କମିଶନରେଟ ପୋଲିସ ହାତରେ ଲାଗିଲା ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ରାହୁଲ ସେଠୀ। ଦିଲ୍ଲୀ, ବିହାର, ଝାଡଖଣ୍ଡ ସହ ମାୟାନଗରୀ ମୁମ୍ବାକୁ କରୁଥଲା ଗଞ୍ଜେଇ ଚାଲାଣ। ଡିଲ୍ ପାଇଁ ବିମାନରେ ଯାଉଥିଲା ଆଉ ଦାମୀ କାରରେ କରୁଥିଲା ଗଞ୍ଜେଇ ଚାଲାଣ।
ଏବେ ଧଡ଼ାଧଡ଼ ଗଡ଼ିବ ମାଓବାଦୀଙ୍କ ମୁଣ୍ଡ । ଆତ୍ମସମର୍ପଣ ନ କଲେ ଟଳିବାକୁ ପଡ଼ିବ ସୁରକ୍ଷାକର୍ମୀଙ୍କ ଗୁଳିରେ। କାଙ୍କେର୍ ସୁଟ୍-ଆଉଟ୍ ପରେ ଜୋରଦାର ହୋଇଛି ଅପରେସନ୍ ପ୍ରହାର ।
ମୋର ଭୋଟ, ମୋର ଗର୍ବ। ଗଣତନ୍ତ୍ରର ମହାପର୍ବର ଚମକ ଦେଖିଲା ଭାରତ। ଖରାବର୍ଷାକୁ ଖାତିର ନକରି ମତଦାନ କରିବାକୁ ପୋଲିଂ ବୁଥରେ ଭିଡ଼।
ସରିଲା ୨୪ ମହାସଂଗ୍ରାମର ପ୍ରଥମ ଲଢ଼େଇ । ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ।
ଓଡ଼ିଶାରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଇଷ୍ଟ୍ କୋଷ୍ଟ୍ ରେଲ୍ୱେ(ECoR) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରତ୍ୟେକ ଭାରତୀୟ ନାଗରିକ ଏନେଇ ଆବେଦନ କରିପାରିବେ।
ପ୍ରଚଣ୍ଡ ତାତିରେ କଲବଲ ସାରା ଓଡ଼ିଶା। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୩ ଉପରେ ରହିଛି। ୩୨ ସହର ତାପମାତ୍ରା ୪୦ ଉପରେ ରହିଲା।
ବୈଜ୍ଞାନିକମାନେ କଚ୍ଚର ପାନନ୍ଦ୍ରାଓ ଲିଗ୍ନାଇଟ୍ ଖଣିରୁ ‘ବାସୁକି ନାଗ’ର ମେରୁଦଣ୍ଡର ୨୭ଟି ଅଂଶ ଉଦ୍ଧାର କରିଛନ୍ତି । ତେବେ ଏହି ସାପର ବୈଜ୍ଞାନିକ ନାମ ହେଉଛି ବାସୁକି ଇଣ୍ଡିକସ୍ ।
ୟୁଏଇ ଯାଉଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଦୁବାଇରେ ଥିବା ଭାରତର ଦୂତାବାସ । ଅତି ଆବଶ୍ୟକ ନଥିଲେ ବର୍ତ୍ତମାନ ୟୁଏଇ ନଯିବାକୁ କୁହାଯାଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମାଧ୍ୟମରେ କୌଣସି ଯାତାୟତ କରନ୍ତୁ ନାହିଁ ।
ସାଧାରଣତଃ ଅଧିକାଂଶ ଲୋକ ସେଟିଂକୁ ଯାଇ ସେମାନଙ୍କ ସିଷ୍ଟମକୁ ବନ୍ଦ କରନ୍ତି। ଅଧିକାଂଶ ଲୋକ କିନ୍ତୁ ସିଷ୍ଟମ ବନ୍ଦ କରିବାର ସର୍ଟକଟ୍ କୀ ଜାଣି ନାହାନ୍ତି। ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ସର୍ଟକଟ୍ କୀ ସାହାଯ୍ୟରେ ସେମାନଙ୍କ ସିଷ୍ଟମ ବନ୍ଦ କରନ୍ତି।
ନ୍ୟାୟ ଦାବିରେ ରାସ୍ତାରୋକ ସହ ଥାନା ଭିତରକୁ ଧସେଇ ପଶିଲେ ଶତାଧିକ ବିଜେପି କର୍ମୀ ।
ଆଜିଠାରୁ ଆରମ୍ଭ ହୋଇଛି ମତଦାନ । ଯେଉଁମାନଙ୍କର ମତଦାନ ତାଲିକାରେ ନାଁ ରହିଛି, ସେମାନଙ୍କ ନିକଟକୁ ନିର୍ବାଚନ ଆୟୋଗଙ୍କ ତରଫରୁ ଏକ ସ୍ଲିପ ଯାଇଛି । ଯାହା ଦ୍ୱାରା ସେମାନେ ନିଜ ନିଜ ମତଦାନ କେନ୍ଦ୍ରର ଠିକଣା ଜାଣିପାରିବେ । ଏହାକୁ ଭୋଟର୍ ସୂଚନା ସ୍ଲିପ ବା ଚିରୁକୁଟି କୁହାଯାଏ ।
ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଆଜି ହୋଇଛି। ଏଥର ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଜଣେ ପୋଲିଂ ଅଫିସର୍ ଭାଇରାଲ ହେଉଛନ୍ତି। ସମସ୍ତେ ଏହି ମହିଳାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଛନ୍ତି।
ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍ ରିଲେଟେଡ୍ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଓଡ୍ରାଫ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ନାଗାଲାଣ୍ତର ପ୍ରାୟ ୬ ଟି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଜିରୋ ଭୋଟ କାଉଣ୍ଟ ହୋଇଛି । ଆର୍ଥିକ ସ୍ୱାଧୀନତା ସହ ପୃଥକ ପ୍ରଶାସନ ଦାବି କରି ଜିରୋ ଭୋଟ ମିଳିଥିବା ଜଣା ପଡ଼ିଛି ।
ଜୀନତ ଅମାନ୍ ତାଙ୍କର ଖୋଲାଖୋଲି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ଲିଭ-ଇନ୍ ରିଲେସନ୍ସିପ୍କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିପାଇଁ ତାଙ୍କ ସହ-ଅଭିନେତାମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ଏହି ସିରିଜ୍ରେ ମୁକେଶ ଖାନ୍ନାଙ୍କ ନାମ ମଧ୍ୟ ରହିଛି।
ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ #VoteAsYouAre ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି।
ପ୍ରଥମେ ଅପରାଜିତା ଫୁଲକୁ ଭଲ ଭାବେ ଧୋଇବା ପରେ ଏହାକୁ ଗରମ ପାଣିରେ ଫୁଟା ଯାଉଛି, ଫୁଲ ପାଣିରେ ଫୁଟି ସାରିବା ପରେ ଏହାକୁ ପାଣିରୁ ଛାଣି ଦିଆଯାଉଛି ଏବଂ ସେହି ପାଣିରେ ପୂର୍ବରୁ ଭିଜା ଯାଇଥିବା ଚାଉଳ ପକାଯାଉଛି।
୫ ଶହ କୋଟି ଖର୍ଚ୍ଚ କରି ସାରା ଓଡ଼ିଶା ବୁଲିବା ପରେ ଏବେ ପୁଣି ମତାମତର କ’ଣ ଦରକାର ପଡ଼ିଲା ବୋଲି ବିଜେପି ପ୍ରଶ୍ନ କରିଛି ।
ଭୋଟ୍ ଆଗ ତା’ପରେ ବିବାହ । କିଛି ଏଭଳି ଭାବି ଭୋଟ୍ ଦେବାକୁ ପହଞ୍ଚିଛନ୍ତି ଦୀପା । ଉତ୍ତରପ୍ରଦେଶ ମୁଜାଫରନଗରରେ ଭୋଟ୍ ଦେବାକୁ ଯାଇଛନ୍ତି ଏହି କନ୍ୟା । ଆଜି ତାଙ୍କ ବିବାହ ରହିଛି କିନ୍ତୁ ଆଗ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଦୀପା ।
ସମାଜ କ’ଣ ‘ରାଜନୈତିକ ସମ୍ମୋହନ’ ଭିତରଦେଇ ଗତି କରୁଛି କି? କାରଣ ନିର୍ବାଚନୀ ଚରଣରେ ସାମାଜିକ, ଅର୍ଥନୈତିକ ଓ ନିରାପତ୍ତାକୁ ନେଇ ଯେଉଁ ଗମ୍ଭୀର ଉଦ୍ବେଗଜନକ ତଥ୍ୟ ଓ ପ୍ରସଙ୍ଗ ସବୁ ସାମ୍ନାକୁ ଆସିଛି ତାହା ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ଗଭୀର ଚିନ୍ତାରେ ପକାଇଛି।
ଦୁଇ ଦିନ ତଳେ କାଙ୍କେର ଜିଲ୍ଲା ଛୋଟିବେଠିଆ ଥାନା ହାପାଟୋଲା ଜଂଗଲରେ ବିଏସଏଫ୍ ଏବଂ ଡିଆରଜି ଯବାନ ମିଳିତ ଅପରେସନ୍ କରି ଏହି ସଫଳତା ପାଇଛନ୍ତି । ଏହାର ଗୋଟିଏ ଦିନ ପରେ ଆରମ୍ଭ ହୋଇଛି ଅପରେସନ୍ ପ୍ରହାର ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଦିନ ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ପାର କରିଛି ୮ ସହରର ତାପମାତ୍ରା । ତେବେ ୪୧.୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱର ଓ କେନ୍ଦୁଝରରେ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଜନଗହଳି ବସ୍ରେ ବିକିନି ପିନ୍ଧି ପଶିଲେ ମହିଳା । ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା ।
ସାଟେଲାଇଟ୍ ଠାରୁ ଡିଜିଟାଲ୍ ଅଧିକାର ପର୍ଯ୍ୟନ୍ତ ମଧ୍ୟ ଆଶା କରାଯାଉଥିବା ମୂଲ୍ୟରୁ ଅଧିକରେ ବିକ୍ରି ହେଉଛି 'ପୁଷ୍ପା ୨'। ନର୍ଥ ଡିଷ୍ଟ୍ରୀବ୍ୟୁସନର ଅଧିକାର ରବୀନା ଟଣ୍ଡନଙ୍କ ସ୍ୱାମୀ କିଣିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନିଲ ଥଡାନି ଏଥିପାଇଁ ନିର୍ମାତାଙ୍କୁ ଏତେ କୋଟି ଟଙ୍କା ଦେଇଛନ୍ତି।