ବଡମ୍ୱାର ମାଆ ଭଟ୍ଟାରିକା ମନ୍ଦିର ପାଣିରେ ବୁଡି ଯାଇଛି। ତିନି ଦିନ ଭିତରେ ପାଣି ୧୫ ଫୁଟି ଉଠି ମନ୍ଦିର ଭିତରେ ପାଣି ଲହଡି ଭାଙ୍ଗୁଛି। ମାଆଙ୍କୁ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ବେହାଲ ଏ ପୀଠର ଅବସ୍ଥା
Published: Pallipuspa Samal
Last updated: 16 August 2022, 11:39 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।