/odishatv-khabar/media/post_attachments/uploadimage/library/16_9/16_9_0/Panchang_1737773524.jpg)
Panchang
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୧୧ଶୀ ରାତ୍ରି ୦୮.୩୨ ଗତେ ୧୨ଶୀ,ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୩୨ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
Advertisment
ଶୁଭସମୟ:
ଦିବା- ୧୦.୩୬ ରୁ ୦୧.୦୫
ରାତ୍ରି- ୦୮.୦୬ ରୁ ୧୦.୪୧
ରାତ୍ରି- ୧୨.୨୪ ରୁ ୦୨.୦୮
ରାତ୍ରି- ୦୩.୦୦ ରୁ ୦୪.୪୩
ଅଶୁଭସମୟ:
ରାହୁକାଳ- ଦିବା ୦୯.୧୩ ରୁ ୧୦.୩୬
କାଳବେଳା- ପ୍ରାତଃ ୦୬.୨୭ ରୁ ୦୭.୫୦
ଦିବା ୦୪.୦୭ ରୁ ୦୫.୩୦
ବାରବେଳା- ଦିବା ୦୧.୨୧ ରୁ ୦୨.୪୪
କାଳରାତ୍ରି- ସନ୍ଧ୍ୟା ୦୫.୩୦ ରୁ ୦୭.୦୭
ନିଶାନ୍ତ- ୦୪.୫୦ ରୁ ୦୬.୨୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)