Advertisment

East Cost Railway Recruitment: ଭୁବନେଶ୍ୱରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଦରମା ୭୦ ହଜାର ପରେ

ଓଡ଼ିଶାରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଇଷ୍ଟ୍ କୋଷ୍ଟ୍ ରେଲ୍‌ୱେ(ECoR) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରତ୍ୟେକ ଭାରତୀୟ ନାଗରିକ ଏନେଇ ଆବେଦନ କରିପାରିବେ।

author-image
Pramod Behera
East Coast Railway Bhubaneswar Recruitment

East Coast Railway Bhubaneswar Recruitment

ଭୁବନେଶ୍ୱରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଇଷ୍ଟ୍ କୋଷ୍ଟ୍ ରେଲ୍‌ୱେ(ECoR) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରତ୍ୟେକ ଭାରତୀୟ ନାଗରିକ ଏନେଇ ଆବେଦନ କରିପାରିବେ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ECoR ରେ କଣ୍ଟ୍ରାକ୍ଟ ମେଡିକାଲ ପ୍ରାକ୍ଟିସନର୍(CMP) ପଦବୀ ପୂରଣ ହେବ। ଏଥିପାଇଁ ଅଫଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୦୩ ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ECoR ର ଅଫିସିଆଲ୍ ୱେବସାଇଟ https://eastcoastrail.indianrailways.gov.in/ କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ East Coast Railway Bhubaneswar Recruitment Apply for CPM Posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ସାକ୍ଷାତକାର ଦିନ – ୦୩ ମେ’ ୨୦୨୪
  • ସାକ୍ଷାତକାର ସମୟ – ୯ଟା ୩୦

ଖାଲି ପଦବୀ:

  • କଣ୍ଟ୍ରାକ୍ଟ ମେଡିକାଲ ପ୍ରାକ୍ଟିସନର୍ – ୦୩ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ଭାରତୀୟ ମେଡିକାଲ ପରିଷଦ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ଅନୁଷ୍ଠାନରୁ ପ୍ରାର୍ଥୀଙ୍କର ସର୍ବନିମ୍ନ MBBS ପାସ୍ ଡିଗ୍ରୀ ରହିବା ଉଚିତ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ରୁ ୨୧
  • ସର୍ବାଧିକ ବୟସ – ୫୩ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ଦେୟ ମୁକ୍ତ

ମାସିକ ଦରମା:

  • ସର୍ବାଧିକ – ୭୫,୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ୱାକ୍-ଇନ୍-ଇଣ୍ଟରଭିୟୁ:

ଆଗ୍ରହୀ ପ୍ରାର୍ଥୀ ଉଚିତ ତାରିଖରେ, ଉଚିତ ସମୟରେ ନିମ୍ନ ଠିକଣାରେ ପହଞ୍ଚିବା ଆବଶ୍ୟକ

Chamber of Dy CPO / Gazetted, 2nd Floor, South Block, ECoR Sadan, Bhubaneswar.

Indian Railways East Coast Railway Govt Jobs East Coast Railway Recruitment
Advertisment
Advertisment