍ପ କାମ ସଂପୂର୍ଣ୍ଣ ହେବାର ନା ନେଉନି । ଜଳ ବିଦ୍ୟୁତ ପ୍ରକଳ୍ପ ଯାହା ତତ୍କାଳୀନ ବିଜେଡି ସରକାରଙ୍କ ଅମଳରେ ଆରମ୍ଭ ହୋଇଥିଲା। ଏହାରି ଭିତରେ ୨୨ ବର୍ଷ ବିତିଗଲାଣି। ପୁରୁଣା ସରକାର ଯାଇ ନୂଆ ସରକାର ଆସିଲାଣି କିନ୍ତୁ ପ୍ରକଳ୍ପର ଅଗ୍ରଗତି ନେଇ ନାନାଦି ପ୍ରଶ୍ନ ଉଙ୍କି ମାରୁଛି ।
କାହିଁକି ସରକାରୀ ଖାତାକୁ ଯିବ ସୈଫଙ୍କ ୧୫୦୦୦ କୋଟି ସମ୍ପତ୍ତି ? Enemy Property Act ଆକ୍ଟ କ’ଣ ? ସୈଫ୍ କେମିତି ବଞ୍ଚାଇବେ ସମ୍ପତ୍ତି ? ଜାଣନ୍ତୁ...
ଭିକି କୌଶଲ ଶମ୍ଭାଜୀ ରାଓ ରାଜେଙ୍କ ଚରିତ୍ରରେ ଓ ରଶ୍ମିକା ମହାରାଣୀ ୟେସୁ ବାଇଙ୍କ ଚରିତ୍ରରେ ନଜର ଆସିଛନ୍ତି। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ରହିଥିବା ବେଳେ ଏହାର ଟ୍ରେଲରକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଥିଲେ।
ସରକାରୀ ଅଧିକାରୀଙ୍କ ସହ ମନ୍ତ୍ରୀ ଆସିଲେ...ବୁଲି ବୁଲି ଜରିପାଲ-ନଡ଼ିଆପତ୍ର ତାଟିରେ ଢଙ୍କା ଭଙ୍ଗା କୁଡ଼ିଆ ସବୁ ଦେଖିଲେ...ଗରିବ ପରିବାର ମୁଣ୍ଡରେ ନିଶ୍ଚିତ ଛାତ ଘରର ସ୍ବପ୍ନ ବୁଣି ଆବାସ ସର୍ଭେରେ ସାମିଲ୍ କଲେ...।