ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଟପ୍ ୫୦ରେ ବି ଓଡ଼ିଶାର କେହି ନାହାନ୍ତି । ୬୩ ନମ୍ବର ସ୍ଥାନରେ ଥିବା କାର୍ତ୍ତିକ ପାଣିଗ୍ରାହୀ ହୋଇଛନ୍ତି ରାଜ୍ୟ ଟପ୍ପର ।
ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏଇ ସାବିତ୍ରୀ। ପ୍ରତ୍ୟେକ ଦିନ, ସକାଳୁ ସଞ୍ଜ ଅହରହ ସ୍ୱାମୀଙ୍କର କରୁଛନ୍ତି ସେବା। ସକାଳୁ ଉଠିଲେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତ ପୁଣି ରାତି ଶୋଇବା ବେଳେ ମୁଣ୍ଡିଆ ମାରୁଛନ୍ତି, ୟାଙ୍କ ପାଇଁ ପ୍ରତିଦିନ ସାବିତ୍ରୀ ବ୍ରତ
ଗାଡ଼ି ମାଲିକ ମାନେ କେମିତି ନିର୍ଦ୍ଧାରିତ ସମୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରିବେ ସେନେଇ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ପୂରା ସୂଚନା ବି ଦିଆଯାଇଛି।
୯ ମାସ ଧରି ଛୁଆକୁ ନିଜ ଗର୍ଭରେ ରଖି ଲାଳନପାଳନ କଲା, ଶେଷରେ ନିଜ ଛୁଆକୁ ଜନ୍ମ ହେବାର କିଛି ଦିନ ମଧ୍ୟରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲା ।
ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ, ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ..
ବାଲିସାହିରେ ଥିବା ଗଙ୍ଗାମାତା ମଠରେ ଏକ ଗୁପ୍ତ ସୁଡ଼ଙ୍ଗ ଠାବ ହୋଇଛି ।
ବାକିରେ ଗୁଟଖା ଦେବାକୁ ମନା କରିବା ପରେ ଦୋକାନୀ ଆକ୍ରମଣର ଶିକାର ହୋଇଛନ୍ତି ।
ବାହାର ରାଜ୍ୟରୁ ଶିଖିବାକୁ ଆସୁଛନ୍ତି ଲୋକ । ପାରା ମୋଟର ତିଆରି କରି ରେକର୍ଡ ସୃଷ୍ଟି କରିଛନ୍ତି ସୁନ୍ଦରଗଡର ଯୁବକ ଅଙ୍କିତ । ଡ୍ରୋନ ତିଆରି କରି ଉଡାଉଛନ୍ତି । ଉଡାଜାହାଜ ତିଆରି କରି ଉଡାଇବା ଲକ୍ଷ୍ୟରେ ଅଛନ୍ତି ସେ ।
ଗୋସେଇଁ ଇଏ କୋଉ ଶ୍ଲୋକ? ମୋ କାନ ଉଠିବା ଦିନରୁ ମୁଁ ଏମିତି ଶ୍ଲୋକ ଶୁଣିନି? ହାତ ଚିହ୍ନ ଚରା ଚରମର ଅର୍ଥ କଣ? ବ୍ରଜବନ୍ଧୁ ତୁମେ ଜମାରୁ ବୁଝୁନ....
ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ? ସାଙ୍ଗଙ୍କ ସହ ଗଲେ ବି ସନ୍ଦେହ କରୁଛନ୍ତି ସ୍ୱାମୀ। ଏମିତିକି ମାଉସୀଙ୍କ ସହ କଥା ହେଲେ ବି କରୁଛନ୍ତି ଡାଉଟ୍। କଥା ଏତିକି? କାହିଁକି ନିଜ ସ୍ତ୍ରୀଙ୍କୁ ସବୁବେଳେ ମାଡ଼ ମାରୁଛନ୍ତି ଚନ୍ଦନ?
ରୋଜଗାରର ବାଟ ଦେଖାଇଲା ବାଉଁଶ ବେତ। ବିଭିନ୍ନ ସାମଗ୍ରୀ ତିଆରି କରି ଭଲ ଦୁଇ ପଇସା ନିଜେ ରୋଜଗାର କରୁଛନ୍ତି ଆଉ ଅନ୍ୟକୁ ରୋଜଗାରର ରାସ୍ତା ବି ଦେଖାଇଛନ୍ତି...
ସରକାର ମାଲ୍, ଦରିଆ ମେ’ ଡାଲ୍। ପାଦ ପକାଇଲା ମାତ୍ରେ ଦୋହଲୁଛି ପଥର। ନଇରେ ଆସୁଥିବା ବନ୍ୟାକୁ ଇଏ ରୋକିବ କେମିତି? ସେପଟେ ସରକାରୀ ବାବୁ କହୁଛନ୍ତି ଆମ କାମ ଉଚ୍ଚ ମାନର....ସବୁ ଠିକ୍ଠାକ୍ ଚାଲିଛି
ନେତା ହେବ ତ ଏମିତି। ନିଜ ଉଦ୍ୟମରେ ପଡ଼ିଆକୁ କରିଦେଲେ ସୁନ୍ଦର ପାର୍କ। କୁଣ୍ଡ ଭିତରେ ଥିବା ଶିବ ମୂର୍ତ୍ତି ଦର୍ଶକଙ୍କୁ କରୁଛି ବିଭୋର। ସେଲଫି ନେବା ପାଇଁ ଯୁବକଙ୍କ ଲାଗୁଛି ଲାଇନ୍....ଦେଖନ୍ତୁ କେତେ ସୁନ୍ଦର ଦିଶୁଛି ପାର୍କ
ଇଏ ବି ଜଣେ ସାବିତ୍ରୀ। କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମରଣ ସହ କରୁଥିଲେ ସଂଘର୍ଷ...ନିଜ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ଦାନ କଲେ କିଡ଼ନୀ...ଏବେ ହସ ଖୁସିରେ ଚଳୁଛି ପରିବାର
ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ...ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ...
ନିଜର ଅସାବଧାନତା ପାଇଁ ହରାଇଲେ ହଜାର ହଜାର ଟଙ୍କା। ଫୋନ୍ ପେ’ ଅଫିସରୁ କଲ୍ କରିଥିବା କହି ଆକାଉଣ୍ଟରୁ ଲୁଟିନେଲେ ଏତିକି ଟଙ୍କା। ସତ ଜାଣିବା ପରେ....
ପାଣିର ଅଭାବ ମଣିଷ ବୁଝିନି। କିନ୍ତୁ ପଶୁ ବୁଝୁଛି। ଶୋଷ ମେଂଟାଇବା ପାଇଁ ଏମିତି କରୁଛନ୍ତି ସଂଘର୍ଷ...ଦେଖନ୍ତୁ ଏହି ଭିଡ଼ିଓ
କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଚକରେ ଫାଟ ସୃଷ୍ଟି ହୋଇଥିବା ସୂଚନା...
କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମରଣ ସହ କରୁଥିଲେ ସଂଘର୍ଷ...ନିଜ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ କିଡ଼ନୀ ଦାନ କଲେ ସ୍ତ୍ରୀ
ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ...
ଭୋଟ୍ ପାଇଁ ମୋଟ ୧ ହଜାର ୨୨୮ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି
ଜଣେ ବ୍ୟକ୍ତି ୫୦ ବର୍ଷ ଧରି ପ୍ରାୟ ପ୍ରତ୍ୟେକ ଦିନ ଏକ ବର୍ଗର ଖାଉଛନ୍ତି। ଖାଇସାରିଲେଣି ୩୨,୩୪୦ ବର୍ଗର। ଏବେ ବି ଚାଲିଛି ଖାଇବା। ଏନେଇ ମିଳିଛି ୱାର୍ଲ୍ଡ ରେକର୍ଡ।
ନୀରବି ଯାଇଛି ପରିବାର । ସ୍ଥାଣୁ ପାଲଟିଯାଇଛନ୍ତି ସମସ୍ତେ । ନା ପେଟରେ ଭୋକ ଅଛି ନା ଆଖିରେ ନିଦ । ନେପାଳରେ ବିମାନ ଦୁର୍ଘଟଣାପରଠୁ ନୀରବି ଯାଇଛନ୍ତି ପରିବାର ଲୋକେ । କାହିଁକି ବା ନ ହେବେ, ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ସେହି ବିମାନରେ ଯାତ୍ରା କରୁଥିବା ନିଜ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଛନ୍ତି ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ, ପୁଅ ଧନୁଷ ଏବଂ ଝିଅ ରିତିକା ।
ୟୁପିଏସ୍ସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ୩ଟି ସ୍ଥାନ ଝିଅ ଅକ୍ତିଆର କରିଛନ୍ତି। ଦିଲ୍ଲୀର ଶ୍ରୁତି ଶର୍ମା ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟରେ ବି ଝିଅ ଅଛନ୍ତି।
କୁମ୍ଭୀର ମୁହଁରୁ ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ । କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା ।