ପୁରୁଷମାନେ ବିଭିନ୍ନ କାରଣରୁ ନିଜ ତ୍ୱଚାର ଆବଶ୍ୟକ ଯତ୍ନ ନେଇପାରନ୍ତି ନାହିଁ। କେବଳ ଆବଶ୍ୟକ ପଡ଼ିଲେ, ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ମନଇଚ୍ଛା ବ୍ୟବହାର କରିଥା’ନ୍ତି। ଫଳରେ ସେମାନଙ୍କ ଚେହେରା ବିଗିଡ଼ିଯାଇଥାଏ। ତେବେ ପୁରୁଷମାନେ ହ୍ୟାଣ୍ଡସମ୍ ଦେଖାଯିବା ଲାଗି ନିଜ ତ୍ୱଚାର କିପରି ଯତ୍ନ ନେବେ, ସେ ବିଷୟରେ ଆମେ ବତାଇବୁ।
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଏହି ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଶୁଭ ଫଳାଫଳ ପାଇବେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୪ ତାରିଖ, ସୋମବାର, କୂମ୍ଭ୨ ଦିନ, ମାଘମାସ,ଶୁକ୍ଳପକ୍ଷ, ତ୍ରୟୋଦଶ ତିଥି, ପୁନର୍ବସୁ ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ପୌରାଣିକ ମାନ୍ୟତା ଅନୁଯାୟୀ, ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ବର୍ତ୍ତମାନ ସମୟରେ ମଧ୍ୟ ଲୋକେ ପାଳନ କରିଥାଆନ୍ତି। ସନ୍ଧ୍ୟା ପରେ କରୁଥିବା ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ। ଏହାସହ ସେହି ସମସ୍ତ ବର୍ଜନୀୟ କାର୍ଯ୍ୟ ନକରିବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୩ ତାରିଖ, ରବିବାର, କୁମ୍ଭ ୧ ଦିନ, ମାଘମାସ, ଶୁକ୍ଳପକ୍ଷ,ଦ୍ୱାଦଶୀ ତିଥି, ଆଦ୍ରା ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ଶୀତ ଦିନ ଆସିଲେ ଖାସ୍ କରି ମହିଳା ଓ ଯୁବତୀଙ୍କ ପାଇଁ ସମସ୍ୟା ବଢ଼ିଯାଏ । ତ୍ୱଚାର ରୁକ୍ଷତା ଯୋଗୁ ମୁଁହ ଫାଟିବା ପରି ସମସ୍ୟା ସୃଷ୍ଟି ହୁଏ । ଯଦି ଆପଣଙ୍କ ତ୍ୱଚା ରୁକ୍ଷ ଏବଂ ଆପଣ ଏଥିପାଇଁ ବିୟୁଟି ପ୍ରଡକ୍ଟ ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି, ତେବେ ଏପରି କରନ୍ତୁ ନାହିଁ। ଆପଣ ଏଥିପାଇଁ ଗ୍ଲିସେରିନ୍ର ବ୍ୟବହାର କରିପାରିବେ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୨ ତାରିଖ, ଶନିବାର, ମକର ୩୦ ଦିନ, ମାଘମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି,ଆଦ୍ରା ନକ୍ଷତ୍ର, ମିଥୁନ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ପ୍ରଦୂଷଣ, ଧୂଳି, ମାଟି ଆଦି ଚେହେରାରେ ଜମି ଯାଇ ମୁହଁର ଔଜ୍ଜ୍ୱଳତା କମିଯାଏ। ହଜିଯାଏ ଚେହେରାର ସୌନ୍ଦର୍ଯ୍ୟ । ତେଣୁ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ହୋଇପଡେ। ଏହାକୁ ଦୂର କରିବା ଲାଗି ଆପଣାନ୍ତୁ ସହଜ ଉପାୟ। ପାଣିରେ ଏହି ୫ ଜିନିଷ ମିଶାଇ ପିଅନ୍ତୁ ଓ ଫରକ ଅନୁଭବ କରନ୍ତୁ ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୧ ତାରିଖ, ଶୁକ୍ରବାର, ମକର ୨୯ ଦିନ, ମାଘମାସ, ଶୁକ୍ଳପକ୍ଷ,ଦଶମୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
କେହି କେହି କୁହନ୍ତି କି ଦରକାର ଠାରୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ । ଯଦି ଆପଣ ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଅନେକ ଉପାୟରେ କ୍ଷତି ପହଞ୍ଚା ପାରେ ବୋଲି କୁହାଯାଉଛି ।
ଭାତ ଗାଳି ସାରିବା ପରେ ଏହାର ପେଜକୁ ଅଦରକାରୀ ଭାବି ଆମେ ଫିଙ୍ଗି ଦେଇଥାଉ। ଏହାକୁ ନଫିଙ୍ଗି ଘରୋଇ ଉପଚାର ଭାବରେ ଆପଣ ବ୍ୟବହାର କରିପାରିବେ। ତ୍ୱଚା ଓ କେଶକୁ ସୁନ୍ଦର କରିବା ପାଇଁ ପେଜକୁ ବ୍ୟବହାର କରାଯାଇଥାଏ ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ, ୧୦ ତାରିଖ, ଗୁରୁବାର, ମକର ୨୮ ଦିନ, ମାଘମାସ, ଶୁକ୍ଳପକ୍ଷ,ନବମୀ ତିଥି, ରୋହିଣୀ ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ ଆଜିର ରାଶିଫଳ....
ଆଜି ୨୦୨୨ ମସିହା, ଫେବୃଆରୀ ୯ ତାରିଖ, ବୁଧବାର, ମକର, ୨୭ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି,କୃତ୍ତିକା ନକ୍ଷତ୍ର,ବୃଷ,ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ ।
ଆଜି ୨୦୨୨ ମସିହା ଫେବୃଆରୀ ୮ ତାରିଖ, ମଙ୍ଗଳବାର, ମକର, ୨୬ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି, ଦ୍ୱିଜା ନକ୍ଷତ୍ର,ମେଷ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ଆଜି ୨୦୨୨ ମସିହା, ଫେବୃଆରୀ ୭ ତାରିଖ, ସୋମବାର, ମକର, ୨୫ ଦିନ, ମାଘ ମାସ, ଶୁକ୍ଳପକ୍ଷ,ସପ୍ତମୀ ତିଥି, ଅଶ୍ୱିନୀ ନକ୍ଷତ୍ର,ମେଷ,ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି ୨୦୨୨ ମସିହା, ଫେବୃଆରୀ ୬ ତାରିଖ, ରବିବାର, ମକର ୨୪ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଆଜି ୨୦୨୨ ମସିହା, ଫେବୃଆରୀ ୫ ତାରିଖ, ଶନିବାର, ମକର ୨୩ ଦିନ ମାଘ ମାସ ଶୁକ୍ଳପକ୍ଷ,ପଞ୍ଚମୀ ତିଥି, ଉତ୍ତର ଭାଦ୍ର, ନକ୍ଷତ୍ର, ମୀନ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ। ଆସନ୍ତୁ ଜାଣିବା ଏପରି ୫ଟି ଅଭ୍ୟାସ ବିଷୟରେ, ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।
ଆଜି ୨୦୨୨ ମସିହା, ଫେବୃଆରୀ ୪ ତାରିଖ, ଶୁକ୍ରବାର, ମକର, ୨୨ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ପୂର୍ବ ଭାଦ୍ର, ନକ୍ଷତ୍ର କୁମ୍ଭ, ଜାଣନ୍ତୁ ଆଜିର ରାଶିଫଳ....
ବାସ୍ତୁଶାସ୍ତ୍ରରେ ଏମିତି କିଛି ଟିପ୍ସ ରହିଛି ଯାହାକୁ ଜୀବନରେ ଗ୍ରହଣ କଲେ ଆର୍ଥିକ ସଙ୍କଟ ଦୂର କରାଯାଇପାରିବ ଏବଂ ନକାରାତ୍ମକତା ଦୂର ହୋଇପାରିବ। ନକାରାତ୍ମକ ଶକ୍ତି ଦୂର ହେବା ମାତ୍ରେ ଅର୍ଥ ସମସ୍ୟାର ସମାଧାନ ହୁଏ ଏବଂ ଘରେ ସୁଖ ଏବଂ ଶାନ୍ତି ବିସ୍ତାର ହୁଏ।
ରୁପି ଏକ ସାଧାରଣ ସମସ୍ୟା। ଚର୍ମରେ ଯେଉଁଠାରେ ସିବାସିସ୍ ଗ୍ଲାଣ୍ଡ ଥାଏ, ସେଠାରେ ରୁପି ଦେଖାଦେଇଥାଏ। ଋତୁଚକ୍ର ପରି ରୁପି ବି ଚର୍ମର ଏକ ସାମାନ୍ୟ ପ୍ରକ୍ରିୟା। କିନ୍ତୁ ଠିକ୍ ସମୟରେ ରୁପିର ଉପଚାର ନକଲେ, ଏହା କାନ, କପାଳ, ନାକ, ଭ୍ରୁଲତା ଓ ଗାଲ ଆଡ଼କୁ ମଧ୍ୟ ବ୍ୟାପି ଯାଇଥାଏ।
ଆଜି ୨୦୨୨ ମସିହା, ଫେବୃଆରୀ, ୩ ତାରିଖ, ଗୁରୁବାର, ମକର, ୨୧ ଦିନ, ମାଘ ମାସ, ଶୁକ୍ଳପକ୍ଷ, ତୃତୀୟା ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...
ଅଧିକାଂଶ ଲୋକ ସିଝା କ୍ଷୀର ପିଇଥାନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ କଞ୍ଚା କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି । କଞ୍ଚା କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ ରହିଛି, କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କଞ୍ଚା କ୍ଷୀର ଫିଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ଧାର୍ମିକ ବିଶ୍ୱାସ ଅନୁଯାୟୀ ବାର ଅନୁସାରେ ବିଭିନ୍ନ କାର୍ଯ୍ୟ କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ତେବେ ବାରକୁ ନେଇ ଘରର କାର୍ଯ୍ୟ ସଂପନ୍ନ କଲେ ଶୁଭପ୍ରଦ ହୋଇଥାଏ । ଚାଲନ୍ତୁ ଜାଣିବା କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ୍ ।
ସବୁବେଳେ ସେଲୁନ୍ ଯାଇ ଚୁଟି ସିଧା କରିବା ସମ୍ଭବ ନୁହେଁ। କାରଣ ଏହା ବ୍ୟୟବହୁଳ ହୋଇଥାଏ। ଚୁଟି ସିଧା କରିବା ପାଇଁ କେମିକାଲ ବ୍ୟବହାର ହୋଇଥାଏ। ଯାହାଦ୍ୱାରା ଚୁଟି ଖରାପ ହେବାର ଭୟ ମଧ୍ୟ ଥାଏ। ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଉପାୟରେ ଚୁଟିକୁ କେମିତି ସିଧା କରିହେବ ଜଣାଇବୁ। ଯାହାଦ୍ୱାରା ଆପଣ କମ୍ ଖର୍ଚ୍ଚରେ ଘରେ ହିଁ ଚୁଟିକୁ ସିଧା କରିପାରିବେ।