/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707444305.jpg)
Today Panchang
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୪ଶୀ ଦିବା ୦୮.୦୨ ଗତେ। ଅମାବାସ୍ୟା (କ୍ଷୟ) ରାତ୍ରି ୦୪.୨୯ ଗତେ ପ୍ରତିପଦ। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ବିଛା,ଧନୁ ଓ ମୀନ। ପୁଷ୍କର ଦୋଷ- ନାସ୍ତି।
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୨ ରୁ ୦୭.୦୭
ପ୍ରାତଃ-୦୭.୫୨ ରୁ ୦୯.୧୧
ଦିବା-୧୨.୨୩ ରୁ ୦୨.୩୮
ଦିବା-୦୪.୦୮ ରୁ ୦୫.୩୯
ସନ୍ଧ୍ୟା-୦୭.୨୦ ରୁ ୦୮.୪୯
ରାତ୍ରି- ୦୨.୦୭ ରୁ ୦୪.୪୦
ଅଶୁଭ ସମୟ
ରାହୁକାଳ - ଦିବା ୧୦.୩୬ ରୁ ୧୨.୦୦
କାଳବେଳା- ଦିବା ୧୦.୩୬ ରୁ ୧୨.୦୦
ବାରବେଳା- ଦିବା ୦୯.୧୧ ରୁ ୧୦.୩୬
କାଳରାତ୍ରି- ରାତ୍ରି ୦୮.୪୯ ରୁ ୧୦.୨୫
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)