ଅଧା ରାସ୍ତାରେ ଏମିତି ଅଟକି ଗଲେ କଣ ଚଳିବ? ରାଜନୀତି କଲେ ଗାଡ଼ିରେ କମ୍ ଚାଲିକି ଯିବା ଅଧିକ ଦରକାର। ଆଉ ତୁମେ ଏମିତି ହେଲେ ଲୋକେ କଣ ଭାବିବେ କହିଲ...ତୁ ଯାହା କହୁଛୁ କହ....ମୁଁ ଆଉ ଚାଲିପାରିବିନି....
Published: Pallipuspa Samal
Last updated: 05 June 2022, 01:19 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।