Advertisment

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ; ନିଆଁକୁ ନେଇ କେନ୍ଦ୍ର- ରାଜ୍ୟ ଦୋଷ ଠେଲାଠେଲି

ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି ହୋଇଛନ୍ତି । ବିଜେପି କହିଛି, ଜଳୁଛି ଜଙ୍ଗଲ । ବଢ଼ୁଛି ତାପମାତ୍ରା । ନିଆଁ ଲିଭାଇବା ପାଇଁ ପଶ୍ଚିମା ଝଡ଼କୁ ଭରସା କରି ହାତ ଟେକି ବସିଛନ୍ତି ସରକାର ।

author-image
Tanmay Kumar Mahalik

ଜଙ୍ଗଲ ନିଆଁକୁ ନେଇ ରାଜ୍ୟ-କେନ୍ଦ୍ର ଦୋଷ ଠେଲାଠେଲି । ଚାରିଆଡ଼େ ଜଙ୍ଗଲ ହୁତ୍ ହୁତ୍ ହୋଇ ଜଳିବା ପରେ ଆଜି ବିଧାନସଭାରେ ବି ଏ ପ୍ରସଙ୍ଗ ଉଠିଥିଲା । ମୁଲତବୀ ନୋଟିସ୍ ଉପରେ ଜଙ୍ଗଲ ନିଆଁ ସରଗରମ ଆଲୋଚନା ବେଳେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

Advertisment
Fire Forest
Advertisment
Advertisment