ବୁଧବାର ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ସେଥିରେ ଜେନେରାଲ ବିପିନ ରାୱତଙ୍କ ପରଲୋକ ଘଟିଛି ।
ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ୩ଟି ନୂଆ ଆଇନ ବିରୋଧରେ ତେଜିଥିଲା ପ୍ରତିବାଦ । ବିରୋଧୀଙ୍କ ହୋହାଲ୍ଲା ଭିତରେ ଉକ୍ତ ୩ଟି ଯାକ କୃଷି ବିଲ୍ ପାର୍ଲାମେଣ୍ଟରେ ପାସ୍ ହୋଇଥିଲା ।
ଦୀର୍ଘ ୪ ଦଶନ୍ଧି ଧରି ଭାରତୀୟ ସେନାରେ ସେ ସେବା ଯୋଗାଇ ଆସୁଛନ୍ତି । ଅନେକ ଯୁଦ୍ଧରେ ସଫଳ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ ସେନା ଅନେକ କଠିନ୍ ମିଶନରେ ସଫଳତା ପାଇଛି ।
ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ସୃଷ୍ଟି କରାଯାଇଥିବା ସିଡିଏସ୍ ପଦରେ ବସିବାର ଗୌରବ ମିଳିଥିଲା ଜେନେରାଲ ବିପିନ୍ ରାଓ୍ୱତଙ୍କୁ । ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଏହି ପଦ ମିଳିଥିବା ବେଳେ ୨୦୨୦ ଜାନୁଆରୀ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।
ବୁଧବାର ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ସେଥିରେ ଜେନେରାଲ ବିପିନ ରାୱତଙ୍କ ପରଲୋକ ଘଟିଛି ।
ସିଡିଏସ୍ ବିପିନ ରାଓ୍ବତଙ୍କ ପରଲୋକରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ହେବାକୁ ଥିବା ପ୍ରଶିକ୍ଷକ ଓ ଶିକ୍ଷାନବିଶଙ୍କୁ ଦୀକ୍ଷାନ୍ତ ଭାଷଣ ଦେବାକୁ ଯାଉଥିଲେ ସିଡିଏସ୍। ବାୟୁସେନା ହେଲିକର Mi 17 V5ରେ ଯିବା ବେଳେ କ୍ରାସ୍ ହୋଇଥିଲା।
ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ହେଲିକପ୍ଟର ସବୁଠୁ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ । ଏହି ହେଲିକପ୍ଟରକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର କରାଯାଇଥାଏ । କାରଣି ଏଥିରେ ଯାତ୍ରା କରିବା ଅନ୍ୟ ହେଲିକପ୍ଟର ଅପେକ୍ଷା ଅଧିକ ସୁରକ୍ଷିତ ।
ଦୁର୍ଘଟଣାଗ୍ରସ୍ତ Mi-17V5 ବାୟୁସେନାର ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ ।୨୦୧୨ ମସିହା ଫେବୃଆରୀ ୧୭ ପରଠାରୁ ଏହା ବାୟୁସେନାରେ ସେବା ଯୋଗାଇ ଆସୁଛି ।
ପରେ ସେଠାରୁ ସିଧା ସଳଖ ସଂସଦ ଆଭିମୁଖେ ବାହାରିଲେ ରାଜନାଥ ସିଂହ । ତେବେ ସିଡିଏସ୍ଙ୍କ ହେଲିକପ୍ଟର ଦୁର୍ଘଟଣା ନେଇ ଅନେକ ବଡ଼ ବଡ଼ ନେତା ଦୁଃଖ ପ୍ରକାଶ କରିଛନ୍ତି ।
କେମିତି ହେଲା ବିସ୍ଫୋରଣ ? କଣ ହେଲିକପ୍ଟରରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହାକୁ ଯାଞ୍ଚ କରାଯାଇନଥିଲା କି ? ନା ଏହି ଦୁର୍ଘଟଣା ପଛରେ ଅନ୍ୟ କିଛି କାରଣ ଅଛି ?
ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିବା ସୂଚନା ମିଳିଛି।
ସିଡିଏସ୍ ବିପିନ୍ ରାଓ୍ୱତ୍ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସିଡିଏସ୍ ବିପିନ ରାୱତ୍ଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କୁ ୱେଲିଂଟନ୍ ଏୟାରବେସ୍ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି।
ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି ।
ତାମିଲନାଡୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସେନା ମୁଖ୍ୟ ବିପିନ ରାୱତ ଥିଲେ ବୋଲି ସୂଚନା ମିଳିଛି।
ତାମିଲନାଡୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସେନା ମୁଖ୍ୟ ବିପିନ ରାୱତ ଥିଲେ ବୋଲି ସୂଚନା ମିଳିଛି।
କୌଣସି ଅପରାଧ ନକରି ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ଭାଗ୍ୟକୁ ଦୋଷ ଦେବା ଛଡ଼ା ତାଙ୍କ ପାଖରେ କୌଣସି ଉପାୟ ନଥିଲା। ପୋଲିସ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ ଦିନରେ ୫ ଥର ଗିରଫ କରିଥିଲେ
କୃଷି ଆଇନ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବି ନେଇ ୧୫ ମାସ ହେଲା ଚାଷୀମାନେ ଆନ୍ଦୋଳନ କରୁଛନ୍ତି । କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟହୃତ ହେବ କି ?
ମୋଦି-ପୁତିନ ଶିଖର ବୈଠକ ପୂର୍ବରୁ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବା ଟୁ-ଟୁ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଋଷୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ ।
ପୁତିନ-ମୋଦି ଆଲୋଚନାରେ ପ୍ରତିରକ୍ଷା, ବାଣିଜ୍ୟିକ ଓ ଜ୍ଞାନକୌଶଳ ସହଯୋଗ ପ୍ରସଙ୍ଗକୁ ଛାଡ଼ି ଉଭୟ ରାଷ୍ଟ୍ରଙ୍କୁ ପ୍ରଭାବିତ କରୁଥିବା ଆତଙ୍କବାଦ, ଡ୍ରଗ୍ସ କାରବାର, ସଂଗଠିତ ଅପରାଧ ଭଳି ବିଶ୍ୱ ବ୍ୟାପାର କଥା ମଧ୍ୟ ଉଠିଥିଲା ।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଓମିକ୍ରନ୍ କେବେ ପିକ୍ ସ୍ତରରେ ପହଞ୍ଚିବ ? କେତେଦିନ ପର୍ଯ୍ୟନ୍ତ ଏହି ବିପଦ ରହିବ ? ଏସବୁ କୁ ନେଇ ସମସ୍ତଙ୍କ ମନ ମଧ୍ୟରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ଦେଶରେ କ୍ରମାଗତ ଭାବେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍। ଡେଲ୍ଟା ଭାରିଏଣ୍ଟ୍ଠୁ ଏହା ୩ ଗୁଣା ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଗତ ପ୍ରାୟ ୪ ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।
ଭାରତ-ଋଷ ମଧ୍ୟରେ ୨୮ଟି ଚୁକ୍ତି ଏବଂ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି..ଆସନ୍ତା ୧୦ ବର୍ଷ ଲାଗି ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ସହଯୋଗିତା କରିବେ..
ନାଗାଲାଣ୍ଡ ଘଟଣା ପାଇଁ ଦାୟୀ କିଏ? କାହାର ଭୁଲ ପାଇଁ ଘଟିଲା ବଡ଼ ଅଘଟଣ?
ଉତ୍ତର ପ୍ରଦେଶର ପୂର୍ବତନ ସିଆ ସେଣ୍ଟ୍ରାଲ ଓ୍ୱାକପ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜବି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଏକ ମନ୍ଦିରରେ ତାଙ୍କୁ ହିନ୍ଦୁ ଧର୍ମରେ ଦୀକ୍ଷିତ କରିଥିଛନ୍ତି ମହନ୍ତ ନରସିଂହା ଆନନ୍ଦ ସରସ୍ୱତୀ ।