• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

prashant kishore
ମୋଦି ମାନିଆ ବଖାଣିଲେ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ : ଭ୍ରମରେ ଅଛନ୍ତି ରାହୁଲ, ବିଜେପି ଶକ୍ତି ସମ୍ପର୍କରେ ଅଜ୍ଞ କଂଗ୍ରସ

ମୋଦି ମ୍ୟାଜିକ୍ ଆଗରେ ଫିକା ପଡ଼ିବ ରାହୁଲଙ୍କ ରଣନୀତି । ସହଜ ନୁହେଁ ଦେଶରେ ବିଜେପି ଗଡ଼ ଭାଙ୍ଗିବା । ନିକଟ ଭବିଷ୍ୟତରେ ମୋଦି ଲହରରେ ଭଟ୍ଟା ପଡ଼ିବାର ସମ୍ଭାବନା ନାହିଁ । ଆସନ୍ତା କିଛି ଦଶନ୍ଧି ଧରି ଭାରତୀୟ ରାଜନୀତିରେ ବିଜେପିର ଦବଦବା ଜାରି ରହି

Women Farmers Run Over By Truck
ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ୩ ମୃତ, ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ଗିଲା ଟ୍ରକ୍‌। ମହିଳାମାନେ ଡିଭାଇଡର୍‌ ଉପରେ ବସିଥିବା ବେଳେ ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

Woman Gives Birth To Quadruplets
ଥରକରେ ୪ ସନ୍ତାନର ଜନନୀ ହେଲେ

ଏକାଥରକେ ୪ ଜଣ ଶିଶୁକୁ ଜନ୍ମ ଦେଲେ ମହିଳା.. ପୂର୍ବରୁ ଦୁଇ ଥର ସନ୍ତାନର ଜନନୀ ହୋଇଥିଲେ। ଏବେ ତୃତୀୟ ଥର ସେ ଗର୍ଭବତୀ ହୋଇଥିଲେ..ମାଆ ଓ ଛୁଆ ସବୁ ସୁରକ୍ଷିତ ଅଛନ୍ତି.

Delhi University Professor Couple Dies
ଘର ଭିତରୁ ମିଳିଲା ପ୍ରଫେସର ଦମ୍ପତିଙ୍କ ଝୁଲନ୍ତା ମୃତଦେହ

ଅସୁସ୍ଥତା କାରଣରୁ ଅଧିକାଂଶ ସମୟ ଏହି ପ୍ରଫେସର ଦମ୍ପତି ଶଯ୍ୟାଶାୟୀ ଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। 

Ashok Khemka
୨୯ ବର୍ଷରେ ୫୪ ଥର ବଦଳି ହେଲେଣି ଏହି ଅଫିସର୍... ଜାଣନ୍ତୁ, କାହିଁକି ହେଉଛନ୍ତି ଟ୍ରାନ୍ସଫର୍...

ହରିୟାଣାର ଏହି ଆଇଏସ୍‌ ଅଧିକାରୀ ପୁଣି ଥରେ ବଦଳିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିଜ ଟ୍ୱିଟ୍ ଓ କାର୍ଯ୍ୟଶୈଳିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଅଫିସର ବିଷୟରେ ଜାଣିବାକୁ ଚାହୁଁଥିଲେ ।

Kiran Gosavi
ଆର୍ୟନ ଡ୍ରଗ୍ସ କେସ୍‌ର ସାକ୍ଷୀ କିରଣ ଗୋସାଭି ଗିରଫ୍

ଗୋସାଭିଙ୍କ ବିରୋଧରେ ଅନେକ ଠକେଇ ମାମଲା ରହିଛି ଏବଂ ସେଥିମଧ୍ୟରୁ ଗୋଟିଏରେ ପୋଲିସ ତାଙ୍କୁ ଖୋଜୁଥିଲା। ଗୋସାଭିଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଛି । ତାଙ୍କୁ ପୁଣେ ପୋଲିସ୍ ୨୦୧୮ର ଏକ ଠକେଇ ମାମଲାରେ ଗିରଫ କରିଛି । ହେଲେ ମୁମ୍ବାଇରେ ଥିବା ମାମଲାରେ ତାଙ୍କୁ ହସ୍ତାନ୍ତର କରାଯିବ ନା ନାହିଁ ସେ ନେଇ ଏବେ ଯାଏଁ ସ୍ପଷ୍ଟ ହୋଇନି ।

aryan khan
ଆଜି ଆର୍ୟନ ଖାନଙ୍କୁ ମିଳିବ କି ଜାମିନ୍ ? ଲଗାତର ତୃତୀୟ ଦିନ ପାଇଁ ଶୁଣାଣି କରିବେ ବମ୍ବେ ହାଇକୋର୍ଟ

ଆଜି ଆର୍ୟନ ଖାନଙ୍କୁ ମିଳିବ କି ଜାମିନ୍ ? ବମ୍ବେ ହାଇକୋର୍ଟରେ ଆଜି ତୃତୀୟ ଦିନ ପାଇଁ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ । ଗତ ଦୁଇ ଦିନ ଧରି କୋର୍ଟ ରୁମରେ ହାଇଡ୍ରାମା ପରେ ଆଜି ପୁଣି ଥରେ ଶୁଣାଣି କରିବେ ଅଦାଲତ । ଗତକାଲି ଶୁଣାଣି ବେଳେ ଏଅନସିବି ପକ୍ଷରୁ ଓକିଲ କିଛି ପ୍ରମାଣ କୋର୍ଟରେ ଦର୍ଶାଇବା ପାଇଁ ମହଲତ ମାଗିଥିଲେ ।

Agni 5 missile
ଚୀନ ବିରୋଧରେ ଲଢିବା ପାଇଁ ଭାରତକୁ ମିଳିଲା ବଡ଼ ଅସ୍ତ୍ର

ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ର ଡିଆରଡିଓ ୨୦୦୮ରୁ ବିକଶିତ କରିବା ଆରମ୍ଭ କରିଥିଲା। ୨୦୧୨ରେ ଅଗ୍ନି-୫ର ପ୍ରଥମ ପରୀକ୍ଷଣ ହୋଇଥିଲା। ମିସାଇଲ୍‌ଟି ସଂପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।

Harbhajan Singh
ମହମ୍ମଦ ଆମୀରଙ୍କୁ ହରଭଜନଙ୍କ କଡ଼ା ଜବାବ, କହିଲେ ଚାଲ ଭାଗ୍‌ ଏଠୁ...

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମୀର କେମିତି ବା ଚୁପ୍‌ ରହିଥାନ୍ତେ ? ଆମୀର ଟ୍ୱିଟରରେ ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂଙ୍କୁ ତାଚ୍ଛଲ୍ୟ କରିବାର ଦୁଃସାହସ କରିଦେଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଛି ।

Mansukh Mandaviya
ନଭେମ୍ବରରୁ ମେଗା ଟିକାକରଣ, ଘର ଘର ବୁଲି ଦିଆଯିବ କରୋନା ଟିକା

ପୁଣି କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ଶହେ କୋଟି ଟିକାକରଣ ପରେ ବି ଆରମ୍ଭ ହେବ ମେଗା ଟିକକରଣ ଅଭିଯାନ । ଦେଶରେ ଆରମ୍ଭ ହେବ ମେଗା କୋଭିଡ୍ ଟିକାକରଣ ଅଭିଯାନ ।

Yogi Adityanath
ପାକିସ୍ତାନ ବିଜୟର ଖୁସି ମନାଇଲେ ରୁଜୁ ହେବ ଦେଶଦ୍ରୋହ ମାମଲା !

ପାକିସ୍ତାନ ବିଜୟର ଖୁସି ମନାଇଲେ ହେବ ଦେଶଦ୍ରୋହ ମାମଲା। ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର। ଟି-୨୦ ମ୍ୟାଚ୍‌ ଭାରତ ହାରିବା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ବ ବିଶେଷକରି ଉତ୍ତରପ୍ରଦେଶରେ ଏହି ଘଟଣା ବଢିବାରେ ଲାଗିଛି

Pegasus Alligation
ପେଗାସସ୍ ମାମଲାର ହେବ ତଦନ୍ତ

ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହେବ ପେଗାସସ୍ ସଫଟୱେର ମାମଲାର ତଦନ୍ତ । ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଅଭିଯୋଗର ତଦନ୍ତ କରି ୮ ସପ୍ତାହ ମଧ୍ୟରେ ଅଦାଲତରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

India-Pakistan Match
ମହଙ୍ଗା ପଡ଼ିଲା ପାକିସ୍ତାନ ପ୍ରେମ, ପାକ୍‌କୁ ସମର୍ଥନ କରି କଲେଜ୍‌ରୁ ତଡା ଖାଇଲେ ଛାତ୍ର

ମ୍ୟାଚ ସରିଲା କିନ୍ତୁ ସରୁନି ବିବାଦ। ଭାରତ-ପାକିସ୍ତାନ ମଧ୍ୟରେ ଗତ ରବିବାର ଦିନ ହୋଇଥିବା ଟି-୨୦ ମ୍ୟାଚ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ। ଯାହାକୁ ନେଇ କ୍ରିକେଟ୍‌ ପ୍ରେମୀ ମାନେ ବେଶ୍‌ ନିରାଶ ହୋଇଥିଲେ। ହେଲେ ପାକିସ୍ତାନ ବିଜୟୀ ହେବାରୁ ଜାମ୍ମୁର ଜଣେ ଛାତ୍ର ଖୁସି ମନାଇଥିଲେ। ଯେଉଁଥି ପାଇଁ ତାଙ୍କୁ କଲେଜ୍‌ରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ମିଳିଛି

Supreme Court
ପୁଣି ଫେରିଲା ପେଗାସସ୍ ଝଡ଼, ଅଭିଯୋଗର ତଦନ୍ତ କରି ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହେବ ପେଗାସସ୍ ସ୍ପାଏେୱର ମାମଲାର ତଦନ୍ତ । ଏଥିପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆର.ଭି. ରବୀନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ। ଏହି କମିଟି ସୁପ୍ରିମରକୋର୍ଟଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବ । କମିଟିରେ ଥିବା ଅନ୍ୟ ଦୁଇ ସଦସ୍ୟ ହେଲେ ଆଲୋକ ଜୋଶୀ ଓ ସନଦୀପ

Fire Crackers Blast
ହୁ ହୁ ହୋଇ ସବୁ ଜଳିଗଲା

ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରାପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ବାଣ ଦୋକାନରେ ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର।

Aryan Khan
ଆଜି ଆର୍ୟନଙ୍କ ପାଇଁ କଣ ରହିବ କୋର୍ଟର ନିଷ୍ପତ୍ତି ?

ଆଜି ପୁଣିଥରେ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ହେବ । କାଲି ବମ୍ବେ ହାଇକୋର୍ଟ ଶୁଣାଣି ଅସମାପ୍ତ ରଖିଥିଲା । ତେଣୁ ଆଜି ପୁନର୍ବାର ଆର୍ୟନଙ୍କ ଜାମିନ ଶୁଣାଣି ହେବ । ସେପଟେ ଏ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଜାମିନ ମିଳିବ ।

New Traffic Rules
ଛୋଟ ପିଲାଙ୍କୁ ବାଇକ୍‌ରେ ନେଲେ ମାନିବାକୁ ହେବ ଏହି ନିୟମ, ନଚେତ୍

ଛୋଟ ପିଲାଙ୍କୁ ଗାଡ଼ି ବସାଇ ଯାଉଛନ୍ତି କି? ସାବଧାନ୍‌ ! କାରଣ ୯ ମାସରୁ ୪ବର୍ଷର ପିଲାଙ୍କ ପାଇଁ ସରକାର ଯେଉଁ ନିୟମ ଜାରି କରିଛନ୍ତି ତାହା ଆପଣଙ୍କ ପାଇଁ ଜାଣିବା ନିତ୍ୟାନ୍ତ ଜରୁରୀ

Delhi's Matka Man
ଦିଲ୍ଲୀର ମଟ୍‌କା ମ୍ୟାନ୍‌, ଘରକୁ ଘର ବୁଲି ଯୋଗାଉଛନ୍ତି ପିଇବା ପାଣି

କଥାରେ ଅଛି, ମାନବ ସେବା ହିଁ ମାଧବ ସେବା । ବହୁ ବଦାନ୍ୟ, ସହୃଦୟ ବ୍ୟକ୍ତି ନିଜ ନିଜ ଉପାୟରେ ଜାରି ରଖିଛନ୍ତି ଜନସେବା । ସେଥିପାଇଁ ତ କୁହାଯାଉଛି ଯେ, ଆଜିର ଦୁନିଆ ଯେତେ ସ୍ୱାର୍ଥପର ହେଲେ ବି, ଏଠି ଏବେବି ମଣିଷପଣିଆ ବଞ୍ଚିଛି । ପରିଣତ ବୟସରେ ଗରିବ ଗୁରୁବାଙ୍କ ସେବା ଜାରି ରଖିଥିବା ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ମଟକା ମ୍ୟାନ୍।

ministry of road transport and highways
ଛୋଟ ପିଲାଙ୍କୁ ବାଇକ୍‌ରେ ନେଲେ ମାନିବାକୁ ହେବ ଏହି ନିୟମ, ନଚେତ୍...

ବାଇକରେ ଛୋଟ ପିଲାଙ୍କୁ ନେଇ ଯାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ! ମାନିବାକୁ ପଡ଼ିବ ଏସବୁ ନିୟମ। ନଚେତ୍‌ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଜାଣି ନିଅନ୍ତୁ କଣ ହେଲା ସରକାରଙ୍କ ନୂଆ ନିୟମ

Matka Man
ଦୀନଦରିଦ୍ରଙ୍କ ଶୋଷ ମେଣ୍ଟାଉଛନ୍ତି . . . ସେ ରିୟଲ୍ ଲାଇଫର ସୁପର୍ ହିରୋ

ଇଏ ଆଇରନ୍ ମ୍ୟାନ୍, ସୁପର୍ ମ୍ୟାନ୍ କି ସ୍ପାଇଡର୍ ମ୍ୟାନ୍ ନୁହନ୍ତି । ଇଏ ରିୟଲ୍ ଲାଇଫର ସୁପର୍ ହିରୋ । 

'Hypersonic' Boost
ହାଇପର୍‌ସୋନିକ୍‌ ରେସ୍‌ରେ ଭାରତ

ଯୁଦ୍ଧର ପରିଭାଷା ବଦଳୁଥିବା ବେଳେ ଡ୍ରୋନ୍ ଓ ୟୁଏଭି ଭଳି ଇଲେକ୍ଟ୍ରୋନିକ୍ ଓ୍ୱାର୍ଫେୟାର କଥା ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ହାଇପର୍ସୋନିକ୍ କ୍ଷେପଣାସ୍ତ୍ରର ଦୌଡ଼। ଏହି ଜ୍ଞାନକୌଶଳ ହାସଲ କ୍ଷେତ୍ରରେ ଅଳ୍ପ କେତୋଟି ଦେଶ ଆଗଧାଡ଼ିରେ ଥିବା ବେଳେ, ଭାରତ ବି ପଛରେ ପଡିନାହିଁ

election
ନିର୍ବାଚନ ହାରିଗଲେ ସ୍ତ୍ରୀ : ସହ୍ୟ କରିପାରିଲେନି ପ୍ରଫେସର୍ ସ୍ୱାମୀ, ଚାଲିଗଲା ଜୀବନ

କାଳ ହେଲା ନିର୍ବାଚନ । ସ୍ତ୍ରୀ ନିର୍ବାଚନ ହାରିଯିବା ପରେ ସହ୍ୟ କରିପାରିଲେନି ସ୍ୱାମୀ । ପରାଜୟ ଖବର ଶୁଣି ଜୀବନ ଚାଲିଗଲା । ବିହାର ଭୋଜପୁର ଜିଲ୍ଲାର ଚାରପୋଖରୀ ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିକଟରେ ବିହାରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଥିଲା ।

Aryan Khan
ଆର୍ୟନଙ୍କୁ ମିଳିବ କି ବେଲ୍ ? ଆଜି ପୁଣି ଜାମିନ୍ ଶୁଣାଣି . . .

ଆର୍ୟନଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗୀ କହିଛନ୍ତି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏପର୍ଯ୍ୟନ୍ତ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଏହି ମାମଲାରେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ ।

fire-at-firecracker-shop
ବାଣ ହୋଲସେଲ୍ ଦୋକାନରେ ଅଚାନକ ବିସ୍ଫୋରଣ : ୫ ମୃତ ଓ ୧୦ରୁ ଅଧିକ ଗୁରୁତର

ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଏହି ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଏହି ଅଘଟଣ ହୋଇଛି । ବାଣ ଦୋକାନରେ ଏହି ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି

Supreme Court
ଲଖିମପୁର ଖେରୀ ହିଂସା : ୟୁପି ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ପୁଣି ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାର ଏକ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା