ଏଭଳି ମିଥ୍ୟା ଆରୋପ କାବୁଲ ଓ ଇସଲାମାବାଦ ମଧ୍ୟରେ ସଂପର୍କ ନଷ୍ଟ କରିବା ଆଶଙ୍କା ରହିଛି ବୋଲି ତାଲିବାନ ସରକାର କହିଛନ୍ତି ।
ଭାରତରେ ଅନେକ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖାତ ଆତଙ୍କବାଦୀ ମାସୁଦ ସମ୍ପର୍କରେ ପାକିସ୍ତାନ କ୍ରମାଗତ ଭାବରେ ମିଛ କହୁଛି । ତାଲିବାନ ପାକିସ୍ତାନର ପୋଲ୍ ଖୋଲି ଦେଇଛି ।
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର ଲୋଡ଼ିଛି ତାଲିବାନ ସହଯୋଗ । କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ସେ ତାଲିବାନର ସହଯୋଗ ଲୋଡ଼ିଛି ।