Advertisment

ନିଆରା ଢ଼ଙ୍ଗରେ ଡ୍ରାଇଭର ସଙ୍ଘର ପ୍ରତିବାଦ; କେଉଁଠି ଫୁଲମାଳ ତ କେଉଁଠି ଚନ୍ଦନ ଟିକା..

ଗାଡ଼ି ଛାଡ଼ି ଗର୍ଜନ, ହଲ୍ଲାବୋଲ୍ ଏବଂ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ିକୁ ଟାର୍ଗେଟ୍ । ୧୦ ଦଫା ଦାବିରେ ସାରା ରାଜ୍ୟରେ ଆଜି ଏମିତି ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ ।

author-image
Tanmay Kumar Mahalik

୧୦ ଦଫା ଦାବି ପୂରଣ ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ଠକିଥିବା ଅଭିଯୋଗରେ ଆଜି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇ ଗର୍ଜିଛନ୍ତି ଡ୍ରାଇଭର। ସଂଘ କହିଛି ସରକାର ଆମ କଥା ନଶୁଣିବା ଯାଏଁ ଆନ୍ଦୋଳନ ଅନିର୍ଦ୍ଦିଷ୍ଟକାଳ ଯାଏଁ ଚାଲିବ। ଡ୍ରାଇଭରଙ୍କ ଧର୍ମଘଟର ପ୍ରଭାବ ଚାରିଆଡ଼େ ପଡ଼ିଥିବାବେଳେ  ପରିବହନ ମନ୍ତ୍ରୀ କହିଛନ୍ତି- ସରକାର ଆଲୋଚନା ପାଇଁ ପ୍ରସ୍ତୁତ, ଏକ ହାଇଲେବଲ କମିଟି ଗଠନ କରି ସେମାନଙ୍କ ଦାବିର ତର୍ଜମା ହେଉଛି ।

Advertisment
Pension Driver
Advertisment
Advertisment