Advertisment

ପ୍ରେମିକା ବରଗାଡ଼ି ସାମ୍ନାରେ ପହଞ୍ଚିଗଲା ପ୍ରେମିକ

ଭଲ ପାଉଥିଲା, ଟଙ୍କା ବି ନେଉଥିଲା। ବାହା ହେବା ପାଇଁ ଝିଅ ଘର ପକ୍ଷରୁ ପ୍ରତିଶ୍ରୁତି ବି ଦିଆଯାଇଥିଲା। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଝିଅକୁ ଅନ୍ୟତ୍ର ବାହାଘର କରିଦେଲେ ପରିବାର ଲୋକ। ଆଉ ଖବର ପାଇବା ପରେ ବର ଗାଡ଼ି ସାମ୍ନାରେ ପହଞ୍ଚି ହାଇଡ୍ରାମା କଲା ପ୍ରେମିକ....ପରେ ଦେଖନ୍ତୁ ହେଲା କଣ?

author-image
Pallipuspa Samal

Love Triangle
Advertisment
Advertisment