Students behave oddly
ଆଶ୍ଚର୍ଯ୍ୟ !! କିଏ କାନ୍ଦୁଛି ତ ପୁଣି କିଏ ହସୁଛି। ସ୍କୁଲରେ ୯ ଛାତ୍ରୀଙ୍କ ଦେହରେ ଲାଗୁଛି ଭୂତ। ତାନ୍ତ୍ରିକ ଆସି କରୁଛି ପୂଜାର୍ଚ୍ଚନା। ପିଲାଙ୍କୁ ସ୍କୁଲ କି ଟ୍ୟୁସନ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଭିଭାବକ।
(ବି-ଦ୍ର: ଓଟିଭି ଭୂତପ୍ରେତ ପରି ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦିଏ ନାହିଁ। ଏହା କେବଳ ସଚେତନତା ପାଇଁ ପ୍ରସାରଣ କରାଯାଇଛି। ଆପଣମାନେ ମଧ୍ୟ ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତୁ ନାହିଁ)
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)