US Confirms Drone Strike On Kabul Airport-Bound 'Explosive-Laden Vehicle'
କାବୁଲ ବିମାନ ବନ୍ଦର ନିକଟରେ ଆମେରିକାର ପୁଣି ଏୟାର ଷ୍ଟ୍ରାଇକ୍। ISIS-Kର ଆତଙ୍କବାଦୀଙ୍କୁ ଲକ୍ଷ୍ୟ କରି ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି । ଏହି ବିସ୍ଫୋରଣର ଶବ୍ଦ ଖୁବ ଭୟଙ୍କର ଥିଲା। ଏଥିରେ ଆଇଏସ୍ଆଇଏସ୍-କେ ଆତଙ୍କବାଦୀ ରକେଟକୁ ଟାର୍ଗେଟ କରାଯାଇଥିଲା । ଅନେକ ସ୍ଥାନରେ ନିଆଁ ଲାଗିବା ସହ କିଛି ଗାଡ଼ି କ୍ଷତିଗ୍ରସ୍ତ ମଧ୍ୟ ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)