କେନ୍ଦ୍ରର ଅଗ୍ନିପଥ ଯୋଜନା ପରେ ଦେଶରେ ପ୍ରବଳ ଅଶାନ୍ତି। ଯୋଜନାକୁ ବିରୋଧ କରି ପୋଡାଜଳା-ଭଙ୍ଗାରୁଜା ହେବା ପରେ କେବଳ ଚଳିତଥର ପାଇଁ ବୟସ ସୀମା ବୃଦ୍ଧି କଲେ ସରକାର.....
Published: Pallipuspa Samal
Last updated: 22 June 2022, 05:48 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।