• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

dd
ହିଜ୍‌ବୁଲ୍‌ ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ଣୀରର ରାଜଧାନୀ ଶ୍ରୀନଗରରେ ହିଜ୍‌ବୁଲ୍‌ ମୁଜାହିଦୀନ ଆତଙ୍କୀ ସଙ୍ଗଠନର ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ ହୋଇଛି। ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ୍‌ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନାକୁ ଶ୍ରୀନଗରର ରଙ୍ଗରେଥ ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା। ଏହାକୁ ଆଧାର କରି ସେନାର ରାଷ୍ଟ୍ରୀୟ ରାଇଫଲ, ଜାମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ଓଜି ଏବଂ ସିଆରପିଏଫ […]

  • Thursday, 01 July 2021
f
ଦୁଇ ମହଲା ଛାତ ଉପରୁ ୫ ପିଲାଙ୍କୁ ତଳକୁ ଠେଲିଦେଲେ ମହିଳା

ସାହିବଗଞ୍ଜ: ଝାଡ଼ଖଣ୍ଡର ସାହିବଗଞ୍ଜରେ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଦୁଇ ମହଲା ଛାତ ଉପରକୁ ୫ ଜଣ ପିଲାଙ୍କୁ ଡାକି ନେଇ ଜଣ ଜଣ କରି ତଳକୁ ଫୋପାଡ଼ିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଝାଡ଼ଖଣ୍ଡର ନଗର ଥାନା ଅଧିନ ପୁରୁଣା ସାହିବଗଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବିହାରି ଲାଲ ମଣ୍ଡଳ ଭବନରେ ପାଖ ପଡ଼ୋଶୀଙ୍କ କିଛି ପିଲା ଟିଭି ଦେଖୁଥିଲେ। ସେହି ଘରର ଜଣେ ମହିଳା ପିଲାଙ୍କୁ […]

  • Thursday, 01 July 2021
gg
ମିଠା କେଜି ୯ ହଜାର

ସୁରତ: ବର୍ତ୍ତମାନ ସାରା ଦେଶରେ ପାର୍ବଣ ଋତୁ ଚାଲିଛି। ଆଗକୁ ଆସୁଥିବା ଦୀପାବଳୀ ପାଇଁ ଏବେ ଲେକମାନେ ସଜବାଜ ହେଲେଣି। ଏଥିସହ ମିଠାର ମଧ୍ୟ ଚାହିଦା ବଢ଼ିଛି। ଗୁଜୁରାଟ ସୁରତର ଏକ ଦୋକାନରେ ସ୍ଥାନୀୟ ଅଞ୍ଚଳର ଦାମୀ ମିଠାର ବିକ୍ରି ଅଧିକ ମାତ୍ରାରେ ହେଉଛି। ଯାହାର କେଜି ପ୍ରତି ଦାମ୍‌ ୯ ହଜାର ରହିଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ ଆପଣ ଠିକ୍‌ ପଢ଼ିଛନ୍ତି। ବାସ୍ତବରେ ଏହି ମିଠାର ନାମ ସୁନା ଘାରୀ। ଏହା ସୁରଟର ଏକ […]

  • Thursday, 01 July 2021
baba ka dhaba owner
ଥାନାର ଦ୍ୱାରସ୍ଥ ହେଲେ ‘ବାବା କା ଢାବା’ର ମାଲିକ, ୟୁଟ୍ୟୁବରଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: କିଛିଦିନ ତଳେ ସୋସିଆଲ୍‌‌ ମିଡିଆରେ ସେନ୍‌ସେସନ୍‌ ସାଜିଥିବା ଦିଲ୍ଲୀ ମାଲଭିଆ ନଗରର ଲୋକପ୍ରିୟ  ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିବା ୟୁଟ୍ୟୁବର ଗୌରବ ବାସନ୍‌ଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି।ସହାୟତା ପାଇଁ ଆସିଥିବା ଆର୍ଥିକ ଅନୁଦାନକୁ ଗୌରବ ହଡ଼ପ କରିଥିବା ନେଇ କାନ୍ତା ଅଭିଯୋଗ କରିଛନ୍ତି। ରବିବାର ପୋଲିସ୍‌ ଏସମ୍ପର୍କରେ ସୂଚନା ଦେଇଛି। କାନ୍ତା ଅଭିଯୋଗ ଆଣିଛନ୍ତି, ଗୌରବ ଜାଣିଶୁଣି  ନିଜର ଓ […]

  • Thursday, 01 July 2021
jharkhand
୫ ଛୁଆଙ୍କୁ ଛାତ ଉପରୁ ତଳକୁ ଫିଙ୍ଗି ଦେଲେ ମହିଳା

ରାଞ୍ଚି: ଦୁଇ ମହଲାରୁ ଗୋଟିଏ ପରେ ଗୋଟିଏ ୫ ଜଣ ଛୁଆଙ୍କୁ ତଳକୁ ଫିଙ୍ଗି ଦେଲେ ମହିଳା। ହୋସ୍‌ ଉଡ଼ାଇ ଦେବା ଭଳି ଏହି ଘଟଣା ରବିବାର ସନ୍ଧ୍ୟା ୭ଟାରେ ଝାଡ଼ଖଣ୍ଡ ସାହିବଗଞ୍ଜରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ବିହାରୀ ଲାଲ୍‌ ମଣ୍ଡଲ୍‌ ଭବନରେ ୧୦ଜଣ ଛୁଆ ଟିଭି ଦେଖୁଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳା ବାହାନା ଦେଖାଇ ଛୁଆମାନଙ୍କୁ ଛାତ ଉପରକୁ ନେଇ ଯାଇଥିଲେ। ଏହାପରେ ଜଣକ ପରେ ଜଣେ ୫ଜଣ ଛୁଆଙ୍କୁ  ଛାତ ଉପରୁ […]

  • Thursday, 01 July 2021
covaxin
୨୦୨୧ ମଧ୍ୟଭାଗ ଆଡ଼କୁ ଆସିପାରେ କୋଭାକ୍ସିନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ବାହାର କରିବା ପାଇଁ ବିଶ୍ୱର ଅନେକ ଦେଶ ଲାଗିଛନ୍ତି। ଭାରତରେ ମଧ୍ୟ କୋଭାକ୍ସିନର ପରୀକ୍ଷଣ ଏବଂ ପ୍ରସ୍ତୁତି ଆଗେଇ ଚାଲିଛି। ଏହାକୁ ଭାରତ ବାୟୋଟେକ ନାମକ କମ୍ପାନୀ ବିକଶିତ କରୁଛି। ଭାରତ ବାୟୋଟେକ୍‌ ଏହି ଭ୍ୟାକ୍ସିନ୍‌କୁ ୨୦୨୧ର ମଧ୍ୟଭାଗ ଆଡ଼କୁ ବଜାରକୁ ଛାଡ଼ିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଯଦି ସରକାରଙ୍କ ତରଫରୁ ଅନୁମତି ମିଳେ ତେବେ ଏହା ଯୋଜନା ମୁତାବକ ସମୟ ମଧ୍ୟରେ ବଜାରକୁ ଛଡ଼ାଯାଇ ପାରିବ ବୋଲି ଭାରତ ବାୟୋଟେକ୍‌ର […]

  • Thursday, 01 July 2021
beggar
କୋଟିପତି ମହିଳା ଭିକାରୀ: ୫ଟି ଘରର ମାଲିକାଣୀ, ବ୍ୟାଙ୍କ୍‌ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା

କାଇରୋ: ଆପଣ କେବେ ଭାବି ପାରିବେ ଜଣେ ଭିକାରୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିବେ।  ଇଜିପ୍ଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଭିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ୧ କୋଟି ୪୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ୫୭ ବର୍ଷୀୟ ଏହି ମହିଳା ଭିକାରୀଙ୍କ ନାଁରେ ୫ଟି ଘର ମଧ୍ୟ ରହିଛି। gulfnews.com ରିପୋର୍ଟ ଅନୁସାରେ, ବ୍ୟାଙ୍କରେ ପ୍ରାୟ ଦେଢ କୋଟି ଟଙ୍କା ଥିବା ଏହି ମହିଳା ଭିକାରୀଙ୍କୁ ଗିରଫ କରାଯାଇ […]

  • Thursday, 01 July 2021
hjk
ହାଥରସ ଘଟଣାରେ ଆସିଲା ଏସ୍‌ଆଇଟି ରିପୋର୍ଟ, ମାଜିଷ୍ଟ୍ରେଟ୍‌ଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ଗତ ସେପ୍ଟେମ୍ୱର ମାସରେ ଘଟିଥିବା ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏସ୍‌ଆଇଟି ଏହାର ରୋପର୍ଟ ଦେଇଛି। ଏହି ରିପୋର୍ଟ ୟୁପି ସରକାରଙ୍କୁ ଦିଆଯାଇଛି। ଯାହାକୁ କି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣୀ ସମୟରେ ଦାଖଲ କରିଯିବାର ସମ୍ଭବନା ରିହିଛି। ହାଇକୋର୍ଟରେ ସୋମବାର ଏହି ଘଟଣାକୁ ନେଇ ଶୁଣାଣୀ କରାଯିବାର ଅଛି। ଯେଉଁଥିରେ କି ୟୁପି ସରକାର ନିଜ ପକ୍ଷ ରଖିବେ। କିନ୍ତୁ ବର୍ତ୍ତମାନ ଏସ୍‌ଆଇଟି ରିପୋର୍ଟକୁ ଆଧାର କରି ସ୍ଥାନୀୟ ଡିଏମ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ […]

  • Thursday, 01 July 2021
kjh
୧୬ ହଜାର ଫୁଟ୍‌ ପାହାଡ଼ ଉପରେ ଯବାନଙ୍କ ହେଲା ସର୍ଜରୀ; ସଫଳତା ପାଇଲେ ସେନା ଡାକ୍ତର

ନୂଆଦିଲ୍ଲୀ: ୧୬ ହଜାର ଫୁଟ୍‌ ଉଚ୍ଚରେ ଜଣେ ଯବାନଙ୍କର ଆପେଣ୍ଡିକ୍ସ ସର୍ଜରୀ କରି ଭାରତୀୟ ସ୍ଥଳ ସେନାର ଡାକ୍ତର ସଫଳତା ହାସଲ କରିଛନ୍ତି। ପୂର୍ବ ଲଦାଖର ଏକ ଫରୱାର୍ଡ ସର୍ଜିକାଲ ସେଣ୍ଟରରେ ଏହି ଅସ୍ତ୍ରୋପଚାର କରିଯାଇଥିଲା। ଖରାପ ପାଗ କାରଣରୁ ଅସୁସ୍ଥ ଯବାନଙ୍କୁ ଲଦାଖରୁ ଲେହକୁ ସ୍ଥାନାନ୍ତର କରାଯାଇ ପାରିନଥିଲା। ତେଣୁ ଫରୱାର୍ଡ ସେଣ୍ଟରରେ ତିନିଜଣିଆ ଡାକ୍ତରୀ ଦଳର ଗଠନ କରାଯାଇ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଛି। ଆପାତଃକାଳୀନ ଭାବେ ଏହି ସର୍ଜରୀ କରାଯାଇଥିଲା। ୧୬ […]

  • Thursday, 01 July 2021
election-1
୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ହେଉଛି ଉପନିର୍ବାଚନ

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଛି। ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି। କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍‌ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛ॥ ତେବେ ମତଦାନର ଶେଷ ଘଣ୍ଟାଏରେ କରୋନା ପଜିଟିଭ୍ ଭୋଟର […]

  • Thursday, 01 July 2021
donald
ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ।  ନିର୍ବାଚନ ପୂର୍ବରୁ ଉଭୟ ପ୍ରାର୍ଥୀଙ୍କ ମଧ୍ୟ ପ୍ରେସିଡେନ୍ସିଆଲ ଡିବେଟ ହୋଇଥିଲା। ଭୋଟରଙ୍କୁ ମନାଇବାକୁ ଉଭୟ ଭରପୁର ଉଦ୍ୟମ କରିଛନ୍ତି। ତେବେ ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ ଆମେରିକୀୟ କଂଗ୍ରେସର ବୈଠକ ହେବ। ଏଥିରେ ବିଦ୍ଧିବଦ୍ଧ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନାଁ ଘୋଷଣା କରାଯିବ। ଭୋଟ ପୂର୍ବରୁ କରାଯାଇଥିବା ଜନମତ ସର୍ଭେରେ ବାଇଡେନ ଟ୍ରମ୍ପଙ୍କଠାରୁ  ବହୁ ଆଗରେ […]

  • Thursday, 01 July 2021
america
କେମିତି ହୋଇଥାଏ ଆମେରିକା ରାଷ୍ଟ୍ରପତି ନିବାର୍ଚନ ?

ୱାଶିଂଟନ: ସବୁଠୁ ଶକ୍ତିଶାଳୀ ଓ ବିକଶିତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର ରହିଥାଏ। ଆମେରିକାରେ କେଉଁ ଦଳ କ୍ଷମତା ହାତେଇବ ଏବଂ କିଏ ରାଷ୍ଟ୍ରପତି ହେବ ସମସ୍ତେ ଚାହିଁ ବସିଥାନ୍ତି। କାରଣ ତା ଉପରେ ଆମେରିକାର ଭବିଷ୍ୟତ ଏବଂ ଅନ୍ୟ ଦେଶ ପ୍ରତି ଆଭିମୁଖ୍ୟ କିଭଳି ରହିବ, ତାହା ନିର୍ଭର କରିଥାଏ । ତେବେ ଆମେରିକାବାସୀ ସିଧାସଳଖ ନିଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିନଥାନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ହୋଇଥାଏ । […]

  • Thursday, 01 July 2021
cricket
ଦିନେ ଆତଙ୍କୀ ଗଡ଼ ଥିଲା ହଣ୍ଡଓ୍ୱାରା, ହେଲେ ଆଜି ହିଂସା ବଦଳରେ ଶାନ୍ତି ଖୋଜୁଛନ୍ତି ଯୁବଗୋଷ୍ଠୀ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ହେବା ପରେ ବିକାଶ ଦିଗରେ ଆଗେଇ ଚାଲିଛି ଜାମ୍ମୁ ଓ କାଶ୍ମୀର । ଦିନେ ଆତଙ୍କବାଦୀଙ୍କ ଗଡ଼ ଥିଲା ହଣ୍ଡଓ୍ୱାରା। ହେଲେ ଆଜି ସେଠି ସ୍ଥିତି ବଦଳିଛି । ଯୁବ ପିଢ଼ିଙ୍କ ନିକଟତର ହେବା ପାଇଁ ଉଦ୍ୟମ ଜାରି କରିଛି ସେନା। ବିଭିନ୍ନ ଉନ୍ନୟନମୂଳକ କାମ ସହ ଏଠାରେ ସେନା ପକ୍ଷରୁ ୟୁନିଟ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଛି। ଏଥିରେ ଆଖପାଖର ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏହା ଫଳରେ ସେନା […]

  • Thursday, 01 July 2021
vote
ଦେଶରେ ୫୪ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ

ପାଟ୍‌ନା: ବିହାର ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଅଛି ।ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି । କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛି । ତେବେ ମତଦାନର […]

  • Thursday, 01 July 2021
susant
ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ଦୁଇ ଭଉଣୀଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ରହସ୍ୟର ଉନ୍ମୋଚନକୁ ନେଇ ଅଜବ ବୟାନ ଦେଇଛି ମୁମ୍ବାଇ ପୋଲିସ । ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟରେ କହିଛି, ସୁଶାନ୍ତଙ୍କ ଭଉଣୀଙ୍କ ବିରୋଧରେ ମାମଲା ଦାଏର କରାଯିବା ଉଚିତ । କାରଣ ରିୟା ଚକ୍ରବର୍ତ୍ତୀ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେମାନଙ୍କୁ ଦାୟୀ କରିଛନ୍ତି। ସୂଚନାଥାଉ କି, ସୋମବାର ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟରେ ଏକ ଶପଥ ପାଠ ଦାଏର କରି  ସୁଶାନ୍ତଙ୍କ ଭଉଣୀ […]

  • Thursday, 01 July 2021
ghj
ଡାକ୍ତରଖାନା ପରିସରରେ ମହିଳାଙ୍କୁ ଗଣ ଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଡାକ୍ତରଖାନା ପରିସରରେ ଥିବା ପାର୍କିଂ ସ୍ଥଳ ନିକଟରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଅକ୍ଟୋବର ୩୦ ତାରିଖ ମଧ୍ୟରାତ୍ରିରେ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଏବଂ ସେହି ହସ୍ପିଟାଲର ଜଣେ ସୁରକ୍ଷାକର୍ମୀ ମିଳିତ ଭାବେ ପୀଡ଼ିତା ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ସେମାନେ ପାର୍କିଙ୍ଗ ସ୍ଥଳକୁ ନେଇଯାଇ ଗଣ ଦୁଷ୍କର୍ମ କରିଥିଲେ। ମହିଳାଙ୍କ କହିବା ଅନୁଯାୟୀ, […]

  • Thursday, 01 July 2021
trump
ଟ୍ରମ୍ପଙ୍କ ବିଜୟ କାମନା କରି ହୋମଯଜ୍ଞ କଲା ହିନ୍ଦୁ ସେନା

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ଲଗାମ କା ହାତରେ ରହିବ ତାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ଟ୍ରମ୍ପ ନିର୍ବାଚନ ଜିତିବା କାମନା କରି ଦିଲ୍ଲୀରେ ହୋମ ଯଜ୍ଞ ଆରମ୍ଭ କରିଦେଇଛନ୍ତି ତାଙ୍କ ପ୍ରଶଂସକ। ମଙ୍ଗଳବାର ଦିଲ୍ଲୀର ଏକ ମନ୍ଦିରରେ ହିନ୍ଦୁ ସେନା ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଭ ମନାସୀ ହୋମଯଜ୍ଞ କରାଯାଇଛି। ପୂର୍ବ ଦିଲ୍ଲୀର ଏକ ମନ୍ଦିରରେ […]

  • Thursday, 01 July 2021
2
ରାଜ୍ୟସଭାରେ ବଢ଼ିଲା ବିଜେପିର ଶକ୍ତି

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେପିର ଶକ୍ତି ବଢ଼ିଛି। ସଂସଦର ଉଚ୍ଚ ସଦନକୁ ୯ ବିଜେପି ସାଂସଦ ନିର୍ବାଚିତ ହେବା ପରେ ବିଜେପିର ମୋଟ ସଂଖ୍ୟା ୯୨କୁ ବୃଦ୍ଧି ପାଇଛି। ଏଥିସହ ଏନଡିଏର ସାଂସଦ ସଂଖ୍ୟା ୧୦୦ ଟପି ୧୦୪ରେ ପହଞ୍ଚିଛି। ଏବେ ରାଜ୍ୟସଭାରେ ମୋଟ ୨୪୨ ସଭ୍ୟ ଅଛନ୍ତି। ତେଣୁ ମ୍ୟାଜିକ ନମ୍ବର ହେଉଛି ୧୨୧।  ରାଜ୍ୟସଭାରେ ଏନଡିଏର ଶକ୍ତି ବୃଦ୍ଧି ହୋଇଥିବାରୁ ଏବେ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ସହଜରେ ପାସ୍ କରାଇପାରିବେ ମୋଦି ସରକାର। ପୂର୍ବରୁ ଏନ୍‌ଡିଏକୁ […]

  • Thursday, 01 July 2021
nirishg
ନୀତୀଶଙ୍କ ଉପରକୁ ପିଆଜ ଓ ପଥର ମାଡ଼

ପଟନା: ନିର୍ବାଚନ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ପିଆଜ ଓ ପଥର ମାଡ଼ କଲେ ଲୋକେ। ରାଜ୍ୟର ମଦୁବାଣୀ ଜିଲ୍ଲାରେ ହରଲଖିରେ ନୀତୀଶ ଲୋକଙ୍କୁ ସମ୍ବୋଧନ କରୁଥିଲେ। ନିଯୁକ୍ତି ପ୍ରସଙ୍ଗ ଉଠାଇ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ନୀତୀଶଙ୍କ ଉପରକୁ ପିଆଜ ଓ ପଥର ମାଡ଼ ହୋଇଥିଲା। ନୀତୀଶଙ୍କ ଉପରେ ପିଆଜ ଓ ଇଟା ଫିଙ୍ଗୁଥିବା ଜଣେ ବ୍ୟକ୍ତି ବିହାରରେ ମଦ କାରବାର ନେଇ ଅସନ୍ତୋଷ ପ୍ରକାଶ କରି […]

  • Thursday, 01 July 2021
datbhanga-blast
ଦରଭଙ୍ଗା ବିସ୍ଫୋରଣ ମାମଲାରେ ଏନଆଇଏର ବଡ ଖୁଲାସା, ଚଳନ୍ତା ଟ୍ରେନ୍‌ରେ ହୋଇଥାନ୍ତା ବ୍ଲାଷ୍ଟ..

ବିହାର ଦରଭଙ୍ଗା ବିସ୍ଫୋରଣ ମାମଲାରେ ଏନଆଇଏର ବଡ ଖୁଲାସା । ଦରଭଙ୍ଗା ରେଳ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ମାମଲାରେ ଦୁଇ ଲସ୍କର-ଇ-ତୋଇବାର ଆତଙ୍କବାଦୀଙ୍କୁ ଗିରଫ କରିଛି ଏନଆଇଏ । ଇମ୍ରାନ ମଲ୍ଲିକ ଓ ମୋହମଦ ନାସିର ଖାନ୍ ନାମକ ଦୁଇ ଆତଙ୍କବାଦୀଙ୍କୁ…

kbc
ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ଏତଲା

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତି ସିଜନ ୧୨ ବିବାଦର ଫସିଯାଇଛି। ଏହି ଶୋ’ରେ ଅମିତାଭ ମନୁସ୍ମୃତି ସମ୍ପର୍କିତ ଏକ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନକୁ ନେଇ ବିଗ୍‌ବିଙ୍କ ସମେତ ସୋନି ଟେଲିଭିଜନ୍‌ ନାଁରେ ଥାନାରେ ମାମଲା ହୋଇଛି। ତାଙ୍କର ଏପରି ପ୍ରଶ୍ନ ହିନ୍ଦୁ ଧର୍ମ ପ୍ରତି କୁଠାରଘାତ ଦର୍ଶାଇ ଏତଲା ଦାୟର କରିଛନ୍ତି ଜଣେ ବିଜେପି ନେତା। ଅକ୍ଟୋବର ୩୦ ତାରିଖ ଶୋ’ର କରମବୀର ଏପିସୋଡରେ ଅମିତାଭ ମନୃସ୍ମୃତି ସମ୍ପର୍କିତ ଏକ […]

  • Thursday, 01 July 2021
youtubes
ପ୍ରେମିକାର ଭାଇଙ୍କୁ ହତ୍ୟା କରି ଗିରଫ ହେଲେ ଏହି ଫେମସ୍‌ ୟୁଟ୍ୟୁବର

ନୂଆଦିଲ୍ଲୀ:ପ୍ରେମିକାର ଭାଇଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ଫେମସ୍‌ ୟୁଟ୍ୟୁବର ନିଜାମୁଲ ଖାନ। ଅକ୍ଟୋବର ୨୮ ତାରିଖରେ ଉତ୍ତରପ୍ରଦେଶ ନିଥାରୀବାସୀନ୍ଦା କମଲ ଶର୍ମାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଭଉଣୀ ସହ ନିଜାମୁଲ୍‌ଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣା ଅନୁସାରେ,ବାଇକ ଷ୍ଟଣ୍ଟ କରି ଲୋକପ୍ରିୟ ହୋଇଥିବା ନିଜାମୁଲଙ୍କର କମଲଙ୍କ ଭଉଣୀଙ୍କ ସହିତ ପ୍ରେମ ସମ୍ପର୍କ […]

  • Thursday, 01 July 2021
vijay-raj
ସହଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ବଲିଉଡ୍‌ ଅଭିନେତା ବିଜୟ ରାଜ

ମୁମ୍ବାଇ: ସହଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗତକାଲି ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତା ବିଜୟ ରାଜ। ଏନେଇ ଖବର ସରବରାହ ସଂସ୍ଥା ଏନ୍‌ଆଇ ରିପୋର୍ଟ ପ୍ରକାଶ କରିଛି। ଗୋନ୍ଦିଆର ଏକ ହୋଟେଲ୍‌ରୁ ବିଜୟଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ବିଜୟ ତାଙ୍କର ଅପକମିଂ ଫିଲ୍ମ ‘ଶେରନୀ’ ଶୁଟିଂ ପାଇଁ ମଧ୍ୟପ୍ରଦେଶର ବାଲାଘାଟ ଠାରେ ପହଞ୍ଚିଥିଲେ। ଫିଲ୍ମ ଶୁଟିଂ ଚାଲିଥିବା ବେଳେ ସହଅଭିନେତ୍ରୀ ବିଜୟଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ବିଜୟକୁ ଏକ ହୋଟେଲ୍‌ରୁ ଗିରଫ […]

  • Thursday, 01 July 2021
Delhi Tempreture
ଜଳୁଛି ଦିଲ୍ଲୀ: ହିଟ୍‌ ୱେଭ୍ ଜାରି କଲା ପାଣିପାଗ ବିଭାଗ

ମୌସୁମୀ ଅନ୍ତର୍ଦ୍ଧାନ ପରେ ଦିଲ୍ଲୀରେ ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଛି। ଏହାଫଳରେ ମହାନଗରୀର ପାରଦ ଏବେ ଉପରମୁହାଁ ରହିଛି। ଗତକାଲି ଦିଲ୍ଲୀର ତାପମାତ୍ରା ରେକର୍ଡ ୪୩ ଦଶମିକ ୫ ଡିଗ୍ରୀ ସେଲସିଅସ୍ ଛୁଇଁଥିଲା। ଯାହାକି ଚଳିତ ବର୍ଷ ଦିଲ୍ଲୀର ସର୍ବାଧିକ ତାପମାତ୍ରା ବୋଲି କହିଛି ଭାରତୀୟ ପାଣିପାଗ

  • Thursday, 01 July 2021