• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ଅପ୍ରେଲ, ୧୧ ତାରିଖ, ସୋମବାର, ମୀନ, ୨୮ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ଦଶମୀ ତିଥି,

ପୂଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।

ମେଷ:-

କର୍ମକ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିପାରନ୍ତି, ଜଗିରଖି କାମ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଅଚାନକ କ୍ଷତି ହୋଇଯାଇପାରେ

ଦୂର ଯାତ୍ରା କରିପାରନ୍ତି ।

ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ବୃଷ:-

ସମସ୍ତ କାର୍ଯ୍ୟରେ ଶୁଭଫଳ ପାଇବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ପାରିବାରିକ ଶାନ୍ତି ପାଇବ ।

ପ୍ରତିକାର-: ଶୁଭତ୍ତ୍ୱରେ ବୃଦ୍ଧିପାଇଁ ସବୁଜଙ୍ଗର ବ୍ୟବହାର କରନ୍ତୁ

ମିଥୁନ:-

ଚାକିରି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିପାରନ୍ତି । ଶତୃମାନଙ୍କ ବିରୋଧରେ ବିରୋଧକରି ସଫଳତା ପାଇବେ ।

ବ୍ୟବସାୟରେ ଲାଭବାନ ହେବେ।

ପ୍ରତିକାର-: ଶ୍ରୀ ଗନେଶ ଙ୍କୁ ଆରାଧନ କରନ୍ତୁ

କର୍କଟ:-

ଅଚାନ ଧନଲାଭ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ଶତୃମାନେ ହଇରାଣ ହରକତ କରିପାରନ୍ତି

ପ୍ରତିକାର-ଚନ୍ଦନର ତିଳକ ମଥାରୋ ଲଗାନ୍ତୁ ।

ସିଂହ:-

କାର୍ଯ୍ୟସାଧନରେ ବିଳମ୍ବ ହୋଇପାରେ। ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ । ଦୂର ଯାତ୍ରା କରିପାରନ୍ତି

ପ୍ରତିକାର-:ନାଲି ରଙ୍ଗର ବ୍ୟବହାର କରନ୍ତୁ

କନ୍ୟା:-

ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ସହଯୋଗରେ ଅନେକ ସମସ୍ୟାର ସମାଧାନ କରିଦେବେ । ନୂତନ ଯାନବାହାନ କ୍ରୟ କରିପାରନ୍ତୁ

ପରିବାରରେ ସାମାନ୍ୟ କଳହ ଦେଖାଦୋଇପାରେ ।

ପ୍ରତିକାର-ଗୋ ମାତା ଙ୍କୁ ସବୁଜ ଚାରା ଦିଅନ୍ତୁ

ତୁଳା:-

କର୍ମକ୍ଷେତ୍ରରେ ଚାଲିଥିବା ବାଦବିବାଦର ସମାଧାନ କରିଦେବେ । ସୁଖାଦ୍ୟ ଭୋଜନ ସହ ବନ୍ଧୁ ମିଳନ ହୋଇପାରେ

ସନ୍ତାନ ପକ୍ଷକୁନେଓ ଚିନ୍ତିତ ରହିବେ ।

ପ୍ରତିକାର-ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ବିଛା:-

ସମସ୍ତ କାର୍ଯ୍ୟରେ ସହଯୋଗ ପାଇ ଆଗକୁ ବଢିବେ । ବ୍ୟବସାୟରେ ଭଲ ଲାଭ ହେବ । ମୁଲ୍ୟବାନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିପାରନ୍ତି ।

ପ୍ରତିକାର-ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ଧନୁ:-

କାର୍ଯ୍ୟରେ ବିଘ୍ନ ଉପୁଜିପାରେ ସତର୍କ ରହିବେ । ଶତୃମାନେ ପରଜିତ ହେବେ । ସୁଖାଦ୍ୟ ଭୋଜନ ସହ ପରିବାରରେ ଶାନ୍ତି ପାଇବେ

ପ୍ରତିକାର-କେଶର ର ତିଳକ ମଥାରୋ ଲଗାନ୍ତୁ

ମକର:-

ବ୍ୟବସାୟରେ ଭଲ ଲାଭ ହେବ । ମନ ପ୍ରସନ୍ନ ରହିବା ଦ୍ୱାରା ଶରରୀକ ସୁସ୍ଥତା ମଧ୍ୟ ଅନୁଭବ କରିବେ ।

ପାରିବାରିକ ଶାନ୍ତି ପାଇବେ ।

*ପ୍ରତିକାର-ନୀଳ ରଙ୍ଗର ବ୍ୟବହାର କରନ୍ତୁ

କୁମ୍ଭ:-

କାର୍ଯ୍ୟକ୍ଷେତ୍ରରେ ସହଯୋଗ ପାଇବେ । ଆୟ ଭଲ ରହିବ । ପାରିବାରରେ ସମାନ୍ୟ ମତଭେଦ ହୋଇପାରେ

*ପ୍ରତିକାର-କେଶର ରତିକ ମଥାରୋ ଲଗାନ୍ତୁ

ମୀନ:-

ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରି ମନରେ ଖୁସି ପାଇବେ । ନୂତନ କାର୍ଯ୍ୟଭାର ହାତକୁ ନେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।

*ପ୍ରତିକାର-ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ