ବଡ ଦାଣ୍ଡରେ ଯେତିକି ପାଣି ପୁରା ଅବସ୍ଥା ବେହାଲ। ପାଣି ଭିତରେ କିଏ ସୁଅ ଚିରିକି ଯାଉଛି ତ କିଏ ମୁଣ୍ଡ କୁଣ୍ଡେଇଲାଣି।
ସମସ୍ତେ ‘ଆଜାଦି କା ଅମୃତ ମହୋତ୍ସବ’କୁ ନିଜ ନିଜ ଢଙ୍ଗରେ ପାଳନ କରିଛନ୍ତି। ବିଶେଷକରି ଯୁବକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖାଦେଇଛି। ଦେଶପ୍ରେମରେ ପରିପୂର୍ଣ୍ଣ ଏପରି ଜଣେ ଯୁବକ ଏବେ ସାମ୍ନାକୁ ଆସିଛନ୍ତି ଯାହାଙ୍କ ବିଷୟରେ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବେ।
ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ା ଗାଁରେ ।
ସାରା ଦେଶ ଏବେ ଦ୍ୱନ୍ଦ୍ୱରେ। ଦେଶ ୭୫ ନା ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି ତାହାକୁ ନେଇ ସମସ୍ତେ ସନ୍ଦେହରେ। ଯଦି ଆପଣ ବି ଏହି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଜାଣନ୍ତୁ ପ୍ରକୃତ କଥା।
ତଳଠୁ ଉପର ପର୍ଯ୍ୟନ୍ତ ସବୁ ମିଳିମିଶି ହଡ଼ପ କରିଦେଲେ ହିତାଧିକାରୀଙ୍କ କୁଇଣ୍ଟାଲ୍ କୁଇଣ୍ଟାଲ୍ ଚାଉଳ... ତିନି ମାସ ହେବ ଆମେ ଚାଉଳ ପାଇନୁ, ହେଲେ ଆମ ନା ଏଣ୍ଟ୍ରି କରି କିଏ ନେଲା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ....
ଘରେ ବନାନ୍ତୁ ଦେଶୀ ରେସିପି ‘ମହୁରାଳି ମାଛ ଘଡ଼ିପୋଡ଼ା’।
ଏ ଦେଶର ଇଂଜିନିୟର ସବୁ ଭାଙ୍ଗି ପଡ଼ିଲେ...ଏ ଦେଶର ଶିକ୍ଷକ ଭାଙ୍ଗି ପଡ଼ିଲେ....
ଏଇ ଅଟୋରେ କେତେ ପିଲା? ଅଟୋରେ ଖୁନ୍ଦାଖୁନ୍ଦି ହୋଇଯା ସ୍କୁଲ ଯାଉଛନ୍ତି ପିଲା। ଡ୍ରାଇଭର ଜଣଙ୍କ ଫୁଲ୍ କନଫିଡେଣ୍ଟରେ କହୁଛନ୍ତି ବେଶୀ ନୁହେଁ ୧୦ ଜଣଙ୍କୁ ନେଉଛି।
‘ଗାଁର ପ୍ରତିଭାବାନ ପିଲାଙ୍କ ପାଇଁ ରାଜ୍ୟରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି। ୩୧୫ ଆଦର୍ଶ ବିଦ୍ୟାଳୟରେ ୧ ଲକ୍ଷ ପିଲା ପାଠ ପଢୁଛନ୍ତି। ୫ ହଜାର ଝିଅଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ରହିଛି’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭାରତ ସରକାର 'ହର୍ ଘର୍ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି। ଏନେଇ ସାଧାରଣ ଭାରତୀୟ ମଧ୍ୟ ନିଜ ଘରେ ତ୍ରିରଙ୍ଗା ବାନ୍ଧି ଦେଶପ୍ରେମର ପତାକା ଉତ୍ତୋଳନ କରୁଛନ୍ତି। ସେଲିବ୍ରେଟିମାନେ ମଧ୍ୟ ଏଥିରେ ପଛରେ ପଡି ନାହାଁନ୍ତି। ସବୁଠୁ ଆଶ୍ଚର୍ଯ୍ୟ କରିଛନ୍ତି ଜଣେ ବୃଦ୍ଧ ଦମ୍ପତ୍ତି।
ଆଜି ଦେଶ ପାଳୁଛି ‘ଆଜାଦୀ କା ଅମୃତ ମହୋତ୍ସବ’। ଦେଶକୁ ସ୍ୱାଧୀନତା ଦେବା ନେଇ ଅନେକ ସଂଗ୍ରାମୀ ନିଜ ଜୀବନକୁ ବଳି ଦେଇଛନ୍ତି। ଖାଲି ପୁରୁଷ ନୁହେଁ ଏଥିରେ ମହିଳାମାନଙ୍କର ବି ଅନେକ ଭୂମିକା ରହିଛି। ଆସନ୍ତୁ ସେମିତି ୫ ଶକ୍ତିଶାଳୀ ମହିଳାଙ୍କ ଉପରେ ନଜର ପକେଇ ନେବା।
କାଶ୍ମୀର ମହାରାଜା ଭାରତ କିମ୍ବା ପାକିସ୍ତାନ କାହା ସହ ନ ମିଶିବାକୁ ନିଷ୍ପତ୍ତି ନେଇଥିଲେ। ଗୋଟିଏ ପଟେ ଜିନ୍ନା କାଶ୍ମୀରର ମହାରାଜା ହରିସିଂହଙ୍କ ଉପରେ ଏକ ଷ୍ଟ୍ରାଇକ୍ ଲଗାଉଥିଲେ ଯେ ଯଦି ସେ ପାକିସ୍ତାନ ସହିତ ମିଶି ଯାଆନ୍ତି, ତେବେ କାଶ୍ମୀରକୁ ସ୍ୱତନ୍ତ୍ର ସ୍ୱାଧୀନତା ଏବଂ ଅଧିକାର ଦିଆଯିବ। ଅନ୍ୟପଟେ ଭାରତ ମଧ୍ୟ ଚାହୁଁଥିଲା ଯେ କାଶ୍ମୀରକୁ ଭାରତ ସହିତ ମିଶ୍ରଣ କରିବାକୁ।
୨ ଜଣଙ୍କୁ ସାହସିକତା ଓ ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ, ବିଶିଷ୍ଟ ସେବା ଲାଗି ୧୧ ଜଣଙ୍କୁ ମିଳିବ ପୋଲିସ ସେବା ପଦକ ମିଳିବ
ମହାନଦୀର ମଚ୍ଛୁଳା ପାଣି ଉଗ୍ର ରୂପ ଧରି ମାଡ଼ି ଆସୁଥିବାରୁ ମହାନଦୀର ଏ କରାଳ ରୂପକୁ ଦେଖି ଆତଙ୍କିତ ହୋଇପଡିଛନ୍ତି ନଈକୂଳିଆବାସୀ। ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍ ଖୋଲା ଯିବା ପରେ ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧରଣର ବନ୍ୟା ସ୍ଥିତି।
ଖୋଳତାଡ଼ କରିବ ପୋଲିସ, ପରିବାର ଲୋକଙ୍କ ସିବିଆଇ ତଦନ୍ତ ଦାବି
କୁନି ପିଲାଟିର ମୁଣ୍ଡ ବଢ଼ି ଚାଲିଛି। ପାଖ ଡାକ୍ତରଖାନାକୁ ଯାଇଥିଲେ ଯେ, ସେଠି କହିଲେ କଟକ ବଡ଼ ମେଡିକାଲ ନେଇ ଯାଅ। କିନ୍ତୁ ଆର୍ଥ ସମସ୍ୟା ପାଇଁ ପୁଅକୁ ଧରି ବାପା ଘରକୁ ପଳାଇ ଆସିଲେ...
ସ୍ଥାନୀୟ ସରପଞ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ, ଆଉ ଏହି ସମୟରେ ନିଜେ ଶିକ୍ଷକ ହୋଇ ପିଲାଙ୍କୁ ପାଠ ପଢାଇଲେ । ନିଜେ ଚକ୍ ଖଡ଼ି ଧରି କଳାପଟାରେ ଗଣିତ କସି ପିଲାଙ୍କୁ ବୁଝାଇଲେ l
ଭତ୍ତା ଗଣ୍ଡେ ପାଇବୁ ବୋଲି କଣ ମୁଣ୍ଡିଆ ପାହାଡ ଚଢ଼ିକି ଯିବୁ? ୫୦୦ ଟଙ୍କା ଭତ୍ତା ପାଇବାକୁ ୧୦୦ ଟଙ୍କା ଖର୍ଚ୍ଚ। ଆନ୍ଧ୍ର ତ ଆଣି ଆମ ଘରେ ଦେଇ ଯିବ କହୁଛି, ତମ ଭତ୍ତା ତମେ ରଖ। ଏମିତି କହିଲେଣି କୋଟିଆ ବାସୀ।
ଯେତେବେଳେ କରୋନା ଲକଡାଉନ୍ ସଟଡାଉନ୍ ଚାଲିଥିଲା ସେତିକି ବେଳେ ୫୨ ହଜାର୍ ଶ୍ରମ କାର୍ଡ ହେଲା କେମିତି?
ସୁର ଭାଇଙ୍କ ଜନ୍ମଦିନ ଟା ଏଇ ସଜ ସଜ ଯାଇଛି। ଭୋଜି ଭାତ ପୁରୀ ତରକାରୀରେ ମହମହ ବାସୁଛି... ତାରି ଭିତରେ ନବୀନ ବାବୁଙ୍କ ଶୁଭେଚ୍ଛା ଭାର୍ତ୍ତା... ସୁର ଭାଇ କହିଲେ ଏଇ ଖୁସିରେ ଲଗା ବେ ଗୋଟେ କରତାଳି...
୧୧ ଜଣଙ୍କୁ ମେଧାବୀ ପୋଲିସ ସେବା ପଦକ ।
ବାପା ଚା ଦୋକାନ ଦେଇ ଘର ଚଳାନ୍ତି। ଘରର ଆର୍ଥିକ ପରିସ୍ଥିତି ଭଲ ନାହିଁ। ହେଲେ ପୁଅ କିନ୍ତୁ ବିଚକ୍ଷଣ। କହି ଶୁଣି ପାରନ୍ତିନି ସିନା ହେଲେ ସେ ଏକାଧିକ ବାର ପାଇଛନ୍ତି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଉ ମ୍ୟାନ୍ ଅଫ୍ ଦି ସିରିଜ୍... କେନ୍ଦ୍ରାପଡ଼ା ଜିଲ୍ଲା ଆଳିରୁ ଚାଲନ୍ତୁ ଦେଖିବା ଏହି ଖବର
ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ମହାନଦୀରେ ଆସୁଛି ବନ୍ୟା । ହୀରାଦୁଦରୁ ୩୪ ଗେଟ୍ରେ ହେଉଛି ବନ୍ୟାଜଳ ନିଷ୍କାସନ । ଆଜି ମୁଣ୍ଡଳୀ ଅତିକ୍ରମ କରିବ ମହାନଦୀର ବନ୍ୟାଜଳ ।
ଯାଜପୁର ବିଂଝାରପୁରରରେ ସ୍ମାର୍ଟ ସ୍କୁଲର ବିକଳ ଚିତ୍ର । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପିଲାଙ୍କୁ କ୍ଲାସରୁମର ଅଭାବ । ଗୋଟିଏ ଘର ଭିତରେ ପଢୁଛନ୍ତି ୧୦୦ରୁ ଅଧିକ ପିଲା ।
ମୋ ପାଇଁ ଖରା ବର୍ଷା ଶୀତ କିଛି ନାହିଁ, ମୁଁ ଯୁଆଡେ ଇଛା ସିଆଡ଼େ ଯାଏ ସାଇକେଲରେ। ମୋ ନାଁ ପ୍ରକୃତରେ ଥିଲା ଜ୍ଞାନ ରଞ୍ଜନ।