କୌଣସି ଅପରାଧ ନକରି ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ଭାଗ୍ୟକୁ ଦୋଷ ଦେବା ଛଡ଼ା ତାଙ୍କ ପାଖରେ କୌଣସି ଉପାୟ ନଥିଲା। ପୋଲିସ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ ଦିନରେ ୫ ଥର ଗିରଫ କରିଥିଲେ